Browsing Category

ରାଜ୍ୟ

ଭାରତରେ ଏବେ ମୋଟ କରୋନା ସକ୍ରିୟ ମାମଲା ମୋଟ ମୃତ୍ୟୁଠାରୁ କମ୍ ରହିଛି, ୧.୫୧ ଲକ୍ଷକୁ ହ୍ରାସ ପାଇଛି

-ପ୍ରାୟ ୫୦ ଲକ୍ଷ ହିତାଧିକାରୀଙ୍କ କୋଭିଡ ଟିକାକରଣ ହୋଇପାରିଛି -ବିଶ୍ୱରେ ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଭାରତରେ କମ୍ ରହିଛି -ବିଗତ ୨୪ ଘଣ୍ଟା ମଧ୍ୟରେ ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କରୋନା ମୃତ୍ୟୁ ହୋଇନାହିଁ ନୂଆଦିଲ୍ଲୀ:  ଭାରତରେ ସକ୍ରିୟ…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୧,୭୧୩ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା  ମଧ୍ୟରେ    ୧୧,୭୧୩ ଟି ନୂଆ କରୋନା ମାମଲା ସାମନାକୁ ଆସିଛି ।  ଏହି ସମୟ ମଧ୍ୟରେ ମୋଟ  ୯୫       ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ।  ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ  ସଂଖ୍ୟା  ୧,୦୮,୧୪,୩୦୪ ପହଂଚିଛି । ଆଜି   ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ…

କରୋନାରେ ସମଗ୍ର ବିଶ୍ୱରେ ମୃତ୍ୟୁ ସଂଖ୍ୟା ୨୩.୭ ଲକ୍ଷକୁ ବୃଦ୍ଧି

ନୂଆଦିଲ୍ଲୀ:  କରୋନାରେ ଆଜି ଯାଏଁ ବିଶ୍ୱବ୍ୟାପୀ ମୃତ୍ୟୁ ସଂଖ୍ୟା ୨୩ ଲକ୍ଷ ୭ ହଜାର ୩୬ରେ ପହଂଚିଥିବା ବେଳେ୧୦ କୋଟି ୫୮ ଲକ୍ଷ ୮୦ ହଜାର ୨୨୨ ଜଣ ଲୋକ ସଂକ୍ରମିତ ହୋଇଛନ୍ତି । ଏଥିରୁ ୭ କୋଟି ୭୬ ଲକ୍ଷ ୪୯ ହଜାର ୪୪୩ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୯ ଲକ୍ଷ ୨୩ ହଜାର ୭୪୩ ଜଣ ଲୋକ ସକ୍ରିୟ…

ଜମ୍ମୁ କଶ୍ମୀରରେ ସ୍ୱଭାବିକ ହେଲା ୪ଜି ଇଣ୍ଟରନେଟ ସେବା

ଶ୍ରୀନଗର: ଜମ୍ମୁ କଶ୍ମୀର ପ୍ରଶାସନ ଦୀର୍ଘ ଦେଢ଼ ବର୍ଷ ପରେ  ପୁଣି ଥରେ ୪-ଜି ମୋବାଇଲ ଇଣ୍ଟରନେଟ ସେବା ସ୍ୱଭାବିକ କରିଛି । ମୁଖ୍ୟ ସଚିବ (ବିଦ୍ୟୁତ ଓ ସୂଚନା) ରୋହିତ କଂସଲ ଏହି ସୂଚନା ଦେଇଛନ୍ତି । କୁହାଯାଉଛି ଯେ, ଛାତ୍ରଛାତ୍ରୀଙ୍କ ଅନଲାଇନ ପାଠପଢ଼ାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ…

ଚକ ଅଖ ଜାମକୁ ଭାରତୀୟ କିଶାନ ସଂଘ ସମର୍ଥନ କରିବ ନାହିଁ

ଭୁବନେଶ୍ୱର:  ଆଜି   ବିଭିନ୍ନ ଚାଷୀ ସଂଗଠନ ମାନଙ୍କ  ପକ୍ଷରୁହେବାକୁ ଥିବା ଚକ ଅଖ ଜାମକୁ ଭାରତୀୟ କିଶାନ ସଂଘ ସମର୍ଥନ କରିବ ନାହିଁ । ଭାରତୀୟ କିଶାନ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଜାନକୀ ବଲ୍ଲଭ ସ୍ୱାଇଁ କହିଛନ୍ତି । ସେ କହିଛନ୍ତି ଯେ ଏହି ଆନ୍ଦୋଳନ ରାଜନୈତିକ ରୂପ ନେଇ ସାରିଛି ।…

ଆଜି ଠାରୁୁ ରାଜ୍ୟରେ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ଟିକା

-ପୋଲିସ ଡିଜି, ଜିଲ୍ଲାପାଳ ଓ ଏସପି ମାନେ ନେବେ ଟୀକା  ଭୁବନେଶ୍ୱର: ଆଜି  ଠାରୁ  ରାଜ୍ୟରେ କରୋନା ସମ୍ମୁଖ ଯୋଦ୍ଧାଙ୍କୁ  କରୋନା ଟିକା ଦିଆଯିବ । । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ପୌର କମିସନର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ…

ବିଏମସି ପକ୍ଷରୁ ବିଭିନ୍ନ ହୋଟେଲରେ ଚଢ଼ଉ : ୩୫ କେଜି ଓଜନର ପଚାସଢ଼ା ଖାଦ୍ୟ ନଷ୍ଟ କରାଗଲା,୨୬ ହଜାର ଟଙ୍କା ଜୋରିମାନା…

ଗଞ୍ଜାମ: ଗତ କିଛି ଦିନ ହେଲା ବ୍ରହ୍ମପୁର ସହରରୁ ନକଲି ଖାଦ୍ୟ ସାମଗ୍ରୀ ଫ୍ୟାକ୍ଟ୍ରି ଠାବ ହେବାରେ ଲାଗିଛି । ଆଜି ଏହି କ୍ରମରେ ବ୍ରହ୍ମପୁର ମହାନଗର ନିଗମ (ବିଏମସି) ପକ୍ଷରୁ ବିଭିନ୍ନ ହୋଟେଲରେ ଚଢ଼ଉ କରାଯାଇଥିଲା । ଚଢ଼ଉ ବେଳେ ଅନେକ ହୋଟେଲରେ ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ବିକ୍ରୀ…

କୋଟିଆ ଅଂଚଳରେ ଆନ୍ଧ୍ର ସରକାରଙ୍କ ନିର୍ବାଚନ କରିବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍

-କୋଟିଆ ସମସ୍ୟାର ସମାଧାନ ପାଇଁ ଓଡ଼ିଶାବାସୀ ଏକ୍ ହୋଇ ଉଦ୍ୟମ କରିବା ଦରକାର - ଧର୍ମେନ୍ଦ୍ର ପ୍ରଧାନ -କୋଟିଆରେ ଆନ୍ଧ୍ର ପ୍ରଦେଶ ପଂଚାୟତ ନିର୍ବାଚନ କରି ଅଧିକାର ଜାହିର କରିବା ଚିନ୍ତାର ବିଷୟ  ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ସରକାର କୋଟିଆ ଉପରେ ଅଧିକାର ଜାହିର୍ କରିବା ଆରମ୍ଭ କରିଥିବା ବେଳେ…

କୋଟିଆ ପଂଚାୟତରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୧୮ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ

-୧୩ କୋଟିର ପ୍ରକଳ୍ପ ଉଦ୍‌ଘାଟନ, ୫ କୋଟିର ସେତୁ ପାଇଁ ଭିତିପ୍ରସ୍ତର ସ୍ଥାପନ -୧୫୦ କୋଟି ଟଙ୍କାର ପ୍ରକଳ୍ପ କାମ ଜାରି ରହିଛି.କୁଟିଆକୁ ଆଦର୍ଶ ପଂଚାୟତ ଭାବରେ ଗଢାଯିବ, -ଖୁବ୍ ଶୀଘ୍ର ମୁଁ କୋଟିଆ ପଂଚାୟତ ଯିବି – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି…

ନାବାଳକର ତଂଟି କଟାଯିବା ଘଟଣା: ଅଭିଯୁକ୍ତ ନାବାଳକ ଅଟକ

କେନ୍ଦ୍ରାପଡ଼ା:  କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଟୁବିହୁଡ଼ାରେ ନାବାଳକର ତଂଟି କଟାଯିବା ଘଟଣାରେ ଅଭିଯୁକ୍ତ ନାବାଳକକୁ ପୋଲିସ ଅଟକ ରଖିଛି । ଅଭିଯୁକ୍ତକୁ ଏନେଇ ପଚରା ଉଚୁରା ଜାରୀ ରହିଛି । କାହିଁକି ଓ କେଉଁ ପରିସ୍ଥିତିରେ ସେ ଏଭଳି କଲେ ସେନେଇ ପୋଲିସ ତଥ୍ୟ ସଂଗ୍ରହ କରୁଛି ।