Browsing Category

ରାଜନୀତି

ଜାମୁକୋଳି ଗୋଶାଳା ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଗାଈଗୋରୁଙ୍କ ଉତ୍ତମ ଯତ୍ନ ନେବାପାଇଁ ପରାମଶ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଟଣୀର ଜାମୁକୋଳି ଅଞ୍ଚଳରେ ଥିବା ଭୁବନେଶ୍ୱର ମହାନଗର ନିଗମ ଅଧୀନସ୍ଥ ଗୋଶାଳା ପରିଦର୍ଶନ କରି ଗୋରୁମାନଙ୍କ ରକ୍ଷଣା ବେକ୍ଷଣ ଓ ସେମାନଙ୍କ ପାଇଁ ଥିବା ବ୍ୟବସ୍ଥା ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିଛନ୍ତି । ଗାଈ ମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ…

ଜାମୁକୋଳି ଗୋଶାଳା ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଗାଈଗୋରୁଙ୍କ ଉତ୍ତମ ଯତ୍ନ ନେବାପାଇଁ ପରାମଶ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଟଣୀର ଜାମୁକୋଳି ଅଞ୍ଚଳରେ ଥିବା ଭୁବନେଶ୍ୱର ମହାନଗର ନିଗମ ଅଧୀନସ୍ଥ ଗୋଶାଳା ପରିଦର୍ଶନ କରି ଗୋରୁମାନଙ୍କ ରକ୍ଷଣା ବେକ୍ଷଣ ଓ ସେମାନଙ୍କ ପାଇଁ ଥିବା ବ୍ୟବସ୍ଥା ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିଛନ୍ତି । ଗାଈ ମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ…

ଓବିସି କମିଶନ ଆଇନରେ ସଂଶୋଧନ, ଏସଇବିସିରେ ଯୋଡ଼ିହେଲା ଆଉ ୨୨ଜାତି/ସଂପ୍ରଦାୟ

ଭୁବନେଶ୍ୱର,୨୧ା୧(ଡିକେ ନୁ୍ୟଜ): କେନ୍ଦ୍ର ସରକାରଙ୍କ ଓବିସି (ଅନ୍ୟାନ୍ୟ ପଛୁଆବର୍ଗ) ତାଲିକାରେ ଓଡ଼ିଶାର ଯେଉଁସବୁ ଜାତିଗୁଡ଼ିକ ସାମିଲ ଅଛି, ସେସମସ୍ତ ଜାତିକୁ ରାଜ୍ୟ ସରକାରଙ୍କ ଏସଇବିସି (ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ) ତାଲିକାରେ ସାମିଲ କରିବା ନିମନ୍ତେ ଓଡ଼ିଶା ପଛୁଆବର୍ଗ କମିଶନ ଆଇନରେ…

ଓବିସି କମିଶନ ଆଇନରେ ସଂଶୋଧନ, ଏସଇବିସିରେ ଯୋଡ଼ିହେଲା ଆଉ ୨୨ଜାତି/ସଂପ୍ରଦାୟ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଓବିସି (ଅନ୍ୟାନ୍ୟ ପଛୁଆବର୍ଗ) ତାଲିକାରେ ଓଡ଼ିଶାର ଯେଉଁସବୁ ଜାତିଗୁଡ଼ିକ ସାମିଲ ଅଛି, ସେସମସ୍ତ ଜାତିକୁ ରାଜ୍ୟ ସରକାରଙ୍କ ଏସଇବିସି (ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ) ତାଲିକାରେ ସାମିଲ କରିବା ନିମନ୍ତେ ଓଡ଼ିଶା ପଛୁଆବର୍ଗ କମିଶନ ଆଇନରେ ସଂଶୋଧନକୁ ରାଜ୍ୟ…

ସାମ୍ବାଦିକଙ୍କୁ କଲେଜ ଅଧ୍ୟକ୍ଷାଙ୍କ ଦୁର୍ବ୍ୟବହାର, ଫାଣ୍ଡିରେ ଅଭିଯୋଗ

କଟକ ଜିଲ୍ଲା ମାହାଙ୍ଗା ଥାନା କୁମୁଡାଜୟପୁର ଫାଣ୍ଡି ଅଧୀନ ତ୍ରିନାଥପୁର ମୀରାଦେବୀ ସଂସ୍କୃତ ମହାବିଦ୍ୟାଳୟ ର ପ୍ରତିଷ୍ଠାତା ମୀରାଦେବୀଙ୍କ ପ୍ରତିମୂର୍ତ୍ତି ମହାବିଦ୍ୟାଳୟ ର ଫାଟକ  କାନ୍ଥ କୁ ଲାଗି ସ୍ଥାପନା କରଯାଇଥିଲା। ଗତ ଶନିବାର ରାତିରେ କେହି ଦୁର୍ବୃତ ଏହିଁ ପ୍ରତିମୂର୍ତ୍ତି ର ମୁଣ୍ଡ…

ଯାଜପୁର ବ୍ୟାସନଗର ଠାରେ ୨ ଦିନିଆଁ ଆନ୍ତର୍ଜାତୀୟ ହସ୍ତଶିଳ୍ପ ଓ ଚାରୁକଳା ସମିତି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିଡିଓ…

ଆଜି ପୂର୍ବାହ୍ନରେ ଯାଜପୁର ଜିଲା ବ୍ୟାସନଗର ଉପକଣ୍ଠ ଯଜାତି ଅଗଣା ପରିସରରେ ୨ ଦିନିଆଁ ଆନ୍ତର୍ଜାତୀୟ ହସ୍ତଶିଳ୍ପ ଓ ଚାରୁକଳା ସମିତି ଆରମ୍ଭ ହୋଇଛି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫ୍ରେନ୍ସଙ୍ଗି ଦ୍ୱାରା ଉଦଘାଟନ କରି ଯାଜପୁର ଜିଲାର କଳା, ଐତିହ୍ୟ ଓ ସଂସ୍କୃତି ଦେଶକୁ ଓ…

ଆକସ୍ମିକ ସଡ଼କ ଦୁର୍ଘଟଣା, ଦୁଇ ଆହତ

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଖଲିଆଭଟା ଛକ ନିକଟରେ ଆକସ୍ମିକ ସଡ଼କ ଦୁର୍ଘଟଣା ଘଟିଯାଇଛି l ଉଭୟ ଙ୍କ ମଧ୍ୟରେ ଦୁହେଁ ଦୁହି ଙ୍କ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଛନ୍ତି l ସୂଚନାନୁଯାଇ ଜଣେ ନିକଟସ୍ଥ ଖଲିଆଭଟା ଗ୍ରାମ ର ବସୁ ସିଂ ହୋଇଥିବାବେଳେ  ଆର ଜଣ ବିଜମାରା ଗ୍ରାମ…

ବଲାଙ୍ଗିର ଜିଲ୍ଲାରେ ଗାଈ ମାନଙ୍କ ଠାରେ ଲାମ୍ପି ରୋଗ, ବିପଦରେ ଗୋବଂଶ : ସ୍ଥିତି ଉପରେ ନଜର ରଖିଛନ୍ତି ଚିକିତ୍ସକ ଦଳ

ବଲାଙ୍ଗିର, ୨୧ ଜାନୁଆରୀ - ବଲାଙ୍ଗିର ଜିଲ୍ଲାରେ ଏବେ ଭୁତାଣୁଜନିତ ସଂକ୍ରମିତ ଚର୍ମ ରୋଗ ଲାମ୍ପି ଚାରିଆଡ଼େ ଆତଙ୍କ ଖେଳାଇଦେଇଛି । ଏହି ରୋଗରେ ଆକ୍ରାନ୍ତ ହୋଇ ଗାଈ ଗୋରୁ ମାନେ ମୃତ୍ୟୁ ମୁଖରେ ପଡିଛନ୍ତି । ବଲାଙ୍ଗିର ଜିଲ୍ଲାରେ ଗାଈ ମାନଙ୍କ ଠାରେ ଲାମ୍ପି ରୋଗ ବ୍ୟାପିଛି । ଏହି ରୋଗରେ…

ଦୁଇ ବର୍ଷ ପରେ ମାଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ

ଯାଜପୁର, ୨୧ ଜାନୁଆରୀ - ଆଜି ତ୍ରିବେଣୀ ଅମାବାସ୍ୟା । ଏହି ପବିତ୍ର ତିଥିରେ ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ସ୍ଵନକ୍ଷତ୍ର ଦିବସ ପରମ୍ପରା ଅନୁସାରେ ପାଳିତ ହେଉଛି । ଜିଲ୍ଲା ପ୍ରଶାସନର କୋଭିଡ଼୍ କଟକଣା ପାଇଁ ଦୁଇ ବର୍ଷ ହେଲା ମାଙ୍କ ଜନ୍ମୋତ୍ସବରେ ଦର୍ଶନ କରିପାରିନଥିଲେ…

“ସାଲାର’ର ସେଟ୍ରୁ ଲିକ୍ ହେଲା ପ୍ରଭାସଙ୍କ ଲୁକ୍

ମୁମ୍ବାଇ : ସାଉଥର ପପୁଲାର ଷ୍ଟାର ପ୍ରଭାସ । ଅ ।ଗକୁ ଅ ।ସୁଛି ତାଙ୍କର ଅପକମିଂ ବିଗବଜେଟ ଫିଲ୍ମ । କେଜିଏଫ ପରେ ବର୍ତ୍ତମାନ ବକ୍ସ ଅଫିସରେ ଧମାଲ କରିବ ସାଲାର । ନିଦେ୍ର୍ଦଶକ ପ୍ରଶାନ୍ତ ନୀଲଙ୍କର ନିଦେ୍ର୍ଦଶିତ ନୂଅ । ଫିଲ୍ମ । ଫିଲ୍ମର ସୁଟିଂ ଦ୍ରୁତ ଗତିରେ ଚାଲିଛି । ଏହି ଚଳଚ୍ଚିତ୍ରଟି…