Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗୁମ୍ମାରେ ସପ୍ତମ ପଞ୍ଚାୟତ ସମିତି ବୈଠକରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଦାବ
ପାରଳାଖେମୁଣ୍ଡି,: ଗଜପତି ଜିଲ୍ଲା ଗୁମ୍ମା ପଞ୍ଚାୟତ ସମିତି ସଦଭାବନା ସଭାଗୃହରେ ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ବିଧାୟକ ରୂପେଶ କୁମାର ପାଣିଗ୍ରାହୀ, ବିଡ଼ିଓ ଦୁଲେରାମ ମାରାଣ୍ଡି, ଜିଲ୍ଲା ପରିଷଦ ସଭ୍ୟା ରେଣୁକା…
କର୍କଟ ମୁକ୍ତ ଭାରତ ଗଠନ କରିବା ଉପରେ ଗୁରୁତ
ବ୍ରହ୍ମପୁର,: ବିଶ୍ୱ କର୍କଟ ଦିବସ ଅବସରରେ ଆସ ମିଳିମିଶି ସଚେତନ କରିବା, କର୍କଟ ମୁକ୍ତ ଭାରତ ଗଠନ କରିବା ଏହି ବାର୍ତ୍ତା ଦେଶବାସୀଙ୍କୁ
ଆହ୍ୱାନ ଦେବାପାଇଁ ବ୍ରହ୍ମପୁରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ଓ ବିଶାଖାପାଟଣା ସ୍ଥିତ ମହାତ୍ମାଗାନ୍ଧୀ କ୍ୟାନସର ହସପିଟାଲ ଓ ରିସର୍ଚ୍ଚ…
ଶୀତ ଉଭାନ, ବଢୁଛି ତାତ
ଭୁବନେଶ୍ୱର, : କୋରାପୁଟ ଏବଂ କନ୍ଧମାଳ ଜିଲାର କିଛି ଅଞ୍ଚଳରେ ଶୀତ ଅନୁଭୂତ ହେଉଛି । କୋରାପୁଟ, ସେମିଳିଗୁଡା, ଫୁଲବାଣୀ ଏବଂ
ଜି.ଉଦୟଗିରିରେ ମଧ୍ୟ ଶୀତ ପ୍ରଭାବ ରହିଛି । କିନ୍ତୁ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ତାପମାତ୍ରା ବଢିଛି । ସେମିଳିଗୁଡାରେ ରାତି ତାପମାତ୍ରା ୧୩.୨ ଡିଗ୍ରୀ ରେକର୍ଡ…
ପ୍ରଫେସର ବୁଲୁ ମହାରଣାଙ୍କ ଘରେ ପୁଣି ସିବିଆଇ ପକ୍ଷରୁ ରେଡ
ସମ୍ବଲପୁର,: ପ୍ରଫେସର ବୁଲୁ ମହାରଣାଙ୍କ ଘରେ ଆଜି ପୁଣି ସିବିଆଇ ପକ୍ଷରୁ ରେଡ ହୋଇଛି । ନାକ୍ ଗ୍ରେଡ ବଢ଼ାଇବା ପାଇଁ ଲାଞ୍ଚ ନେବା ମାମଲାରେ ସିବିଆଇର ୨ଜଣିଆ ଟିମ୍ ବୁର୍ଲା ପାହିଁଞ୍ଚି ଥିଲେ । ସେମାନେ ପ୍ରଫେସରଙ୍କ ସାନ ଭାଇ ବିମାଲଙ୍କ ଉପସ୍ଥିତିରେ ସିଲ୍ ହୋଇଥିବା ଘରର ତାଲା ଖୋଲିଥିଲେ ।…
ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ବାଲୁଗାଁ-ପଲାସା ରେଳ ସେକ୍ସନ ନୀରିକ୍ଷଣ
ଭୁବନେଶ୍ୱର,: ସୁରକ୍ଷା ପଦକ୍ଷେପ, ଟ୍ରାଫିକ ଯାତାୟାତ ସୁବିଧା, ଯାତ୍ରୀ ସୁବିଧା ଏବଂ ଭିତ୍ତିଭୂମି ବିକାଶର ପ୍ରଗତି ମୂଲ୍ୟାଙ୍କନ କରିବା ପାଇଁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଇତିମଧ୍ୟରେ ବାଲୁଗାଁ-ପଲାସା ରେଳପଥ ସେକ୍ସନର ପୁର୍ନକାନୁପୁଙ୍ଖ ନୀରିକ୍ଷଣ କରିଛନ୍ତି ।…
ରେପୋ ହାର ହ୍ରାସ ସମ୍ଭାବନା
ଭୁବନେଶ୍ୱର,: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)ର ନୂତନ ମୁଦ୍ରା ନୀତି କମିଟି (ଏମପିସି) ବୈଠକ ଫେବୃଆରୀ ୪ରୁ ୭ ଯାଏଁ ଅନୁଷ୍ଠିତ ହେବ । ଏଥିରେ ଆରବିଆଇ ଗଭର୍ନର ସଞ୍ଜୟ ମଲହୋତ୍ରା ଅଧ୍ୟକ୍ଷତା କରିବେ । ବିଶେଷଜ୍ଞମାନଙ୍କ ଆକଳନ ଅନୁସାରେ, ଏହି ବୈଠକରେ ରେପୋ ହାର ୨୫ ଆଧାର ପଏଣ୍ଟ…
୧୮ରୁ ଯୁକ୍ତ୨ ପରୀକ୍ଷା
ଭୁବନେଶ୍ୱର, : ଯୁକ୍ତ ଦୁଇ ଥିଓରୀ ପରୀକ୍ଷା-୨୦୨୫ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ଆସନ୍ତା ୧୮ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୩୦ଟି ଜିଲ୍ଲାର ୧୨୭୬ ସେଣ୍ଟରରେ ୩,୯୩,୬୧୮ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସବୁ…
ପୁରୀ ସୁରଜମଲ ସାହା ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,: ଜ୍ଞାନ ହେଉଛି ପ୍ରକୃତ ଶକ୍ତି । ଆଜିର ଦ୍ରୁତ ପରିବର୍ତ୍ତନଶୀଳ ସମାଜରେ ଜ୍ଞାନ ଆହରଣ ହିଁ ହେଉଛି ଏକ ମାତ୍ର ସମ୍ପତ୍ତି । ଛାତ୍ର ଜୀବନ ହେଉଛି ଜଣେ ବ୍ୟକ୍ତିର ସୃଜନଶୀଳ ଏବଂ ଉତ୍ପାଦନଶୀଳ ଜୀବନ । ଛାତ୍ର ଜୀବନର କିଛି ବର୍ଷ, ବ୍ୟକ୍ତିର ସାରା ଜୀବନର ଦଶା ଓ
ଦିଶାକୁ ଦିଗ ଦେଇଥାଏ…
ସର୍ବୋଚ୍ଚ ସ୍ତରରେ ସୁନା ଦର
ଭୁବନେଶ୍ୱର,: କ୍ରମାଗତ ଭାବେ ସୁନା ଓ ରୁପା ଦର ଘରୋଇ ବଜାରରେ ବୃଦ୍ଧି ପାଇଚାଲିଛି । ଏପରି କି ବର୍ତ୍ତମାନ ବିବାହ ଋତୁ ଓ ଶୁଭକାର୍ଯ୍ୟ ସାରା ଦେଶରେ ଜାରି ରହିଥିଲାବେଳେ ମୂଲ୍ୟବାନ ଧାତୁ ଏବଂ ସୁନା ଓ ରୁପା ଦର ବୃଦ୍ଧି ସବୁ ବର୍ଗର ଗ୍ରାହକଙ୍କୁ ଅତିରିକ୍ତ ଖର୍ଚ୍ଚାନ୍ତ କରାଉଥିଲା ବେଳେ…
ଖୋର୍ଦ୍ଧା ଜଙ୍କିଆରୁ ଯୋଜନା ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,: ଆସନ୍ତା ୫ ତାରିଖରେ ଶୁଭାରମ୍ଭ ହେବ \"ବିକଶିତ ଗାଁ, ବିକଶିତ ଓଡ଼ିଶା\' ଯୋଜନା । ଖୋର୍ଦ୍ଧାର ଜଙ୍କିଆ ମିନି ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିବେ । ମୁଖ୍ୟ କାର୍ଯ୍ୟକ୍ରମ ଢାଞ୍ଚାରେ ପ୍ରତି ଜିଲ୍ଲା ଓ ବ୍ଲକ୍ସ୍ତରରେ…