Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ପୋଲିସ ମାଓବାଦୀ ମୁହାଁମୁହିଁ ରେ ଜଣେ ମାଓ ନେତା ମୃତ
ମାଲକାନଗିରି : ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ପୋଲିସ ମାଓବାଦୀ ଗୁଳିବିନିମୟ । ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ଗ୍ରାମ ନିକଟରେ ଏହି ଗୁଳିବିନିମୟ ଜାରି ରହିଥିବା ସୂଚନା ମିଳିଛି । ଆଜି ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ପୋଲିସ ମାଓବାଦୀ ମୁହାଁମୁହିଁ ହୋଇଥିବା ପରେ…
ବାଲି ଚୋରା ଚାଲାଣ ଅଭିଯୋଗରେ ୪ଟ୍ରାକ୍ଟର ଜବତ
ପାରଳାଖେମୁଣ୍ଡି: ବେଆଇନ ଚାଲାଣ ଅଭିଯୋଗରେ ରାୟଗଡ ପୋଲିସ ୪ଟି ଟ୍ରାକ୍ଟରକୁ ଜବତ କରିବା ସହ ଚାଳକମାନଙ୍କୁ କୋର୍ଟ ଚାଲାଣ କରିଛି । ଗାଡିର କାଗଜ ପତ୍ର ତଥା ଚାଲାଣ ସମ୍ପର୍କିତ କାଗଜ ପତ୍ର ଦେଖାଇି ନ ପାରିବା ଫଳରେ ଢିମିରିଝୁଲିର ସତ୍ୟନାରାୟଣ ପାଇକ(ଟ୍ରାକ୍ଟର ନଂ ଓଡି୨୦ ଏ ୬୪୭୬/୭୭),କରଡାସିଂର…
ସୋନୁ ସୁଦଙ୍କୁ ବଡ ଉପହାର, ପ୍ରବାସୀ ରୋଜଗାରରେ ୨୫୦ କୋଟି ଟଙ୍କା ନିବେଶ କରିବ ସିଙ୍ଗାପୁର କମ୍ପାନୀ ଟେମାସେକ୍
ନୂଆଦିଲ୍ଲୀ,୨୬|୧୧: ସିଙ୍ଗାପୁରର କମ୍ପାନୀ ଗୁଡ୍ ଓ୍ୱାର୍କର୍ ବଲିଉଡ୍ ଅଭିନେତା ସୋନୁ ସୁଦ ଓ ଧନ୍ଦାମୂଳକ ଶିକ୍ଷା ପ୍ରଦାନକାରୀ ସଂସ୍ଥା ସ୍କୁଲ୍ ନେଟ୍ ମିଳିତ ଭାବେ ଏକ ରାଜିନାମା ସ୍ୱାକ୍ଷର କରିଛନ୍ତି । ଗୁଡ୍ ଓ୍ୱାର୍କର ପ୍ରବାସୀ ଶ୍ରମିକଙ୍କ ରୋଜଗାର ଓ ତାଲିମ ପାଇଁ ୨୫୦ କୋଟି ଟଙ୍କା ନିବେଶ…
ନିଜ ଦାୟିତ୍ୱ ତୁଲାଉ ତୁଲାଉ ହାରିଗଲେ କରୋନା ଯୋଦ୍ଧା
ମାଲକାନଗିରି : କରୋନା ଯୁଦ୍ଧରେ ହାରିଗଲେ ଜଣେ ଆଗ ଧାଡ଼ିର କରୋନା ଯୋଦ୍ଧା। ଏଭଳି ଦୁଃଖଦ ଘଟଣା ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ରେ ଦେଖିବାକୁ ମିଳିଛି। ନଗର ର ୪ ନଂ ୱାର୍ଡ ର ମାନସ ପାଣ୍ଡେ ନାମକ ଜଣେ ବ୍ୟକ୍ତି ଯେ ଖଇରିପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପୁରୁଷ ସ୍ୱାସ୍ଥ୍ୟ କର୍ମୀ…
ଟୟୋଟା କିଲୋସ୍କର ମୋଟର ପକ୍ଷରୁ ନୂଆ ଇନୋଭା କ୍ରାଏଷ୍ଟାର ବଜାର ପ୍ରବେଶ
ଟୟୋଟା କିଲୋସ୍କର ମୋଟର ପକ୍ଷରୁ ଏହାର ବହୁ ପ୍ରତିକ୍ଷୀତ ନୂଆ ଇନୋଭା କ୍ରାଏଷ୍ଟାର ବଜାରରେ ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହା ଏମ୍ପିଭି ସେଗମେଂଟ୍ରେ କମ୍ପାନୀର ସ୍ଥିତିକୁ ସୁଦୃଢ଼ କରିବାକୁ ସକ୍ଷମ ହେବ । ୨୦୦୫ରେ ଭାରତରେ ଇନୋଭାର ବଜାର ପ୍ରବେଶ ହୋଇଥିଲା । ଇତିମଧ୍ୟରେ ଇନୋଭା…
୩୦ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ
ମାଲକାନଗିରି: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ନାକାମୁମୁଡି ପଞ୍ଚାୟତ ଅନ୍ତର୍ଭୁକ୍ତ ଡାଇକ-ଟୁ, ଡାଇକ-ଥ୍ରୀ, ଓ ବନ୍ଦlମାମୁଡି ଗ୍ରାମ ନିକଟ ଜମି ଓ ଜଙ୍ଗଲ ଜମିରୁ ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକଙ୍କ ସହ ସଦଳବଳେ ମିଶି ଉକ୍ତ ସ୍ଥାନର ୩୦ ଏକର ଜମିରୁ ୫୦…
ବିଜାଡିହି ଠାରେ ସଡକ ଦୁର୍ଘଟଣାରେ ଯୁବତୀ ଗୁରୁତର
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବିଜାଡିହି ଠାରେ ଏକ ସଡକ ଦୁର୍ଘଟଣାରେ ଜଣେ ଯୁବତୀ ଗୁରୁତର ଆହତ ହୋଇଥିବାର ଜଣାପଡିଛି । ସୂଚନା ଅନୁଯାୟୀ ଢେଙ୍କାନାଳ ଫୁଡ୍ କର୍ପୋରେସନ ଇଣ୍ଡିଆରେ (ଏଫ.ସି.ଆଇ)କାର୍ଯ୍ୟରତ ସୀମା ଲାଠି ନିଜ ସ୍କୁଟି ଯୋଗେ କାମାକ୍ଷାନଗରରୁ ଢେଙ୍କାନାଳ…
ଠିକାଦାରଙ୍କ ବିରୁଦ୍ଧରେ ପାରସାଳିରେ ମାଓ ପୋଷ୍ଟର
କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଅନ୍ତର୍ଗତ ପାରସାଲି ପଞ୍ଚାୟତର ପାରସାଲି ଡ଼ି କେଡିଏ କାର୍ଯ୍ୟଳୟ ସମୁଖ ରେ ଠିକାଦାର ଙ୍କ ବିରୁଦ୍ଧରେ ମାଓବାଦୀ ଙ୍କ ପୋଷ୍ଟର ଦେଖିବାକୁ ମିଳିଛି। ଏହି ପୋଷ୍ଟର ରେ ଉଲେଖ କରାଯାଇଛି ଯେ ପାରସାଲି ଠାରୁ ଡେଙ୍ଗିନେଲି ରାସ୍ତା କାମ…
ବାଘ ଛାଲ ଜବତ
ବରଗଡ଼ : ପୁଣି ବରଗଡ଼ରୁ କଲରାପତରିଆ ବାଘର ଛାଲ ଜବତ ହୋଇଛି । ବାଘ ଛାଲ ସହ ବାଘର ନଖ, ଦାନ୍ତ ଜବତ କରିଛି STF । ବରଗଡ଼ ଜିଲ୍ଲା ଭଟଲି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଖଜୁରିଆ ଠାରେ ବାଘ ଛାଲ, ନଖ ଦାନ୍ତ ଆଦି ଜବତ କରିବା ସହ ୩ ଜଣଙ୍କୁ ଅଟକ ରଖିଛି STF । ଓ୍ବାଇଲଡ଼ ଲାଇଫ କ୍ରାଇମ କଣ୍ଟ୍ରୋଲ…
ରାଜ୍ୟରେ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
ଭୁବନେଶ୍ବର ୨୫।୧୧: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୭୩୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୬୮୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…