Browsing Category

ନ୍ୟୁଜ୍ ବୁଲେଟିନ୍

କସ୍ତୁରୀ ଦାସ ମଠ ରେ ତୁଳସୀ ଦାସ ଜୟନ୍ତୀ

ବ୍ରହ୍ମପୁର : ଗୁରୁବାର ଦିନ ସ୍ଥାନୀୟ ସାନ ବଜାର ନିକଟସ୍ଥ ହନୁମାନ ବଜାର କସ୍ତୁରୀ ଦାସ ମଠ ରେ ରlମନନ୍ଦ ସତସଙ୍ଗ ଗଞ୍ଜାମ ଶାଖା ତରଫରୁ ଗୋସ୍ୱାମୀ ତୁଳସୀ ଦାସ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ପ୍ରଭlତରେ ମଙ୍ଗଳl ରୋପଣ ପୂଜ୍ୟ ପୂର୍ବକ ବାବା ନରହରି ଦାସ ବ୍ୟlସତ୍ୱରେ ସୁଣ୍ଡରlକଣ୍ଡ ପରାୟଣ…

ଜିଆଇ ଟ୍ୟାଗ୍ ଅପେକ୍ଷାରେ ବେଲଗୁଣ୍ଠାର ପିତ୍ତଳ ମାଛ;ସରକାରୀ ପ୍ରୋତ୍ସାହନ ଅଭାବରୁ ଧିମେଇଛି ଶିଳ୍ପ ; ମୁହଁ…

ବେଲଗୁଣ୍ଠା,31/07, ଦୀର୍ଘ ତିନି ଶହ ବର୍ଷ ଧରି ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠାରେ ତିଆରି ହେଉଛି ବିଶ୍ୱ ପ୍ରସିଦ୍ଧ ପିତଳ ମାଛ I ନିର୍ଜୀବ ପିତଳ ଚଦରରୁ ପ୍ରସ୍ତୁତ ପିତଳ ମାଛ ଜୀବନ୍ତ ମାଛ ଭଳି ପ୍ରତୀୟମାନ ହୋଇ ସାରା ବିଶ୍ୱ ବାସୀଙ୍କୁ ଚକିତ କରିଛି I ମହାମହିମ ରାଜ୍ୟପାଳଙ୍କ ଠାରୁ ଆରମ୍ଭ କରି…

ଅଭିଭାବକ ଶିକ୍ଷକ ବୈଠକ

ବେଲଗୁଣ୍ଠା,୩୧/୦୭, ବୁଧବାର ଦିନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ସମସ୍ତ ବିଦ୍ୟାଳୟରେ ଦ୍ୱିତୀୟ ଅଭିଭାବକ- ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ବାଲିଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ…

ଗଞ୍ଜାମ ଜିଲ୍ଲା ଦଣ୍ଡ ନାଚ ମହାସଂଘ ଓ ବ୍ରହ୍ମପୁର ଦଣ୍ଡ ନାଚ କମିଟିର ସଦସ୍ୟ ଙ୍କ ଏସପି ଙ୍କୁ ସାକ୍ଷାତ

ବ୍ରହ୍ମପୁର ଗତ 27 ତାରିଖ ଦିନ ବ୍ରହ୍ମପୁର ଦଣ୍ଡ ନାଚ କମିଟିର ସଦସ୍ୟମାନେ ଏକତ୍ରିତ ହୋଇ ସାମାଜିକ ନାଟକ କୁ ବର୍ଜନ କରିବା ଲାଗି ଅନୁଷ୍ଠିତ ସଭାରେ ନିଷ୍ପତ୍ତି ନେଇଥିଲେ। 28 ତାରିଖ ସୋମବାର ଦିନ ଅପରାହ୍ନ 1 ଘ ସମୟରେ ବ୍ରହ୍ମପୁର ଏସପି ଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ…

ନୂତନ ଧାନ ମଣ୍ଡି କୁ ବିରୋଧ କରି ତହସିଲଦାର ଙ୍କୁ ଦାବିପତ୍ର ଦେଲେ ଶିଉନି ଗ୍ରାମବାସୀ

ଧର୍ମଗଡ : ଧର୍ମଗଡ ଉପଖଣ୍ଡ କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ ଅଧିନ ରେ ଶିଉନି ଗ୍ରାମ ରହିଛି। ଏହି ଗ୍ରାମ ର ଚାଷୀମାନେ ଦୀର୍ଘବର୍ଷ ହେବ ଆମପାଣି ନିୟନ୍ତ୍ରିତ ବଜାର କମିଟିର ମଣ୍ଡି ରେ ଧାନ ବିକ୍ରି କରି ଆସୁଛନ୍ତି। ତେବେ ରାଜସ୍ବ ବିଭାଗ ପକ୍ଷରୁ ଆସନ୍ତା ଖରିଫ ମଣ୍ଡି ଠାରୁ ଶିଉନି ଗ୍ରାମ ର…

ଅସୁରକ୍ଷିତ ସ୍କୁଲ କୋଠା,ନୂତନ ସ୍କୁଲ କୋଠା ନିର୍ମାଣ ଦାବି,ବିଡ଼ିଓ ଙ୍କୁ ଭେଟି ତାଲା ପକାଇବା ପାଇଁ ଚେତାବନୀ ଦେଲେ…

ଧର୍ମଗଡ, : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅଧୀନରେ ଥିବା ବଡ଼ ପୋଡ଼ାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୋଠା ଦୀର୍ଘବର୍ଷ ହେବ ଜରାଜୀର୍ଣ୍ଣ ଓ ଅସୁରକ୍ଷିତ ଅବସ୍ଥାରେ ରହିଛି।ବିଦ୍ୟାଳୟ ରେ ପିଲାଙ୍କୁ ପାଠ ପଢ଼ାଇବାକୁ ଅଭିଭାବକ ମାନେ ସୁରକ୍ଷିତ ମଣୁ ନାହାଁନ୍ତି।…

ତୃଣମୂଳସ୍ତରରେ ସିଡିପିଓମାନଙ୍କ ଦକ୍ଷତା ହିଁ ଆମର ଶକ୍ତି : ଉପ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, 30/7: ତୃଣମୂଳସ୍ତରରେ ସିଡିପିଓମାନଙ୍କ ଦକ୍ଷତା ହିଁ ଆମର ଶକ୍ତି । ବିକଶିତ ଓଡ଼ିଶା ୨୦୩୬ରେ ଓଡ଼ିଶାକୁ ଏକ ଅପପୁଷ୍ଟି ମୁକ୍ତ ରାଜ୍ୟରେ ପରିଣିତ କରିବା ହେଉଛି ଆମର ଲକ୍ଷ୍ୟ । ଏହି ଲକ୍ଷ୍ୟ ପୂରଣ ଦିଗରେ ଶିଶୁ ପ୍ରକଳ୍ପ ଅଧିକାରୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି…

ଭୟଙ୍କର ଭୂକମ୍ପ ପରେ ମାଡ଼ି ଆସିଲା ସୁନାମୀ, ବ୍ୟାପକ କ୍ଷୟକ୍ଷତି

ମସ୍କୋ, ୩୦ା୭ : ରୁଷ ଉପକୂଳରେ ଭୟଙ୍କର ଭୂକମ୍ପ ପରେ ଏବେ ସୁନାମୀ ତାଣ୍ଡବ ରଚିବା ଆରମ୍ଭ କରିଛି । ବୁଧବାର ସକାଳୁ ସକାଳୁ ରୁଷର ପୂର୍ବ ପ୍ରାନ୍ତରେ ଥିବା କାମଚଟକାରେ ୮.୮ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଭୂକମ୍ପ ଯୋଗୁ ଏବେ ରୁଷ ସମେତ ଆମେରିକା ଓ…

ସାମ୍ବାଦିକମାନଙ୍କ କଲ୍ୟାଣ ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା

ଭୁବନେଶ୍ୱର, 30/7: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବୁଧବାର ଲୋକସଭା ଭବନରେ ରାଜ୍ୟର ବରିଷ୍ଠ ସାମ୍ବାଦିକମାନଙ୍କ ସହିତ ସେମାନଙ୍କର ବିଭିନ୍ନ ସମସ୍ୟା ଓ ସେସବୁର ସମାଧାନ ସଂପର୍କରେ ବିଶଦ୍ ଭାବେ ଆଲୋଚନା କରିଛନ୍ତି । ବୈଠକରେ ଶିଳ୍ପ, ସୂଚନା ଓ ଲୋକସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ…

ରାଜ୍ୟରେ ଅଭିଭାବକ ଶିକ୍ଷକ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, 30/7: ଚଳିତ ଶିକ୍ଷାବର୍ଷ ୨୦୨୫-୨୬ର ଦ୍ୱିତୀୟ ଅଭିଭାବକ, ଶିକ୍ଷକ-ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ସାରା ରାଜ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ "ଆସ ସ୍କୁଲ ଯିବା ଅଭିଯାନ’, ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ନିରାପଦ…