Browsing Category

ରାଜ୍ୟ

ପ୍ରଫେସର୍ ସଞ୍ଜୟ କୁମାର ନାୟକ ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତ

ପ୍ରଫେସର୍ ସଞ୍ଜୟ କୁମାର ନାୟକ ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି । ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ତାଙ୍କୁ ନିଯୁକ୍ତି ଦେଇଛନ୍ତି । ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଚାରି ବର୍ଷ ଅବଧି ପାଇଁ ସେ କାର୍ଯ୍ୟ କରିବେ । କାର୍ଯ୍ୟଭାର ଗ୍ରହଣ କରିବା…

ପେପରଲେସ ହେବ ଓଡିଶା ବିଧାନସଭା, ଅନଲାଇନରେ ବଜେଟ ହେବ ଉପସ୍ଥାପିତ

ଭୁବନେଶ୍ୱର: ଓଡିଶା ବିଧାନସଭାକୁ ପେପରଲେସ କରିବା ଉଦ୍ଦେଶ୍ୟ ନେଇ ଆଗାମୀ ବଜେଟ ପ୍ରଥମ ଥର ପାଇଁ ଅନଲାଇନରେ ଉପସ୍ଥାପନ ହେବ । ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବିଧାୟକ ମାନେ ଅନଲାଇନରେ ପ୍ରଶ୍ନ ପଚାରି ପାରିବେ ଓ ନେଭା ମୋବାଇଲ…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୪,୫୪୫ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୪,୫୪୫ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୬୩ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୬,୨୫,୪୨୮ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା…

ଦ୍ୱିତୀୟ ପର୍ଯ୍ୟାୟରେ ଟିକା ନେବେ ପିଏମ୍-ସିଏମ୍

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି ପ୍ରଥମ ପର୍ଯ୍ୟାୟ ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ଟିକା ନେଉଛନ୍ତି ସମସ୍ତ ସ୍ୱାସ୍ଥ୍ୟକର୍ମୀ ଏବଂ କୋଭିଡ ଯୋଦ୍ଧା । ଖୁବଶୀଘ୍ର ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ଟିକା ନେବେ ପ୍ରଧାନମନ୍ତ୍ରୀଙ୍କ ସମେତ ସମସ୍ତ ମୁଖ୍ୟମନ୍ତ୍ରୀ ।…

ଆସୁ ଆସୁ ଆକ୍ସନ: ପ୍ୟାରିସ୍ ଚୁକ୍ତିକୁ ଫେରିଲା ଆମେରିକା

ୱାଶିଂଟନ୍: କାର୍ଯ୍ୟଭାର ଗ୍ରହଣ କରିବା ମାତ୍ରେ ଆକ୍ସନ ମୁଡ୍‌ରେ ଆମେରିକାର ୪୬ତମ ରାଷ୍ଟ୍ରପତି ଜୋ ବାଇଡେନ୍ । ପ୍ରଥମ ଦିନରୁ ହିଁ ସେ ଡୋନାଲ୍ଡ ଟ୍ରମ୍ପଙ୍କ ଅନେକ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ସହ କିଛି ଆଦେଶନାମାରେ ପରିବର୍ତ୍ତନ କରିଛନ୍ତି । ଶପଥ ପରେ ବାଇଡେନ ଏକକାଳୀନ ୧୫ଟି…

ମାର୍ଗ ଦେଖାଇବ ‘ପରୀକ୍ଷା ଦର୍ପଣ’

-୭୦% ସିଲାବସ୍‌କୁ ନେଇ ପ୍ରସ୍ତୁତ ହୋଇଛି ପୁସ୍ତିକା -୬ଲକ୍ଷ ୨୦ ହଜାର ପରୀକ୍ଷାର୍ଥୀଙ୍କୁ ମାଗଣାରେ ଟେଷ୍ଟପେପର ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାଗଣାରେ ଦେବେ ଟେଷ୍ଟପେପର । ୬ ଲକ୍ଷ ୨୦ ହଜାର ୫୦୮ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଟେଷ୍ଟପେପର…

ଶ୍ରୀମତୀ କମଳା ହାରିସଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆମେରିକାର ଉପରାଷ୍ଟ୍ରପତି ଭାବେ ଦାୟିତ୍ଵ ଗ୍ରହଣ କରିଥିବାରୁ ଶ୍ରୀମତୀ କମଳା ହାରିସଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିବାରୁ କମଳା ହାରିସଙ୍କୁ…

ଆଜି ତେଜପୁର ବିଶ୍ୱବିଦ୍ୟାଳୟର ୧୮ ତମ ସମାବର୍ତନ ସମାରୋହକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମସ୍ଥିତ ତେଜପୁର ବିଶ୍ୱବିଦ୍ୟାଳୟର ୧୮ ତମ ସମାବର୍ତନ ସମାରୋହକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିବେ । ଏହି ଅବସରରେ ଆସାମର ରାଜ୍ୟପାଳ ପ୍ରଫେସର ଜଗଦୀଶ ମୁଖୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖରିୟାଲ…

ପିଏମ୍ଏୱାଇ (ୟୁ) ଅଧିନରେ ବର୍ତ୍ତମାନ ସୁଦ୍ଧା ୧.୧ କୋଟି ଗୃହ ଅନୁମୋଦନ

-ପିଏମ୍ଏୱାଇ (ୟୁ) ଅଧିନରେ ୧,୬୮,୬୦୬ ନୂତନ ଗୃହ ନିର୍ମାଣକୁ ଅନୁମୋଦନ -କେନ୍ଦ୍ରୀୟ ମଞ୍ଜୁରୀ ଏବଂ ମନିଟରିଂ କମିଟିର ୫୨ତମ ବୈଠକ ଅନୁଷ୍ଠିତ -“ହିତାଧିକାରୀଙ୍କ ଗୃହ ନିର୍ମାଣ ସମ୍ପୂର୍ଣ୍ଣ ଏବଂ ବିତରଣ ଉପରେ ଧ୍ୟାନ ଦିଅନ୍ତୁ” : ଦୁର୍ଗା ଶଙ୍କର ମିଶ୍ର ନୂଆଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ଆବାସ…

ସେରମ୍‌ରେ ନିଆଁ: ୫ ମୃତ

-ଶୋକପ୍ରକାଶ କଲେ ମୋଦି ଓ ନବୀନ ପୁଣେ: କରୋନା ଟିକା ପ୍ରସ୍ତୁତ କରୁଥିବା ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ବିଲ୍ଡିଂ ଅଗ୍ନିକାଣ୍ଡ ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ବିଲଡିଂ ମଧ୍ୟରୁ ଅନ୍ୟ ୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ଏବେ ଘଟଣାସ୍ଥଳରେ…