Browsing Category

ରାଜ୍ୟ

ଆସନ୍ତା ସପ୍ତାହରୁ ବ୍ରିଟେନ୍‌, ରୁଷ୍‌ରେ ଟିକାକରଣ

ଲଣ୍ଡନ୍‌: ବିଶ୍ବରେ ପ୍ରଥମ ରାଷ୍ଟ୍ର ଭାବେ ବ୍ରିଟେନ୍‌ରେ ଆସନ୍ତା ସପ୍ତାହରୁ କୋଭିଡ୍‌ ଟିକାକରଣ ଆରମ୍ଭ ହେବ। ଫାଇଜର୍‌ -ବାୟୋଏନ୍‌ଟେକ୍‌ ଟିକାର ବ୍ୟବହାରକୁ ବ୍ରିଟେନ୍‌ ସରକାର ଚୂଡ଼ାନ୍ତ ଅନୁମତି ପ୍ରଦାନ କରିବା ସହିତ ଗଣ ଟିକାକରଣ ପ୍ରକ୍ରିୟା ଆରମ୍ଭ ପାଇଁ ମଧ୍ୟ ମଂଜୁରି ଦେଇଛନ୍ତି।…

ଦେଶରେ ୨୪ ଘଣ୍ଟାରେ ୩୫, ୫୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାର କରୋନା ରିପୋର୍ଟ ହସ୍ତଗତ ହୋଇଛି। ଦିନକ ମଧ୍ୟରେ ଦେଶରେ ପୁଣି ୩୫,୫୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୫ ଲକ୍ଷ ୩୪ ହଜାର ୯୬୫ରେ ପହଞ୍ଚିଛି। ସ୍ବାସ୍ଥ୍ୟ ପରିବାର କଲ୍ୟାଣ…

ସରକାରଙ୍କ ବଡ଼ ଘୋଷଣା : ସବୁ ଜରୁରୀ ସହାୟତା ପାଇଁ ଏଣିକି ଡାଏଲ କରିବେ ‘୧୧୨’

ଭୁବନେଶ୍ୱର : ଜନସାଧାରଣଙ୍କ ସୁବିଧା ତଥା ତ୍ୱରିତ ସେବା ଯୋଗାଣକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ବଡ ନିଷ୍ପତି ନିଆଯାଇଛି। ବିଭିନ୍ନ ସହାୟତା ନମ୍ବର ଯଥା ୧୦୦, ୧୦୧, ୧୦୨, ୧୦୪, ୧୦୮, ୧୮୧ ଓ ୧୦୯୮ ଏସବୁକୁ ଏକୀଭୂତ କରି ଗୋଟିଏ ନମ୍ବର ୧୧୨ରେ ପରିଣତ କରାଯାଇଛି । ପୋଲିସ ଆମ୍ବୁଲାନ୍ସ, ଦମକଳ…

ମୁରିବାହାଲ ରେଞ୍ଜରଙ୍କ ଘରେ ପଶିଲା ଭିଜିଲାନ୍ସ, ପାଠକ ଲିଙ୍କ୍ ଥିବା ନେଇ ବି ତଦନ୍ତ

ଟିଟିଲାଗଡ଼: ଆଜି ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ରେଞ୍ଜରଙ୍କ ଟିଟିଲାଗଡ଼ସ୍ଥିତ ହାଟପଦାପଡ଼ା ବାସଭବନ ଉପରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଏକକାଳୀନ ୪ଟି ସ୍ଥାନରେ ଚଢ଼ଉ କରାଯାଉଥିବାର ଖବର ମିଳିଛି। ଭିଜିଲାନ୍ସ ବିଭାଗର ବଲାଙ୍ଗୀର, ସୋନପୁର, ସମ୍ବଲପୁର ଓ ବରଗଡ଼ର ଚାରିଟି ଟିମ୍ ରେଞ୍ଜର…

ବସ୍ ଭିତରକୁ ପଶିଗଲା ପାଇପ୍

୨ ମୃତ, ୧୨ରୁ ଅଧିକ ଆହତ ପାଲି: ଏକ ଘରୋଇ ବସ୍ ଭିତରେ ପାଇପ ପଶିଯିବାରୁ ୨ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି । ରାସ୍ତା କଡ଼ରେ ଗ୍ୟାସ୍ ପାଇପଲାଇନ୍ ବିଛାଯିବାର କାମ ଚାଲିଥିଲା । ହାଇଡ୍ରା ମେସିନରୁ ପାଇପ୍ ଉଠାଯାଇ ଖୋଳା ଯାଇଥିବା ଗାତରେ ପକା ଯାଉଥିବାବେଳେ…

ଚୀନ୍ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍

ଗଲୱାନ ଘାଟି ଆକ୍ରମଣ ପାଇଁ ଚୀନ୍ ରଚିଥିଲା ବହୁ ପୂର୍ବରୁ ଯୋଜନା ୱାଶିଂଟନ:ଜୁନ୍ ୧୫-୧୬ରେ ଗାଲୱାନ ଉପତ୍ୟକାରେ ଚାଇନା ରଚିଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ ହୋଇଛି । ଆମେରିକାର ଏକ ପ୍ରମୁଖ କମିଟି ଏହି ପର୍ଦ୍ଦାଫାସ୍ କରିଛି । ସେଦିନ ରାତିରେ ଭାରତୀୟ ସେନା ପାଟ୍ରୋଲିଂ କରୁଥିବା ବେଳେ ଚାଇନାର…

୧୬ ବର୍ଷର ରେକର୍ଡ ଭାଙ୍ଗିଲା ତୁଷାରପାତ

ଶିମଲା: ହିମାଚଳ ପ୍ରଦେଶର ଅନେକ ସ୍ଥାନରେ ତୁଷାରପାତ ହୋଇଛି । ତୁଷାରପାତ ଗତ କିଛି ବର୍ଷର ରେକର୍ଡ ଭାଙ୍ଗି ଦେଇଛି । ନଭେମ୍ୱର ମାସରେ ହୋଇଥିବା ତୁଷାରପାତ ଗତ ୧୬ ବର୍ଷର ରେକର୍ଡ ଭାଙ୍ଗିଛି । ୨୦୦୪ ମସିହା ପରେ ନଭେମ୍ବର ମାସରେ ଭୀଷଣ ତୁଷାରପାତ ହୋଇଛି । ଉଚ୍ଚତମ ସ୍ଥାନ ମନାଲି, କେଲାଙ୍ଗ,…

ଶୌଭିକ ଚକ୍ରବର୍ତ୍ତୀଙ୍କୁ ମିଳିଲା ଜାମିନ୍

ମୁମ୍ୱାଇ: ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀଙ୍କୁ ମିଳିଲା ଜାମିନ୍ । ବୁଧବାର ମୁମ୍ୱାଇର ଏନଡିପିଏସ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି । ପାଖାପାଖି ତିନି ମାସ ଜେଲରେ ରହିବା ପରେ ସେ ଜାମିନ୍ ପାଇଛନ୍ତି । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କେସ୍…

ପୂର୍ବତନ ବିଚାରପତି ଜଷ୍ଟିସ କର୍ଣ୍ଣନ ଗିରଫ

ଚେନ୍ନାଇ: ମାଡ୍ରାସ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ସିଏସ କର୍ଣ୍ଣନ ଗିରଫ ହୋଇଛନ୍ତି । ସେ ଗୋଟିଏ ଭିଡିଓ ଜାରି କରି ଦେଶର ବିଚାରପତି ଓ କୋର୍ଟର ଷ୍ଟାଫମାନଙ୍କୁ ଅସଭ୍ୟ ଭାଷାରେ ସମାଲୋଚନା କରିଥିଲେ । ଏହି କାରଣରୁ ଆଜି ତାଙ୍କୁ ଚେନ୍ନାଇରୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଜଷ୍ଟିସ…

୩ ଦଶନ୍ଧି ପରେ ଭାରତ ଠାରୁ ଚାଉଳ କିଣିଲା ଚାଇନା

ମୁମ୍ବାଇ: ଦୀର୍ଘ ୩ ଦଶନ୍ଧି ପରେ ଭାରତ ଠାରୁ ଚାଉଳ ଆମଦାନୀ କରିଛି ଚାଇନା । ଭାରତ ସହ ଲଦାଖରେ ସୀମା ବିବାଦ ଚାଲିଥିବା ବେଳେ ଚାଇନାର ଏଭଳି ଚାଉଳ ଆମଦାନୀ ଦୁଇ ଦେଶ ମଧ୍ୟର ଉତ୍ତମ ସମ୍ପର୍କ ସ୍ଥାପନର ସଙ୍କେତ ଦେଇଛି । ଭାରତ ବିଶ୍ୱରୁ ସବୁଠାରୁ ବଡ଼ ଚାଉଳ ରପ୍ତାନକାରୀ ଦେଶ ହୋଇଥିବା ବେଳେ…