Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆକୁ ପ୍ରଶଂସା କଲେ ସୁନ୍ଦର ପିଚାଇ, ଗୁଗୁଲର ବଡ ପ୍ଲାନ ବିଷୟରେ କଲେ ଆଲୋଚନା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ରୁ ୨୩ ଜୁନ୍ ମଧ୍ୟରେ ତିନି ଦିନିଆ ଆମେରିକା ଗସ୍ତରେ ଥିଲେ। ଏହି ସମୟରେ ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଉପରାଷ୍ଟ୍ରପତି କମଲା ହାରିସ ଏବଂ ଅନ୍ୟାନ୍ୟ ବିଶିଷ୍ଟ ନେତା ତଥା ଅଗ୍ରଣୀ ଆମେରିକୀୟ କମ୍ପାନୀଗୁଡିକର ବରିଷ୍ଠ…
ଏହି ୩ ବଡ଼ ବ୍ୟାଙ୍କ ଉପରେ ଜରିମାନା ଲଗାଇଲା ଆରବିଆଇ
ନୂଆଦିଲ୍ଲୀ : ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଦେଶର ତିନୋଟି ବଡ ବ୍ୟାଙ୍କ ଉପରେ ଜରିମାନା ଲଗାଇଲା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)। ତେବେ ସେହି ବ୍ୟାଙ୍କଗୁଡିକ ମଧ୍ୟରେ ଜମ୍ମୁ-କଶ୍ମୀର ବ୍ୟାଙ୍କ, ବ୍ୟାଙ୍କ ଅଫ ମହାରାଷ୍ଟ୍ର ଏବଂ ଆକ୍ସିସ ବ୍ୟାଙ୍କ ରହିଛି। ଆରବିଆଇ…
ସାରା ଓଡ଼ିଶାକୁ ଛୁଇଁ ସାରିଛି ମୌସୁମୀ, ୪ ଦିନ ପ୍ରବଳ ବର୍ଷିବ
ଭୁବନେଶ୍ବର: ସାରା ଓଡ଼ିଶାକୁ ଛୁଇଁ ସାରିଛି ମୌସୁମୀ । ରାଜ୍ୟର ସବୁ ଜିଲ୍ଲାକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହୋଇଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାରି ମଧ୍ୟରେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି…
ଉପଜିଲ୍ଲାପାଳଙ୍କ ଘରେ ଟଙ୍କାର ପାହାଡ଼
ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ବଡ଼ ବାବୁ । ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଘରେ ବିଡା ବିଡା ଟଙ୍କା । ପେଟି ଖୋଲୁଛି ଟଙ୍କା ବାହାରୁଛି । ବାବୁଙ୍କର ଏକାଧିକ ବେନାମି ଆକାଉଣ୍ଟ ଥିଲା । ଏଥିରେ ସେ ଅନେକ ଥର ଟଙ୍କା ଡିପୋଜିଟ କରିଛନ୍ତି ।
ଆଜି ଗୋଟିଏ ବ୍ୟାଙ୍କର…
ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରାକ୍ ମୗେସୁମୀ ବର୍ଷା
ଭୁବନେଶ୍ୱର: ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା ସମେତ ବିଭିନ୍ନ ସ୍ଥାନରେ ବର୍ଷା। ଭୁବନେଶ୍ୱରର ରାଜମହଲ, ସୁନ୍ଦରପଦା, ପୁରୁଣା ଭୁବନେଶ୍ୱର ଆଦି ଅଞ୍ଚଳରେ ବର୍ଷା ହୋଇଥିବା ସୂଚନା ମିଳିଛି । କିଛି ଘଣ୍ଟା ଧରି ବର୍ଷା ଲାଗି ରହିବା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି । ସେପଟେ ମୌସୁମୀ ଲାଗି ପାଗ…
ବାସନ ମାଜୁଥିଲେ ମହିଳା, ଟାଣି ନେଲା କୁମ୍ଭୀର
ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଣି କୁମ୍ଭୀର ଆତଙ୍କ । ତାହା ପୁଣି ନଦୀରେ ନୁହେଁ ପୋଖରୀରେ । ବାସନ ମାଜୁଥିବା ଜଣେ ମହିଳାଙ୍କୁ ପୋଖରୀରେ ଟାଣି ନେଲା କୁମ୍ଭୀର । ଘଟଣା ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଞ୍ଚାୟତ ହାତିଆଗଡ଼ି ଗାଁର । ମହିଳା ଜଣଙ୍କ ପୋଖରୀରେ ବାସନ ମାଜୁଥିବା…
କରୋନା ଟିକା ନେବା ପରେ ଦେଶରେ ବଢ଼ୁଛି କି ହୃଦଘାତ ଜନିତ ମୃତ୍ୟୁସଂଖ୍ୟା?
ନୂଆଦିଲ୍ଲୀ: କରୋନା ଟିକା ନେବା ପରେ ଦେଶରେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ବଢିଛି । ଭାଇରସରୁ ରକ୍ଷା ପାଇଁ ଲୋକେ ନେଇଥିବା ଟିକା ସାଜିଲା କି ମୃତ୍ୟୁର କାରଣ ? ଏହାର କାରଣ ଖୋଜୁଛି ଆଇସିଏମଆର । ସାରା ଦେଶରେ ଏଭଳି ଅଭିଯୋଗ ପରେ ଏକ ଷ୍ଟଡ଼ି କରୁଛି ଆଇସିଏମଆର । ଯାହାର ରିପୋର୍ଟ ଆସନ୍ତା…
ଆଜି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଭକ୍ତଙ୍କ ସହ ଭଗବାନ ହେବେ ଏକାଠି
ପୁରୀ: ଆଜି ଶ୍ରୀଜିଉଙ୍କ ପବିତ୍ର ରଥଯାତ୍ରା । ଲୋକାରଣ୍ୟ ହେବାରେ ଲାଗିଛି ବଡ଼ଦାଣ୍ଡ । ଦେଶ ବିଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିଛନ୍ତି । ସକାଳ ସାଢ଼େ ୯ଟାରେ ଶ୍ରୀଜିଉଙ୍କର ପହଣ୍ଡି ଆରମ୍ଭ ହେବ । ପ୍ରଭୁ ସୁଦର୍ଶନ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ…
ତତଲା ତାଓ୍ବାରେ ସିଝୁଛି ଓଡ଼ିଶା
ଭୁବନେଶ୍ୱର: ରାତି ପାହିଲେ ବଢୁଛି ତାତି । ସକାଳ ହେଉ ହେଉ ତତଲା ତାଓ୍ବାରେ ସିଝୁଛି ଓଡ଼ିଶା । ଅଧା ଓଡ଼ିଶାକୁ ଅଣାୟତ୍ତ କରୁଛି ସିଭିୟର ହିଟ୍ଓ୍ବେଭ । ଦିନ ସାଢ଼େ ୧୧ଟା ସୁଦ୍ଧା ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର ହୋଇଛି । ସମ୍ବଲପୁରରେ ତାପମାତ୍ରା ୪୨.୬ ଡିଗ୍ରୀ ଥିବା ବେଳେ, ହୀରାକୁଦରେ…
ଅଣସର ଘରେ ମହାପ୍ରଭୁଙ୍କର ଚାଲିଛି ଗୁପ୍ତସେବା, ଆଜି ଷଷ୍ଠୀରେ ଲାଗିହେବ ଓଷ
ପୁରୀ: ସ୍ନାନପୂର୍ଣ୍ଣିମାରେ ୧୦୮ ଗଡ଼ୁ ଜଳରେ ସ୍ନାନ କରିବାପରେ ଜ୍ବରରେ ପଡ଼ିଛନ୍ତି ଶ୍ରୀଜିଉ । ଅଣସର ଘରେ ଚାଲିଛି ଗୁପ୍ତସେବା । ମହାପ୍ରଭୁଙ୍କ ସେବାରେ ଲାଗିପଡ଼ିଛନ୍ତି ଦଇତାପତି ସେବାୟତ । ମହାପ୍ରଭୁଙ୍କ ସୁସ୍ଥତା ପାଇଁ ଶ୍ରୀଅଙ୍ଗରେ ଲାଗି ହୋଇଛି ଫୁଲୁରୀ ତେଲ । ପୂର୍ବ ପରମ୍ପରା ଅନୁଯାୟୀ…