Browsing Category

ମୁଖ୍ୟ ଖବର

ନୀଳଗିରିର ପୋଲିସର ଚଢ଼ାଉ, ଡମ୍ଫର ଜବତ୍ , ୫ ଗିରଫ

ନୀଳଗିରି:  ନୀଳଗିରି ପୋଲିସ ପକ୍ଷରୁ ୪ ପଥର ବୋଝେଇ ଡମ୍ଫର ଜବତ୍ କରିବା ସହିତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁସାରେ ଉକ୍ତ ଡମ୍ଫର ପଥର ବୋଝେଇ କରି ମିତ୍ରପୁର ଅଂଚଳକୁ ଯାଉଥିଲା । ଡମ୍ଫର ଗୁଡିକ ଜବଦ କରି ନୀଳଗିରି ଥାନାକୁ ଅଣାଯାଇଥିଲା । ଏହି ଡମ୍ଫର ଗୁଡିକ ନଂ…

ପାନୀୟ ଜଳ ଯୋଗାଣ ରେ ଅବ୍ୟବସ୍ଥା, ସଙ୍କଟରେ ଗ୍ରାମବାସୀ

ମ ରାମପୁର: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ସାଇଦଳଙ୍ଗା ଗ୍ରାମ ପଞ୍ଚାୟତ ସ୍ଥିତ ଟୁର୍ଚ୍ଚୀ ଗ୍ରାମ ଠାରେ ଦୀର୍ଘ ଦିନ ହେବ ଏକ ଜଳ ଯୋଗାଣ ପ୍ରକଳ୍ପ ଅଚଳ ହୋଇପଡିଛି। ଯା ଫଳରେ ଟୁର୍ଚ୍ଚୀ ଗ୍ରାମ ର ୩ ଟି ୱାର୍ଡ ଓ ସାଇ ଦଲଙ୍ଗା ଗ୍ରାମ ର ୨ ଟି ୱାର୍ଡ ର ପାଖାପାଖି ୫୫୦୦ ରୁ…

ଗଜପତି-ଗଞ୍ଜାମ ଅବକାରୀ ଓ ପୋଲିସଙ୍କ ଚଢାଉ, ୪ହଜାର ଲିଟର ମହୁଲି ପୋଚ ନଷ୍ଟ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଓ ପାରଳାଖେମୁଣ୍ଡି ଅବକାରୀ ବିଭାଗ ଏବଂ ଅଡବା ପୋଲିସ ପକ୍ଷରୁ ବେଆଇନ ଚୋରା ଦେଶୀମଦ ଧରପଗଡ ଆରମ୍ଭ ହୋଇଛି । ଏହି କ୍ରମରେ ଅଡବା ଥାନା ପକ୍ଷରୁ ବିରିକୋଟ ଅଞ୍ଚଳରେ ଆଜି ବେଆଇନ ଦେଶୀମଦ କାରାବାର ଧରାପଡିଛି ।…

କାଶୀନଗର ପୋଲିସ ପକ୍ଷରୁ ୬୦ହଜାର ଟଙ୍କାର ଘୁଟ୍କା ଜବତ

ପାରଳାଖେମୁଣ୍ଡି :ଗଜପତି ଜିଲ୍ଲା କାଶୀନଗର ପୋଲିସ ପକ୍ଷରୁ ବିଭିନ୍ନ ଦୋକାନରେ ଚଢାଉ କରାଯାଇ ୫୦ ଜରିବ୍ୟାଗ୍ ଘୁଟ୍କା ଜବତ କରିଥିବାର ଜଣାପଡିଛି । ଏହି ଘଟଣାରେ ତିରୁପତି ପାତ୍ର ନାମକ ଜଣେ ଦୋକାନୀକୁ ଘଟଣାରେ ସମ୍ପୃକ୍ତ ଥିବାକୁ ନେଇ ଅଭିଯୁକ୍ତ ସାବ୍ୟସ୍ତ ହୋଇଛନ୍ତି । ଏନେଇ କାଶୀନଗର ଥାନାରେ…

ଗାଡ଼କଣରେ ହେବ ବିଦ୍ୟୁତ୍‌ଚାଳିତ ବସ୍‌ ଡିପୋ, ବିଦ୍ୟୁତ୍‌ଚାଳିତ ବସ୍‌ ଚାର୍ଜ ପାଇଁ ଗାଡ଼କଣରେ ବିଦ୍ୟୁତ୍‌…

ଭୁବନେଶ୍ବର: ବିଦ୍ୟୁତ୍‌ଚାଳିତ ବସ୍‌ ଚାର୍ଜ ପାଇଁ ଗାଡ଼କଣରେ ବିଦ୍ୟୁତ୍‌ ସବ୍‌-ଷ୍ଟେସନ୍‌ ଏବଂ ୫୦ ବସ୍‌ ରହଣି ପାଇଁ ଡିପୋ ନିର୍ମାଣ କରାଯିବ। ଏନେଇ କ୍ରୁଟ୍‌ ପକ୍ଷରୁ ଜାଗା ଚିହ୍ନଟ ହୋଇଛି। ସ୍ଥାନ ପରିଦର୍ଶନ ପାଇଁ ଆସନ୍ତା ସପ୍ତାହରେ ହରିୟାଣା ବସ୍‌ ନିର୍ମାଣକାରୀ ସଂସ୍ଥାର ଏକ ବୈଷୟିକ…

ଆଇସିଆଇସିଆଇ ବ୍ୟାଙ୍କର ମଡ୍ଗେଜ୍ ପୋର୍ଟଫୋଲିଓ ୨ ଲକ୍ଷ କୋଟି ଟଙ୍କା ସ୍ତର ଟପିଲା

ଭୁବନେଶ୍ୱର: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଏହାର ମଡଗେଜ ଋଣ ବା ବନ୍ଧକ ଭିତିକ ଋଣ ପୋର୍ଟଫୋଲିଓ ୨ ଟ୍ରିଲିୟନ ଟଙ୍କା (୨ ଲକ୍ଷ କୋଟି ଟଙ୍କା) ମାଇଲଖୁଂଟ ଅତିକ୍ରମ କରିଛି, ଯଦ୍ୱାରା ଦେଶର ପ୍ରଥମ ଘରୋଇ କ୍ଷେତ୍ର ବ୍ୟାଙ୍କ ଭାବେ ଆଇସିଆଇସିଆଇ ବ୍ୟାଙ୍କ ଏହି ସଫଳତା…

ହୋଣ୍ଡା ବାଇକ ଓ ସ୍କୁଟର ପାଇଁ ସ୍ୱତନ୍ତ୍ର ଇଂଜିନ ଅଏଲ ଆଣିବା ଲାଗି ରେପସଲ ଲୁବ୍ରିକ୍ୟାଂଟସ, ହୋଣ୍ଡା ୨ହ୍ୱିଲର୍ସ…

ଗୁରୁଗ୍ରାମ: ହୋଣ୍ଡାର ବାଇକ ଓ ସ୍କୁଟର ପାଇଁ ସ୍ୱତନ୍ତ୍ର ଇଞ୍ଜିନ ଅଏଲ ଉପସ୍ଥାପନ କରିବା ଲାଗି ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ପକ୍ଷରୁ ସ୍ପେନର ସର୍ବବୃହତ ପେଟ୍ରୋଲିୟମ କଂପାନି ରେପସଲ ଲୁବ୍ରିକ୍ୟାଂଟସ୍ ସହ ବୁଝାମଣା କରାଯାଇଛି । ଏହି ସହଯୋଗିତା ମାଧ୍ୟମରେ…

ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ ଧରପଗଡ, ୮ ଚୋରା ଚାଲାଣକାରୀ ଗିରଫ ସହିତ ଗାଡି ଜବତ

ଢେଙ୍କାନାଳ,୧୧.୧୧ : ଢେଙ୍କାନାଳ ଜିଲ୍ଲା ପୋଲିସ ପକ୍ଷରୁ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ବେଳେ ଧରପଗଡ କରାଯାଇ ୮ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗାଡି ଗୁଡିକ ଜବତ କରାଯାଇଛି । ସୂଚନା ଅନୁଯାୟୀ ବାଲିମୀ ଥାନା ପକ୍ଷରୁ ଓଆର ୧୯ ଇ ୨୦୩୫ ନଂ.ବିଶିଷ୍ଟ ଏକ କଳାମୁଗୁନି ପଥର ଟିପ୍ପରକୁ ଜବତ…

ଚୋରା ଚାଲାଣ ବେଳେ ଶାଳଗଣ୍ଡି ଓ ଗାଡି ଜବତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୂର୍ବ ବନାଂଚଳ ପକ୍ଷରୁ ଚଢାଉ ବେଳେ ଚୋରାରେ ଚାଲାଣ ହେଉଥିବା କାଠ, ଗାଡି ଓ ଚାଲଣକାରୀଙ୍କୁ ଜବତ ସହ ଗିରଫ କରାଯାଇଛି ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଅଂଚଳରୁ ରେକୁଟି ବାଟଦେଇ ଦଣ୍ଡାଧରକୁ ଚୋରା…

ବେଦାନ୍ତ ପକ୍ଷରୁ ‘ବେଦାନ୍ତ ସ୍ପାର୍କ’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର : ବେଦାନ୍ତ ଗ୍ରୁପ୍ ପକ୍ଷରୁ ଗ୍ଲୋବାଲ କର୍ପୋରେଟ ଇନୋଭୋନ ଏବଂ ଭେଂଚର କାର୍ଯ୍ୟକ୍ରମ ‘ବେଦାନ୍ତ ସ୍ପାର୍କ’ର ଶୁଭାରମ୍ଭ କରାଯାଇଛି । ଏଥିରେ ବିଶ୍ୱସ୍ତରୀୟ ୧୬ଟି ଉପଲବ୍ଧ ସୁଯୋଗ ପ୍ରସଙ୍ଗ ରହିଛି । ସେହିପରି ୭୫ ଇନୋଭେଶନ ଚ୍ୟାଲେଞ୍ଜକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । ଏଥିରେ…