Browsing Category

ନ୍ୟୁଜ୍ ବୁଲେଟିନ୍

ଏଣିକି ସବୁଜ ରଙ୍ଗର ଜର୍ସିକୁ ସୋଭେନିୟର ଭାବେ ବ୍ୟବହାର କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ନୂଆ ଜର୍ସି ପିନ୍ଧି ସାମନାକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରେ ଧଳା ରଙ୍ଗର ଟ୍ରାଉଜର ସାଙ୍ଗକୁ ସବୁଜ ଜର୍ସି ପିନ୍ଧି ସାମ୍ନାକୁ ଆସିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ଯେଉଁ ଫୋଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି l ଜର୍ସିକୁ ସୋଭେନିୟର ଭାବେ…

ପୁରୁଷ ହକି ବିଶ୍ଵକପ୍ କ୍ଵାର୍ଟର ଫାଇନାଲ୍ : ଆଜି ଇଂଲଣ୍ଡ – ଜର୍ମାନୀ, ନେଦରଲାଣ୍ଡ – କୋରିଆ ମୁକାବିଲା

ଭୁବନେଶ୍ଵର, ୨୫ ଜାନୁଆରୀ - ଚଳିତ ପୁରୁଷ ହକି ବିଶ୍ଵକପ୍ ର ତୃତୀୟ ଓ ଚତୁର୍ଥ କ୍ଵାର୍ଟର ଫାଇନାଲ୍ ଆଜି କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବ । ତୃତୀୟ କ୍ବାର୍ଟରରେ ଇଂଲଣ୍ଡକୁ ଭେଟିବ ଜର୍ମାନୀ । ଅପରାହ୍ନ ୪ଟା ୩୦ ରେ ଏହି ମ୍ୟାଚ୍ ଆରମ୍ଭ ହେବ । ସେହିପରି ଚତୁର୍ଥ କ୍ବାର୍ଟର ଫାଇନାଲରେ…

ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପଦ୍ମବେଶ : ବଡ଼ସିଂହାର ବେଶରେ ପଦ୍ମଫୁଲରେ ଆପାଦ ମସ୍ତକ ବିଭୂଷିତ ହେବେ ତିନି ଠାକୁର

ପୁରୀ, ୨୫ ଜାନୁଆରୀ - ଆଜି ରାତିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦୁର୍ଲ୍ଲଭ ପଦ୍ମବେଶ ଅନୁଷ୍ଠିତ ହେବ । ବଡ଼ସିଂହାର ବେଶରେ ପଦ୍ମଫୁଲରେ ଆପାଦ ମସ୍ତକ ବିଭୂଷିତ ହେବେ ତିନି ଠାକୁର । ବଡ଼ଛତା ମଠରୁ ଆଜି ଅପରାହ୍ନରେ ଆସିବ ଏହି ବେଶ ସାମଗ୍ରୀ । ଆସନ୍ତାକାଲି ସକାଳେ ଭକ୍ତ ମାନେ ଶ୍ରୀଜୀଉଙ୍କ ଏହି…

ଆଉ କେତେ ଭୋଗିଲେ ଚେତିବ, ସଂକଟରେ ଥାଇ ମଧ୍ୟ ଭାରତର ପିଛା ଛାଡ଼ୁନି ପାକ୍‌

ଶ୍ରୀଲଙ୍କା ରାସ୍ତାରେ ପାକିସ୍ତାନ । ଅର୍ଥ ସଂକଟରେ ବୁଡ଼ିଥିବା ପାକିସ୍ତାନ ଏବେ ଘୋର ଅନ୍ଧାରରେ । ପାର୍ଲାମେଣ୍ଟ, ବିଧାନସଭା ଓ ସେକ୍ରେଟେରିଏଟ୍ ସମେତ ପୂରା ଦେଶରେ ଏବେ ଅନ୍ଧାରର ରାଜୁତି । ପ୍ରଥମେ ଅଟା ପରେ ଗ୍ୟାସ୍ ଆଉ ପେଟ୍ରୋଲ ମିଳିଲାନି । ଆଉ ଏବେ ସାଂଘାତିକ ବିଜୁଳି ସଂକଟ । କିଟିମିଟି…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଚିକାଗୋ ୟୁନିଭର୍ସିଟି ଟିମ୍‌

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକସେବା ଭବନରେ ଚିକାଗୋ ୟୁନିଭର୍ସିଟି ଟ୍ରଷ୍ଟ ଟିମ୍ ସାକ୍ଷାତ କରିବା ସହିତ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଥିଲା । ବିଶେଷକରି ଡାଟା ପଲିସି ଏବଂ ଇନୋଭେସନ୍‌ ସେଣ୍ଟର(ଡିପିଆଇସି) ଓ ଓଡ଼ିଶା ସରକାରଙ୍କ ସହିତ ସହବନ୍ଧିତା ସମ୍ପର୍କରେ ଆଲୋଚନା ହୋଇଥିବା…

କନଷ୍ଟେବଳ ନିଯୁକ୍ତି ବୟସସୀମା କୋହଳ

♦ ଆବେଦନ ଶେଷ ତାରିଖ ଫେବୃଆରୀ ୧୦ ♦ ଫେବୃଆରୀ ୨୦ରେ ପରୀକ୍ଷା ପାଇଁ ନିର୍ଦ୍ଦେଶ ♦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆଶାୟୀ ♦ ଥରକ ପାଇଁ ବୟସସୀମା ୪ ବର୍ଷ ବୃଦ୍ଧି ଭୁବନେଶ୍ୱର, ୨୪ା୧(ଡିକେ ନ୍ୟୁଜ): ଆଜି ଓଡ଼ିଶା ହାଇକୋର୍ଟ ପକ୍ଷରୁ କନଷ୍ଟେବଳ ନିଯୁକ୍ତି ନେଇ ଗୁରୁତ୍ୱପୂର୍ଣ୍ଣ ରାୟ…

ପୁରୁଷ ହକି ବିଶ୍ଵକପ୍ -୨୦୨୩ : ଆଜି ଅଷ୍ଟ୍ରେଲିଆ- ସ୍ପେନ୍ ଓ ବେଲଜିୟମ୍-ନ୍ୟୁଜିଲାଣ୍ଡ ମୁକାବିଲା

ଭୁବନେଶ୍ଵର, ୨୪ ଜାନୁଆରୀ - ଚଳିତ ପୁରୁଷ ହକି ବିଶ୍ଵକପ୍ ର କ୍ଵାର୍ଟର ଫାଇନାଲ୍ ର ଦୁଇଟି ମ୍ୟାଚ୍ ଆଜି ଭୁବନେଶ୍ଵର କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବ । ପ୍ରଥମ ମ୍ୟାଚ୍ ରେ ଅଷ୍ଟ୍ରେଲିଆ ସ୍ପେନ୍ କୁ ଭେଟିବ । ଅପରାହ୍ନ ୪ଟା ୩୦ ରେ ଏହି ମ୍ୟାଚ୍ ଆରମ୍ଭ ହେବ । ସେହିପରି ଦ୍ଵିତୀୟ ମ୍ୟାଚ୍ ରେ…

ମୋରବି ଝୁଲା ପୋଲ ଟ୍ରାଜେଡ଼ି, ଗିରଫ ହେବେ ଓରେଭା କମ୍ପାନୀ ମାଲିକ

ଗାନ୍ଧିନଗର: ଗୁଜରାଟ ମୋରବି ଝୁଲା ପୋଲ ଦୁର୍ଘଟଣାରେ ଅ ।ରେଷ୍ଟ ୱାରେଣ୍ଟ ଜାରି ହୋଇଛି । ଓରେଭା ପ୍ରମୋଟରଙ୍କୁ ବାନ୍ଧିବାକୁ ଗିରଫ ପରୱାନା ଜାରି କରିଛନ୍ତି କୋର୍ଟ । ଝୁଲାପୋଲ ଟ୍ରାଜେଡି ମୋଟ୍ ୧୩୫ଜଣଙ୍କ ମୃତୁ୍ୟ ହୋଇଛି । ଏହି ଘଟଣାରେ ଓରେଭା ସମୂହର ଏମଡିଙ୍କ ଦ୍ୱାରା ଦାୟର ହୋଇଥିବା ଅଗ୍ରୀମ…

ଅନ୍ଧାରରେ ପାକିସ୍ତାନ : ଲୋକେ କଲବଲ

ପାକିସ୍ତାନ : ଅ ।ର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ସୋମବାର ପାକିସ୍ତାନରେ ବିଜୁଳି ସଙ୍କଟ ଦେଖାଦେଇଛି । ବିଜୁଳି ସମସ୍ୟା ସୃଷ୍ଟି ହେବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦେଶର ଜାତୀୟ ଗ୍ରୀଡ୍ରେ…

୨୦୨୪ ନିର୍ବାଚନରେ ବିଜେଡି ମାରିବ ବାଜିମାତ୍, ସଂକଳ୍ପ ନେଲେ ଦଳୀୟ ନେତା ଓ କର୍ମୀ

୨୦୨୪ ନିର୍ବାଚନରେ କଟକ ବାରବାଟୀ ନିର୍ବାଚନମଣ୍ଡଳୀରେ ବିଜେଡି ମାରିବ ବାଜି । ଏମିତି କିଛି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ । କଟକ ଖ୍ରୀଷ୍ଟିଆନ ପଡ଼ିଆରେ ଆୟୋଜିତ ବିଜୁ ଜନତା ଦଳର ୨୬ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏପରି…