Browsing Category

ନ୍ୟୁଜ୍ ବୁଲେଟିନ୍

ସୋମବାରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର, : ମୁଖ୍ୟମନ୍ତ୍ରୀଶ୍ରୀ ମୋହନ ଚରଣ ମାଝୀ ଆଗାମୀ ଜୁନ୍ ୩୦ ତାରିଖ ସୋମବାର ଦିନ ସକାଳ ୧୦.୩୦ ଘଟିକାରୁ ୟୁନିଟ-୨, ଅଶୋକ ନଗର, ଭୁବନେଶ୍ୱରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟସ୍ଥ) ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ । ଏହି…

ଖୁବଶୀଘ୍ର ହୋଇପାରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ

ନୂଆଦିଲ୍ଲୀ, : ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ଆଉ ଏକ ପଦକ୍ଷେପ ନେଇଛି । ଶୁକ୍ରବାର (୨୭ ଜୁନ ୨୦୨୫) ତିନୋଟି ରାଜ୍ୟରେ ରାଜ୍ୟ ସଭାପତି ନିର୍ବାଚନ ପାଇଁ ଦଳ ରାଜ୍ୟ ନିର୍ବାଚନ ଅଧିକାରୀ ଘୋଷଣା କରିଛି । ଏପର୍ଯ୍ୟନ୍ତ, ଭାଜପା ୧୪ଟି ରାଜ୍ୟରେ ଏହାର ରାଜ୍ୟ ସଭାପତିଙ୍କ ନାମ ଘୋଷଣା…

କୁନି ରଥ ରେ ଦର୍ଶନ ଦେଲେ ତିନି ଠାକୁର, ରଥାରୂଢ ଠାକୁର ଙ୍କ ରଥ ଟାଣିଲେ କୁନି ଶ୍ରଦ୍ଧାଳୁ

ଧର୍ମଗଡ଼, :  ଆଜି ଜଗତ ର ନାଥ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା,ରଥଯାତ୍ରା ପାଇଁ ଆଜି ଚଳ ଚଞ୍ଚଳ ଶ୍ରୀ ଜଗନ୍ନାଥ କ୍ଷେତ୍ର, ଓଡିଶା ର ସହର ଠୁ ପୁରପଲ୍ଲୀରେ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା କୁ ଶ୍ରଦ୍ଧାଳୁ ମାନେ ବର୍ଷ ସାରା ଚାତକ ପରି ରଥାରୂଢ ତିନି ଠାକୁରଙ୍କ ଦର୍ଶନ ପାଇଁ ଉତ୍କଣ୍ଠା ର…

ବେଦାନ୍ତ ଆଲୁମିନିୟମ ଦୃଢ଼ ନୀତି ସହିତ ଏଲଜିବିଟିକ୍ୟୁଆଇ+ ନିଯୁକ୍ତିକୁ ବିସ୍ତାର କରି ଗୌରବ ମାସ ପାଳନ କରିଛ

ଭୁବନେଶ୍ୱର,: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଏହାର କାର୍ଯ୍ୟରେ ଟ୍ରାନ୍ସଜେଣ୍ଡର ବ୍ୟକ୍ତିମାନଙ୍କୁ ସକ୍ରିୟ ଭାବରେ ନିଯୁକ୍ତି ଏବଂ ସଶକ୍ତୀକରଣ କରି ଉତ୍ପାଦନରେ ଅନ୍ତର୍ଭୁକ୍ତିକୁ ପୁନଃ ପରିଭାଷିତ କରିଛି । ଗୌରବ ମାସ ପାଳନର ଏକ ଅଂଶ ଭାବରେ,\ କମ୍ପାନୀ ଘୋଷଣା…

ଏସବିଆଇ ଓ ରାମକି ଫାଉଣ୍ଡେସନ ପକ୍ଷରୁ ସ୍ୱଚ୍ଛ ଭାରତ ମିଶନ ରେ ଉପକରଣ ବଣ୍ଟନ।

ଧର୍ମଗଡ଼ : ଏସବିଆଇ ଓ ରାମକି ଫାଉଣ୍ଡେସନ ତରଫରୁ  ସମାଜ କୁ ସଫା ସୁତୁରା ରଖିବା ପାଇଁ ନିରନ୍ତର ଉଦ୍ୟମ କଳାହାଣ୍ଡି ଜିଲ୍ଲାରେ ଜାରି ରଖିଛି। ଏହି ସଂସ୍ଥା ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ଏବଂ ସ୍ଵଚ୍ଛତା ଉପରେ ସଚେତନତା କରି ଆସୁଛି।ଆଜି ଭବାନୀପାଟଣା ପୌରପାଳିକା  ସ୍ଵଚ୍ଛତା …

ବିଳମ୍ବିତ ଧାନ ଉଠାଣ କୁ ନେଇ ବର୍ଷିଲେ ବିଧାୟକ

ଧର୍ମଗଡ : ଧର୍ମଗଡ ବ୍ଲକ ରେ ଧାନ କ୍ରୟ କୁ ନେଇ ବିଭିନ୍ନ ମଣ୍ଡି ରେ ଅଚଳାବସ୍ଥା ଲାଗି ରହିଛି । କେଉଠି ଟାର୍ଗେଟ ସାରିବାକୁ ବସିଲାଣି ତ ପୁଣି କେଉଁଠି ଟାର୍ଗେଟ ଅଛି ଧାନ ଉଠାଣ ତ୍ୱରାନ୍ୱିତ ହେଉ ନାହି । ଖାଲି ସେତିକି ନୁହେଁ କେତେକ ମଣ୍ଡି ରେ ଧାନ ଉଠାଣ କୁ କେନ୍ଦ୍ର କରି ମିଲର ଏଜେଣ୍ଟ ଓ…

ଋଷଭ ପନ୍ତଙ୍କୁ ଦଣ୍ଡିତ କଲା ଆଇସିସ

ନୂଆଦିଲ୍ଲୀ, : ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଦୁଇଟି ଯାକ ଇନିଂସରେ ଶତକ ହାସଲ କରିଥିବା ଋଷଭ ପନ୍ତଙ୍କୁ ଦଣ୍ଡିତ କରିଛି ଆଇସିସି । ସେ ଅମ୍ପାୟାରଙ୍କ ଗୋଟିଏ ନିଷ୍ପତ୍ତିକୁ ବିରୋଧ କରି ଅସନ୍ତୋଷ ପ୍ରକାଶ କରିଥିବାରୁ ତାଙ୍କୁ ଆଇସିସି ପକ୍ଷରୁ ଦଣ୍ଡିତ କରାଯାଇଛି । ଲିଡ୍ସରେ ଖେଳା ଯାଉଥିବା…

ନଭେମ୍ବରରେ କ୍ରିକେଟର ରିଙ୍କୁ ସିଂଙ୍କ ବଧୂ ସାଜିବେନି ପ୍ରିୟା ସରୋଜ

ନୂଆଦିଲ୍ଲୀ,: ଭାରତୀୟ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂହ ଏବଂ ସମାଜବାଦୀ ପାର୍ଟିର ଯୁବ ଏମପି ପ୍ରିୟା ସରୋଜଙ୍କ ବିବାହ ସମ୍ପର୍କରେ ଏକ ବଡ଼ ସୂଚନା ଆସିଛି । କୁହାଯାଉଛି ଯେ ବିବାହ ୧୮ ନଭେମ୍ବରରେ ବାରାଣସୀରେ ହେବାର ଥିଲା । କିନ୍ତୁ ଏବେ ଏହି ବିବାହ ଏହି ମାସରେ ହେବ ନାହିଁ । ଇଣ୍ଡିଆନ ପ୍ରିମିୟର…

ଦିଲଜିତ ଦୋସାଂଝଙ୍କ ଗିରଫଦାରୀ ଦାବ

ବରେଲୀ, : ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଂଝଙ୍କ ଫିଲ୍ମ "ସର୍ଦ୍ଦାର ଜୀ ୩' ଉପରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ଅଲ ଇଣ୍ଡିଆ ମୁସଲିମ ଜମାତର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୌଲାନା ଶହାବୁଦ୍ଦିନ ରଜଭି ବରେଲଭି । ମୌଲାନା କହିଛନ୍ତି ଯେ, ଦିଲଜିତ ଦୋସାଂଝ ଏହି ଚଳଚ୍ଚିତ୍ରରେ ପାକିସ୍ତାନୀ…

ଭିସା ପାଇଁ ସାର୍ବଜନିକ କରିବାକୁ ପଡ଼ିବ ସୋସିଆଲ୍ ମିଡିଆ ଆକାଉଣ୍ଟ

ନୂଆଦିଲ୍ଲୀ, : ସାଧାରଣ ଲୋକଙ୍କ ସୁରକ୍ଷା ପ୍ରଥମ ପ୍ରାଥମିକତା । ଜାତୀୟ ସୁରକ୍ଷାକୁ ନେଇ କଠୋର ହେଲା ଆମେରିକା । ଏନେଇ ସଂଯୁକ୍ତ ରାଷ୍ଟ୍ର ଆମେରିକା ନେଇଛି ବଡ଼ ପଦକ୍ଷେପ । ଭିସା ଆବେଦନ କଲେ ସାର୍ବଜନିକ କରିବାକୁ ପଡ଼ିବ ସୋସିଆଲ୍ ମିଡିଆ ଆକାଉଣ୍ଟ । ବିଦେଶୀ ଛାତ୍ରାଛତ୍ରୀ ଓ ଅନ୍ୟ ମାନଙ୍କ…