Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନିଜ ଦାୟିତ୍ୱ ତୁଲାଉ ତୁଲାଉ ହାରିଗଲେ କରୋନା ଯୋଦ୍ଧା
ମାଲକାନଗିରି : କରୋନା ଯୁଦ୍ଧରେ ହାରିଗଲେ ଜଣେ ଆଗ ଧାଡ଼ିର କରୋନା ଯୋଦ୍ଧା। ଏଭଳି ଦୁଃଖଦ ଘଟଣା ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ରେ ଦେଖିବାକୁ ମିଳିଛି। ନଗର ର ୪ ନଂ ୱାର୍ଡ ର ମାନସ ପାଣ୍ଡେ ନାମକ ଜଣେ ବ୍ୟକ୍ତି ଯେ ଖଇରିପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପୁରୁଷ ସ୍ୱାସ୍ଥ୍ୟ କର୍ମୀ…
ଟୟୋଟା କିଲୋସ୍କର ମୋଟର ପକ୍ଷରୁ ନୂଆ ଇନୋଭା କ୍ରାଏଷ୍ଟାର ବଜାର ପ୍ରବେଶ
ଟୟୋଟା କିଲୋସ୍କର ମୋଟର ପକ୍ଷରୁ ଏହାର ବହୁ ପ୍ରତିକ୍ଷୀତ ନୂଆ ଇନୋଭା କ୍ରାଏଷ୍ଟାର ବଜାରରେ ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହା ଏମ୍ପିଭି ସେଗମେଂଟ୍ରେ କମ୍ପାନୀର ସ୍ଥିତିକୁ ସୁଦୃଢ଼ କରିବାକୁ ସକ୍ଷମ ହେବ । ୨୦୦୫ରେ ଭାରତରେ ଇନୋଭାର ବଜାର ପ୍ରବେଶ ହୋଇଥିଲା । ଇତିମଧ୍ୟରେ ଇନୋଭା…
୩୦ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ
ମାଲକାନଗିରି: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ନାକାମୁମୁଡି ପଞ୍ଚାୟତ ଅନ୍ତର୍ଭୁକ୍ତ ଡାଇକ-ଟୁ, ଡାଇକ-ଥ୍ରୀ, ଓ ବନ୍ଦlମାମୁଡି ଗ୍ରାମ ନିକଟ ଜମି ଓ ଜଙ୍ଗଲ ଜମିରୁ ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକଙ୍କ ସହ ସଦଳବଳେ ମିଶି ଉକ୍ତ ସ୍ଥାନର ୩୦ ଏକର ଜମିରୁ ୫୦…
ବିଜାଡିହି ଠାରେ ସଡକ ଦୁର୍ଘଟଣାରେ ଯୁବତୀ ଗୁରୁତର
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବିଜାଡିହି ଠାରେ ଏକ ସଡକ ଦୁର୍ଘଟଣାରେ ଜଣେ ଯୁବତୀ ଗୁରୁତର ଆହତ ହୋଇଥିବାର ଜଣାପଡିଛି । ସୂଚନା ଅନୁଯାୟୀ ଢେଙ୍କାନାଳ ଫୁଡ୍ କର୍ପୋରେସନ ଇଣ୍ଡିଆରେ (ଏଫ.ସି.ଆଇ)କାର୍ଯ୍ୟରତ ସୀମା ଲାଠି ନିଜ ସ୍କୁଟି ଯୋଗେ କାମାକ୍ଷାନଗରରୁ ଢେଙ୍କାନାଳ…
ପୋଲିସ, ରାଜସ୍ୱ, ବନ ଓ ଅବକାରୀ ବିଭାଗର ମିଳିତ ଚଢାଉ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାପାଳ ଅନୁପମ ସାହା,ଜିଲ୍ଲା ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲାରେ ଚୋରା ଗଞ୍ଜେଇ ଚାଷ ଓ କାରବାରକୁ ସମ୍ପୁର୍ଣ୍ଣ ରୁପେ ବନ୍ଦ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଜିଲ୍ଲା ପୋଲିସ,ରାଜସ୍ୱ,ବନ ଓ ଅବକାରୀ ବିଭାଗର ମିଳିତ…
ଠିକାଦାରଙ୍କ ବିରୁଦ୍ଧରେ ପାରସାଳିରେ ମାଓ ପୋଷ୍ଟର
କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଅନ୍ତର୍ଗତ ପାରସାଲି ପଞ୍ଚାୟତର ପାରସାଲି ଡ଼ି କେଡିଏ କାର୍ଯ୍ୟଳୟ ସମୁଖ ରେ ଠିକାଦାର ଙ୍କ ବିରୁଦ୍ଧରେ ମାଓବାଦୀ ଙ୍କ ପୋଷ୍ଟର ଦେଖିବାକୁ ମିଳିଛି। ଏହି ପୋଷ୍ଟର ରେ ଉଲେଖ କରାଯାଇଛି ଯେ ପାରସାଲି ଠାରୁ ଡେଙ୍ଗିନେଲି ରାସ୍ତା କାମ…
ବାଘ ଛାଲ ଜବତ
ବରଗଡ଼ : ପୁଣି ବରଗଡ଼ରୁ କଲରାପତରିଆ ବାଘର ଛାଲ ଜବତ ହୋଇଛି । ବାଘ ଛାଲ ସହ ବାଘର ନଖ, ଦାନ୍ତ ଜବତ କରିଛି STF । ବରଗଡ଼ ଜିଲ୍ଲା ଭଟଲି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଖଜୁରିଆ ଠାରେ ବାଘ ଛାଲ, ନଖ ଦାନ୍ତ ଆଦି ଜବତ କରିବା ସହ ୩ ଜଣଙ୍କୁ ଅଟକ ରଖିଛି STF । ଓ୍ବାଇଲଡ଼ ଲାଇଫ କ୍ରାଇମ କଣ୍ଟ୍ରୋଲ…