Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କନ୍ଦାଇଲାଣି ପିଆଜ: କିଲୋ ୬୦ ଛୁଇଁଲା
ଭୁବନେଶ୍ୱର: ହୁ ହୁ ବଢିଲାଣି ପିଆଜ ଦର । ଯେଉଁ ପିଆଜ ୨ ସପ୍ତାହ ତଳେ ୪୫ ଟଙ୍କାରେ ବିକ୍ରି ହେଉଥିଲା ତାହା ଏବେ ୬୦ରେ ପହଞ୍ଚିଲାଣି । ପିଆଜର ଅହେତୁକ ଦରବୃଦ୍ଧି ପାଇଁ ଖାଉଟି ହନ୍ତସନ୍ତ ହେଲେଣି । ତେବେ ବ୍ୟବସାୟୀଙ୍କ କହିବା କଥା ନାସିକରୁ ପିଆଜ ଆମଦାନୀ କମିଥିବାରୁ ରାଜ୍ୟରେ ପିଆଜ ଦର ବଢିଛି…
ଭାରତକୁ ଜାତିସଂଘର ପ୍ରଶଂସା
ଜେନେଭା: କରୋନା ଲଢ଼େଇ ପାଇଁ ଭାରତକୁ ପ୍ରଶଂସା କରିଛନ୍ତି ଜାତିସଂଘର ପ୍ରମୁଖ ଆଣ୍ଟୋନିଓ ଗୁଟେରସ । ଭାରତ ବିଭିନ୍ନ ଦେଶକୁ କରୋନା ଟିକା ଯେଉଁଭଳି ଭାବରେ ଯୋଗାଉଛି ତାହା ପ୍ରଶଂସାଯୋଗ୍ୟ ବୋଲି ଗୁଟେରସ୍ କହିଛନ୍ତି । ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ୍.ତିରୁମୂର୍ତ୍ତି…
କଡ଼ାକଡ଼ି କର କଟକଣା: ଏସ୍ଆରସି
-ମାଇକ୍ ଯୋଗେ ପ୍ରଚାର କର: ବାହାଘର-ବ୍ରତଘରକୁ ଜଗ
ଭୁବନେଶ୍ୱର: ରାଜ୍ୟରେ କରୋନା କଟକଣା ପୁଣି କଡ଼ାକଡ଼ି ଭାବେ ଲାଗୁ କରାଯିବ । ପଡୋଶୀ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସତକର୍ତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟକୁ ପୁଣି ଫେରିାରେ କରୋନା ।…
୨୩ ତାରିଖ ସ୍ଵର୍ଣକ୍ଷେତ୍ର ଦିବସ ପାଇଁ ନେମାଳପୀଠ ରେ ୧୪୪ଧାରା ଜାରି
ସାଲେପୁର: କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ତହସିଲ ଅନ୍ତର୍ଗତ ନେମାଳ ସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ସ୍ଵନକ୍ଷେତ୍ର ଦିବସ ଉପଲକ୍ଷେ ୨୩ ତାରିଖ ମଙ୍ଗଳବାର ଭୌମି ଏକାଦଶୀ ଅବସରରେ ହେବାକୁଥିବା ଅଷ୍ଟପହର ନାମଯଜ୍ଞ କୋଭିଡ଼ ନିୟମ ଅନୁଯାୟୀ ଅନୁଷ୍ଠିତ ହେବ । ଏଣୁ ତହସିଲଦାର ମାନସ ରଞ୍ଜନ…
ଆଲର୍ଟରେ ଶିକ୍ଷା ବିଭାଗ
ଭୁବନେଶ୍ୱର: କରୋନାର ନୂଆ ଷ୍ଟ୍ରେନ୍ ନେଇ ଦେଶର କେତେକ ରାଜ୍ୟରେ ଭୟର ବାତାବାରଣ ଖେଳି ଯାଇଛି । ସଂପୃକ୍ତ ରାଜ୍ୟମାନଙ୍କରେ ପୁଣି ଲକଡାଉନ୍ ଫେରିଛି । ଏ ନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ଯେ, ଆମେ କୋଭିଡର ସଠିକ ମୁକାବିଲା କରି ସଫଳତା ପାଇଛୁ । ପୂର୍ବଭଳି…
ସ୍ୱାମୀଜୀଙ୍କୁ ହତ୍ୟା ଧମକ: ଅଭିଯୁକ୍ତ ଗିରଫ
ଫୁଲବାଣୀ: କନ୍ଧମାଳ ଜିଲାରେ ବିଶ୍ୱ ହିନ୍ଦୁ ପରିଷଦ ନେତା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଦ୍ୱାରା ସ୍ଥାପିତ ଜଲେଶପଟା କନ୍ୟାଶ୍ରମକୁ ବୋମାରେ ଉଡ଼ାଇଦେବା ଏବଂ ଆଶ୍ରମ ମୁଖ୍ୟ ସ୍ୱାମୀ ଜୀବନମୁକ୍ତାନନ୍ଦଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଜଣେ ସାଧୁଙ୍କୁ ଗିରଫ କରିଛି ପୋଲିସ । ତାଙ୍କୁ…
ଆଜି ରାଜ୍ୟ ବଜେଟ୍ : ବ୍ୟୟ ଅଟକଳ ଛୁଇଁପାରେ ୧ଲକ୍ଷ ୭୦ହଜାର କୋଟି
ଭୁବନେଶ୍ୱର: ଆଜି ରାଜ୍ୟ ବଜେଟ୍ । ୨୦୨୧-୨୨ ବର୍ଷ ପାଇଁ ବିଧାନସଭାରେ ବଜେଟ୍ ଉପସ୍ଥାପନ ହେବ । ରାଜ୍ୟ ବଜେଟ୍ର ରୂପରେଖ କ’ଣ ରହିବ ତା’କୁ ଏବେ ସମସ୍ତଙ୍କ ନଜର ରହିଛି । ବଜେଟ୍ର ଆକାର ୧ଲକ୍ଷ ୭୦ହଜାର କୋଟି ଟଙ୍କା ଛୁଇଁପାରେ । ଚଳିତ ବଜେଟ୍ରେ କେଉଁ କେଉଁ ସେକ୍ଟର ଫୋକସ୍ରେ ରହିବ ।…
ପୁଣି ଡରାଇଲାଣି ନୂଆ ଷ୍ଟ୍ରେନ୍
-ସଂକ୍ରମଣର ୮୭% କେବଳ ୬ ରାଜ୍ୟରୁ ଚିହ୍ନଟ
-ମହାରାଷ୍ଟ୍ର-କେରଳରେ ହୁ ହୁ ହୋଇ ବଢ଼ୁଛି
-ଆଜିଠୁ ପୁନେରେ ନାଇଟ୍ କର୍ଫ୍ୟୁ
-ବନ୍ଦ ରହିବ ସ୍କୁଲ ଓ କଲେଜ
ନୂଆଦିଲ୍ଲୀ: ଭାରତରେ ଦେଖା ଦେଇଥିବା କରୋନା ଭାଇରସ ମହାମାରୀର ନୂଆ ଷ୍ଟ୍ରେନ୍ ପ୍ରଥମେ ଦେଖାଦେଇଥିବା ଭୂତାଣୁଠାରୁ ଅଧିକ…
କର୍ଲାପାଟ ଅଭୟାରଣ୍ୟରେ ଆଉ ଏକ ଛୁଆ ହାତୀର ମୃତ୍ୟୁ : ୨୦ ଦିନରେ ୭ ହାତୀ ମଲେଣି
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ ଥମିବାର ନାଁ ଧରୁନି । ଗତକାଲି କର୍ଲାପାଟ ଅଭୟାରଣ୍ୟରେ ଆଉ ଏକ ହାତୀ ଛୁଆର ମୃତ୍ୟୁ ଘଟିଛି । ଫଳରେ ଗତ ୨୦ ଦିନ ମଧ୍ୟରେ କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ସାହାଣ ରୋଗ ଯୋଗୁଁ ହାତୀଙ୍କ…
ବିଶ୍ୱ ମାତୃଭାଷା ଦିବସ ପାଳିତ
ଭୁବନେଶ୍ୱର: ୧୯୩୬ ମସିହାରେ ଓଡ଼ିଶା ପ୍ରଥମେ ଭାଷାଭିତିକ ରାଜ୍ୟ ଭାବେ ଗଠନ ହୋଇଥିଲେ ମଧ୍ୟ ବିଚ୍ଛିନ୍ନାଂଚଳ ଓ ସୀମାନ୍ତ ଅଂଚଳରେ ରହୁଥିବା ବହୁ ଓଡ଼ିଆ ନିଜ ମାତୃଭାଷାରେ ଉଚ୍ଚଶିକ୍ଷା ଲାଭ କରିବାକୁ ବଂଚିତ ହେଉଛନ୍ତି ବୋଲି ବିଶ୍ୱ ମାତୃଭାଷା ଦିବସ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି…