Browsing Category

ରାଜ୍ୟ

ବିପଦ ସଙ୍କୁଳ ଅବସ୍ଥାରେ ପାରଳା ମୁଖ୍ୟରାସ୍ତାରେ ନିର୍ମାଣାଧୀନ ପୋଲ

ପାରଳାଖେମୁଣ୍ଡି,୨୪ା୨  : ପାରଳା ଦୋଳବନ୍ଧ ଠାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଯାଉଥିବା ମହିଳା କଲେଜ ନିକଟସ୍ଥ ଚାରିଛକ ମୁଖ୍ୟରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଗତ ଏକମାସ ଧରି ରାସ୍ତା ନିର୍ମାଣ ଚାଲୁ ରହିଛି । ପାରଳା ପୁର୍ତ୍ତ ବିଭାଗ ଦ୍ୱାରା ଏହାର ନିର୍ମାଣ କାର୍ଯ୍ୟ କରାଯାଉଛି । ହେଲେ…

ରାଜ୍ୟରେ ଆଉ ୬୮କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର ୨୪।୦୨: ରାଜ୍ୟରେ ଏବେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୬୮୩୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ…

ଛାତ୍ରଛାତ୍ରୀଙ୍କୁ ଆତ୍ମସଚେତନତା, ଆତ୍ମବିଶ୍ୱାସ ଏବଂ ନିଃସ୍ୱାର୍ଥପର ହେବାକୁ ଦେଲେ ମନ୍ତ୍ର

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖଡ୍‌‌ଗପୁରସ୍ଥିତ ଆଇଆଇଟିର ୨୬ତମ ସମାବର୍ତନ ଉତ୍ସବରେ ଏକ ଭିଡିଓ କନ୍‌‌ଫରେନ୍ସିଂ ମାଧ୍ୟମରେ ଆଜି ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧନ ପୂର୍ବକ ଅଭିଭାଷଣ ଦେଇଛନ୍ତି । ଏଥିରେ ଛାତ୍ରଛାତ୍ରୀମାନଙ୍କୁ ଆତ୍ମସଚେତନ ହେବା, ଆତ୍ମବିଶ୍ୱାସୀ ହେବା ଏବଂ…

ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଆଜିଠାରୁ

ଭୁବନେଶ୍ୱର:ଆଜି ୟୁନିଟ୍‌-୩ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆ ଠାରେ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଆୟୋଜନ କରାଯିବ । ଏହାକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ସନ୍ଧ୍ୟା ୬ଟାରେ ଶୁଭ ଉଦଘାଟନ କରିବେ । ଏହି ମେଳା ଆସନ୍ତା ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ…

ଆଜିଠାରୁ ପେଟ୍ରୋଲ ପମ୍ପରୁ ହୋର୍ଡିଂ ଖୋଲିବ ଯୁବ କଂଗ୍ରେସ

ଭୁବନେଶ୍ୱର:ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା କାଲି (ବୁଧବାର)ଠାରୁ ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପରେ ସରକାର ଲଗାଇଥିବା ହୋର୍ଡିଂକୁ ଖୋଲାଯିବ । ମଙ୍ଗଳବାର ଦିନ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ…

କୋଟିଆ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ପ୍ରତିନିଧି ଦଳକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟନ୍ତୁ :ସିପିଆଇ

ଭୁବନେଶ୍ୱର: ଓଡ଼ିଶା-ଆନ୍ଧ୍ରର ସୀମାନ୍ତବର୍ଲୀ କୋଟିଆ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟର ବିଜେଡି ଓ କେନ୍ଦ୍ରର ବିଜେପି ସରକାର ଏବଂ ଓଡ଼ିଶାର କେନ୍ଦ୍ରମନ୍ତ୍ରୀମାନେ ଉଦ୍ୟମ କରନ୍ତୁ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏକ ସର୍ବଦଳୀୟ ପ୍ରତିନିଧିଦଳର ନେତୃତ୍ୱ ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟନ୍ତୁ ଏବଂ…

ଏବେ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର:  ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢୁଥିବାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ ଏବେ ଖୋଲିବ ନାହିଁ । ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ସେ କହିଛନ୍ତି ଯେ ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ ଖୋଲିବା ନେଇ କୌଣସି ନିଷ୍ପତି ହୋଇନି । ଅ…

ନାବାଳିକା ଦୁଷ୍କର୍ମ ଘଟଣାରେ ଫେରାର୍ ଅଭିଯୁକ୍ତ ଗିରଫ

ଗଞ୍ଜାମ:  ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଂଚଳର ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶୃତି ଦେଇ ସ୍ଥାନୀୟ ଅଂଚଳର ଜଣେ ଯୁବକ ବାଙ୍ଗାଲୋର ନେଇ ଯାଇ ସେଠାରେ ଦୁଷ୍କର୍ମ କରିବା ସହ ଏକାକୀ ତାଙ୍କୁ ସେଠାରେ ଛାଡି ଚାଲି ଆସିଥିଲା । ଏନେଇ ଆସିକା ପୋଲିସ କେସ୍ ନଂ ୫୪୫ ରେ ମାମଲା ରୁଜ୍ଜୁ କରି ତଦନ୍ତ…

ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଡିବୃଗଡ଼ ଓ କନ୍ୟାକୁମାରୀ ମଧ୍ୟରେ ବିଶେଷ ଟ୍ରେନ

ଭୁୁବନେଶ୍ୱର:  ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଫେବୃୟାରୀ ମାସ ୨୭ ତାରିଖ ଠାରୁ ଡିବୃଗଡ଼ରୁ ଏବଂ ମାର୍ଚ୍ଚ ମାସ ୪ ତାରିଖ ଠାରୁ କନ୍ୟାକୁମାରୀରୁ ଏକ ବିଶେଷ ଟ୍ରେନ ଚଳାଚଳ କରାଇବା ପାଇଁ ନିଷ୍ପତି ନିଆଯାଇଅଛି । ୦୫୯୦୬/୦୫୯୦୫ ଡିବୃଗଡ଼ - କନ୍ୟାକୁମାରୀ - ଡିବୃଗଡ଼ ବିଶେଷ ଟ୍ରେନ ପ୍ରତ୍ୟେକ…

ସ୍ୱାଭିମାନ ଅଞ୍ଚଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ

ମାଲକାନଗିରି: ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳର ହନ୍ତାଳ ଗୁଡା ଅଞ୍ଚଳରେ ମାଓ ଯୋଜନା ପଣ୍ଡ କଲେ ବିଏସଏଫ ଯବାନ । ଗୁଇନ୍ଦା ସୂତ୍ରରୁ ଖବର ପାଇ ବିଏସଏଫ  ଯବାନ ସର୍ଚ୍ଚ ଅପରେସନ କରୁଥିବା ସମୟରେ କଦଳିବନ୍ଧା ଗ୍ରାମ ନିକଟ ପାହାଡ ପାଖରୁ ବିପୁଳ ପରିମାଣର ବି ସ୍ଫୋରକ ପାଇଥିଲେ । ମାଓବାଦୀ ମାନେ…