Browsing Category

ରାଜ୍ୟ

ବିଧାୟକ ପ୍ରଦୀପ ଓ ପାଠକ ବାପ ପୁଅଙ୍କ ନାମରେ ନୂଆ ମାମଲା

ଗଞ୍ଜାମ: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ପାଠକ ବାପ ପୁଅଙ୍କ ନାମରେ ନୂଆ ମାମଲା ରୁଜ୍ଜୁ ହୋଇଛି । ଟାଟା ମୋଟର୍ସରେ ଚାକିରୀ ନାମରେ ଟଙ୍କା ଠକେଇ ଘଟଣାରେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଓ ଆଇଏଫଏସ ଅଧିକାରୀ ଅଭୟ କାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ନାମରେ…

ବିଏମସି ପକ୍ଷରୁ ଦୋଳ ଉତ୍ସବ ଓ ସର୍ବସାଧାରଣରେ ହୋଲି ପାଳନକୁ ବାରଣ : ସହର ମଧ୍ୟରେ କେହି ହୋଲି ସାମଗ୍ରୀ ବିକ୍ରୀ…

ଗଞ୍ଜାମ: କରୋନାର ସେକେଣ୍ଡ ଷ୍ଟ୍ରେନ୍ କୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମ (ବିଏମସି) ପକ୍ଷରୁ ସମସ୍ତ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ସମସ୍ତ ଧାର୍ମିକ କାର୍ଯ୍ୟକ୍ରମ ଦୋଳ ଉତ୍ସବ ସମେତ ସର୍ବସାଧାରଣରେ ହୋଲି ପାଳନକୁ ବାରଣ କରାଯାଇଛି । କେବଳ ସେତିକି ନାହିଁ ହୋଲି…

ବ୍ରାହ୍ମଣପଡ଼ା ଗ୍ରାମକୁ କଂଟେନମେଂଟ ଜୋନ୍ ଘୋଷଣା କଲା ପ୍ରଶାସନ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଅନ୍ତର୍ଗତ ବ୍ରାହ୍ମଣପଡ଼ା ଗ୍ରାମରୁ ୨୯ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ନୂଆପଡ଼ା ଜିଲ୍ଲା ପ୍ରଶାସନ ଏହି ଗ୍ରାମକୁ କଂଟେନମେଂଟ ଜୋନ୍ ଘୋଷଣା କରିଛନ୍ତି । ଗ୍ରାମର ଚର୍ତୁପାଶ୍ୱର୍କୁ ସିଲ୍ କରାଯାଇଥିବା ବେଳେ ବାହାର ଗ୍ରାମର ଲୋକଙ୍କୁ ଏହି…

ବିହାର ବିଧାନସଭା ଇତିହାସରେ କଳା ଅଧ୍ୟାୟ : ଲୋକପ୍ରତିନିଧି-ପୋଲିସ ମୁହାଁମୁହିଁ

ନୂଆଦିଲ୍ଲୀ: ବିହାର ବିଧାନସଭା ଇତିହାସରେ କଳା ଅଧ୍ୟାୟ । ବିଧାନସଭାକୁ ପ୍ରଥମଥର ଲାଗି ପୋଲିସ ଏଣ୍ଟ୍ରି ମାରିଛି । ବିଶେଷ ସଶସ୍ତ୍ର ପୋଲିସ ବିଧେୟକକୁ ବିରୋଧୀ ବିରୋଧ କରି ମଙ୍ଗଳବାର ଗୃହରେ ହୋହଲ୍ଲା କରିଥିଲେ । ସ୍ଥିତି ଏମିତି ହୋଇଥିଲା ଯେ ବିଧାନସଭାରେ ବିଧାୟକଙ୍କ ମଧ୍ୟରେ ହାତାହାତି ଯାଏ…

କରୋନା ମୁକାବିଲା ଉପରେ ବିଏମ୍ସିର ଗୁରୁତ୍ୱ : ରାଜଧାନୀରେ ଚଢ଼ଉ ଜୋର୍ଦାର୍

ଭୁବନେଶ୍ୱର: ରାଜଧାନୀରେ କରୋନା ସ୍ଥିତିକୁ ନେଇ ଆକ୍ସନ ମୋଡରେ ବିଏମ୍ସି । ରାଜଧାନୀର ବିଭିନ୍ନ ସ୍ଥାନରେ ଆଜିଠୁ ଜୋରଦାର ହେବ ଚଢାଉ । ଏଥିପାଇଁ ସଚେ ନତା କାର୍ଯ୍ୟକ୍ରମକୁ ମଧ୍ୟ ତ୍ୱରାନ୍ୱିତ କରାଯାଇଛି । ଉଭୟ ସଚେତନତା ଓ କାର୍ଯ୍ୟାନୁଷ୍ଠାନକୁ ଦିଆଯିବ ଗୁରୁତ୍ୱ । ଅପରାହ୍ନରେ ବିମାନ ବନ୍ଦର ଓ…

ଜାତିସଂଘ ଇନଷ୍ଟିଚ୍ୟୁଟ୍ ଫର ଟ୍ରେନିଂ ଆଣ୍ଡ ରିସର୍ଚ୍ଚ (ୟୁନିଟର)କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜାତିସଂଘ ଇନଷ୍ଟିଚ୍ୟୁଟ୍ ଫର ଟ୍ରେନିଂ ଆଣ୍ଡ ରିସର୍ଚ୍ଚ (ୟୁନିଟର)କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୃତଜ୍ଞତା ଜଣାଇଛନ୍ତି । ଅଣ-ସଂକ୍ରାମକ ରୋଗରୁ ଅକାଳ ମୃତ୍ୟୁହାରକୁ ହ୍ରାସ କରିବାରେ ଭାରତର ଉଲ୍ଲେଖନୀୟ ଅଗ୍ରଗତିକୁ ୟୁନିଟର ପ୍ରଶଂସା କରିଛି । ପ୍ରଧାନମନ୍ତ୍ରୀ…

କଳିଙ୍ଗ ଷ୍ଟୁଡିଓର ପୁନଃବିକାଶ କାର୍ଯ୍ୟର ଶିଳାନ୍ୟାସ ଆଜି କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶିଳ୍ପମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଏବଂ ବରିଷ୍ଠ ଅଧିକାରୀଙ୍କ ଗହଣରେ ଆସି ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି । କଳିଙ୍ଗ ଷ୍ଟୁଡିଓର ପୁନଃବିକାଶ କାର୍ଯ୍ୟକୁ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିବେ । ଏହି ଷ୍ଟୁଡିଓକୁ…

ଦିନକରେ ୧୭୦ ଆକ୍ରାନ୍ତ ଚିହ୍ନଟ

-ନୂଆପଡ଼ାରୁ ବାହାରିଲେ ସର୍ବାଧିକ ୨୯ଜଣ -ଓଡ଼ିଶାରେ ଦେଖାଦେଲା ୟୁକେ ଷ୍ଟ୍ରେନ୍ -ମାଲକାନଗିରି ପରେ ନବରଙ୍ଗପୁରରେ ନାଇଟ୍ କର୍ଫ୍ୟୁ -ଭିଡ ନିୟନ୍ତ୍ରଣ ପାଇଁ କେନ୍ଦ୍ରରୁ ଆସିଲା ଚିଠ ନବରଙ୍ଗପୁର: କରୋନାର ଦ୍ୱିତୀୟ ଲହର ଏବେ ପୁଣିଥରେ ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଛି । ଦେଶରେ ଆଜି…

ପାନୀୟ ଜଳଯୋଗାଣ ସ୍ଥିତିର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ : ଗ୍ରୀଷ୍ମ ପାଇଁ ପ୍ରସ୍ତୁତ ରୁହ

ଭୁବନେଶ୍ୱର: ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ପାନୀୟ ଜଳଯୋଗାଣ ସଂପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତ ଓ ପୌରାଞ୍ଚଳ ପାନୀୟ ଜଳଯୋଗାଣ କ୍ଷେତ୍ରରେ ଶତପ୍ରତିଶତ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରମାଣ…

କନ୍ଧମାଳ ଜିଲ୍ଲାରେ ଦଣ୍ଡ, ମେରୁ ଯାତ୍ରା ଓ ଦୋଳଯାତ୍ରା ଉପରେ ଜିଲ୍ଲା ପ୍ରଶାସନର କଟକଣା : ସର୍ବାଧିକ ୫୦ ଜଣଙ୍କୁ ନେଇ…

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ଦଣ୍ଡ, ମେରୁ ଯାତ୍ରା ଓ ଦୋଳଯାତ୍ରା ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରୀ କରାଯାଇଛି । ଦଣ୍ଡ ନାଚରେ ଅପେରା, ଡ଼ିଜେ ଓ ମେଳା ଆଦିର ଆୟୋଜନକୁ ବାରଣ କରାଯାଇଛି । ଆବଦ୍ଧ ଜାଗାରେ ଦଣ୍ଡନାଚ କରାଯାଇପାରିବ ନାହିଁ ବୋଲି ପ୍ରଶାସନର ନିର୍ଦ୍ଦେଶନାମା ରହିଛି ।…