Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ରାଜ୍ୟରେ ଆଉ ୧୨୧୯ ନୂଆ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳୁଛି। ୨୪ ଘଣ୍ଟାରେ ୧ ହଜାର ୨୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୦୮ ଓ ସ୍ଥାନୀୟ ଅଞ୍ଚଳରୁ ୫୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।…
ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
ଭୁବନେଶ୍ବର ୮।୧୧: କରୋନା ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ କମିବାରେ ଲାଗିଥିବା ବେଳେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ୧୨୧୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା…
ଗଜପତିରୁ ୟୁ.ପି.କୁ ଗଞ୍ଜେଇ ଚାଲାଣ: ନାବାଳକ ସମେତ ୩ଗିରଫ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରୁ ଉତ୍ତର ପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଅଡବା ପୋଲିସ ଦ୍ୱାରା ଜବତ କରାଯାଇଛି । ଏହି ଘଟଣାରେ ଜଣେ ନାବାଳକ ସମେତ ୩ଜଣଙ୍କୁ ଗିରଫ କରାଯିବା ସହ ଚୋରା ଚାଲାଣରେ ବ୍ୟବହୃତ ଏକ ଅଟୋକୁ ଜବତ କରାଯାଇଛି । ଘଟଣାରୁ ପ୍ରକାଶ, ଜିଲ୍ଲାର ଅଡବା ଥାନା ଅନ୍ତର୍ଗତ…
ବିପୁଳ ପରିମାଣର ଗଞ୍ଜେଇ ଜବତ
ରାୟଗଡ଼ା : ରାୟଗଡ଼ା ପୁଲିସକୁ ଆଜି ବଡ଼ ଧରଣ ର ସଫଳତା ହାସଲ କରିଛି କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ସୂତ୍ରରୁ ସ୍ଥାନୀୟ ଯେ ଏସ କୋ ନିକଟରେ ଟ୍ରକସହ ବିପୁଳ ପରିମାଣ ଗଞ୍ଜେଇ ଜବତ କରିଛି । ଟ୍ରକ ରେ ଡ୍ରାଇଭର ନଥିବା ବେଳେ ପୋଲିସ ଟ୍ରକଟିକୁ ତନାଘନା କରିବା ପରେ ସେଥିରୁ ବିପୁଳ ପରିମାଣର ଗଞ୍ଜେଇ…
ଦିଲ୍ଲୀ ହିଂସା : ୟୁଏପିଏ ଅନୁଯାୟୀ ଉମର ଖାଲିଦ୍ ବିରୋଧରେ ମକଦ୍ଦମା ଚଳାଇବାକୁ ଅନୁମୋଦନ
ନୂଆଦିଲ୍ଲୀ, ୬ ।୧୧ : ଦିଲ୍ଲୀ ହିଂସା ମାମଲାରେ ଉମର ଖାଲିଦ ଏବଂ ଅନ୍ୟମାନଙ୍କୁ ମୋକଦ୍ଦମା ଚଳାଇବା ପାଇଁ ଦିଲ୍ଲୀ ସରକାର ଏବଂ ଗୃହ ମନ୍ତ୍ରଣାଳୟ ଅନୁମୋଦନ ଦେଇଛନ୍ତି । ହିଂସା ମାମଲାରେ ଉମର ଖାଲିଦଙ୍କୁ ୟୁଏପି ଅଧୀନରେ ଦିଲ୍ଲୀ ପୋଲିସ ଗିରଫ କରିଥିଲା । ନିୟମ ଅନୁଯାୟୀ, ଟଇଚଇ ଅଧୀନରେ ଜଣେ…
ଋଷ-ପାକିସ୍ତାନର ନିକଟତର, ଚିନ୍ତାରେ ଭାରତ
ନୂଆଦିଲ୍ଲୀ, ୬ ।୧୧ : ରୁଷ ଏବଂ ପାକିସ୍ତାନର ନିକଟତରତା କ୍ରମାଗତ ଭାବେ ବୃଦ୍ଧି ପାଉଛି । ମିଳିତ ସାମରିକ ଅଭ୍ୟାସ ପାଇଁ ଋଷର ଏକ ଦଳ ଗୁରୁବାର ଦିନ ପାକିସ୍ତାନରେ ପହଞ୍ଚିଛନ୍ତି । ପାକିସ୍ତାନ ଏବଂ ଋଷ ସେନାର ଏହି ମିଳିତ ସାମରିକ ଅଭ୍ୟାସକୁ ଦ୍ରଜର୍ବା-୫ ରଖାଯାଇଛି । ପାକିସ୍ତାନ ସେନା ଟୁଇଟ୍…
ମହାକାଶରୁ ରହି ଆମେରିକା ନିର୍ବାଚନ ପାଇଁ ଭୋଟ୍ ଦେଲେ କେଟ୍ ରୁବିନ୍ସ
ୱାଶିଂଟନ୍ ୬ ।୧୧ : କରୋନା ମହାମାରୀ ଯୋଗୁଁ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସିଛି ଏବଂ ଏହି ଭାଇରସ୍ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ବହୁତ ପ୍ରଭାବ ପକାଇଛି । ଆମେରିକାର ଅନେକ ସ୍ଥାନରେ ଭୋଟ୍ ପ୍ରତିଶତ ଅଧିକ ଦେଖାଯାଇଥିବାବେଳେ ଅନେକ ଲୋକ କରୋନାକୁ ଭୟ କରି ମତଦାନରୁ ନିଜକୁ…
ଅର୍ଥନୀତିରେ ଉନ୍ନତି, ନିଯୁକ୍ତିରେ ହ୍ରାସ
ନୂଆଦିଲ୍ଲୀ ୬ ।୧୧ : ଅର୍ଥନୀତିରେ ଉନ୍ନତି ସତ୍ତେ୍ୱ ଅକ୍ଟୋବରରେ ନିଯୁକ୍ତି ୫.୫ ଲକ୍ଷ ହ୍ରାସ ପାଇଛି । ସେଣ୍ଟର୍ ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି (ସିଏମ୍ଆଇଇ)ର ତଥ୍ୟ ଦ୍ୱାରା ଏହି ତଥ୍ୟ ପ୍ରକାଶ ପାଇଛି । ସେପ୍ଟେମ୍ବର ୨୦୨୦ରେ ବେକାରୀ ହାର ୬.୭ ପ୍ରତିଶତକୁ ଖସି ଆସିଥିଲା, କିନ୍ତୁ…
କାମାକ୍ଷାନଗରରେ ଗୋରୁ ମାଫିଆଙ୍କ ପାଇଁ ଗଳାବାଟ ସାଜିଛି ନଦୀବନ୍ଧ
ଢେଙ୍କାନାଳ,୬.୧୧ :ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡରେ ଦିନକୁ ଦିନ ବଢିଚାଲିଛି ବେଆଇନ ଗୋରୁଚାଲାଣ । ସହରରେ ପ୍ରଶାସନ ପକ୍ଷରୁ ସିସି ଟିଭି ଲାଗିବା ପରେ ଗୋରୁଚାଲାଣକାରୀ ମାନେ ପୋଲିସ ଇଙ୍ଗିତରେ ନଦୀବନ୍ଧକୁ ଗଳାବାଟ ଭାବେ ଆପଣେଇ ନେଇଛନ୍ତି ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଏଭଳି…
ନାବାଳିକା ଅପହରଣ ମାମଲା, ଭଣ୍ଡ ତାନ୍ତ୍ରିକ କୋର୍ଟ ଚାଲାଣ
ମାହାଙ୍ଗା ୫.୧୧ : ଟିଉସନ ମାଷ୍ଟରରୁ ଭଣ୍ଡ ତାନ୍ତ୍ରିକ ସାଜିଥିଲା ସୁଜିତ୍ । ଗାଆଁ ଗହଳିରୁ ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହୋଇ ଲୋକେ ପହଂଚୁଥିଲେ ବାବାଙ୍କ ଆଶ୍ରମରେ । ଏ ବାବା ଜଣକ ତନ୍ତ୍ର ସାଧକ ବୋଲି ବେଶ ପ୍ରଚାର ଚଳେଇଥିଲେ । ଏଥିରେ ସେ ଭଲ ଦି ପଇସା ରୋଜଗାର ବି କରୁଥିଲେ । ହେଲେ ଜନୈକା…