Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ଗଠନ ହେଲା ଘୁମୁସର ଉନ୍ନୟନ ମଞ୍ଚ
ଭୁବନେଶ୍ୱର,୯ା୧୨: ଗଠନ ହେଲା ଘୁମୁସର ଉନ୍ନୟନ ମଞ୍ଚ । ଭୁବନେଶ୍ୱରରେ ବାସ କରୁଥିବା ଘୁମୁସରବାସୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସ୍ଥାନୀୟ ଜୟଭାରତ ଭବନରେ ଅନୁଷ୍ଠିତ ବୈଠକରେ ଘୁମୁସର ଉନ୍ନୟନ ମଞ୍ଚ ନାମରେ ଏକ ଟ୍ରଷ୍ଟ ଗଠନ ପାଇଁ ସର୍ବସମ୍ମତ ମତ ପ୍ରକାଶ ପାଇଥିଲା ।…
“ଏନ୍ଆଇଏ’ର ବ୍ୟାପକ ଚଢ଼ଉ; “ଆଇଏସ୍ଆଇଏସ୍’ ମାମଲାରେ ୧୫ ଗିରଫ
ନୂଆଦିଲ୍ଲୀ: ଇସ୍ଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲାରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ)ର ଟିମ୍ ଶନିବାର ମହାରାଷ୍ଟ୍ର ଓ କର୍ଣ୍ଣାଟକର ୪୧ଟି ସ୍ଥାନରେ ଚଢ଼ାଉ କରି ୧୫ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ପୁଣେରୁ ଆସିଥିଲେ ଏବଂ ସେମାନେ ଇସ୍ଲାମିକ୍…
ସମସ୍ତଙ୍କ ପ୍ରୟାସରେ ଭାରତ ହେବ ବିକଶିତ: ଦେଶବାସୀଙ୍କୁ ମୋଦିଙ୍କ ବାର୍ତ୍ତା
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅଧିନରେ ବର୍ତ୍ତମାନ ସମଗ୍ର ଦେଶରେ ଲୋକମାନଙ୍କୁ ସରକାରଙ୍କର ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ କରିବା ଲାଗି କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
ଫୋକସ୍ରେ ବିକାଶ ଓ ଲୋକାଭିମୁଖୀ ଯୋଜନା
ଭୁବନେଶ୍ୱର,୯ା୧୨ : ବିଜେଡିର ବଡ଼ ଷ୍ଟ୍ରାଟେଜି । ୧୫ରେ ବସିବ କାର୍ଯ୍ୟକାରିଣୀ । ପ୍ରତିଷ୍ଠା ଦିବସ ପାଇଁ ସ୍ଥିର ହେବ କାର୍ଯ୍ୟକ୍ରମ । ଫୋକସରେ ବିକାଶ ଓ ଲୋକାଭିମୁଖୀ ଯୋଜନା । ୧୯୯୭ ଡିସେମ୍ବର ୨୬ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁରେ ଜନ୍ମ ନେଇଥିଲା ବିଜୁ ଜନତା ଦଳ । ୨୦୦୦…
ଜଳବାୟୁ ପରିବର୍ତ୍ତନ ସବୁଠାରୁ ବଡ ଚ୍ୟାଲେଞ୍ଜ
ନୂଆଦିଲ୍ଲୀ,୯ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଇନଫିନିଟି ଫୋରମ ୨.୦ର ଦ୍ୱିତୀୟ ସଂସ୍କରଣକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ ଇନଫିନିଟି ଫୋରମର ପ୍ରଥମ ସଂସ୍କରଣ ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ, ଡିସେମ୍ବର ୨୦୨୧ରେ ଆମେ ପ୍ରଥମ ଇନଫିନିଟି ଫୋରମ ସମୟରେ…
ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ ,
ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା କଣ୍ଟେଇକୁଳିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଇଚ୍ଛାପୁର
ପଦ୍ମପୁର ସାହିରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି!ଘଟଣା ସ୍ଥଳରୁ ପ୍ରକାଶ ଯେ, ଗତ ରାତି ପ୍ରାୟ ୮ ଟା ସମୟରେ ଇଛାପୁର୍ ଗ୍ରାମ
ପଦ୍ମପୁର ସାହିର ଅଭିରାମ ଦେହୁରୀ (୫୦ ବର୍ଷ)…
୩ରୁ ୫ ଡିଗ୍ରୀ ଖସିବ ରାତିର ତାପମାତ୍ରା
ଭୁବନେଶ୍ୱର, : ଡିସେମ୍ବର •ଲିଲାଣି, ମାତ୍ର ଶୀତର ଦେଖା ନଥିଲା । ତାପମାତ୍ରା ସ୍ୱାଭାବିକ ଠାରୁ ଉପରେ ଥିଲା । କେବେ ଶୀତ ଆସିବ ସମସ୍ତେ •ହିଁରହିଥିବା ବେଳେ ଗତକାଲି ରାତିରୁ ବଦଳି ଯାଇଛି ଭୁବନେଶ୍ୱର ସହର ପାଗର ମିଜାଜ୍ । ଆନ୍ଧ୍ର ଉପକୂଳରେ ମାଡ଼ ହୋଇଥିବା ଭୀଷଣ ବାତ୍ୟା "ମିଗୋଜମ'…
କୋଷ୍ଟାଲ ହାଇୱେ କାମ କେବେ?
ନୂଆଦିଲ୍ଲୀ,୭ା୧୨: ଘୋଷଣା କରି ଭୁଲିଗଲେ । ଆଜି ସଂସଦରେ ମନେ ପକାଇଦେଲା ବିଜେଡ଼ି । ଆଜି ଶୂନ୍ୟକାଳରେ ରାଜ୍ୟରେ ପ୍ରସ୍ତାବିତ କୋଷ୍ଟାଲ ହାଇୱେ ଅଟକି ରହିଥିବାରୁ ତାକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ ସାଂସଦ ମାନସ ମଙ୍ଗରାଜ । କେବେ ଆସିବ ଡିପିଆର୍ । ଉପକୂଳ ରାଜପଥର ଷ୍ଟାଟସ୍ କଣ? ସଂସଦର…
ଗଙ୍ଗୁଆ ଓ ଦୟାର ସଂଯୋଗ ସ୍ଥଳରେ ହେବ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ
ଭୁବନେଶ୍ୱର,୭ା୧୨ : ଦୟା ନଦୀ ପାଣିକୁ ପ୍ରଦୂଷଣମୁକ୍ତ ରଖାଯିବା ଉପରେ ୫-ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଗୁରୁତ୍ୱାରୋପ କରିଛନ୍ତି । ଏ ସମ୍ପର୍କରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ନଗର ଉନ୍ନୟନ ବିଭାଗ ଏବଂ ଭୁବନେଶ୍ୱର ମହାନଗର…
ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ନେବ ଗୁରୁତ୍ୱପୂର୍ଣ୍ଣ ଭୂମିକା
ଭୁବନେଶ୍ୱର,୭ା୧୨ : ଖୋର୍ଦ୍ଧା ଇନଫୋଭ୍ୟାଲିରେ ଅନ୍ତର୍ଜାତୀୟ ସ୍ତରର ବିଶ୍ୱବିଦ୍ୟାଳୟ । ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ସହିତ ଉକ୍ରର୍ଷ ପ୍ରତିପାଦନ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ । ଆଜି ଏସଭିକେଏମ୍ଏସ୍ଏନଏମଆଇଏମଏସ ୟୁନିଭରସିଟିର ଭିତ୍ତିପ୍ରସ୍ତର ସ୍ଥାପାନ ହୋଇଛି ।…