Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କୋଭିଡ଼ କଟକଣା ପରେ ପ୍ରଥମ ଯାତ୍ରା;କଳାକାର ଙ୍କ ମଧ୍ୟରେ ଖୁସିର ଲହରୀ
ସାଲେପୁର: ରାଜ୍ୟରେ କରୋନା କଟକଣା ଲାଗୁହେବା ପରେ ସମଗ୍ର ଓଡିଶାରେ ଥିବା ଯାତ୍ରାପାଟି ଗୁଡିକୁ ସରକାର ବନ୍ଦ କରିଦେଇଥିଲେ । ଫଳରେ ଯାତ୍ରା ଦଳରେ ଥିବା କଳାକାର ମାନେ ଏକ ପ୍ରକାର ଜୀବିକା ହରାଇ ବସିଥିବା ସହ ତାଙ୍କର ସ୍ଥିତି ଦୟନୀୟ ହୋଇପଡିଥିଲା । ଖାଲି ସେତିକି ନୁହେଁ ଯାତ୍ରାପାଟିର ମାଲିକ…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୮,୩୨୭ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୮,୩୨୭ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୦୮ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୧୧,୭୩,୭୬୧ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…
ଆଜି ଠାରୁ ଏବିଭିପିର ୪୫ତମ ରାଜ୍ୟ ଅଧିବେଶନ
ଭୁବନେଶ୍ୱର: ବିଶ୍ୱର ସର୍ବବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୪୫ତମ ରାଜ୍ୟ ଅଧିବେଶନ ଶନିବାର ଠାରୁ ସ୍ଥାନୀୟ ଟାଉନହଲ୍ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ପୁରୀ ସ୍ଥିତ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରିହର ହୋତା ଉଦଘାଟନୀ କାର୍ଯ୍ୟକ୍ରମରେ…
ସେରା ୱିକ୍ ୨୦୨୧ରେ ପ୍ରଧାନମନ୍ତ୍ରୀଙ୍କ ଦୀକ୍ଷାନ୍ତ ଭାଷଣ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ସେରା ୱିକ ୨୦୨୧ରେ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଛନ୍ତି। ଏହି ଅବସରରେ ତାଙ୍କୁ ‘ସେରା ୱିକ ଗ୍ଲୋବାଲ ଏନର୍ଜି ଓ ଏନଭାଇରନମେଣ୍ଟ ଲିଡରଶିପ ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା। ସେ କହିଥିଲେ ଯେ “ମୁଁ…
ବିପୁଳ ପରିମାଣର ବିଦେଶୀ ମଦ ଜବତ : ତିନି ଗିରଫ
ରାଉରକେଲା: ରାଉରକେଲା ପୋଲିସ ଜିଲ୍ଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବଡ଼ାକୁଳ ନିକଟରେ ବାହାର ରାଜ୍ୟରୁ ଆସୁଥିବା ବିପୁଳ ପରିମାଣର ବିଦେଶୀ ମଦକୁ ପୋଲିସ ଜବତ କରିଛି । ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି । କୌଣସି ସୂତ୍ରରୁ ଖବର ପାଇ ପୋଲିସ ପକ୍ଷରୁ ସେଠାରେ ଚଢ଼ଉ ବେଳେ ବିପୁଳ…
ନକଲି ଆଦେଶପତ୍ର ବଳରେ ଥାନାରୁ ଟ୍ରକ୍ କୁ ଖସାଇନେବାକୁ ଉଦ୍ୟମ,ଆଇନଜିବୀ ଗିରଫ :ଓକିଲ ସଂଘର ବୈଠକ , ଅଭିଯୁକ୍ତଙ୍କ…
ସମ୍ବଲପୁର: ଦୁର୍ଘଟଣା ଘଟାଇ ଥାନାରେ ଅଟକ ଥିବା ଏକ ଟ୍ରକ୍ କୁ ସମ୍ବଲପୁର ଏସଡ଼ିଜେଏମଙ୍କ ନକଲି ଆଦେଶପତ୍ର ବଳରେ ଖସାଇନେବା ଉଦ୍ୟମ ଅଭିଯୋଗରେ ଜଣେ ଆଇନଜିବୀ ବୀର କିଶୋର ପ୍ରଧାନଙ୍କୁ ଗିରଫ କରିଛି ଯୁଯୁମୁରା ଥାନା ପୋଲିସ । ଗିରଫ ପରେ ଆଜି ତାଙ୍କୁ କୋର୍ଟଚାଲାଣ କରାଯାଇଛି ।
ଏନେଇ ଆଜି…
ଶିମିଳିପାଳ ଅଭୟାରଣ୍ୟରେ ଥମୁନି ନିଆଁ : ନିଆଁଲିଭା କାର୍ଯ୍ୟରେ ହଜାରେରୁ ଉର୍ଦ୍ଧ୍ୱ ବନ କର୍ମଚାରୀ ନିୟୋଜିତ
ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଥମିବାର ନାଁ ନେଉନାହିଁ । ବନ ବିଭାଗ ପକ୍ଷରୁ ନିଆଁ ଲିଭାଇବାକୁ ଉଦ୍ୟମ ଜାରୀ ରହିଛି । ଏହି ନିଆଁ ଲିଭା କାର୍ଯ୍ୟରେ ୫ଟି ଅଗ୍ନିଶମ ଟିମ୍ ତଥା ହଜାରେରୁ ଉର୍ଦ୍ଧ୍ୱ ବନ କର୍ମଚାରୀ ନିୟୋଜିତ ରହିଛନ୍ତି । ତନ୍ମଧ୍ୟରେ ରହିଛନ୍ତି ୮ ଶହ…
୩ ଶିକାରୀ ଗିରଫ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ୍ ଅନ୍ତର୍ଗତ ଝାରବେଡ଼ା ସଂରକ୍ଷିତ ଜଙ୍ଗଲରୁ ୩ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ଏମାନେ ଜଙ୍ଗଲରେ ନିଆଁ ଲଗାଇ ଶିକାର କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ ପକ୍ଷରୁ ସେଠାରେ ଚଢ଼ଉ କରାଯାଇଥିଲା ।
ପ୍ରକାଶ ଥାଉ କି,…
ଆଖଣ୍ଡଳମଣି ପୀଠରେ ବିନା ଶ୍ରଦ୍ଧାଳୁରେ ଅନୁଷ୍ଠିତ ହେବ ଜାଗର ଯାତ୍ରା : ୧୦ ତାରିଖ ସକାଳ ୭ରୁ ୧୨ ତାରିଖ ସକାଳ ୭ ମନ୍ଦିର…
ଭଦ୍ରକ: ଚଳିତ ବର୍ଷ କରୋନା କଟକଣା ପାଇଁ ପ୍ରଶାସନିକ ନିଷ୍ପତି ପ୍ରକାରେ ଭଦ୍ରକ ଆରଡ଼ି ସ୍ଥିତ ପ୍ରସିଦ୍ଧ ଆଖଣ୍ଡଳମଣି ପୀଠରେ ବିନା ଶ୍ରଦ୍ଧାଳୁରେ ଅନୁଷ୍ଠିତ ହେବ ଜାଗର ଯାତ୍ରା । ୧୦ ତାରିଖ ସକାଳ ୭ଟା ଠାରୁ ୧୨ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ମନ୍ଦିର ଚର୍ତୁପାଶ୍ୱର୍ରେ ୧୪୪ ଧାରା ଜାରୀ…
କୟାକଳ୍ପ ଟିମର ଚିତ୍ରକୋଣ୍ଡା ଚିକିତ୍ସାଳୟ ପରିଦର୍ଶନ
ମାଲକାନଗିରି: ମାଲକାନଗିରି ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ କୁ କାୟାକଳ୍ପ ର ରାଜ୍ୟସ୍ତରୀୟ ଟିମର ଗ୍ରସ୍ତ କରିଛନ୍ତି । କେନ୍ଦ୍ରୀୟ ଯୋଜନା କାୟାକଳ୍ପର ସମୀକ୍ଷା କରିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ସ୍ବତନ୍ତ୍ର ଟିମ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ କୁ…