Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଉତ୍ତର ଓଡ଼ିଶାରେ ମୃଦୁ ଭୂମିକମ୍ପ, ଲୋକେ ଆତଙ୍କିତ ହୋଇ ଘରୁ ବାହାରି ଆସିଲେ
ବରିପଡା: ଶୁକ୍ରବାର ଦିନ ମୟୂରଭଞ୍ଜ ଜିଲ୍ଲାର ବରିପଡା ଟାଉନରେ ରିଚ୍ଟର ସ୍କେଲରେ ୩.୯ ମ୍ୟାଗ୍ନିଚ୍ୟୁଡର ଏକ ମୃଦୁ ଭୂକମ୍ପ ଘଟିଛି ବୋଲି ଜାତୀୟ ଭୂକମ୍ପ କେନ୍ଦ୍ର ସୂଚନା ଦେଇଛି।
ରିପୋର୍ଟ ଅନୁଯାୟୀ, ଆଜି ପ୍ରାୟ ୨.୧୩ ସମୟରେ ଏହି ଭୂକମ୍ପର ଶବ୍ଦ ଅନୁଭୂତ ହୋଇଛି ବୋଲି କେନ୍ଦ୍ର କହିଛି। ମଧ୍ୟ…
ଏମଡିଏଚର ମାଲିକ ଧର୍ମପାଲ୍ ଗୁଲାଟିଙ୍କ ପରଲୋକ
ନୂଆଦିଲ୍ଲୀ: ଦେଶର ଜଣାଶୁଣା ମସଲା କମ୍ପାନୀ ମହାଶିୟା ଦି ହଟ୍ଟି (ଏମ୍ଡିଏଚ୍)ର ମାଲିକ ମହାଶୟ ଧର୍ମପାଲ୍ ଗୁଲାଟିଙ୍କର ପରଲୋକ ହୋଇଛି । ଗୁରୁବାର ସକାଳ ସାଢ଼େ ୫ଟା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କରୋନାରୁ ସୁସ୍ଥ ହେବା ପରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ…
ଆଜି ତାମିଲନାଡୁ ଅତିକ୍ରମ କରିବ ଘୂର୍ଣ୍ଣିବାତ୍ୟା ‘ବୁରେଭି’
କୋଚି: ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ବୁରେଭି’ ଗଭୀର ଅବପାତରେ ପରିଣତ ହୋଇଛି ଏବଂ ଆଜି ସକାଳେ ଏହା ତାମିଲନାଡୁ ଉପକୂଳ ଅତିକ୍ରମ କରି ଅପରାହ୍ଣ ସୁଦ୍ଧା କେରଳରେ ପ୍ରବେଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନରୁ ଜଣାପଡ଼ିଛି। ଏଥିଯୋଗୁଁ ଦକ୍ଷିଣ ତାମିଲନାଡୁ ଓ ଦକ୍ଷିଣ କେରଳର…
ଓଲଟିପଡିଲା କଣ୍ଟେନର: ଶିକ୍ଷକଙ୍କ ସମେତ ୩ ମୃତ
ରେବାଡ଼ି: ହରିୟାଣା ରେବାଡ଼ିରେ ଏକ ସଡକ ଦୁର୍ଘଟଣା ହୋଇଛି । ରେବାଡ଼ି ଜିଲ୍ଲାରେ ନିର୍ମାଣାଧୀନ ରେବାଡ଼ି-ନାରନୌଲ ରୋଡରେ କୁଣ୍ଡ ନିକଟରେ ଏକ ଚଳନ୍ତା କାର ଉପରେ କଣ୍ଟେନର ଓଲଟି ପଡିଛି । କାରରେ ଯାତ୍ରା କରୁଥିବା ୩ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ୩ ମୃତକ ମହେନ୍ଦ୍ରଗଡ ଜିଲ୍ଲା ବେଲ…
୫୦ ଟଙ୍କା ବଢ଼ିଲା ଗ୍ୟାସ୍ ଦର
ନୂଆଦିଲ୍ଲୀ: ପୁଣି ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ । ଆଜି ଠାରୁ ଏଲପିଜିର ଦର କେନ୍ଦ୍ର ସରକାର ୫୦ ଟଙ୍କା ବୃଦ୍ଧି ପାଇଛି । ଅଣ ସବସିଡି ଏଲପିଜିର ଦର ୫୦ ଟଙ୍କା ବଢ଼ିଥିବା ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସି) ପକ୍ଷରୁ କୁହାଯାଇଛି । ୫ ମାସ ମଧ୍ୟରେ ପ୍ରଥମଥର ପାଇଁ ଅଣ ସବସିଡି ସିଲିଣ୍ଡର ବୃଦ୍ଧି…
ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜି ସନ୍ଧ୍ୟାରେ ଉଠାଇ ନେଇଛି କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)। ଆଜି ସନ୍ଧ୍ୟା ସମୟରେ ଇଓଡବ୍ଲୁର ୮ ଜଣ ଅଧିକାରୀ ତାଙ୍କ ୟୁନିଟ-୬ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରୁ ଉଠାଇ ନେଇ ଜେରା…
ଜାନୁୟାରୀ ସୁଦ୍ଧା ଦେଶରେ ମିଳିବ କରୋନା ଟିକା
ନୂଆଦିଲ୍ଲୀ : ଭାରତରେ କରୋନା ମହାମାରୀ ଥମିବାର ନା ଧରୁନି। ଏପରିସ୍ଥଳେ ଗୁରୁବାର ଦିଲ୍ଲୀରୁ ଖୁସି ଖବର ଆସିଛି । ଜାନୁଆରୀ ସୁଦ୍ଧା ଦେଶରେ କରୋନା ଟିକା ମିଳିବ ବୋଲି ଏମ୍ସର ନିର୍ଦେଶକ ଡ଼.ରଣଦୀପ ଗୁଲେରିଆ ସୂଚନା ଦେଇଛନ୍ତି । ସମ୍ପ୍ରତି ଦେଶରେ କରୋନା ଟିକାର ଅନ୍ତିମ ପର୍ଯ୍ୟାୟ…
ଘର ଘର ବୁଲି ପାଠ ପଢ଼ାଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପଲତା ରାଉତ ଏବଂ ଶିକ୍ଷକ ରଞ୍ଜୁଆ ନାୟକ
ବୈପାରିଗୁଡା - କରୋନା ଯୋଗୁ ହୋଇଥିବା ଲକ୍ଡାଉନ୍ରେ ସରକାର ଅନଲାଇନ୍ରେ ଶିକ୍ଷାଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।ହେଲେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପିଲାଙ୍କ ପାଖରେ ଆଣ୍ଡ୍ରଏଡ୍ ଫୋନ୍ ନଥିବାରୁ ସେମାନେ ଶିକ୍ଷା ପ୍ରାପ୍ତରୁ ବଞ୍ଚିତ ହେଉଛନ୍ତି ।ହେଲେ ସରକାରୀ ସ୍କୁଲ ଓ ଗ୍ରାମାଞ୍ଚଳରେ…
ପାନୀୟ ଜଳ ପାଇଁ ଡହକବିକଳ ଗ୍ରାମବାସୀ – ପ୍ରଶାସନ ନିରବଦ୍ରଷ୍ଟା
ଧର୍ମଗଡ : ଗ୍ରାମାଞ୍ଚଳ ର ଲୋକ ଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି । କିନ୍ତୁ ବାସ୍ତବରେ ଗ୍ରାମଞ୍ଚଳ ରେ ଏହି ଯୋଜନା ସବୁ ବାଟ ବଣା ହୋଇଛି । ଫ୍ଲୋରାଇଡ ଯୁକ୍ତ ପାଣି ପିଇ ଅନେକ ଲୋକଙ୍କ ମୃତ୍ୟୁ ପରେ ନଦୀରୁ ପାନୀୟ ଜଳ ଯୋଗାଣ ହେଲା…