Browsing Category

ନ୍ୟୁଜ୍ ବୁଲେଟିନ୍

ସାମ୍ବାଦିକଙ୍କୁ କଲେଜ ଅଧ୍ୟକ୍ଷାଙ୍କ ଦୁର୍ବ୍ୟବହାର, ଫାଣ୍ଡିରେ ଅଭିଯୋଗ

କଟକ ଜିଲ୍ଲା ମାହାଙ୍ଗା ଥାନା କୁମୁଡାଜୟପୁର ଫାଣ୍ଡି ଅଧୀନ ତ୍ରିନାଥପୁର ମୀରାଦେବୀ ସଂସ୍କୃତ ମହାବିଦ୍ୟାଳୟ ର ପ୍ରତିଷ୍ଠାତା ମୀରାଦେବୀଙ୍କ ପ୍ରତିମୂର୍ତ୍ତି ମହାବିଦ୍ୟାଳୟ ର ଫାଟକ  କାନ୍ଥ କୁ ଲାଗି ସ୍ଥାପନା କରଯାଇଥିଲା। ଗତ ଶନିବାର ରାତିରେ କେହି ଦୁର୍ବୃତ ଏହିଁ ପ୍ରତିମୂର୍ତ୍ତି ର ମୁଣ୍ଡ…

ସାମ୍ବାଦିକଙ୍କୁ କଲେଜ ଅଧ୍ୟକ୍ଷାଙ୍କ ଦୁର୍ବ୍ୟବହାର, ଫାଣ୍ଡିରେ ଅଭିଯୋଗ

କଟକ ଜିଲ୍ଲା ମାହାଙ୍ଗା ଥାନା କୁମୁଡାଜୟପୁର ଫାଣ୍ଡି ଅଧୀନ ତ୍ରିନାଥପୁର ମୀରାଦେବୀ ସଂସ୍କୃତ ମହାବିଦ୍ୟାଳୟ ର ପ୍ରତିଷ୍ଠାତା ମୀରାଦେବୀଙ୍କ ପ୍ରତିମୂର୍ତ୍ତି ମହାବିଦ୍ୟାଳୟ ର ଫାଟକ  କାନ୍ଥ କୁ ଲାଗି ସ୍ଥାପନା କରଯାଇଥିଲା। ଗତ ଶନିବାର ରାତିରେ କେହି ଦୁର୍ବୃତ ଏହିଁ ପ୍ରତିମୂର୍ତ୍ତି ର ମୁଣ୍ଡ…

ସପ୍ତମ କଣ୍ଟାମାଳ ଲୋକ ମହୋତ୍ସବ ଉଦଘାଟିତ

ବୌଦ୍ଧ - 21/01- ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ଅନ୍ତର୍ଗତ କଣ୍ଟାମାଳ ଲୋକ କଳା ମଣ୍ଡପ ଠାରେ ଆଜି ସପ୍ତମ କଣ୍ଟାମାଳ ଲୋକ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଏହି ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷା ଶସ୍ମିତା ସେନାପତି, କଣ୍ଟାମାଳ ତହସିଲ ଦାର କର୍ଣ ମଲ୍ଲିକ ଏବଂ ସିଡିପିଓ…

ଯାଜପୁର ବ୍ୟାସନଗର ଠାରେ ୨ ଦିନିଆଁ ଆନ୍ତର୍ଜାତୀୟ ହସ୍ତଶିଳ୍ପ ଓ ଚାରୁକଳା ସମିତି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିଡିଓ…

ଆଜି ପୂର୍ବାହ୍ନରେ ଯାଜପୁର ଜିଲା ବ୍ୟାସନଗର ଉପକଣ୍ଠ ଯଜାତି ଅଗଣା ପରିସରରେ ୨ ଦିନିଆଁ ଆନ୍ତର୍ଜାତୀୟ ହସ୍ତଶିଳ୍ପ ଓ ଚାରୁକଳା ସମିତି ଆରମ୍ଭ ହୋଇଛି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫ୍ରେନ୍ସଙ୍ଗି ଦ୍ୱାରା ଉଦଘାଟନ କରି ଯାଜପୁର ଜିଲାର କଳା, ଐତିହ୍ୟ ଓ ସଂସ୍କୃତି ଦେଶକୁ ଓ…

ନକଲିମଦ ସହିତ, ମଦ ବେପାରୀ  ଗିରଫ

ଜଗତସିଂହପୁର ଜିଲାର ବିଭିନ୍ନ ଅଂଚଳରେ ଦିନକୁ ଦିନ ନିଶାବେପାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ତିର୍ତୋଲ ଅଞ୍ଚଳରେ ମଧ୍ୟ ବର୍ଷବର୍ଷ ଧରି ଚୋରା ନକଲି ମଦ କାରବାର ଚାଲୁଥିଲା ବେଳେ ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି,ଏକ ବଡ଼ ରାକେଟ ଜିଲ୍ଲାର ପ୍ରତେକ ବଜାର ଓ ଗାଁଗହଳିରେ ବ୍ୟାପକ…

ନାଲକୋ ସିପିପି ଛକରେ ପିଛା ଛାଡ଼ୁନି ଦୁର୍ଘଟଣା, କାରକୁ ଧକ୍କା ଦେଲା ଟ୍ରକ

ନାଲକୋ ଥାନା ଅନ୍ତର୍ଗତ ନାଲକୋ ସିପିପି ଛକ ଠାରେ ଗତକାଲି  ଲଗାତାର ଦୁଇଟି ଦୁର୍ଘଟଣା ହୋଇଛି । ଗତକାଲି ୧୦ଟା ସମୟରେ ରାସ୍ତା ସଫା କରୁଥିବା ଭାକୁମ୍ ମେସିନ୍ ୪୦୭ ଟ୍ରକକୁ ନାଲକୋ କାରଖାନାର ଆସୁଥିବା କୋଇଲା ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଏହାର ଆପସ ବୁଝାମଣା ପରେ କ୍ଷତିପୂରଣ ରାଶି ପ୍ରଦାନ…

ଆକସ୍ମିକ ସଡ଼କ ଦୁର୍ଘଟଣା, ଦୁଇ ଆହତ

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଖଲିଆଭଟା ଛକ ନିକଟରେ ଆକସ୍ମିକ ସଡ଼କ ଦୁର୍ଘଟଣା ଘଟିଯାଇଛି l ଉଭୟ ଙ୍କ ମଧ୍ୟରେ ଦୁହେଁ ଦୁହି ଙ୍କ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଛନ୍ତି l ସୂଚନାନୁଯାଇ ଜଣେ ନିକଟସ୍ଥ ଖଲିଆଭଟା ଗ୍ରାମ ର ବସୁ ସିଂ ହୋଇଥିବାବେଳେ  ଆର ଜଣ ବିଜମାରା ଗ୍ରାମ…

ବଲାଙ୍ଗିର ଜିଲ୍ଲାରେ ଗାଈ ମାନଙ୍କ ଠାରେ ଲାମ୍ପି ରୋଗ, ବିପଦରେ ଗୋବଂଶ : ସ୍ଥିତି ଉପରେ ନଜର ରଖିଛନ୍ତି ଚିକିତ୍ସକ ଦଳ

ବଲାଙ୍ଗିର, ୨୧ ଜାନୁଆରୀ - ବଲାଙ୍ଗିର ଜିଲ୍ଲାରେ ଏବେ ଭୁତାଣୁଜନିତ ସଂକ୍ରମିତ ଚର୍ମ ରୋଗ ଲାମ୍ପି ଚାରିଆଡ଼େ ଆତଙ୍କ ଖେଳାଇଦେଇଛି । ଏହି ରୋଗରେ ଆକ୍ରାନ୍ତ ହୋଇ ଗାଈ ଗୋରୁ ମାନେ ମୃତ୍ୟୁ ମୁଖରେ ପଡିଛନ୍ତି । ବଲାଙ୍ଗିର ଜିଲ୍ଲାରେ ଗାଈ ମାନଙ୍କ ଠାରେ ଲାମ୍ପି ରୋଗ ବ୍ୟାପିଛି । ଏହି ରୋଗରେ…

ଦୁଇ ବର୍ଷ ପରେ ମାଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ

ଯାଜପୁର, ୨୧ ଜାନୁଆରୀ - ଆଜି ତ୍ରିବେଣୀ ଅମାବାସ୍ୟା । ଏହି ପବିତ୍ର ତିଥିରେ ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ସ୍ଵନକ୍ଷତ୍ର ଦିବସ ପରମ୍ପରା ଅନୁସାରେ ପାଳିତ ହେଉଛି । ଜିଲ୍ଲା ପ୍ରଶାସନର କୋଭିଡ଼୍ କଟକଣା ପାଇଁ ଦୁଇ ବର୍ଷ ହେଲା ମାଙ୍କ ଜନ୍ମୋତ୍ସବରେ ଦର୍ଶନ କରିପାରିନଥିଲେ…

“ସାଲାର’ର ସେଟ୍ରୁ ଲିକ୍ ହେଲା ପ୍ରଭାସଙ୍କ ଲୁକ୍

ମୁମ୍ବାଇ : ସାଉଥର ପପୁଲାର ଷ୍ଟାର ପ୍ରଭାସ । ଅ ।ଗକୁ ଅ ।ସୁଛି ତାଙ୍କର ଅପକମିଂ ବିଗବଜେଟ ଫିଲ୍ମ । କେଜିଏଫ ପରେ ବର୍ତ୍ତମାନ ବକ୍ସ ଅଫିସରେ ଧମାଲ କରିବ ସାଲାର । ନିଦେ୍ର୍ଦଶକ ପ୍ରଶାନ୍ତ ନୀଲଙ୍କର ନିଦେ୍ର୍ଦଶିତ ନୂଅ । ଫିଲ୍ମ । ଫିଲ୍ମର ସୁଟିଂ ଦ୍ରୁତ ଗତିରେ ଚାଲିଛି । ଏହି ଚଳଚ୍ଚିତ୍ରଟି…