Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଏଲପିଜି ସିଲିଣ୍ଡର ରିଫିଲିଂ
ନୂଆଦିଲ୍ଲୀ: ଗରିବ ପରିବାରଙ୍କୁ ସ୍ୱଚ୍ଛ ରୋଷେଇ ଇନ୍ଧନ ଯୋଗାଇବା ପାଇଁ ସରକାର ୫ କୋଟି ଜମା-ମୁକ୍ତ ଏଲପିଜି ସଂଯୋଗ ଯୋଗାଇବା ପାଇଁ “ପ୍ରଧାନ ମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା” (ପିଏମୟୁୱାଇ) ଯୋଜନା ଆରମ୍ଭ କରିଥିଲେ, ଯାହା ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ୮ କୋଟିକୁ ବୃଦ୍ଧି କରାଯାଇଥିଲା । ଏହି…
ନିରନ୍ତର ଭାବେ ନିମ୍ନଗାମୀ ହେବା ପରେ ଭାରତର ସକ୍ରିୟ ମାମଲା ୧.୪୧ ଲକ୍ଷକୁ ହ୍ରାସ
ନୂଆଦିଲ୍ଲୀ: ଭାରତର ସକ୍ରିୟ କରୋନା ମାମଲା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଦେଶର ମୋଟ ସକ୍ରିୟ ମାମଲା ଆଜି ୧.୪୧ ଲକ୍ଷ (୧,୪୧,୫୧୧)କୁ ହ୍ରାସ ପାଇଛି । ଭାରତର ମୋଟ କରୋନା ପଜିଟିଭ ମାମଲାର ସକ୍ରିୟ ମାମଲା ବର୍ତମାନ ମାତ୍ର ୧.୩୦% ରହିଛି ।
ରାଷ୍ଟ୍ରୀୟ କରୋନା ଚିତ୍ର ସହ ତାଳ ଦେଇ…
ଏଲପିଜି ସିଲିଣ୍ଡର ସବସିଡି ଛାଡ଼ିଲେ ୧.୦୮ କୋଟି ଗ୍ରାହକ
ନୂଆଦିଲ୍ଲୀ: ତୈଳ ବିତରଣ କମ୍ପାନୀ ଗୁଡିକ ତଥ୍ୟ ପ୍ରଦାନ କରିଛନ୍ତି ଯେ, ତା ୦୧.୦୨.୨୦୨୧ ସୁଦ୍ଧା ୧.୦୮ କୋଟି ଏଲପିଜି ଗ୍ରାହକ ସେମାନଙ୍କ ସବସିଡି ଛାଡିଛନ୍ତି ।
ଦେଶରେ ଏଲପିଜି ସମେତ ପେଟ୍ରୋଲିୟମ ଦ୍ରବ୍ୟର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ଏଥିସହିତ ପାରସ୍ପରିକ ଦ୍ରବ୍ୟର ଦର ସହିତ ଜଡିତ ।…
ଲୋକ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଉତ୍ତର ରଖିଛନ୍ତି । ସେ କହିଛନ୍ତି, ରାଷ୍ଟ୍ରପତି ଜୀଙ୍କ ଭାଷଣରେ ଭାରତର ‘ସଙ୍କଳ୍ପ ଶକ୍ତି' ପ୍ରଦର୍ଶିତ ହୋଇଛି । ତାଙ୍କ କଥା ଭାରତବାସୀଙ୍କ ମଧ୍ୟରେ…
କରୋନାରେ ସମଗ୍ର ବିଶ୍ବରେ ୨୧.୮୩ ଲକ୍ଷ ମୃତ୍ୟୁ
ନୂଆଦିଲ୍ଲୀ: କରୋନାରେ ସମଗ୍ର ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୦ କୋଟି ୭୮ ଲକ୍ଷ ୬ ହଜାର ୩୬୧ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୩ ଲକ୍ଷ ୬୨ ହଜାର ୯୪୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ସଂକ୍ରମିତ ୭ କୋଟି ୯୯ ଲକ୍ଷ ୬୭ ହଜାର ୫୧୦ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୪ ଲକ୍ଷ ୯୫…
ତାଳବଣିଆ ଥାନା ଏଏସଆଇଙ୍କୁ ନିଲମ୍ବନ
ପୁରୀ: କର୍ତବ୍ୟରେ ଅବହେଳା ଅଭିଯୋଗରେ ତାଳବଣିଆ ଥାନା ଏଏସଆଇ ଲକ୍ଷ୍ମଣ ସୋରେନଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ କେ. ବିଶାଲ ସିଂହ । ପ୍ରାଥମିକ ତଦନ୍ତ ସ୍ୱରୂପ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
କୁଟୁରା ଶିକାର ଅଭିଯୋଗ: ଜଣେ ଗିରଫ, ଦେଶୀ ବନ୍ଧୁକ ଜବତ
ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ବନାଚଂଳ ବେପତଳା ଗାଁରେ କୁଟୁରା ଶିକାର କରି ଆଣିଥିବା ସ୍ୱାମୀ ବିରୋଧରେ ମହିଳାଙ୍କ ଅଭିଯୋଗ ପରେ ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଘଟଣାରେ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ଜବତ…
୬୫୦ ଲିଟର ଦେଶି ମଦ, ଦୁଇଟି ମୋଟର ସାଇକେଲ ଜବତ : ଦୁଇ ଗିରଫ, ୨୫୦୦ ଲିଟର ପୋଚ ନଷ୍ଟ କରାଗଲା
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ଗ୍ରାମରେ ଗତକାଲି ରାତିରେ ପୋଲିସ ପକ୍ଷରୁ ଚଢ଼ଉ କରାଯାଇ ୨୫୦୦ ଲିଟର ପୋଚକୁ ନଷ୍ଟ କରାଯିବା ସହିତ ୬୫୦ ଲିଟର ଦେଶି ମଦ, ଦୁଇଟି ମୋଟର ସାଇକେଲ ଜବତ ହାେଇଛି । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଏନେଇ ଥାନାରେ ୪୭/୨୧,…
କ୍ଷତାକ୍ତ ହରିଣ ଉଦ୍ଧାର
ବାରିପଦା: ଦୁଇ ଦିନେ ପୂର୍ବେ ଏକ ହରିଣ ଶିମିଳିପାଳ ଜଙ୍ଗଲରୁ ଏହାର ପାଦ ଦେଶରେ ଥିବା ଜନବସତି ଅଂଚଳକୁ ଖାଦ୍ୟ ଅନ୍ୱେଷଣରେ ଚାଲି ଆସିଥିଲା । ସେନେଇ ବନ ବିଭାଗ ନିକଟରେ ସୂଚନା ରହିଥିଲେ ସୁଦ୍ଧା ହରିଣଟିକୁ ଉଦ୍ଧାର କରିବା ନେଇ ବନ ବିଭାଗ କୌଣସି ପଦକ୍ଷେପ ନେଇନଥିଲା । ଆଜି ଏହି ହରିଣଟି…
ମହିଳାଙ୍କ ଉଲଗ୍ନ କ୍ଷତାକ୍ତ ଶବ ଉଦ୍ଧାର
ଗଞ୍ଜାମ: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ପଥରାପଲ୍ଲୀ - ଅର୍ଜ୍ଜୁନପଲ୍ଲୀ ଗ୍ରାମ ମଧ୍ୟରେ ଥିବା କାଜୁ ଜଙ୍ଗଲରୁ ଗତକାଲି ରାତିରେ ଜଣେ ମହିଳାଙ୍କ ଉଲଗ୍ନ କ୍ଷତାକ୍ତ ଶବ ଉଦ୍ଧାର ହୋଇଛି । ଏଯାବତ୍ ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି…