Browsing Category

ମୁଖ୍ୟ ଖବର

ବଦଳିଲା ତତଲା ପାଗ : ପହିଲା ପର୍ଯ୍ୟନ୍ତ ବର୍ଷା

ଭୁବନେଶ୍ୱର, : କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ଏବଂ ପବନ ବହିବା ଦ୍ୱାରା ଦିନ ତାପମାତ୍ରା ୪୦ଡିଗ୍ରୀ ତଳକୁ ଖସି ଆସିଛି । ତତଲା ପାଗରେ ପରିବର୍ତ୍ତନ ଆସିଛି । ବିଶେଷ କରି ପଶ୍ଚିମ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ୪୦ଡିଗ୍ରୀ ଉପରେ ରହୁଥିବା ବେଳେ…

ଭକ୍ତମାନଙ୍କ ମନରେ ଦୁଃଖ: ମା’ ବାପ ଘର ଛାଡି ନିଜ ଘରକୁ ଫେରିଲେ

ବ୍ରହ୍ମପୁରର ମାଁ ସାଆନ୍ତାଣୀ ବୁଢୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ଉଦଯାପିତ ହୋଇଛି ‌। ଦୀର୍ଘ ୨୬ ଦିନର ଯାତ୍ରା ପରେ ମଙ୍ଗଳବାର ଭୋରରୁ ମାଙ୍କ ଯାତ୍ରା ଶେଷ ହୋଇଛି । ସୋମବାର ରାତିରେ ମାଁ ବାପଘରୁ ତଥା ଅସ୍ଥାୟୀ ମଣ୍ଡପ)ରୁ ମାଁ ଶାଶୁଘରକୁ ତଥା ମୁଖ୍ୟମନ୍ଦିରକୁ ଫେରିବା ବେଳେ ସହର…

ସାଲେପୁର ଫାର୍ମାସୀ କଲେଜ ର 42ତମ ବାର୍ଷିକ ଉତ୍ସବ

ସାଲେପୁର, : ସାଲେପୁର ଇନଷ୍ଟିଚ୍ୟୁଟ ଅଫ ଫାର୍ମାସୀ ର 42ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି |କଲେଜ ର ଅଧ୍ୟକ୍ଷପ୍ରବୀର କୁମାର ସିନ୍ହା ମହାପାତ୍ର ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ସ୍ୱାମୀ ବିବେକାନନ୍ଦ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ରିହାବିଲିଏସନ ଟ୍ରେନିଂ…

ପ୍ରତିଶୋଧ ନେବ ଭାରତ: ପ୍ରତିରକ୍ଷାମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ, : ଆଉ ନୁହେଁ ବହୁତ ହୋଇଗଲା । ଏବେ ଜବାବ୍ ଦେବାର ସମୟ ଆସିଛି । ଭୟଙ୍କର ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେବ ଭାରତ । ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ପ୍ରାୟ ୪୦ ମିନିଟ୍ ଧରି…

ଆର୍ସେଲର ମିତ୍ତଳ ନିପନ ଷ୍ଟିଲ ଇଣ୍ଡିଆ ଫାଟକ ସମ୍ମୁଖରେ ହଜାର ହଜାର ସଂଖ୍ୟାରେ ଶ୍ରମିକ ମାନଙ୍କ ମୌଳିକ ସୁବିଧା ପାଇଁ…

ପାରାଦୀପ, :-ପୂର୍ବ ଉପକୂଳ ଶ୍ରମିକ ସଂଘ ପକ୍ଷରୁ AM/NS କମ୍ପାନୀ ର ମନ ମାନି ବିରୋଧରେ ବିଭିନ୍ନ ଦାବି ନେଇ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ କାରଖାନା ର ମୁଖ୍ୟ ଫାଟକ ସମ୍ମୁଖରେ ଶ୍ରମିକଙ୍କ ବିକ୍ଷୋଭ ଓ ପ୍ରତିବାଦ ଦିତୀୟ ଦିନରେ ପହଞ୍ଚିଲା। ମୂଖ୍ୟତଃ ଶ୍ରମିକ ଙ୍କ ଦରମା ବୃଦ୍ଧି, ବେଆଇନ…

ଜମ୍ମୁ କାଶ୍ମୀର ରେ ପହଲ ଗ୍ରାମଠାରେ ନିରୀହ ତୀର୍ଥ ଯାତ୍ରୀ ମାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଘ୍ୟାପନ କରି କ୍ୟାଣ୍ଡଲ…

ମୁରିବାହାଲ  : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବିଜୁ ଜନତା ଦଳ ତରଫ ରୁ ସିରୋଲ ଗ୍ରାମପଞ୍ଚାୟତ ସଦରମହକୁମା ଠାରେ ଜାମ୍ମୁ କାଶ୍ମୀରର ପହଲଗ୍ରାମଠାରେ ନିରୀହ ତୀର୍ଥଯାତ୍ରୀ ମାନଙ୍କୁ ନିର୍ମମ ଭାବରେ ହତ୍ୟାକରିଥିବା ଆତଙ୍କବାଦୀ ମାନଙ୍କୁ ଦୃଢ ନିନ୍ଦା କରାଯାଇ, ସହିଦ ତୀର୍ଥଯାତ୍ରୀ ମାନଙ୍କୁ…

ଆତଙ୍କବାଦୀ ବିରୋଧ ଲଢ଼େଇରେ ପୁରା ଦେଶବାସୀ ପ୍ରଧାନମନ୍ତ୍ରୀଙ୍କ ସହ ଅଛନ୍ତି

ଭୁବନେଶ୍ୱର,: ଯଶସ୍ୱୀପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ମନ କି ବାତ କାର୍ଯ୍ୟକ୍ରମର ୧୨୧ ତମ ସଂସ୍କରଣରେ କଶ୍ମୀରର ପହଲଗାମରେ ଆତଙ୍କବାଦୀ ବର୍ବୋରଚିତ ଆକ୍ରମଣ ଘଟଣାକୁ ମନେ ପକାଇ ଦୁଃଖବ୍ୟକ୍ତ କରିଛନ୍ତି । ପୀଡ଼ିତ ଏବଂ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ପୀଡ଼ିତଙ୍କ…

ରାଜ୍ୟରେ ଜଳ ଯୋଗାଣରେ କୌଣସି ଅସୁବିଧା ହେବ ନାହିଁ : ରବି ନାଏକ

ଭୁବନେଶ୍ୱର,: ରାଜ୍ୟରେ ଜଳ ଯୋଗାଣରେ କୌଣସି ଅସୁବିଧା ହେବ ନାହିଁ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସାଢ଼େ ୫ ଶହ କୋଟି ଟଙ୍କା ବିଭିନ୍ନ ଜିଲ୍ଲାପାଳଙ୍କ ଆକାଉଣ୍ଟକୁ ପଠାଯାଇଛି ବୋଲି ମନ୍ତ୍ରୀ ରବି ନାଏକ କହିଛନ୍ତି । ଯେଉଁ ଜାଗାରେ ପାଣି ମିଳୁ ନ ଥିବ । ସେଠାରେ ଟ୍ୟାଙ୍କର ଯୋଗେ ପାଣି…

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଇଡି ହେଲେ ଅନନ୍ତ ଅମ୍ବାନୀ : ମେ ପହିଲାରୁ ଦାୟିତ୍ୱ ସମ୍ଭାଳିବେ

ମୁମ୍ବାଇ,: ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ଗତକାଲି ଅନୁଷ୍ଠିତ କମ୍ପାନୀର ବୋର୍ଡ ବେଠକରେ ଅନନ୍ତଙ୍କୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ପୂର୍ଣ୍ଣକାଳୀନ ସଦସ୍ୟ ତଥା…

ଭାରତୀୟ ନୌସେନା ଜାହାଜ ପରୀକ୍ଷଣ କଲା ପ୍ରତିରୋଧୀ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ,: ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ ଭାରତୀୟ ନୌସେନା ଆରବ ସାଗରରେ ଜାହାଜଗୁଡ଼ିକ ଦୀର୍ଘ ଦୂରଗାମୀ ସଠିକ ଆକ୍ରମଣ ପାଇଁ ପ୍ଲାଟଫର୍ମ, ସିଷ୍ଟମ ଏବଂ କ୍ରୁର ପ୍ରସ୍ତୁତିକୁ ପୁନଃ ପ୍ରମାଣିତ ଏବଂ ପ୍ରଦର୍ଶନ କରିବା ପାଇଁ ଅନେକ ସଫଳ ଜବିରୋଧୀ ତୋପ ଏବଂ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି…