Browsing Category

ନ୍ୟୁଜ୍ ବୁଲେଟିନ୍

ରାଜ୍ୟରୁ ୧୪୭୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରୁ ଶନିବାର ଆଉ ୧୪୭୦  କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୯୦ହଜାର ୧୧୬ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୫୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ରହିଥିବା ବେଳେ ୬୧୭ ଜଣ ସ୍ଥାନୀୟ…

ହୋଣ୍ଡା ୨ହ୍ୱିଲର୍ସ ପକ୍ଷରୁ ପ୍ରିିମିୟମ୍ ମୋଟରସାଇକଲ୍ ବ୍ୟବସାୟ ବିଗ୍ ୱିଙ୍ଗ୍ର ସମ୍ପ୍ରସାରଣ

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ (ଏଚ୍ଏମଏସ୍ଆଇ) ପକ୍ଷରୁ ସ୍ୱତନ୍ତ୍ର ପ୍ରିମିୟମ୍ ମୋଟରସାଇକଲ୍ ବ୍ୟବସାୟ ନେଟ୍ୱର୍କ ବିଗ୍ ୱିଙ୍ଗ୍ର ସମ୍ପ୍ରସାରଣ କରାଯାଇଛି । ମୁମ୍ବାଇ ଓ ବେଙ୍ଗାଲୁରୁ ଭଳି ଦୁଇଟି ନୂଆ ସହରରେ ବିଗ୍ ୱିଙ୍ଗ୍ ଟପ୍ଲାଇନ୍କୁ…

ଚଳିତ ବର୍ଷ କଟକରେ ପ୍ରସିଦ୍ଧ ବାଲିଯାତ୍ରା ବନ୍ଦ

କଟକ : ଚଳିତ ବର୍ଷ କଟକରେ ପ୍ରସିଦ୍ଧ ବାଲିଯାତ୍ରା ହେବ ନାହିଁ। କୋଭିଡ୍ ସମୟରେ ଏଭଳି ବିରାଟ ଆୟୋଜନ ଅସମ୍ଭବ ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ସୂଚନା ଦେଇ ଏକଥା କହିଛନ୍ତି । ଏଥିସହ ସାମୁହିକ ଭାବେ ବୋଇତ ବନ୍ଦାଣକୁ ମଧ୍ୟ ବାରଣ କରାଯାଇଛି । ସେହିପରି ଏବର୍ଷ ବଡ଼ଓଷା ଓ ପଞ୍ଚୁକରେ…

ଜନ୍ସନ୍ସ ବେବି ପକ୍ଷରୁ ଭାରତକୁ ଆସିଲା ନୂଆ କଟନଟଚ୍

ଭୁବନେଶ୍ୱର: ସାରା ଦୁନିଆର ମା'ମାନଙ୍କୁ ଶିଶୁ ଯତ୍ନ ପାଇଁ ଶ୍ରେଷ୍ଠ ଉତ୍ପାଦ ପ୍ରଦାନ କରୁଥିବା ଜନ୍ସନ୍ସ ବେବି ପକ୍ଷରୁ ଭାରତକୁ ଅଣାଯାଇଛି ନୂଆ କଟନଟଚ୍ । ଏହାକୁ ନେଇ ଏକ ନୂଆ ଟିଭି ବିଜ୍ଞାପନ ପ୍ରସ୍ତୁତ କରାଯାଇଛି । ଶିଶୁକୁ ଅତି କୋମଳ ସ୍ପର୍ଶ ପ୍ରଦାନ କରିବା ଲାଗି ମା'ଙ୍କ ପ୍ରତିବଦ୍ଧତାକୁ…

ବିଧାନସଭାର ଶୀତ ଅଧିବେଶନ ଡିସେମ୍ବର ୩୧ପୂର୍ବରୁ ବସିବ

ଭୁବନେଶ୍ୱର :  ବିଧାନସଭାର ଶୀତକାଳୀନ ଅଧିବେଶନ ଖୁବଶୀଘ୍ର ବସିବ । ବିଧାନସଭାର ଶୀତକାଳୀନ ଅଧିବେଶନ ଡିସେମ୍ବର ୩୧ପୂର୍ବରୁ ବସିବ । ଏ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଡିସେମ୍ବର ୩୧ ପୂର୍ବରୁ ବସିବ ବିଧାନସଭା ଶୀତକାଳୀନ ଅଧିବେଶନ।…

କଳାମୁଖାଧାରୀ ଲୁଟେରାଙ୍କ ଆତଙ୍କ

ପାରଳାଖେମୁଣ୍ଡି, ୨୮/୧୦(ତାରିଣୀ ପ୍ରସାଦ ପଣ୍ଡା)-ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଶିକୁଳିପଦର ପଞ୍ଚାୟତର ତଲାସିଂ ଗ୍ରାମର ତୁଳସୀ ନାୟକଙ୍କ ଘରେ ସୋମବାର ବିଳମ୍ବିତ ମଧ୍ୟ ରାତ୍ରରେ ତିନି ଜଣ କଳାମୁଖା ଧାରି ଦୁର୍ବୃତ୍ତ ମାନେ ଧାରୁଆ ଖଣ୍ଡା ସାଙ୍ଗକୁ ବନ୍ଧୁକ ଦେଖାଇ ଘରେ ଲୋକଙ୍କୁ…