Browsing Category

ରାଜ୍ୟ

ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଦିନ ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସେ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ - ଦୀର୍ଘ ମାସର ବ୍ୟବଧାନ ପରେ ପବିତ୍ର ଏକାମ୍ର କ୍ଷେତ୍ରରେ ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସର…

ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଦିନ ଏକାମ୍ର କ୍ଷେତ୍ରର ଐତିହ୍ୟ ସମ୍ପନ୍ନ ପୁଷ୍କରିଣୀ ବିନ୍ଦୁସାଗରର ସଫେଇ ପାଇଁ ଶନିବାର ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହାର…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୮,୨୨୨ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୮,୨୨୨ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୨୨୮ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୪,୩୧,୬୩୯ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା…

ଗଞ୍ଜାମ ଜିଲ୍ଲାରୁ ପୁଣି ଧରାପଡିଲେ ୫ ନକଲି ଶିକ୍ଷକ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରୁ ପୁଣି ଧରାପଡିଛନ୍ତି ୫ ନକଲି ଶିକ୍ଷକ । ଜିଲ୍ଲାର ବେଗୁନିଆପଡା ବ୍ଲକ୍ ଅଂଚଳରେ କାର୍ଯ୍ୟରତ ୫ ଜଣ ଶିକ୍ଷକ ଜାଲ୍ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ରରେ ଚାକିରୀ କରୁଥିବା ଜଣାପଡିଛି । ସେମାନଙ୍କ ଦରମା ବନ୍ଦ କରାଯାଇ କୋଦଳା ଥାନାରେ ଏତଲା ଦିଆଯାଇଛି । ତେବେ ତଦନ୍ତରେ…

ଗଞ୍ଜାମ ଜିଲ୍ଲାରେ ବାର୍ଡ଼ଫ୍ଲୁକୁ ନେଇ ସତର୍କତା ଜାରୀ : ୧୨ ଟି ର‌୍ୟାପିଡ୍ ରେସପନ୍ସ ଟିମ୍ ଗଠନ

ଗଞ୍ଜାମ: ରାଜସ୍ଥାନ ଓ କେରଳ ରାଜ୍ୟରେ ବାର୍ଡ଼ଫ୍ଲୁ ଚିହ୍ନଟ ପରେ ସବୁଠି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଗଞ୍ଜାମ ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ବାର୍ଡ଼ଫ୍ଲୁକୁ ନେଇ ସତର୍କତା ଜାରୀ କରାଯାଇଛି । ୧୨ ଟି ର‌୍ୟାପିଡ୍ ରେସପନ୍ସ ଟିମ୍ (ଆରଆରଟି) ଗଠନ କରାଯାଇଛି । ପ୍ରତି…

ଆମେରିକାରେ ପୁଣି କୋଭିଡ ଭୁତାଣୁ ଭାଙ୍ଗିଛି ପୁରୁଣା ରେକର୍ଡ, ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨,୯୦,୦୦୦ ନୂଆ ମାମଲା

ୱାଶିଂଟନ୍: କରୋନା ଭୁତାଣୁର ନୂଆ ଷ୍ଟ୍ରେନ ଆଜି ସାରା ବିଶ୍ୱକୁ ପ୍ରଭାବିତ କରିଛି । ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ଘଟିଥିବା ନୂତନ କରୋନା ଜୀବାଣୁ ସଂକ୍ରମଣ ଯାହା ଏକ ରେକର୍ଡ ସୃଷ୍ଟି କରିଛି । ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨ ଲକ୍ଷ ୯୦ ହଜାର…

ଚାନ୍ଦବାଲିରେ ଭୟାବହ ଅଗ୍ନିକାଣ୍ଡ: ୩ଟି ଗୋଦାମରେ ନିଆଁ ଲାଗି ଜଳିଗଲା ୩୦ ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି

ଚାନ୍ଦବାଲି: ଚାନ୍ଦବାଲି ଶାସ୍ତ୍ରୀ ନଗରରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଧାନ ଗୋଦାମ ଘର ପୋଡି ପାଉଁଶ ହୋଇଯାଇଛି । ଗତକାଲି ରାତିରେ ଘଟିଛି ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ୨୦୦୦ ବସ୍ତାରୁ ଅଧିକ ଧାନ । ଧାନ ଗୋଦାମରେ ନିଆଁ ଲାଗିବା ପରେ ଏହା ପାଖରେ ଥିବା ପାଇପ୍ ଗୋଦାମକୁ ବ୍ୟାପି…

୯ ମାସ ପରେ ଖୋଲିଲା ବିଦ୍ୟାଳୟ

ଛାତ୍ରମାନଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ: ବିଭାଗୀୟ ଯନ୍ତ୍ରୀଙ୍କ ବିଦ୍ୟାଳୟ ପରିଦର୍ଶନ ନିମାପଡ଼ା: ବିଦ୍ୟାଳୟ ଖୋଲିବ ବୋଲି ଘୋଷଣା ହେବା ଦିନ ଠାରୁ ଛାତ୍ରଛାତ୍ରୀ ମହଲରେ ଉତ୍ସାହ ପ୍ରକାଶ ପାଇଥିଲା ଏବଂ ପରିଶେଷରେ ଶୁକ୍ରବାର ଦିନ ବିଦ୍ୟାଳୟ ଖୋଲିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆନନ୍ଦ…

ମାହାଙ୍ଗା ଡ଼ବଲ ମର୍ଡ଼ର ଘଟଣା: ପିସିସି ସଭାପତି ଓ ମାହାଙ୍ଗ ବ୍ଲକ ଅଧ୍ୟକ୍ଷଙ୍କ ପ୍ରେସ ମିଟ୍

ମାହାଙ୍ଗା: ମାହାଙ୍ଗା ଡ଼ବଲ ମର୍ଡ଼ର ଘଟଣାରେ ପୋଲିସ ମୋଟ ୭ଜଣଙ୍କୁ ଗିରଫ କରିଥିଲା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ହତ୍ୟା ଅଭିଯୋଗରେ ସମସ୍ତ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଜେଡ଼ି ,ବିଜେପି ,କଂଗ୍ରେସ ପକ୍ଷରୁ ଦାବି ଜୋର ହୋଇଛି । ୭ଜଣ…

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଧବସିଂହ ସୋଲଙ୍କି ପରଲୋକ

ଅହମଦାବାଦ: ବରିଷ୍ଠ କଂଗ୍ରେସ ନେତା ତଥା ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଧବସିଂହ ସୋଲଙ୍କିଙ୍କର ଶନିବାର ସକାଳେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । ୧୯୨୭ ମସିହା ଜୁଲାଇ ୩୦ରେ ଜନ୍ମିତ ସୋଲଙ୍କି ୧୯୭୬ରେ ସ୍ୱଳ୍ପ ସମୟ ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ…