Browsing Category

ରାଜ୍ୟ

ଜୁପିଟର ପବ୍ଲିକ ସ୍କୁଲର ୧୦ମ ତମ ବାର୍ଷିକ ଉତ୍ସବ

ବ୍ରହ୍ମପୁର,: ଆଜି ସ୍ଥାନୀୟ କନିଶି ହାଟ ସ୍ଥିତ ଜୁପିଟର ପବ୍ଲିକ୍ ସ୍କୁଲର ୧୦ମ ବାର୍ଷିକ ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ସଭାପତି ରଜନୀକାନ୍ତ ପାତ୍ର ଓ କମିଟି ମେମ୍ବରଙ୍କ ଅଧ୍ୟକ୍ଷତା ଓ ସହଯୋଗରେ ଅନୁଷ୍ଠିତ ହୋଇଥିବା ଉକ୍ତ ଉତ୍ସବରେ ସ୍ଥାନୀୟ ଉପାଧ୍ୟକ୍ଷା ସୁଶ୍ରୀ ରାଜେଶ୍ୱରୀ…

ଜିଲ୍ଲା କଳାହାଣ୍ଡି, ଭରସା ନବରଙ୍ଗପୁର ଜିଲ୍ଲା

ନବରଙ୍ଗପୁର,: ଦୁର୍ଗମ ଅଞ୍ଚଳରେ ଦୁର୍ଦ୍ଦଶା ଅନେକ, ପାଉ ନାହାଁନ୍ତି ଶିକ୍ଷା, ଗମନାଗମନର ସୁବିଧା ଓ ପ୍ରାକ ଶିକ୍ଷା । କଳାହାଣ୍ଡିରେ ଜିଲ୍ଲାରେ କେବଳ ପଞ୍ଚାୟତ ·ଉଳ ପାଉଛନ୍ତି ଆଉ ଶିକ୍ଷାୟ, ମେଡ଼ିକାଲ, ବାଣିଜ୍ୟ ବ୍ୟବସାୟ, ·ଲିଚଳଣୀ ସବୁ ନବରଙ୍ଗପୁର ଜିଲ୍ଲାରେ । କଳାହାଣ୍ଡି ଜିଲ୍ଲାରେ ·ଉଳ…

ଓଡ଼ିଶା ବିଧାନ ସଭା ପବ୍ଲିକ୍ ଅଣ୍ଡର ଟେକିଂ କମିଟିର ଭଦ୍ରକ ଗସ୍ତ

ଭଦ୍ରକ,: ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଓଡ଼ିଶା ବିଧାନ ସଭାର ପବ୍ଲିକ ଅଣ୍ଡର ଟେକିଂ କମିଟି ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ୩ ଜିଲ୍ଲା ଗସ୍ତରେ ଆସି ପ୍ରଥମେ ଭଦ୍ରକରେ ପହଞ୍ଚô କ୍ଷେତ୍ର ପରିଦର୍ଶନରେ ଯାଇଥିଲେ । କମିଟିର ଅଧ୍ୟକ୍ଷ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ…

କୋଟପାଡ଼ ବ୍ଲକ ଏକ୍ସକ୍ୟାଡର ଶିକ୍ଷକ ସଂଘ ଗଠିତ

କୋଟପାଡ଼,:ଇତି ମଧ୍ୟରେ କୋଟପାଡ଼ ବ୍ଲକ ଏକ୍ସକ୍ୟାଡର ଶିକ୍ଷକ ସଂଘ ଗଠିତ ହୋଇଥିବା ଖବର ହସ୍ତଗତ ହୋଇଛି । ଉକ୍ତ ବୈଠକରେ ସ୍ୱର୍ଗତ ଏକ୍ସକ୍ୟାଡର ଶିକ୍ଷକ ଘାସିରାମ ହରିଜନଙ୍କ ଅମର ଆତ୍ମାର ସଦଗତି କାମନା ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିବା ପରେ କୋଟପାଡ଼ ବ୍ଲକସ୍ତରରେ ଏକ୍ସକ୍ୟାଡର…

ବିଜେଡି ଏବେ ନିଜେ ପକାଇଥିବା ଛେପ ନିଜେ ଢୋକୁଛି

ଭୁବନେଶ୍ୱର,: ରେମୁଣାର ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ଉପରୁ ବିଜେଡି ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଏବେକାର ବିଜେପି ନେତା ସମୀରରଞ୍ଜନ ଦାଶ । ସେ କହିଛନ୍ତି, ସୁଧାଂଶୁ ଶେଖର ପରିଡ଼ାଙ୍କ ବହିଷ୍କାର ଆଦେଶ ବିଜେଡି…

ପରିଚୟ ସଙ୍କଟରୁ ବର୍ତ୍ତିବା ପାଇଁ କଂଗ୍ରେସ କରୁଛି ପ୍ରୟାସ: ଅଭିଳାଷ ପଣ୍ଡା

ଭୁବନେଶ୍ୱର,: ଓଡ଼ିଶାରେ କଂଗ୍ରେସର ଶାଖାକୁ କେନ୍ଦ୍ରୀୟ କମିଟି ବନ୍ଦ କରି ଦେଇଛନ୍ତି । ଏଠାରେ କଂଗ୍ରେସର ନାଁ ଅଛି ସଙ୍ଗଠନ, ନାଁ ଅଛନ୍ତି ସଭାପତି, ନାଁ ଅଛି କୌଣସି କାର୍ଯ୍ୟକାରିଣୀ । ଗୋଟିଏ ବାକ୍ୟରେ କହିବାକୁ ଗଲେ ଓଡ଼ିଶାରେ କଂଗ୍ରେସ ସମ୍ପୂର୍ଣ୍ଣ ସ୍ଥାଣୁ ପାଲଟିଯାଇଛି ବୋଲି ରାଜ୍ୟ…

କିସ୍‌ର ୩ ବିଶ୍ୱ ବିଜୟୀଙ୍କୁ ଅଭିନନ୍ଦନ ଜଣାଇଲେ ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର,: ପାରମ୍ପରିକ କ୍ରୀଡ଼ା ଖୋଖୋରେ କିସ୍‌ ବିଶ୍ୱବିଦ୍ୟାଳୟର ୩ ଖେଳାଳି ପାବନି ଶବର, ଶୁଭଶ୍ରୀ ସିଂହ ଓ ମାଗାଇ ମାଝି ଇତିହାସ ରଚିଛନ୍ତି । ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇନ୍‌ଡୋର ଷ୍ଟାଡିୟମ୍‌ରେ ଆୟୋଜିତ ପ୍ରଥମ ଖୋ ଖୋ ବିଶ୍ୱକପରେ ଉଭୟ ପୁରୁଷ ଓ ମହିଳାରେ ଆୟୋଜକ ଭାରତ ବିଜେତା ହୋଇଛି…

ଓଡ଼ିଶା ମାଟି ତଳେ \”ଲିଥିୟମ୍‌\’: ନୟାଗଡ଼ରେ ଖୋଜୁଛି ଜିଏସ୍‌ଆଇ

ଭୁବନେଶ୍ୱର,: ଖଣିଜ ସମ୍ପଦରେ ଭରପୁର ଓଡ଼ିଶା ମାଟି ତଳେ ରହିଛି ଲିଥିୟମ୍ ଭଳି କ୍ରିଟିକାଲ୍‌ ମିନେରାଲ୍ (ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ) । ଭାରତୀୟ ଭୂବେଜ୍ଞାନିକ ସର୍ବେକ୍ଷଣ (ଜିଏସ୍‌ଆଇ) ତାହାର ଅନ୍ୱେଷଣ କରୁଛି । ନୟାଗଡ଼ ଜିଲ୍ଲା ମାଟିତଳେ ଲିଥିୟମ୍‌ ଗଚ୍ଛିତ ଥିବାର ସଙ୍କେତ ମିଳିଥିବା ନେଇ…

ଜାହାନ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

କାକଟପୁର, : ପୁରୀଜିଲ୍ଲା କାକଟପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜାହାନ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଶିକ୍ଷକ ପ୍ରେମଶଙ୍କର ପୂଜାରୀଙ୍କ ସଂଯୋଜନାରେ ଉକ୍ତ କାର୍ଯ୍ୟକ୍ରମରେ ଜାହାନ ପବ୍ଲିକ ସ୍କୁଲର ନିଦେ୍ର୍ଦଶିକା ସୁମିତ୍ରା…

ବଡ଼ ଧରଣର ଠକେଇର ପର୍ଦ୍ଦାଫାଶ କଲା ବଲାଙ୍ଗିର ସାଇବର ଥାନା ପୋଲିସ

ବଲାଙ୍ଗିର,: ବଡ଼ ଧରଣର ଠକେଇର ପର୍ଦ୍ଦାଫାଶ କରିଛି ବଲାଙ୍ଗିର ସାଇବର ଥାନା ପୋଲିସ । ୫ ବେକାର ଯୁବକଙ୍କୁ ଜାତୀୟ ଗୁଇନ୍ଦା ବ୍ୟୁରୋ ତଥା ଏନ୍ଆଇବିରେ ·କିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ରବିବାର ବଲାଙ୍ଗିର ସାଇବର ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ଘଟଣାରେ ଦୁଇ ଜଣଙ୍କୁ…