Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଘର ମାପଚୁପ କଲା ଇଡି
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜିବହୁଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ଘରର ମାପଚୁପ କରିଛି । ଇଡିର ଦୁଇଟି ଦଳ ଘରର ମାପ କରିଥିବା ଜଣାଯାଇଛି । ଏହି ଟିମ୍ରେ ଦୁଇ ଜଣ ଇଡି ଅଫିସରଙ୍କ ସହ ଦୁଇ ଜଣ ଅମିନ ଆଉ ଜଣେ ଟେକ୍ନିକାଲ ଅଫିସର ଥିଲେ । ଅନ୍ୟ ଏକ ଟିମ୍ରେ ଟିମ ସମ୍ପତ୍ତିର ମୂଲ୍ୟାୟନ…
ସଂଘାଇରେ ଜନସଂଖ୍ୟାର ୭୦ ପ୍ରତିଶତ କରୋନା ସଂକ୍ରମିତ
ନୂଆଦିଲ୍ଲୀ: ଚୀନରେ କରୋନା ଭୂତାଣୁର ତାଣ୍ଡବ ଜାରି ରହିଛି । ଲୋକଙ୍କୁ ହସ୍ପିଟାଲରେ ସ୍ଥାନ ମିଳୁ ନଥିବା ଭିଡିଓ ସାମନାକୁ ଆସୁଛି । ଶ୍ମଶାନ ଗୁଡିକରେ ମୃତ ଶରୀରର ଲମ୍ୱା ଲାଇନ ଲାଗି ରହିଛି । ଦେଶରେ ଜରୁରୀ ଔଷଧ ଗୁଡିକର ଭୟଙ୍କର ସଂକଟ ରହିଛି । ଏହାରି ଭିତରେ ସଂଘାଇର ଏକ ବଡ଼ ହସ୍ପିଟାଲର ଜଣେ…
ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଛିଡ଼ା ହେବ ବିଜେଡି ମିଡ଼ିଆ ଟିମ
ଗତ ଡିସେମ୍ବର ୩୧ ତାରିଖରେ ପୁନର୍ଗଠିତ ହୋଇଥିବା ବିଜେଡିର ନୂଆ ମିଡିଆ ଟିମ୍ ଆଜି ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ନୀବନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ବିଜେଡିର ଜାତୀୟ ମୁଖପାତ୍ର ତଥା ସାଂସଦ ସସ୍ମିତ ପାତ୍ର ଗଣମାଧ୍ୟମକୂ…
ମାଷ୍ଟର ପ୍ଲାନ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଚମକିବ ଶିଖରଚଣ୍ଡୀ ମନ୍ଦିର
ଶିଖରଚଣ୍ଡୀ ମନ୍ଦିର ଓ ଏହାର ପାରିପାର୍ଶ୍ୱିକ ଅଞ୍ଚଳର ଉନ୍ନୟନ କରାଯାଇ ଏହାକୁ ଭୁବନେଶ୍ୱର ସହରର ଅନ୍ୟତମ ଆକର୍ଷଣ କେନ୍ଦ୍ର ଭାବରେ ବିକଶିତ କରାଯିବ । ୫୩.୬୪ ଏକର ଅଞ୍ଚଳରେ ଏହି ଉନ୍ନତି କାର୍ଯ୍ୟ କରାଯିବ ଏବଂ ଏଥିପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି…
୧୫ ଦିନରେ ୩ ଋଷ ନାଗରିକଙ୍କ ମୃତ୍ୟୁ
୧୫ଦିନ ଭିତରେ ଓଡ଼ିଶାରେ ୩ ଋଷ ନାଗରିକଙ୍କ ମୃତ୍ୟୁକୁ ନେଇ ହଇଚଇ ସୃଷ୍ଟି ହୋଇଛି । ବର୍ଷ ଶେଷ ଓ ବର୍ଷ ଆରମ୍ଭ ଭିତରେ ୩ ଋଷ ନାଗରିକଙ୍କ ମୃତ୍ୟୁ ପରେ ସାରା ରାଜ୍ୟରେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି । ଏହି ତୃତୀୟ ଋଷ ନାଗରିକ ହେଲେ ସର୍ଜେଇ ମିଲ୍ୟାକୋଭ୍(୫୧) । ମିଲ୍ୟାକୋଭ୍ ଜାହାଜର…
ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷ ଭେଟି ପୁଣି ବର୍ଷେ ମିଳିବ ମାଗଣା ଚାଉଳ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୩ ନୂଆ ବର୍ଷ ଆରମ୍ଭରୁ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟ ଖାଦ୍ୟ ସୁରକ୍ଷା ହୀତାଧିକାରୀଙ୍କୁ ଆହୁରି ବର୍ଷେ ପର୍ଯ୍ୟନ୍ତ ମାଗଣା ·ଉଳ ମିଳିବ । ମାସକୁ ୫ କେଜି ଲେଖାଏଁ ମିଳିବ ମାଗଣା ଚାଉଳ । ଏଥିପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେବ…
କରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୬ ଡିସେମ୍ବର – ବଢୁଥିବା କରୋନା ଭୟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଉଚ୍ଚ ସ୍ତରୀୟ ବୈଠକରେ ସମୀକ୍ଷା କରିବେ । ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆସନ୍ତା କାଲି ଅପରାହ୍ନ ୪.୩୦…
ତାଳବଣିଆରେ ବିଜେଡ଼ିର ୨୫ତମ ପ୍ରତିଷ୍ଠା ଦିବସ ସମାରୋହ
ପୁରୀ, ୨୬ ଡିସେମ୍ବର - ବିଜୁ ଜନତା ଦଳ (ବିଜେଡ଼ି) ର ୨୫ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆଜି ପୁରୀ ତାଳବଣିଆ ଇନଡୋର ଷ୍ଟାଡ଼ିୟମରେ ରାଜ୍ୟସ୍ତରିୟ ସମାବେଶ ଅନୁଷ୍ଠିତ ହୋଇଛି । ଏଥିରେ ଯୋଗଦେବା ସହ ସାଧାରଣ ସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶାର ସ୍ଵାଭିମାନ…
ଝଲସିବ ମା’ ମଙ୍ଗଳାଙ୍କ ପୀଠ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଫାଇଭ-ଟି ଭି.କେ ପାଣ୍ଡିଆନ୍ ପୁରୀ କୋଣାର୍କ ଓ କାକଟପୁର ଗସ୍ତରେ ଯାଇ ବିଭିନ୍ନ ବିକାଶ କାମ ବୁଲି ଦେଖିବା ସହ ମା’ ମଙ୍ଗଳାଙ୍କ ପୀଠର ଉନ୍ନତିକରଣ ସମ୍ପର୍କରେ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ…
ବିଜେଡିର ୨୫ବର୍ଷର ଜୟଯାତ୍ରା
୨୫ ପୂରି ୨୬ବର୍ଷରେ ପାଦ ଦେବ ବିଜେଡି । ପୁରୀ ତାଳବଣିଆ ପଡ଼ିଆରେ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ସମାବେଶ ପାଇଁ ବ୍ୟାପକ ଆୟୋଜନ କରାଯାଉଛି । ବିଜେଡିର ରୌପ୍ୟଜୟନ୍ତୀ ସମାରୋହରେ ସାମିଲ ହେବେ ୫୦ହଜାରରୁ ଊଦ୍ଧ୍ୱର୍କା ର୍ଯ୍ୟକର୍ତ୍ତା । ୨୦୨୪ ପାଇଁ ଶ୍ରୀକ୍ଷେତ୍ରରୁ ଶଙ୍ଖ ଫୁଙ୍କିବେ ନବୀନ ।…