Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତନ ଉତ୍ସବର ସୁବର୍ଣ୍ଣ ଜୟନ୍ତୀ ସମାରୋହ
ଭୁବନେଶ୍ୱର: ଆଜି ଶନିବାର ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତନ ଉତ୍ସବର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ ହେବ । ଭାରତର ଉପରାଷ୍ଟ୍ରପତି ଶ୍ରୀ ଭେଙ୍କିଆ ନାଇଡୁ ସମାବର୍ତନ ଉତ୍ସବର ସୁବର୍ଣ୍ଣ ଜୟନ୍ତୀ ସମାରୋହର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ଦେବେ । ଉତ୍କଳ ବିଶ୍ୱବିଦ୍ୟାଳୟର…
ଭାରତରେ ଗୋଟିଏ ଦିନରେ ଗତ ୨୪ ଘଣ୍ଟାରେ ରେକର୍ଡ ପରିମାଣର ୩୬.୭ ଲକ୍ଷ ଡୋଜ୍ ଟିକା ଦିଆଯାଇଛି
-ଟିକାକରଣ ଅଭିଯାନରେ ଗତ ୨୪ ଘଣ୍ଟା ମଧ୍ୟରେ ଗୋଟିଏ ଦିନରେ ଭାରତରେ ୩୬.୭ ଲକ୍ଷ ଡୋଜରୁ ଅଧିକ ଟିକା ଦିଆଯାଇ ଏକ ମାଇଲଖୁଣ୍ଟ ହାସଲ କରାଯାଇଛି
ନୂଆଦିଲ୍ଲୀ: ଟିକାକରଣ ଅଭିଯାନର ୭୬ତମ ଦିବସ (୧ ଏପ୍ରିଲ ୨୦୨୧)ରେ ୩୬,୭୧,୨୪୨ ଡୋଜ୍ ଟିକା ଦିଆଯାଇଛି । ଏଥିରୁ ୫୧,୨୧୫ ସେସନରେ ୩୩,୬୫,୫୯୭ ଜଣ…
କ୍ୟାବିନେଟ ସଚିବ ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ ସ୍ଥିତି ସଂକ୍ରାନ୍ତରେ ସମୀକ୍ଷା କଲେ
ନୂଆଦିଲ୍ଲୀ: ଟୀକାକରଣ ହେଉଛି ୫ଟି ଉପକରଣ ମଧ୍ୟରୁ ଗୋଟିଏ- ଅଧିକ ପରୀକ୍ଷଣ, କଠୋର କଣ୍ଟେନେମେଣ୍ଟ,କୋଭିଡର ଉପଯୁକ୍ତ ଆଚରଣର ତ୍ୱରିତ କଣ୍ଟାକ୍ଟ ଟ୍ରେସିଂ ଏବଂ ଏନ୍ଫୋର୍ସମେଣ୍ଟ - ତୀବ୍ରତାର ଗୁରୁତ୍ୱକୁ ଅର୍ନ୍ତଭୁକ୍ତ କରିବା
କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବା ସମସ୍ତ ରାଜ୍ୟ /…
କରୋନା ଭାଇରସ୍ ର ହାଇଜମ୍ପ୍ : ଓଡ଼ିଶା ସୀମାରେ କଟକଣା ବଢ଼ିଲା
ଭୁବନେଶ୍ୱର : ରାଜ୍ୟରେ କରୋନା ଏବେ ଉପରମୁହାଁ । ୨୪ ଘଣ୍ଟା ଭିତରେ ରାଜ୍ୟରୁ ୪୬୧ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଏହାର ଦ୍ରୁତ ସଂକ୍ରମଣ ଲକ୍ଷ୍ୟ କରାଯାଉଛି । ଚାରିଦିନ ମଧ୍ୟରେ ସଂକ୍ରମଣ ପରିମାଣ ଦୁଇଗୁଣରୁ ଅଧିକ ହୋଇଗଲାଣି । ମାର୍ଚ୍ଚ ୨୯ ତାରିଖରେ ରାଜ୍ୟରୁ ୨୦୮ଜଣ ସଂକ୍ରମିତ ଚିହ୍ନଟ…
କରୋନା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲପାଳ ଓ ସିଡିଏମଓଙ୍କୁ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ଙ୍କ ଚିଠି
ଭୁବନେଶ୍ୱର: ରାଜ୍ୟର ସବୁ ଜିଲ୍ଲା ହସ୍ପିଟାଲରେ ଅକ୍ସିଜେନ ବ୍ୟବସ୍ଥା ସହ ବେଡ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ । ଏହାସହ ଆଇସିୟୁ, ଡାଏଲିସିସ୍, ଲେବର ରୁମ୍ ଆଦି ମଧ୍ୟ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କରୋନା…
ଜିଲ୍ଲାର ସମସ୍ତ ମେଡ଼ିକାଲ ଓ ବ୍ରହ୍ମପୁର ବଡ ଡ଼ାକ୍ତରଖାନାରେ ଖୋଲିବ କୋଭିଡ଼୍ ଆଇସୋଲେସନ ସେଲ୍ : ପଚଂସୂତ୍ରୀ ନିୟମ ମାନିବେ…
ଗଞ୍ଜାମ: କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସ୍ଥିତିର ସମୀକ୍ଷା କରିଛନ୍ତି । ଓସ୍ୱାନ୍ ସମ୍ମିଳନୀ କକ୍ଷରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ସମସ୍ତ ବିଡ଼ିଓ ତହସିଲଦାର ଓ ଏନଏସି…
୫-ଟି ସଚିବଙ୍କ କନ୍ଧମାଳ ଗସ୍ତ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ, ଏ.ଜେ.ଓ. ଉଚ୍ଚ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ…
କନ୍ଧମାଳ: ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ପୂର୍ବାହ୍ନ ୧୧ଟା ସମୟରେ ଦିନିକିଆ କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ଫୁଲବାଣୀ ଗୁଡ଼ାରୀ ସ୍ଥିତ ଏରୋଡ଼୍ରମ୍ ପଡ଼ିଆରେ ଓହ୍ଲାଇଥିଲେ । ତାଙ୍କ ସହିତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ସହରାଚଂଳ ଉନ୍ନୟନ ବିକାଶ କମିଶନର ଡଃ. କ୍ରିଷନ କୁମାର ଓ…
୩ ଦିନ ଯାଏଁ କାଳବୈଶାଖୀ ସମ୍ଭାବନା
ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଗାମୀ ୩ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି । ଶୁକ୍ରବାର ଅପରାହ୍ନ ଠାରୁ ରବିବାର ମଧ୍ୟାହ୍ନ ମଧ୍ୟରେ ରାଜ୍ୟର ବହୁ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ସହ କିଛି ଜିଲ୍ଲାରେ କାଳବୈଶାଖୀ ସହ…
ପୂର୍ବତଟ ରେଳପଥ : ଭାରତର ସର୍ବାଧିକ ଲାଭଜନକ ରେଳବାଇ ଜୋନ୍
ଭୁବନେଶ୍ବର: ଯେତେବେଳେ ଯାତ୍ରା କଠିନ ହୁଏ, କଷ୍ଟ ସାଧ୍ୟ ଯାତ୍ରା ମଧ୍ୟ ପ୍ରସ୍ଥାନ କରେ । ୨୦୨୦-୨୧ ଆର୍ଥିକ ବର୍ଷରେ ମହାମାରୀ ରେଳବାଇ କର୍ମଚାରୀ ମାନଙ୍କର ମନୋବଳକୁ ଦୁର୍ବଳ କରିଦେଇଥିଲା । COVID-୧୯ ଲକଡାଉନ୍ ହେତୁ ଟ୍ରେନ୍ ବାତିଲ୍ ହେବା ସହିତ, ଏପ୍ରିଲ୍, ମଇ, ଜୁନ୍ ପ୍ରାରମ୍ଭିକ ମାସରେ…
ରାଜ୍ୟରେ ଗୋଟିଏ ଦିନରେ ୪୬୧ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୧୭୭୨
ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୪୬୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୧୭୭୨ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୩୩୭୨୧୨ ରୋଗୀ ସୁସ୍ଥ ହୋଇ…