Browsing Category

ମୁଖ୍ୟ ଖବର

ଭାରତରେ ବୃଦ୍ଧି ପାଇବ ସେମିକଣ୍ଡକ୍ଟର ଉତ୍ପାଦନ

ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ (ଆଇଏସଏମ) ଅଧୀନରେ ଆଉ ଚାରୋଟି ସେମିକଣ୍ଡକ୍ଟର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି । ଭାରତରେ ଅନୁକୂଳ ପରିବେଶ କାରଣରୁ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ସଂଖ୍ୟା…

ସମାଜସେବୀ ଙ୍କ ଦେହାନ୍ତ

କଟକ : ପୂର୍ବତନ ରେଳ କର୍ମଚାରୀ ତଥା ସମାଜସେବୀ ସୁରପ୍ରସାଦ ବିଶ୍ୱାଳ ଙ୍କ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ଶନିବାର ଦିନ କଟକ ମହାନଦୀ ବିହାର ବାସ ଭବନ ରେ ହୋଇ ଯାଇଛି l ସେ ଜଣେ ମିଷ୍ଟଭାଷୀ, ପରପୋକାରୀ ବଦାନ୍ଯ ବ୍ୟକ୍ତି ଥିଲେ, ମୃତ୍ଯୁବରଣ ପୂର୍ବ ରୁ ଛପଡା ଗ୍ରାମ ରେ ଏକ ମନ୍ଦିର ନିର୍ମାଣ…

ଆଇପିଏଲ-୨୦୨୬ରେ ଖେଳିବା ନେଇ ଧୋନି ପ୍ରତିକ୍ରିୟା

ନୂଆଦିଲ୍ଲୀ, : ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୨୦୨୦ ମସିହାରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ବି ଆଇପିଏଲ ଖେଳୁଛନ୍ତି । ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)ର ଅଧିନାୟକତ୍ୱ ଛାଡ଼ିବା ପରେ ଏବେ ସେ କ୍ରିକେଟର ଭାବେ ଟିମରେ ଖେଳିବା ଜାରି ରଖିଛନ୍ତି । ୨୦୨୫ରେ ସେ…

ଯୁବକଙ୍କ ପାଖକୁ ଫୋନ କଲେ ବିରାଟ କୋହଲି, ଡିଭିଲିୟସ

ନୂଆଦିଲ୍ଲୀ, : ବିରାଟ କୋହଲି ଏବଂ ଏବି ଡିଭିଲିୟର୍ସଙ୍କ ସହ କଥା ହେବା ପରେ ଛତିଶଗଡ଼ର ମନୀଷ ବିସି ଏବଂ ଖେମରାଜ ବହୁତ ଖୁସି । ପ୍ରକୃତରେ ସେମାନେ ଏକ ସିମ କାର୍ଡ କିଣିଥିଲେ ଏବଂ ସେମାନଙ୍କୁ ସେହି ନମ୍ବର ଦିଆଯାଇଥିଲା ଯାହା ପୂର୍ବରୁ ରଜତ ପାଟିଦାର ବ୍ୟବହାର କରୁଥିଲେ । ଆରସିବି ଅଧିନାୟକ…

ବିଗ୍ ବସ୍ ସିଜନ୍ ୧୯ରେ ନଜର ଆସିବେ ପହଲଗାମ ହମଲାରେ ଶହୀଦଙ୍କ ପତ୍ନୀ

ନୂଆଦିଲ୍ଲୀ,: ଏପ୍ରିଲ ୨୨, ଏ ତାରିଖକୁ କେହି କେବେ ଭୁଲି ପାରିବେ ନାହିଁ । ମିନି ସ୍ୱିଜରଲାଣ୍ଡ କୁହାଯାଉଥିବା ପହଲଗାମର ବୈସରନ ଘାଟିରେ ରକ୍ତର ନଦୀ ବୁହାଇଥିଲେ ଆତଙ୍କୀ । ନୂଆ ଜୀବନ ଆରମ୍ଭ କରି ସ୍ୱାମୀଙ୍କ ସହ ବୁଲିବାକୁ ଯାଇଥିବା ସ୍ତ୍ରୀଙ୍କ ମଥାରୁ ସିନ୍ଦୂର ପୋଛି ଦେଇଥିଲେ ଆତଙ୍କବାଦୀ ।…

ଅନଲାଇନରେ ବିକ୍ରି ହେବନି ମହାପ୍ରସାଦ: ଆଇନ୍‌ମନ୍ତ୍ରୀ

ଭୁବନେଶ୍ୱର, : ଅନଲାଇନରେ ବିକ୍ରି ହେବ ନାହିଁ ମହାପ୍ରସାଦ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, ବିଭିନ୍ନ ସଂସ୍ଥା ଦେଇଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାର । ଭାରତର ଅନ୍ୟ ମନ୍ଦିର ତୁଳନାରେ…

କ୍ରପ୍ ୱେଦର୍ ୱାଚ୍ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, : କୃଷି ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ପ୍ରମୁଖ ଶାସନ ସଚିବ ଡ଼. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ କ୍ରପ୍‌ ୱେଦର୍ ୱାଚ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟରେ ଫସଲର ସ୍ଥିତି, ପାଣିପାଗ, ସାର ଯୋଗାଣ ସ୍ଥିତି ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା । ଭାରତର…

କନକ ବର୍ଦ୍ଧନ ସିଂହଦେଓଙ୍କ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ ସମୀକ୍ଷା

ଭୁବନେଶ୍ୱର, ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଏବଂ ପ୍ରଧାନମନ୍ତ୍ରୀ-କୁସୁମ ଭଳି ଶକ୍ତି ବିଭାଗର ପ୍ରମୁଖ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ସମୀକ୍ଷା କରିଛନ୍ତି । ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଯୋଜନା…

୧୩ରେ ଲଘୁଚାପ, ଆଜିଠୁ ବଡ଼ ବର୍ଷା

ଭୁବନେଶ୍ୱର, : ଆସନ୍ତା ୧୩ ତାରିଖରେ ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ମଙ୍ଗଳବାରଠାରୁ ବର୍ଷା ଆରମ୍ଭ ହୋଇଯିବ । ତିନି ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଦକ୍ଷିଣ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେଲେ ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ, : ରୁଷ ସହ ଯୁଦ୍ଧ ଭିତରେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କି ସୋମବାର ଭାରତର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରି କଥା ହୋଇଛନ୍ତି । ୟୁକ୍ରେନର ବିଭିନ୍ନ ସହର ଓ ଗାଁ ଗୁଡ଼ିକରେ ରୁଷ ଜାରି ରଖିଥିବା ହମଲା ସମ୍ପର୍କରେ ସେ ମୋଦିଙ୍କୁ ଅବଗତ କରାଇଛନ୍ତି । ରବିବାର…