Sign in
Sign in
Recover your password.
A password will be e-mailed to you.
Browsing Category
ମନୋରଞ୍ଜନ
“ସାଲାର’ର ସେଟ୍ରୁ ଲିକ୍ ହେଲା ପ୍ରଭାସଙ୍କ ଲୁକ୍
ମୁମ୍ବାଇ : ସାଉଥର ପପୁଲାର ଷ୍ଟାର ପ୍ରଭାସ । ଅ ।ଗକୁ ଅ ।ସୁଛି ତାଙ୍କର ଅପକମିଂ ବିଗବଜେଟ ଫିଲ୍ମ । କେଜିଏଫ ପରେ ବର୍ତ୍ତମାନ ବକ୍ସ ଅଫିସରେ ଧମାଲ କରିବ ସାଲାର । ନିଦେ୍ର୍ଦଶକ ପ୍ରଶାନ୍ତ ନୀଲଙ୍କର ନିଦେ୍ର୍ଦଶିତ ନୂଅ । ଫିଲ୍ମ । ଫିଲ୍ମର ସୁଟିଂ ଦ୍ରୁତ ଗତିରେ ଚାଲିଛି । ଏହି ଚଳଚ୍ଚିତ୍ରଟି…
ଆଲିଆଙ୍କ ହଲିଉଡ୍ ଡେବ୍ୟୁର ରିଲିଜ୍ ଡେଟ୍
ମୁମ୍ବାଇ : ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଆଲିଆ ଭଟ୍ଟ । ୨୦୨୨ ବର୍ଷ ଅ ।ଲିଅ ।ଙ୍କ ପାଇଁ ବହୁତ ଭଲ ଥିଲା । ସେ ଚଳିତ ବର୍ଷ ଅଭିନୟ କରିଥିବା ସମସ୍ତ ଚଳଚ୍ଚିତ୍ର ବକ୍ସ ଅଫିସରେ ସୁପର ହିଟ୍ ହୋଇଛି । ଏହା ବ୍ୟତୀତ ଏହି ବର୍ଷ ଅ ।ରମ୍ଭରେ ଅଭିନେତ୍ରୀ ରଣବୀର କପୁରଙ୍କୁ ବିବାହ କରିଥିଲେ ।…
ସିଲକ ସିଟି ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ, ସିନେ ତାରକାଙ୍କ ଗୀତର ତାଳେ ତାଳେ ଡ୍ୟାନ୍ସ କଲେ ଦର୍ଶକ
ଗତକାଲି ବ୍ରହ୍ମପୁର ସିଲକ ସିଟି ଫେଷ୍ଟ ର ଚତୁର୍ଥ ସନ୍ଧ୍ୟାରେ ବଲିଉଡ୍ ଡ୍ୟାନ୍ସ ରେ ଝୁମିଲେ ଦର୍ଶକ ।ଉମା ଚରଣ ପଟ୍ଟନାୟକ ଇଂଜିନିୟରିଂ କଲେଜ ଗ୍ରାଉଣ୍ଡରେ ଚାଲିଥିବା ମହୋତ୍ସବ ବିଭିନ୍ନ ଖ୍ୟାତନାମା କଳାକାରଙ୍କ ନାଚ ଓ ଗୀତରେ ସହରବାସୀ ବିମୋହିତ। ଗତ କାଲି ଚତୁର୍ଥ ସନ୍ଧ୍ୟାରେ ମଧ୍ୟ…
ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ପନ୍ତଙ୍କ ଟ୍ୱିଟ୍
ଋଷଭ ପନ୍ତଙ୍କ ଫ୍ୟାନ ଓ କ୍ରିକେଟ ସମର୍ଥକଙ୍କ ପାଇଁ ଖୁସି ଖବର । ସୁସ୍ଥ ହେଉଛନ୍ତି ଋଷଭ ପନ୍ତ । ମର୍ମନ୍ତୁଦ ସଡକ ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ରିଷଭ ପନ୍ତଙ୍କ ଟ୍ୱିଟ୍। ଋଷଭ ପନ୍ତ ଏବେ ମୁମ୍ବାଇର କୋକିଲା ବେନ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଡିସେମ୍ବର ୩୦ ତାରିଖ…
ଓଡ଼ିଶା ଅଭିମୁଖେ ଡାକୋଟା
ଫେରୁଛି ପ୍ରବାଦପୁରୁଷ ବିଜୁବାବୁଙ୍କ ଡାକୋଟା । ବିମାନର ସବୁ ଅଂଶ ଖୋଲିବା ପରେ ଏବେ ପ୍ୟାକିଂ ସରିଛି । ଏଆରଡିସିର ୧୦ ଜଣିଆ ଟିମ୍ ଗତ ୧୨ ଦିନ ଧରି ଖୋଲିବା କାମରେ ନିୟୋଜିତ ହୋଇଥିଲେ । ରାତିରେ ଦୁଇଟି ଲରିରେ ଡାକୋଟା ବିମାନର ସବୁ ଅଂଶ ଲୋଡ କରାଯିବା ପରେ ଆସନ୍ତାକାଲି ସନ୍ଧ୍ୟାରେ କୋଲକାତାର…
ଆଜିଠୁ ହକି ମହାକୁମ୍ଭ
ରାଜ୍ୟରେ ହକି ବିଶ୍ୱକପ୍ ଫିଭର । କାଲି କ୍ରିକେଟ୍ର ଗଡ଼ କଟକ ବାରବାଟୀରେ ବିଶ୍ୱକପ୍ ହକିର ଉଦ୍ଘାଟନୀ ସମାରୋହ । ପୁରୁଷ ହକି ବିଶ୍ୱକପ୍ ଉଦ୍ଘାଟନୀ ପାଇଁ ମୈଦାନ ପ୍ରସ୍ତୁତ । ଉଲ୍ଲାସ, ଉତ୍ସାହ ଏବଂ ଉତ୍ସବର ମହାପର୍ବରେ ଦୁଲୁକିବ ମଞ୍ଚ । ଉତ୍ସବର ମାହୋଲ ଭିତରେ କମ୍ପିବ ବାରବାଟୀ ।…
ସଂଘାଇରେ ଜନସଂଖ୍ୟାର ୭୦ ପ୍ରତିଶତ କରୋନା ସଂକ୍ରମିତ
ନୂଆଦିଲ୍ଲୀ: ଚୀନରେ କରୋନା ଭୂତାଣୁର ତାଣ୍ଡବ ଜାରି ରହିଛି । ଲୋକଙ୍କୁ ହସ୍ପିଟାଲରେ ସ୍ଥାନ ମିଳୁ ନଥିବା ଭିଡିଓ ସାମନାକୁ ଆସୁଛି । ଶ୍ମଶାନ ଗୁଡିକରେ ମୃତ ଶରୀରର ଲମ୍ୱା ଲାଇନ ଲାଗି ରହିଛି । ଦେଶରେ ଜରୁରୀ ଔଷଧ ଗୁଡିକର ଭୟଙ୍କର ସଂକଟ ରହିଛି । ଏହାରି ଭିତରେ ସଂଘାଇର ଏକ ବଡ଼ ହସ୍ପିଟାଲର ଜଣେ…
ଝଲସିବ ମା’ ମଙ୍ଗଳାଙ୍କ ପୀଠ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଫାଇଭ-ଟି ଭି.କେ ପାଣ୍ଡିଆନ୍ ପୁରୀ କୋଣାର୍କ ଓ କାକଟପୁର ଗସ୍ତରେ ଯାଇ ବିଭିନ୍ନ ବିକାଶ କାମ ବୁଲି ଦେଖିବା ସହ ମା’ ମଙ୍ଗଳାଙ୍କ ପୀଠର ଉନ୍ନତିକରଣ ସମ୍ପର୍କରେ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ…
ଆଇପିଏଲ୍ ୨୦୨୩ ପାଇଁ ଆଜି ହେବ ଖେଳାଳିମାନଙ୍କର ମିନି ଅକ୍ସନ
କିଏ କେଉଁ ଦଳକୁ ଯିବ? କେଉଁ ଆଇପିଏଲ୍ ଟିମ କେଉଁ ପ୍ଲେୟାରକୁ କିଣିବ ? ତାହା ଆଜି ପକ୍କା ହେଇଯିବ । ଆଇପିଏଲ୍ ୨୦୨୩ ପାଇଁ ଆଜି ହେବ ଖେଳାଳିମାନଙ୍କର ମିନି ଅକ୍ସନ । କୋଚିରେ ହେବାକୁ ଥିବା ଏ ଖେଳାଳି ନିଲାମରେ ଭାଗ୍ୟ ପରୀକ୍ଷା କରିବେ ୪୦୫ ଜଣ ବିଦେଶୀ ଓ ଭାରତୀୟ ଖେଳାଳି । ତେବେ ବର୍ତମାନ…
ବାରବାଟୀରେ ହେବ ବିଶ୍ୱକପ ହକିର ମେଗା ଉଦଘାଟନ ଉତ୍ସବ
ବାରବାଟୀରେ ହେବ ବିଶ୍ବକପ ହକିର ମେଗା ଉଦଘାଟନ ଉତ୍ସବ । ଏଥିପାଇଁ ଷ୍ଟାଡିୟମ ବୁଲି ପ୍ରସ୍ତୁତି ସମୀକ୍ଷା କରିଛନ୍ତି ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ । କ୍ରୀଡା ସଚିବ, ବିଧାୟକ ସୌଭିକ ବିଶ୍ବାଳ, ଦେବୀ ରଂଜନ ତ୍ରିପାଠୀ, ମେୟର ସୁବାସ ସିଂ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, କଟକ…