Sign in
Sign in
Recover your password.
A password will be e-mailed to you.
Browsing Category
ମନୋରଞ୍ଜନ
ନେଟଫ୍ଲିକ୍ସରେ ଛୋଟେ ନବାବଙ୍କ ଡେବ୍ୟୁ
ମୁମ୍ବାଇ, : ଅନେକ ଷ୍ଟାର ୨୦୨୫ ମସିହାରେ ସେମାନଙ୍କର ଡେବ୍ୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି । ଗୋଟିଏ ପଟେ ଆମିର ଖାନଙ୍କ ପୁଅ ଜୁନୈଦ ଖାନ ଡେବ୍ୟୁ କରିଛନ୍ତି । ଏହା ସହିତ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର ମଧ୍ୟ ଡେବ୍ୟୁ କରିଛନ୍ତି । ଏବେ ଛୋଟ ନବାବଙ୍କ ପାଳିୟ ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ…
ଅଙ୍କିତା ଲୋଖଣ୍ଡେ ବିରୋଧରେ ମାନହାନି ମାମଲା ରୁଜୁ
ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ବିରୋଧରେ ମାନହାନି ମାମଲା ରୁଜୁ । ସୋସିଆଲ ମିଡି଼ଆରେ ଅପମାନଜନକ ପୋଷ୍ଟ କାରଣରୁ ଅନ୍ଧେରୀ ମାଜିଷ୍ଟ୍ରେଟ କୋର୍ଟରେ ଅଙ୍କିତାଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଛନ୍ତି ଅଭିନେତ୍ରୀ ରୋଜାଲିନ ଖାନ ୟଯାହାକୁ ନେଇ ସୋସିଆଲ ମିଡି଼ଆରେ ଝଡ଼ ସୃଷ୍ଟି କରିଛି ।…
‘ଘରେ ମୋତେ ଲେଡିଜ୍ ହଷ୍ଟେଲ ଭଳି ଅନୁଭବ ହୁଏ’
ନୂଆଦିଲ୍ଲୀ, : ସାଉଥ ସୁପରଷ୍ଟାର ରାମ ଚରଣ ଏବଂ ତାଙ୍କ ପତ୍ନୀ ଉପସାନାଙ୍କ ଝିଅ ୨୦୨୩ରେ ଏ ଦୁନିଆକୁ ଆସିଥିଲେ । ବିବାହର ପ୍ରାୟ ୧୧ବର୍ଷ ପରେ ଦୁହେଁ ମାତାପିତା ହୋଇଥିଲେ । ଏତେ ବର୍ଷ ପରେ ମାତାପିତା ହେବାର ସୌଭାଗ୍ୟ ମିଳିଥିବାରୁ ଖୁବ ଖୁସି ହୋଇଥିଲେ ରାମଙ୍କ ପରିବାର । ହେଲେ ଏବେ ରାମଙ୍କ…
ରଣବୀର-ନିକ୍କିଙ୍କୁ ଅନଫଲୋ କଲେ: ବ୍ରେକଅପ୍ ନେଇ ଚର୍ଚ୍ଚା
ମୁମ୍ବାଇ, : ୟୁଟ୍ୟୁବର ରଣବୀର ଆଲ୍ଲାବାଦିଆ ତାଙ୍କ ପ୍ରେମିକା ନିକ୍କି ଶର୍ମାଙ୍କୁ ସୋସିଆଲ ମିଡିଆରେ ଅନଫଲୋ କରିଛନ୍ତି । ଏହା ପରେ ସେମାନଙ୍କ ବ୍ରେକଅପ୍ ସମ୍ପର୍କରେ ଖବର ସୋସିଆଲ ମିଡିଆରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏବେ, ନିକ୍କି ଶର୍ମା ଏକ ହୃଦୟବିଦାରକ ଇନଷ୍ଟାଗ୍ରାମ କାହାଣୀ…
ଦୁନିଆର ସବୁଠୁ ଭୟାନକ ଫିଲ୍ମ, ବକ୍ସ ଅଫିସରେ ଭାଙ୍ଗିଥିଲା ସବୁ ରେକର୍ଡ
ନୂଆଦିଲ୍ଲୀ,: ହରର୍ ଫିଲ୍ମ ଦେଖିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ । ଏହି ଫିଲ୍ମଗୁଡିକ ଅତ୍ୟନ୍ତ ଭୟାନକ ହୋଇଥାଏ । ଯାହାକୁ ଏକୁଟିଆ ବସି ଦେଖିବାକୁ ଭୟ ଲାଗେ । ତେବେ ଦୁନିଆର ସବୁଠାରୁ ଭୟାନକ ଫିଲ୍ମ ୧୯୭୩ରେ ରିଲିଜ୍ କରିଥିଲା । ଏହାର ନାମ ଥିଲା ‘ଦି ଏକ୍ସୋର୍ସିଷ୍ଟ\' । ଏହି ଫିଲ୍ମ…
ଜନ୍ମଦିନରେ ଅଭିଷେକଙ୍କୁ ବଡ଼ ସରପ୍ରାଇଜ୍ ଦେଲେ ଐଶ୍ୱର୍ଯ୍ୟା
ମୁମ୍ବାଇ,: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ନିକଟରେ ୪୯ତମ ଜନ୍ମଦିନ ପାଳନ କରିଛନ୍ତି । ଅଭିନେତାଙ୍କ ଜନ୍ମଦିନରେ ପ୍ରଶଂସକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କିନ୍ତୁ ସବୁଠୁ ନିଆରା ଥିଲା ସ୍ତ୍ରୀ ଐଶ୍ୱର୍ଯ୍ୟାଙ୍କ ସରପ୍ରାଇଜ । ଅଭିଷେକଙ୍କ…
ଉତ୍ସର୍ଗୀକୃତ ମନୋଭାବ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ୪୬ କର୍ମଚାରୀ ସମ୍ମାନିତ
ଭୁବନେଶ୍ୱର, ପୂର୍ବ ତଟ ରେଳପଥ ବୁଧବାର ଭୁବନେଶ୍ୱରର ରେଳ ଅଡିଟୋରିୟମ ଠାରେ ବିଶିଷ୍ଟ ରେଳ ସେବା ୨୦୨୩ ପୁରସ୍କାର ସମାରୋହ ପାଳନ କରିଛି। ଏହି ଅବସରରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ସମସ୍ତ ରେଳବାଇ କର୍ମଚାରୀଙ୍କୁ ସେମାନଙ୍କର ଉତ୍ସର୍ଗୀକୃତ ସେବା ମନୋଭାବକୁ ପ୍ରଶଂସା କରିବା…
କେନ୍ଦ୍ରାପଡାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା
କେନ୍ଦ୍ରାପଡ଼ା, ଦକ୍ଷତା ବିକାଶ ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା କେନ୍ଦ୍ରାପଡା ସ୍ୱୟଂଶାସିତ ମହବିଦ୍ୟାଳୟ ଖେଳପଡିଆରେ ଅନୁଷ୍ଠିତ ହୋଇଯାଇଛି। ଏହି ନିଯୁକ୍ତି ମେଳାକୁ ଆନୁଷ୍ଠାନିକ ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ…
ଶ୍ରୀମନ୍ଦିର ପ୍ରବେଶକୁ ନେଇ ଚାଲିଥିବା ବିବାଦ ଉପରେ ସ୍ପଷ୍ଟୀକରଣ ରଖିଲେ ବ୍ଲଗର୍ କାମିୟା ଜାନୀ
ୟୁଟ୍ୟୁବର କାମିଆ ଜାନିଙ୍କ ଜଗନ୍ନାଥ ମନ୍ଦିରରେ ପ୍ରବେଶକୁ ନେଇ ବିବାଦ ପ୍ରସଙ୍ଗ । ବିବାଦ ଜୋର ଧରିବା ପରେ ସୋସିଆଲ ମିଡିଆରେ ସ୍ପଷ୍ଟୀକରଣ ରଖିଲେ ୟୁଟ୍ୟୁବର କାମିଆ ଜାନି । ଖାଦ୍ୟ, ଯାତ୍ରା ଏବଂ ସାଂସ୍କୃତିକ ବିଷୟକୁ ନେଇ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରନ୍ତି କାମିଆ । କହିଲେ- ପୁରୀ ଯାଇ…
ବିପକ୍ଷ ସୀମିତ ଓଭର ସିରିଜରୁ ତେମ୍ବା ବଭୂମା ଆଉଟ |
ନୂଆଦିଲ୍ଲୀ : ଭାରତ ବିପକ୍ଷ ଦନିକିଆ ଓ ଟି-୨୦ ସିରିଜରୁ ଦକ୍ଷିଣ ଆଫ୍ରିକାର ନିୟମିତ ଅଧିନାୟକ ତେମ୍ବା ବଭୂମା ଆଉଟ । ତାଙ୍କୁ ସୀମିତ ଓଭର ସିରିଜରେ ବିଶ୍ରାମ ଦିଆଯାଇଥିବା କଥା କୁହାଯାଉଛି । କିନ୍ତୁ ବାସ୍ତବରେ ବିଶ୍ୱକପରେ ବଭୂମା ନୈରାଶ୍ୟଜନକ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଟି-୨୦ ଓ…