Browsing Category

ମୁଖ୍ୟ ଖବର

ଇଣ୍ଡିଆ ମେଣ୍ଟକୁ ବଡ଼ ଝଟ୍‌କା ପଶ୍ଚିମବଙ୍ଗରେ ଏକାକୀ ଲଢ଼ିବ ଟିଏମ୍‌ସି

ନୂଆଦିଲ୍ଲୀ,ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟକୁ ଶକ୍ତ ଝଟକା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକାକୀ ଲୋକସଭା ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଏକା ନିର୍ବାଚନ ଲଢିବ। ମମତାଙ୍କ ଏହି ଘୋଷଣା ସହିତ ଇଣ୍ଡିଆ ମେଣ୍ଟର…

ଯାତ୍ରା ପାର୍ଟି ଟ୍ରକ୍‌ ଓଲଟି ଗଲା ୬ ଜୀବନ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୃତକଙ୍କ ଆତ୍ମୀୟଙ୍କୁ ୩ ଲକ୍ଷ ଲେଖାଏଁ…

ବାରିପଦା/ଭୁବନେଶ୍ୱର, ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଭାରସାମ୍ୟ ହରାଇ ଏକ ଯାତ୍ରା ପାର୍ଟି ଟ୍ରକ୍‌ ଓଲଟି ପଡିବାରୁ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ହୋଇଛନ୍ତି। ଦୁର୍ଘଟଣାର ଶିକାର ହୋଇଥିବା ଗାଡ଼ିଟି ଧଉଳି ଗଣନାଟ୍ୟର। ଲାଇଟ୍‌ ଓ ବକ୍ସ ଆଦି ସରଞ୍ଜାମ ଭର୍ତ୍ତି…

୬ ଜିଲ୍ଲାର ୨୮୬ ରୂାନ୍ତରିତ ସ୍କୁଲ ଲୋକାର୍ପିତ ଆଗାମୀ ଦିନରେ ପିଲା ହେବେ ସଶକ୍ତ ଓଡ଼ିଶାର ସୂତ୍ରଧର

ଭୁବନେଶ୍ୱର, ୫ଟି ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଚତୁର୍ଥ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଖୋର୍ଦ୍ଧା, ସୁବର୍ଣ୍ଣୁର, ପୁରୀ, ନୟାଗଡ଼, ବୌଦ୍ଧ ଓ ନବରଙ୍ଗପୁର ଆଦି ୬ଟି ଜିଲ୍ଲାର ୨୮୬ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଏଥିରେ ଖୋର୍ଦ୍ଧା…

ଶିମିଳିପାଳରେ ହେବ କଳାବାଘ ସଫାରୀ

ଭୁବନେଶ୍ୱର,ଶିମିଳିପାଳ ଅଭୟାରଣ୍ୟରେ ହେବ କଳାବାଘ ସଫାରୀ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମାଜିକ ଗଣମାଧ୍ୟମ "ଏକ୍ସ' ଜରିଆରେ ସୂଚନା ଦେଇଛନ୍ତି। ଖୁବ୍‌ଶୀଘ ପର୍ଯ୍ୟଟକମାନେ ସଫାରୀ ଭିତରେ ବିରଳ କଳାବାଘ ଦେଖିବାର ସୁଯୋଗ ପାଇବେ। ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ଏହି ପ୍ରକଳ୍ପ…

ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ୍‌ ଲୋକାର୍ପିତ ଓଡ଼ିଆ ଜାତି ପାଇଁ ଗୌରବମୟ ସମୟ : ମୁଖ୍ୟମନ୍ତ୍ରୀ

ପୁରୀ,ଓଡ଼ିଆ ଜାତି ପାଇଁ ବର୍ତ୍ତମାନ ଏକ ଗୌରବମୟ ସମୟ। ସତ୍ୟବାଦୀ ଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ୍‌ ଲୋକାର୍ପିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପୋରକ୍ତ ମତ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନିକଟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ…

ବିଜେଡି ନେତ୍ରୀଙ୍କ ସାଙ୍ଗଠନିକ ବୈଠକ

ଖୋର୍ଦ୍ଧା, ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳର ସଂଗଠନକୁ ତୃଣମୂଳ ସ୍ତରରୁ ମଜଭୁତ କରିବା ପାଇଁ ପ୍ରତି ପଞ୍ଚାୟତ ଭଳି ବଙ୍ଗିଦା ଗ୍ରାମପଞ୍ଚାୟତର ପ୍ରତେକ ୱାର୍ଡରୁ ଶତାଧିକ ବରିଷ୍ଠ, ଯୁବ, ଛାତ୍ରଙ୍କୁ ନେଇ ଏକ ବନ୍ଧୁମିଳନ ଓ ସାଙ୍ଗଠନିକ ବୈଠକ ଭାରତ ନିର୍ମାଣ ରାଜୀବ ଗାନ୍ଧୀ…

ଦୁଇ ବସ୍‌ ମୁହାଁମୁହଁ ଧକ୍କା

ଭୁବନେଶ୍ୱର, ରାଜଧାନୀର ବାଣୀବିହାର ଓଭରବ୍ରିଜ ଉପରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଘରୋଇ ବସ୍‌ ଓଏସଆରଟିସି ବସକୁ ଧକ୍କା ଦେଇଥିବା ଜଣାଯାଇଛି। ଦୁର୍ଘଟଣାରେ ଦୁଇ ବସର ଡ୍ରାଇଭର ସମେତ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ…

ବାଣୀବିହାର ଷ୍ଟେସନ ନିକଟରେ ଯୁବକଙ୍କ ମୃତଦେହ ଠାବ

ଭୁବନେଶ୍ୱର, ରାଜଧାନୀର ବାଣୀବିହାର ରେଳ ଷ୍ଟେସନ ନିକଟରେ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି। ମୃତକ ହେଲେ ଦୀପକ ଦାସ। ଏହି ଘଟଣାକୁ ନେଇ ତାଙ୍କ ସ୍ତ୍ରୀ ହତ୍ୟା ଅଭିଯୋଗ ଆଣିଛନ୍ତି। ଦୀପକ ଦାସ ପଟିଆ ସ୍ଥିତ ଆରୁଷି ହୋଟେଲରେ ୩ ବର୍ଷ ହେଲା କାମ କରି ଆସୁଥିଲେ। ପହରଦିନ ସକାଳୁ ଦୀପକ ହୋଟେଲ…

କାରକୁ ୫୦ ମିଟର ଘୋଷାଡି ନେଲା ଟ୍ରକ୍‌

ଭୁବନେଶ୍ୱର,ରାଜଧାନୀରେ ପୁଣି ହିଟ୍‌ ଆଣ୍ଡ ରନ୍‌। କାରକୁ ପିଟିଲା ଟ୍ରକ୍‌। ଚଳନ୍ତା କାରକୁ ୫୦ ମିଟର ଘୋଷାଡି ନେଲା ଟ୍ରକ୍‌। ଏହି ଟ୍ରକ୍‌ ଧକ୍କାରେ ତେଲ ଟାଙ୍କି ଫାଟି କାରରେ ଲାଗିଲା ନିଆଁ। ଜଳନ୍ତା କାରରୁ ଚାଳକଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ। ଖବର ଅନୁଯାୟୀ, ସ୍ଥାନୀୟ ବରମୁଣ୍ଡା କାଳୀ…

ମିଜୋରାମରେ ସେନା ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ ମିଜୋରାମରେ ବଡ଼ ଧରଣର ବିମାନ ଦୁର୍ଘଟଣା । ସେନା ବିମାନ ଲେଙ୍ଗପୁୟି ବିମାନବନ୍ଦରରେ କ୍ରାସ୍‌ ହୋଇଛି । ଲ୍ୟାଣ୍ଡିଂ ବେଳେ ମିଆଁମାର ସେନା ଯୁଦ୍ଧ ଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୨ଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ୧୨ଜଣ ସାମାନ୍ୟ ଆହତ ହୋଇଛନ୍ତି । ସମସ୍ତଙ୍କୁ…