Browsing Category

ରାଜ୍ୟ

ବିହାର ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଛି ବିଜେପି

ବିହାର : ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଛି ବିଜେପି । ଗତ ସପ୍ତାହରେ ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟ ଦଳର ନେତାମାନଙ୍କ ସହ ଏକ ଲମ୍ବା ବୈଠକ କରିଥିଲେ । ବିଧାନସଭାଭିତ୍ତିକ ରଣନୀତି ଏବଂ ପ୍ରସଙ୍ଗଗୁଡ଼ିକ ସ୍ଥିର କରାଯାଇଛି । ସହଯୋଗୀ ଦଳଗୁଡ଼ିକ ସହିତ ଭୂମି ସ୍ତରରେ ସମନ୍ୱୟ…

ଚର୍ଚ୍ଚାରେ ହୀରାକୁଦ ମାଷ୍ଟର ପ୍ଲାନ୍‌!

ଭୁବନେଶ୍ୱର, : ପର୍ଯ୍ୟଟନର ବିକାଶ ପାଇଁ ପାଣି ଭଳି ଅର୍ଥ ଖର୍ଚ୍ଚ କରାଯିବ । ପ୍ରସ୍ତୁତ ହେଉଛି ମାଷ୍ଟର ପ୍ଲାନ୍ । ନୂଆ ରୂପ ନେବ ହୀରାକୁଦ । ହେଲେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଜଳ ସମ୍ପଦ ବିଭାଗର ବରିଷ୍ଠ ଯନ୍ତ୍ରୀ । ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର ୩ ହଜାର ଏକର ଜମି…

ଦିଲ୍ଲୀରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର, : ଆଜି ଦିଲ୍ଲୀରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ନଡ୍ଡାଙ୍କୁ ଭେଟିଥିବା ଏକ୍ସରେ ପୋଷ୍ଟ କରି ଜଣାଇଛନ୍ତି । ଏକ୍ସ ପୋଷ୍ଟରେ ମୁଖ୍ୟମନ୍ତ୍ରୀ…

ବ୍ରହ୍ମପୁର MKCG ମେଡିକାଲ ନିକଟରୁ ବ୍ରାଉନ ସୁଗାର ଜବତ

ବ୍ରହ୍ମପୁର ମେଡିକାଲ ଫାଟକ ନିକଟ ସମେତ ବିଭିନ୍ନ ସ୍ଥାନରୁ 142 ଗ୍ରାମ ବ୍ରାଉନ ସୁଗାର ଜବତ, ନକଲି ମଦ ପ୍ରସ୍ତୁତ ୟୁନିଟ ଉପରେ ମଧ୍ୟ ଅବକାରୀ ବିଭାଗର ଚଢ଼ାଉ, ମଦ ପ୍ରସ୍ତୁତ ସାମଗ୍ରୀ ଜବତ, 4 ଜଣଙ୍କୁ ଧରିଲା ଅବକାରୀ ବିଭାଗ - ମେଡିକାଲ ଫାଟକ ନିକଟ ସମେତ ବିଭିନ୍ନ ସ୍ଥାନରୁ 142 ଗ୍ରାମ…

ମୋଦିଙ୍କ ଜନ୍ମଦିନ ୧୭ରୁ ଅକ୍ଟୋବର ୨ ବିଜେପି ପାଳନ କରିବ ସେବା ପକ୍ଷ

ନୂଆଦିଲ୍ଲୀ, - ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ସେବା ପକ୍ଷ ପାଳନ କରିବ । ଏହି ସମୟରେ, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ଶିବିର, ସ୍ୱଚ୍ଛତା ଅଭିଯାନ, ମାରାଥନ ଆୟୋଜନ କରାଯିବ । ଗୁରୁବାର ବିଜେପି ମୁଖ୍ୟାଳୟରେ…

ମହାନଦୀ ନଦୀତଟ ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର, : ବହୁ ଆକାଂକ୍ଷିତ ମହାନଦୀ ନଦୀତଟ ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ମଞ୍ଜୁରୀ ଦେଇଛନ୍ତି । ଏହି ଯୋଜନା ୨୦୨୫-୨୬ରୁ ୨୦୨୭- ୨୮ ମଧ୍ୟରେ କାର୍ଯ୍ୟକାରୀ ହେବ ଏବଂ ତିନି ବର୍ଷରେ ଖର୍ଚ୍ଚ ହେବ ୨୪୦ କୋଟି ଟଙ୍କା । ଜଳ ସମ୍ପଦ ବିକାଶ ବିଭାଗ ଦ୍ୱାରା ରାଜ୍ୟ…

ନିଜର ଦେହାନ୍ତ ଖବର ଶୁଣି ଚକିତ ହେଲେ କାଜଲ

ନୂଆଦିଲ୍ଲୀ,: ନିଜ ଦେହାନ୍ତ ଖବର ଶୁଣି ଚକିତ ହୋଇଛନ୍ତି "ସିଂଘମ୍' ଅଭିନେତ୍ରୀ କାଜଲ ଅଗ୍ରୱାଲ । ଅନେକ ସୋସିଆଲ ମିଡିଆ ରିପୋର୍ଟରେ ଦାବି ହେଲା, ଏକ ଦୁର୍ଘଟଣାରେ କାଜଲଙ୍କର ମୃତୁ୍ୟ ହୋଇଛି । ଏହାର ପ୍ରତିକ୍ରିୟା ଦେଇ କାଜଲ ସୁରକ୍ଷିତ ଓ ସୁସ୍ଥ ଥିବା ସ୍ପଷ୍ଟ କରିଛନ୍ତି । ଲୋକଙ୍କୁ ଏ ପ୍ରକାର…

ନାଳରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଘଷିପୁରା, : ରାମଚନ୍ଦ୍ରପୁର ଥାନା ଜନାର୍ଦନପୁର ପାଟଣା ଗାଁ ନାଳ ନିକଟରୁ ମିଳିଲା ମହିଳାଙ୍କ ମୃତଦେହ । ମୃତା ମହିଳା ଗାଁର ବୁଲୁ ଦାସଙ୍କ ପତ୍ନୀ ସୁକାନ୍ତି ଗତ ୪ଦିନ ଧରି ନିଖୋଜ ଥିଲ । ନିଖୋଜନେଇ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ ପରିବାର ଲୋକେ । ତେବେ ବୁଧବାର ଉଲଗ୍ନ ଅବସ୍ତାରେ ହାତଗୋଡ…

ମେଡିକାଲ୍ ଓ ବସଷ୍ଟାଣ୍ଡ ସମସ୍ୟାକୁ ନେଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର

କୋରାପୁଟ,: କୋରାପୁଟ ଗସ୍ତରେ ଅଛନ୍ତି ରାଜ୍ୟପାଳ । କୋରାପୁଟରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ କୋରାପୁଟ ସଚେତନ ନାଗରିକ ତରଫରୁ ରାଜ୍ୟପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସଚେତନ ନାଗରିକ ତରଫରୁ କୁହାଯାଇଛି କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଳେଜ୍‌ରେ…

ପୂର୍ବତଟ ରେଳପଥର କର୍ମଚାରୀ ଅଂଶଗ୍ରହଣ ମଞ୍ଚ ବୈଠକ ଆୟୋଜିତ

ଭୁବନେଶ୍ୱର, : ପରିଚାଳନା କ୍ଷେତ୍ରରେ କର୍ମଚାରୀଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ପାଇଁ ପଦକ୍ଷେପର ଏକ ଅଂଶ ସ୍ୱରୂପ, ପୂର୍ବ ତଟ ରେଳପଥ ବୁଧବାର ଏହାର ମୁଖ୍ୟାଳୟ, ରେଳ ସଦନରେ ଏକ ପରିଚାଳନା କ୍ଷେତ୍ରରେ ରେଳ କର୍ମଚାରୀଙ୍କ ଅଂଶଗ୍ରହଣ ବୈଠକ ଆୟୋଜନ କରିଥିଲା । ବୈଠକରେ ସ୍ୱୀକୃତିପ୍ରାପ୍ତ…