Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ଅଣ୍ଡରଗ୍ରାଉଣ୍ଡରେ ଦୌଡ଼ିବ ଭୁବନେଶ୍ୱର ମେଟ୍ରୋ ଟ୍ରେନ୍: ପୂର୍ତ୍ତମନ୍ତ୍ରୀ
ଭୁବନେଶ୍ୱର, : ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ନେଇ ନୂଆଁ ଅପଡେଟ୍ ଆସିଛି । ରାଜ୍ୟ ସରକାର ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ୍ ବ୍ରିଜ୍ ଉପର ବଦଳରେ ମାଟି ଭିତର ଦେଇ ଚଳାଚଳ କରିବାକୁ ଯୋଜନା କରୁଛନ୍ତି । ଏଥିପାଇଁ ପ୍ରାୟତଃ ପ୍ରସ୍ତୁତି ସଂପର୍କିତ ଆଲୋଚନା ମଧ୍ୟ ହୋଇସାରିଛି ।…
ବିଧାନସଭା ପରିସରରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧ ଦିବସ ପାଳିତ
ଭୁବନେଶ୍ୱର, : ଉତ୍କଳମାତାର ସୁଯୋଗ୍ୟ ସନ୍ତାନ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଥିଲେ ଏକାଧାରରେ ଆଦର୍ଶ ସୁଶାସକ, ପ୍ରଜାବତ୍ସଳ ଓ ଦୂରଦ୍ରଷ୍ଟା ରାଜା, ବିଚକ୍ଷଣ ରାଜନୀତିଜ୍ଞ, ଦେଶଭକ୍ତ, ଶିକ୍ଷାନୁରାଗୀ ଏବଂ ସାହିତ୍ୟାନୁରାଗୀ । ଓଡ଼ିଆଭାଷୀ ଅଞ୍ଚଳର ଏକତ୍ରୀକରଣ ଓ…
ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ଦେବ ୨.୬୯ ଲକ୍ଷ କୋଟ
ନୂଆଦିଲ୍ଲୀ,: ୨୦୨୪- ୨୫ ଆର୍ଥିକବର୍ଷ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ୨.୬୯ ଲକ୍ଷ କୋଟିର ଲାଭାଂଶ ବାବଦ ପାଣ୍ଠି ପ୍ରଦାନ କରିବ । ଏହା ସର୍ବକାଳୀନ ରେକର୍ଡ ଏବଂ ପୂର୍ବବର୍ଷ ତୁଳନାରେ ୨୮ ପ୍ରତିଶତ ଅଧିକ । ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ନିର୍ଦ୍ଦେଶକ ବୋର୍ଡର ୬୧୬ତମ…
ଆହୁରି ୭ ଦିନ ଜାରି ରହିପାରେ ବର୍ଷା, ମେ\’ ୨୭ରେ ଲଘୁଚାପ କ୍ଷେତ୍ର ସମ୍ଭାବନା’
ଭୁବନେଶ୍ୱର, : ଦେଶର ଅନେକ ରାଜ୍ୟରେ ବର୍ଷା ଜାରି ରହିଛି । ଏଥିରୁ ଓଡ଼ିଶା ମଧ୍ୟ ବାଦ୍ ପଡ଼ିନାହିଁ । ରାଜ୍ୟରେ ବିଗତ କିଛି ଦିନ ହେଲା କାଳବେଶାଖୀ ସହିତ ବର୍ଷା ଜାରି ରହିଛି । ଗ୍ରୀଷ୍ମଦିନରେ ନିଦାଘ ଖରା ନାହିଁ । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ଆଗାମୀ ୭ ଦିନ ପର୍ଯ୍ୟନ୍ତ…
କେବେ ଆରମ୍ଭ ହେବ ବାଂଲାଦେଶୀ ଅନୁପ୍ରବେଶକାରୀ ମାନଙ୍କ ଚିହ୍ନଟ ପକ୍ରିୟା
ପାରାଦୀପ , :-କେବେ ଆରମ୍ଭ ହେବ ବାଂଲାଦେଶୀ ଅନୁପ୍ରବେଶକାରୀ ମାନଙ୍କ ଚିହ୍ନଟ ପକ୍ରୀୟା। ରେଡ୍ ଜୋନ ରେ ସମୁଦ୍ର ଉପକୂଳର୍ବୀ ଅଞ୍ଚଳ ।ଆକ୍ସନ୍ ମୁଡ୍ ରେ ରାଜ୍ୟ ସରକାର ଙ୍କ ସ୍ପେଶଲ୍ ଟ୍ରାନ୍ ଫୋର୍ସ ।ଭୋଟର ତାଲିକା ଶହ ରାସନ୍ କାର୍ଡ ରେ ଅନ୍ତର୍ଭୁକ୍ତ ଶହ ଶହ ବାଂଲାଦେଶୀ ଅନୁପ୍ରବେଶକାରୀ ।ଭାରତ…
ବିକ୍ଷିପ୍ତା ସାହିତ୍ୟ ଅନୁଷ୍ଠାନର ଆବାହନି ସଙ୍ଗୀତ ଲୋକାର୍ପଣ ଓ ସାହିତ୍ୟ ସଭା ଅନୁଷ୍ଟିତ
ବୁଗୁଡ଼ା : ବିକ୍ଷିପ୍ତା ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଆବାହନୀ ସଂଗୀତ ଲୋକାର୍ପଣ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠାନ ର ସାଧାରଣ ସମ୍ପାଦକ ଡ.ଶ୍ୟାମା ପ୍ରସାଦ ମିଶ୍ର ତତ୍ୱାବଧାନରେ ଏବଂ ଶ୍ରୀ ସୁପ୍ରଜିତ ସାହୁଙ୍କ ଉଦଘୋଷଣାରେ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ସ୍ଥିତ ଶଶୀ ଭୂଷଣ ରଥ ସରକାରୀ…
ପ୍ଲଟ ବିକ୍ରି ନାଁରେ ୩୫ ଲକ୍ଷ ଟଙ୍କା ଠକେଇ
ବ୍ରହ୍ମପୁର,: ପ୍ଲଟ ବିକ୍ରି ନାଁରେ ବ୍ରହ୍ମପୁରର ଏକାଧିକ ଲୋକଙ୍କ ଠାରୁ ୩୫ ଲକ୍ଷ ଟଙ୍କା ଠକେଇ କରିଥିବା ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ନିର୍ବାହୀ ଯନ୍ତ୍ରୀ ପି. ଶ୍ୟାମବାବୁ ପାତ୍ର(୫୮)ଙ୍କୁ ଟାଉନ ଥାନା ପୁଲିସ ଗିରଫ କରିଛି ା ପ୍ରକାଶଥାଉକି, ଭୁବନେଶ୍ବର ଖଣ୍ଡଗିରିରେ ରହୁଥିବା ନୟାଗଡ…
କୋଟିଏ ଟଙ୍କା ହେର ଫେରାର ଓ ଆତ୍ମ ସାତ ମାମଲା ପିଇ ଓ କୋର୍ଟ ଚାଲାଣ
ଗୋଳନ୍ଥରା//: ଗଞ୍ଜାମ ଜିଲା କନିଷିହାଟ ସ୍ଥିତ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କେଲୁଆପୁଲୀ ପଞ୍ଚାୟତର ପିଇଓ କୋଟିଏ 37 ଲକ୍ଷ୍ୟ ଊର୍ଦ୍ଧ୍ବ ଟଙ୍କା ହେରଫେର କରିଥିବା ଘଟଣା ରେ ରବିବାର ସନ୍ଧ୍ୟାରେ ଗୋଳନ୍ଥରା ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ ଗଙ୍ଗାପୁର…
କଂଗ୍ରେସ ନେତା ଙ୍କୁ ସ୍ୱାଗତ ପାଠ,ଧର୍ମଗଡ଼
ଧର୍ମଗଡ଼ : ଓଡିଶା ରାଜ୍ୟ କଂଗ୍ରେସ ପ୍ରଦେଶ କମିଟି ସଭାପତି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ ଓ କଂଗ୍ରେସ ଦଳ ପକ୍ଷରୁ ଓଡିଶା ପ୍ରଭାରୀ ଦାୟିତ୍ୱ ରେ ଥିବା ଅଜୟ କୁମାର ଲଲ୍କୁ ଶନିବାର କୋରାପୁଟ ଗସ୍ତ କାର୍ଯ୍ୟକ୍ରମ ରେ ଯାଉଥିବା ବେଳେ କୋକସରା ବ୍ଲକ କଂଗ୍ରେସ କମିଟି ପକ୍ଷରୁ…
ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବ୍ରହ୍ମପୁର ଠାରେ ସାମ୍ବାଦିକ ସମ୍ମିଳନୀ
ବ୍ରହ୍ମପୁର, : ଖଣି ମାଫିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶକୁ ନେଇ ବ୍ରହ୍ମପୁର ଷ୍ଟେସନ ରୋଡ଼ ସ୍ଥିତ ସର୍କିଟ ହାଉସ୍ ଠାରେ ଓଡ଼ିଶା ସରକାରଙ୍କ ମାନ୍ୟବର ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସାମ୍ବାଦିକ…