Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ସରିଲା ପ୍ରଥମ ପର୍ଯ୍ୟାୟ ଅଧିବେଶନ, ଆସନ୍ତା ୧୦ ଯାଏ ଗୃହ ମୁଲତବୀ
ଭୁବନେଶ୍ୱର : ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଆଜି ବିଧାନସଭାର ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଶେଷ ହୋଇଛି । ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଆସନ୍ତା ୧୦ତାରିଖ ପୂର୍ବାହ୍ନ ସାଢେ଼ ୧୦ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି । ବିଧାନସଭାର ବଜେଟ୍ ଅଧିବେଶନ ଫେବୃୟାରୀ ୨୧ ତାରିଖରୁ ଆରମ୍ଭ…
ଏଣିକି ୧୦ ଟଙ୍କା ଦେଇ ବୁଲନ୍ତୁ ମ୍ୟୁଜିଅମ, ଛାତ୍ରଛାତ୍ରୀ-କାରିଗର ଓ ବୁଣାକାରଙ୍କ ପାଇଁ ମାଗଣା
ଭୁବନେଶ୍ବର: ଓଡିଶା କଳାର ଭୂମି । ଆମର କଳା, ସଂସ୍କୃତି ସାରା ବିଶ୍ବରେ ଓଡିଶାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଆମର ଏହି ମହାନ ଐତିହ୍ୟର ସଂରକ୍ଷଣ ଏବଂ ପ୍ରଚାର ପ୍ରସାର ଦିଗରେ ସଂଗ୍ରହାଳୟ ଗୁଡିକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ଜନସାଧାରଣ, ବିଶେଷ କରି ଯୁବ ସମାଜ,…
ହୋଲି ପୂର୍ବରୁ ପକେଟ୍କୁ ଝଟକା, ବଢିଲା ରନ୍ଧନ ଗ୍ୟାସ ଦର
ନୂଆଦିଲ୍ଲୀ: ହୋଲିର ଠିକ ପୂର୍ବରୁ ରୋଷେଇ ଘରେ ନିଆଁ ଲଗାଇଲା ସିଲିଣ୍ଡର ଦର । ଘରୋଇ ସିଲିଣ୍ଡର ଦାମ ୫୦ ଟଙ୍କା ବଢିଛି । ଗ୍ୟାସ ବୁକିଂ କଲେ ଦେବାକୁ ପଡ଼ିବ ୧୧ ଶହରୁ ଅଧିକ ଟଙ୍କା । ଟେନସନରେ ଖାଉଟି । ରାଜଧାନୀ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡର ଦାମ ୧୧୦୩ ଟଙ୍କାରେ ପହଞ୍ଚିଛି…
ଗାଁରେ ବୁଲୁଛି କଲରାପତରିଆ ବାଘ, ଲୋକେ ଭୟଭୀତ
ଗାଁରେ ବୁଲୁଛି କଲରାପତରିଆ ବାଘ । ଏହା ଦେଖି ଲୋକେ ଛାନିଆ ହୋଇ ଯାଇଥିବା ବେଳେ ବାଘଟିକୁ ଉଦ୍ଧାର କରିବାକୁ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏପରି ଘଟଣା ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଫରେଷ୍ଟ ରେଞ୍ଜର ହେଲେବାହାଲ ଗାଁରେ ଦେଖିବାକୁ ମିଳିଛି। ଆଜି ସକାଳେ ଏକ କଲରାପତରିଆ ବାଘ…
ତୃତୀୟ ଟେଷ୍ଟର ପ୍ରଥମ ଦିନରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ: ୧୦୯ରେ ଅଲ ଆଉଟ୍
ପୂର୍ବ ୨ଟି ଟେଷ୍ଟରେ କଙ୍ଗାରୁ ଦଳ ଅଷ୍ଟ୍ରେଲିଆକୁ ନାକରେ ପାଣି ପିଆଇଥିବା ଟିମ ଇଣ୍ଡିଆ ଆଜି ତୃତୀୟ ଟେଷ୍ଟର ପ୍ରଥମ ଦିନରେ ଦୁର୍ବଳ ପ୍ରଦର୍ଶନ କରିଛି। ମ୍ୟାଚ୍ ଆରମ୍ଭରୁ ଟିମ୍ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି। ଅଷ୍ଟ୍ରେଲିଆର ଯାଦୁକରୀ ବୋଲିଂ ଆଗରେ ଭାରତୀୟ ବ୍ୟାଟ୍ମ୍ୟାନ୍ ମାନେ…
ରଣକ୍ଷେତ୍ର ପାଲଟିଲା ଲୋୟର ପିଏମ୍ଜି, ୨୧ ପୋଲିସ ଲହୁଲୁହାଣ
ଭୁବନେଶ୍ୱର : ରଣକ୍ଷେତ୍ର ପାଲଟିଲା ଲୋୟର ପିଏମ୍ଜି । ପୋଲିସ ଉପରେ ବିଜେପି କର୍ମୀଙ୍କ ଆକ୍ରମଣ । ଇଟାପଥର, ଅଣ୍ଡା ଓ ପାଣି ବୋତଲ ମାଡରେ ଲହୁଲୁହାଣ ପୋଲିସ । ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ତୁମୁଳକାଣ୍ଡରେ କମ୍ପିଲା ଲୋୟାର ପିଏମ୍ଜି । ବ୍ୟାରିକେଡ୍ ଭାଙ୍ଗିବା ବେଳେ ବିଜେପି କର୍ମୀଙ୍କୁ…
ପୁରୀ ରଥଯାତ୍ରା ଶ୍ରେଷ୍ଠ ପାର୍ବଣ ସ୍ଥଳ, କୋଣାର୍କକୁ ଶ୍ରେଷ୍ଠ ଆଇକନିକ୍ ପୁରସ୍କାର
ଭୁବନେଶ୍ୱର : ନୂଆଦିଲ୍ଲୀଠାରେ ଇଣ୍ଡିଆ ଟୁଡେ ପର୍ଯ୍ୟଟନ ସମ୍ମିଳନୀରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ୩ଟି ବର୍ଗରେ ସମ୍ମାନିତ ହୋଇଛି । ଶ୍ରେଷ୍ଠ ପାର୍ବଣ ସ୍ଥଳ ଭାବେ ପୁରୀ ରଥଯାତ୍ରା, ଶ୍ରେଷ୍ଠ ଆଇକନିକ ସ୍ଥଳ ଭାବେ କୋଣାର୍କ ଏବଂ ଶ୍ରେଷ୍ଠ ବନ୍ୟଜନ୍ତୁ ସ୍ଥଳ ଭାବେ ଭିତରକନିକାକୁ ପୁରସ୍କାର ମିଳିଛି…
ଓଡ଼ିଶାକୁ ମିଳିଲା ସ୍ପୋର୍ଟ୍ସଷ୍ଟାର ଆୱାର୍ଡ, କ୍ରୀଡ଼ାବିତ୍ ହେଉଛନ୍ତି ପ୍ରକୃତ ରାଷ୍ଟ୍ରଦୂତ: ନବୀନ
ମୁମ୍ବାଇ/ଭୁବନେଶ୍ୱର : ସ୍ପୋର୍ଟସଷ୍ଟାର ଏସେସ୍ ୨୦୨୩ ପକ୍ଷରୁ ଓଡ଼ିଶାକୁ ଶ୍ରେଷ୍ଠ କ୍ରୀଡା ପ୍ରେତ୍ସାହନକାରୀ ରାଜ୍ୟ ଭାବେ ପୁରସ୍କାର ଦିଆଯାଇଛି । ମୁମ୍ବାଇଠାରେ ସୋମବାର ସଂଧ୍ୟାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।…
ପରୀକ୍ଷା ଦେଉଥିଲେ ମା’, ଝିଅର ଯତ୍ନ ନେଲେ ମହିଳା କନଷ୍ଟେବଲ୍
ମାଲକାନଗିରି: ଅସମୟରେ ମଣିଷ ପଣିଆ ଦେଖାଇବା ଆମେ ଅନେକ ଖବର ଦେଖିଛେ । ହେଲେ ମାଲକାନଗିରି ଜିଲ୍ଲାରୁ ଯେଉଁ ଖବର ଆସିଛି, ତାହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି । ପରୀକ୍ଷା ଦେବାକୁ ଯାଇଥିବା ଜଣେ ମା’ କୋଳରେ ଥିଲା ତା’ର ଛୋଟ ଶିଶୁ । ଛୁଆକୁ ସ୍ତନପାନ କରାଇବାକୁ ପରୀକ୍ଷା କେନ୍ଦ୍ରରେ…
ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ’ କଙ୍ଗାରୁଙ୍କ ପାଇଁ ଘାତକ ଜାଡେ଼ଜା-ଅଶ୍ୱିନ୍
ମୁମ୍ବାଇ : ମାର୍ଚ୍ଚ ୨ରୁ ଆରମ୍ଭ ହେବ ଭାରତ ଓ ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ମ୍ୟାଚ୍ । ଲଗାତାର ଦୁଇଟି ଟେଷ୍ଟ ମ୍ୟାଚ୍ ଜିତିବା ପରେ ଯଦି ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ହାତେଇବାରେ ସଫଳ ହୁଏ, ତେବେ ୱାର୍ଲ୍ଡ ·ମ୍ପିଆନସିପର ଫାଇନାଲକୁ ଯିବାର ରାସ୍ତା ସଫା ହୋଇଯିବ । ଅନ୍ୟପଟେ ଅଷ୍ଟ୍ରେଲିଆକୁ…