Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ବିଗବସ୍ ୧୯ରେ ସଲମାନଙ୍କୁ ମିଶାଇ ୪ ହୋଷ୍ଟ
ମୁମ୍ବାଇ, : ଲୋକପ୍ରିୟ ରିୟଲିଟି ଶୋ' ବିଗବସର ୧୯ତମ ସିଜନକୁ ନେଇ ସୋମବାର ଏକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁଯାୟୀ, ଅଗଷ୍ଟ ଶେଷ ସପ୍ତାହରେ "ବିଗବସ୍ ୧୯' ଆରମ୍ଭ ହେବ, ଯାହା ୫ ମାସ ପର୍ଯ୍ୟନ୍ତ ·ଲିବ । ଏହା ସବୁଠାରୁ ଲମ୍ବା ଅବଧିର ବିଗ୍ବସ୍ ସିଜନ୍ ହେବ ବୋଲି…
ଏକକାଳୀନ ତିନି ସନ୍ତାନ ପ୍ରସବ କଲେ କୁଟିଆ ଜନଜାତି ମହିଳା
ଫୁଲବାଣୀ, : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର କୁଟିଆକନ୍ଧ ଅଂଚଳ ଭାବେ ପରିଚିତ ବେଲଘର ପଂ·ୟତ । ସେହି
ପଂ·ୟତର ଜଣେ କୁଟିଆ ମହିଳା ବେଲଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାଭାବିକ ଭାବରେ ଏକକାଳୀନ ତିନିଟି ସନ୍ତାନ ପ୍ରସବ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ସେ…
ଭାରତର କୃଷି ଅର୍ଥନୀତିକୁ ନୂତନ ଦିଗ ଓ ଗତି ପ୍ରଦାନ କରିବ : ଧର୍ମେନ୍ଦ୍ର ପ୍ରଧାନ
ମିରଟ,: ବିଶ୍ୱ ଖାଦ୍ୟ ସଙ୍କଟ ଏବଂ ଜଳବାୟୁ ପରିବର୍ତ୍ତନର ଚ୍ୟାଲେଞ୍ଜ ମଧ୍ୟରେ ରାସାୟନିକ ମୁକ୍ତ, ଜୈବିକ କୃଷି ଆପଣାଇବା ଏବଂ ପ୍ରଯୁକ୍ତିବିଦ୍ୟାକୁ ଖେତରୁ ବଜାର ପର୍ଯ୍ୟନ୍ତ ପହଞ୍ଚାଇବା ଆଜିର ସମୟର ଆବଶ୍ୟକତା । ମିରଟରେ
ଆଇଆଇଟି ରୋପାର୍ ଦ୍ୱାରା ପରିଚାଳିତ ଏଗ୍ରିଟେକ୍ ଇନୋଭେସନ୍ ହବ୍…
ଜିନ୍ଦଲ ଇଣ୍ଡିଆ ଖଟାଇବ ୧୫ହଜାର କୋଟି : ଢେଙ୍କାନାଳରେ ବସାଇବ ଇସ୍ପାତ କାରଖାନା
ଭୁବନେଶ୍ୱର, : ବିସି ଜିନ୍ଦଲ ଗ୍ରୁପ୍ର ସଂସ୍ଥା ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ଓଡ଼ିଶା ପାଇଁ ବୃହତ୍ ଯୋଜନା ରଖିଛି । କମ୍ପାନୀ ୨୦୩୦ ସୁଦ୍ଧା ରାଜ୍ୟରେ ୧୫ହଜାର କୋଟି ଟଙ୍କା ନିବେଶ କରିବାକୁ ଚାହୁଛି । କମ୍ପାନୀର ସହାୟକ ସଂସ୍ଥା ଜିନ୍ଦଲ ଇଣ୍ଡିଆ ଷ୍ଟିଲ୍ ଟେକ୍ ଲିମିଟେଡ୍ ଓଡ଼ିଶାରେ ୩୬୦୦ କୋଟି…
ମୁଣ୍ଡଳିରେ ପହଞ୍ଚିଲା ହୀରାକୁଦ ପାଣି: ଧୀରେଧୀରେ ବଢିବାରେ ଲାଗିଛି ଜଳସ୍ତର
ଭୁବନେଶ୍ୱର, : ବନ୍ୟାଜଳ ପହଞ୍ଚିବା ପରେ ମହାନଦୀର ଜଳସ୍ତର ଧୀରେଧୀରେ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ମୁଣ୍ଡଳିଦେଇ ୮୭ ହଜାର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି । ମୁଣ୍ଡଳିରେ ପହଞ୍ଚିଲା ଚଳିତବର୍ଷର ପ୍ରଥମ ବନ୍ୟାଜଳ । ହୀରାକୁଦ ଜଳଭଣ୍ଡାରରେ ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଥିବା…
ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କଲେ ନେତାନ୍ୟାହୁ
ୱାଶିଂଟନ୍, : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଛନ୍ତି । ଏକଥା ସେ ସୋମବାର ଟ୍ରମ୍ପଙ୍କୁ ଅବଗତ ମଧ୍ୟ କରିଛନ୍ତି । ଏଥିସହ ହ୍ୱାଇଟ ହାଉସରେ ଚାଲିଥିବା ଇସ୍ରାଏଲ ଓ ଆମେରିକାର ବୈଠକରେ…
ରତ୍ନବେଦୀରେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ, : ଶେଷ ହୋଇଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଅନ୍ତିମ ପର୍ବ । ନବଦିନ ଯାତ୍ରା ଶେଷ କରି ରତ୍ନବେଦୀକୁ ବିଜେ କରିଛନ୍ତି ଦରୁବିଗ୍ରହ । ପରମ୍ପରା ଅନୁଯାୟୀ ରଥ ଉପରେ ସୁନାବେଶ, ଅଧରପଣା ଭୋଗପରେ ମଙ୍ଗଳବାର ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ବିଜେ ହୋଇ ରତ୍ନସିଂହାସନରେ ଅଧିଷ୍ଠିତ ହେଇଥିଲେ…
ମନମୋହନ ସାମଲଙ୍କ ନେତୃତ୍ୱକୁ ମିଳୁଛି ଲୋକଙ୍କ ସମର୍ଥନ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, : ଲଗାତାର ଦ୍ୱିତୀୟ ଥର ପାଇଁ ରାଜ୍ୟ ବିଜେପିର ସଭାପତି ହେଲେ ମନମୋହନ ସାମଲ । ଦଳୀୟ ନିର୍ବାଚନରେ ଅନ୍ୟ କୌଣସି ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିନଥିବାରୁ ସେ ନିଦ୍ୱର୍ନ୍ଦ୍ୱ-ରେ ନିର୍ବାଚିତ ହୋଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବନିର୍ବାଚିତ ରାଜ୍ୟ ବିଜେପି…
ଏବେ ଦାୟିତ୍ୱ ଛିଣ୍ଡି ନାହିଁ, ଦାୟିତ୍ୱ ବଢ଼ିଗଲା: ମନମୋହନ
ଭୁବନେଶ୍ୱର, : ବିଜେପି ସରକାର ୨୦୩୬ ମସିହା ଦେଖିବ, ୨୦୪୭ ମସିହା ବି ଦେଖିବ । ଲମ୍ବା ଇନିଙ୍ଗସ୍ ଖେଳିବ ବିଜେପି ସରକାର । ବିଜେପିରେ ଜଣେ ଚା’ ବିକାଳୀ ପ୍ରଧାନମନ୍ତ୍ରୀ ହୋଇପାରେ, ଜଣେ ଶିଶୁ ମନ୍ଦିର ଶିକ୍ଷକ ମୁଖ୍ୟମନ୍ତ୍ରୀ ହୋଇପାରେ । ସରକାର ଆସିବା ପୂର୍ବରୁ ଆମେ ଶୋଇବାନି କି କାହାକୁ…
୨୧୭ ଫେରାର ଅଭିଯୁକ୍ତଙ୍କ ଘରେ ଲଟାକା ଲଗା ପରେ ୧୬ ଜଣ ଆତ୍ମ ସମର୍ପଣ -ଗଞ୍ଜାମ ଏସ ପି
ଗଂଜାମ: ପୁଲିସ ଜିଲ୍ଲା ପକ୍ଷରୁ ବିଭିନ୍ନ ଥାନା ପକ୍ଷରୁ ଫେରାର ଅଭିଯୁକ୍ତ ଘରେ ଆଗରେ ନୋଟିସ ଲଗାଯାଇଥିଲା । ଗଞ୍ଜାମ ପୁଲିସ ଜିଲାର ବିଭିନ୍ନ ଥାନା ପକ୍ଷରୁ ୨୧୭ ଜଣଙ୍କ ଘରେ ଆଗରେ ନୋଟିସ ଲଗାଯାଇଥିଲା । ଏହିମାନେ ଫେରାର ରହୁଥିବାରୁ ବିଭିନ୍ନ କୋର୍ଟରେ ଚାଲିଥିବା ମାମଲାର ଅଗ୍ରଗତିରେ ବିଳମ୍ବ…