Browsing Category

ରାଜନୀତି

ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ପାଇଁ ଆଗଭର ହେଉନି କେନ୍ଦ୍ର: ବିଜେଡି

ନୂଆଦିଲ୍ଲୀ/ଭୁବନେଶ୍ୱର, 16 ଡିସେମ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ବେଂଚ ପ୍ରତିଷ୍ଠା ପାଇଁ ଭିତିଭୂମି ତଥା ଆର୍ଥିକ ସମ୍ବଳ ସମେତ ସମସ୍ତ ପ୍ରକାର ସହାୟତା ଯୋଗାଇବା ପାଇଁ କେନ୍ଦ୍ରକୁ ପୂର୍ଣ୍ଣ ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ କେନ୍ଦ୍ର ଏଥିପାଇଁ ଆଗ୍ରହ…

ପେଡ଼ି ଭିତରେ ନାଗ ଚୁପ୍‌

ଅର୍ଚ୍ଚନା ନାଗଙ୍କୁ ଗିରଫ କରିଛି ପ୍ରର୍ବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡ଼ି । ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଂ ମାମଲାରେ ଗିରଫ କରାଯାଇଛି । ୭ ଦିନିଆ ରିମାଣ୍ଡ ସରିବା ପରେ ଆଜି ଅର୍ଚ୍ଚନାଙ୍କୁ ଭୁବନେଶ୍ୱର ଏସ୍‌ଡ଼ିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା । ପୂର୍ବରୁ ତାଙ୍କୁ ଗିରଫ କରିଥିଲା…

ପୁଣି ଆଉ ଏକ ଶ୍ରଦ୍ଧା ହତ୍ୟାକାଣ୍ଡ ବାପାଙ୍କୁ ୩୨ ଖଣ୍ଡ କଲା ପୁଅ

କର୍ଣ୍ଣାଟକରେ ଦିଲ୍ଲୀର ଶ୍ରଦ୍ଧା ହତ୍ୟାକାଣ୍ଡ ପରି ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ଉକ୍ତ କେସ୍‌ରେ ପ୍ରେମିକ ପ୍ରେମିକାକୁ ମାରି ଶବକୁ ଖଣ୍ଡ ଖଣ୍ଡ କରିଥିବା ବେଳେ ସଦ୍ୟତମ ଘଟଣାରେ ବାପାକୁ ହତ୍ୟା କରି ଶବକୁ ୩୨ ଖଣ୍ଡ କରିଛି ପୁଅ । ଏହି ଘଟଣା କର୍ଣ୍ଣାଟକର ବାଲାକୋଟ୍‌ରେ ଘଟିଛି ।…

“ପୁଷ୍ପା’ ଫିଲ୍ମ ନିର୍ମାତାଙ୍କ ଘରେ ଆଇଟି ରେଡ୍‌

ଆଇନ ଜାଲରେ ଫସିଛନ୍ତି ଗତବର୍ଷର ସୁପରଡୁପର ହିଟ୍‌ ଫିଲ୍ମ ପୁଷ୍ପାର ନିର୍ମାତା । ଏହି ଫିଲ୍ମର ତେଲୁଗୁ ପ୍ରଡକ୍ସନ କମ୍ପାନୀ ମୈତ୍ରୀ ମୁଭି ମେକର୍ସ ଆୟକର ବିଭାଗ ଜାଲରେ ଫସିଛି । ପ୍ରଡକ୍ସନ କମ୍ପାନୀରେ ବିଦେଶୀ ଫଣ୍ଡିଂ ବ୍ୟବହାର ହୋଇଥିବା ନେଇ ସନ୍ଦେହ କରିଛନ୍ତି ଆଇଟି ଅଧିକାରୀ । ଏହି କାରଣରୁ…

ସୀମା ବିବାଦକୁ ନେଇ ଆଲୋଚନା କରିବେ କେନ୍ଦ୍ର ଗୃହ ମନ୍ତ୍ରୀ

ନୂଆଦିଲ୍ଲୀ, 14 ଡିସେମ୍ବର  - ମହାରାଷ୍ଟ୍ର ଓ କର୍ଣାଟକ ସୀମା ବିବାଦ ମଧ୍ୟରେ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ, କର୍ଣାଟକର ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇଙ୍କ ସହ ଆଲୋଚନା କରିବେ ।

ସିଭିଲ କୋର୍ଟ ପଛପଟେ ଯୁବକକୁ ମରଣାନ୍ତକ ଆକ୍ରମଣ : ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତରିତ

ବଲାଙ୍ଗିର, ୧୨ ଡିସେମ୍ବର - ବଲାଙ୍ଗିର ସହର ଭିତରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧି ମାନଙ୍କ ସଂଖ୍ୟା । କଥା କଥାରେ ବୁଲୁଛି ଖଣ୍ଡା ତଲୱାର । ଗତକାଲି ଅପରାହ୍ନ ୫ ଟାରେ ଜଣେ ଯୁବକକୁ ଟେକି ନେଇ ମରଣାନ୍ତକ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ପାଟଣାଗଡ ଥାନା ଘସିଏନ ଗାଁର ଅଶୋକ ଖୁଟଲା…

ମୁଁ ହେଲି ମାଟିର ଝିଅ …ମତ୍ୟୁ ପର୍ଯ୍ୟନ୍ତ ଆପଣଙ୍କ ସୁଖ ଦୁଃଖର ସାଥି ହୋଇ ରହିବି

ମୁଁ ହେଲି ମାଟିର ଝିଅ । ମୃତ୍ୟୁ ପର୍ଯ୍ୟନ୍ତ ଆପଣଙ୍କ ସୁଖଦୁଃଖର ସାଥୀ ହୋଇରହିବି । ପଦ୍ମପୁରରେ ଲୋକଙ୍କୁ ଏଭଳି ପ୍ରତିଶ୍ରୁତି ଦେଇ ଜୋରଦାର ପ୍ରଚାର କରୁଛନ୍ତି ବିଜେଡି ପ୍ରାର୍ôଥନୀ ବର୍ଷା ସିଂ ବରିହା । ନିର୍ବାଚନ ମଣ୍ଡଳୀ ସାରା ତାଙ୍କୁ ମିଳୁଛି ବିପୁଳ ସମର୍ଥନ ଓ ସ୍ୱାଗତ । ଆଜି ସେ…

୪୪ ଦାଦନ ଶ୍ରମିକ ଉଦ୍ଧାର

ବଲାଙ୍ଗିର, ୨୫ ନଭେମ୍ବର :- ଏକ ଘରୋଇ ବସ୍ ଯୋଗେ ହାଇଦ୍ରାବାଦ ଚାଲାଣ ବେଳେ ୪୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ବଲାଙ୍ଗିର ଟାଉନ୍ ଥାନା ପୋଲିସ । ଉଦ୍ଧାର ଦାଦନ ଶ୍ରମିକଙ୍କ ମଧ୍ୟରେ ୧୪ ଜଣ ନାବାଳକ ରହିଛନ୍ତି । ଉଦ୍ଧାର ଶ୍ରମିକ ମାନେ ବେଲପଡ଼ା ରେଙ୍ଗାଳୀ ଗ୍ରାମର ବୋଲି ଜଣାପଡିଛି ।…

ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ପାଳନ ହେବ ‘ଓଡ଼ିଶା ଦିବସ’

ନୂଆଦିଲ୍ଲୀରେ ଚାଲିଥିବା ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଗୁରୁବାର ଦିନ ଓଡ଼ିଶା ଦିବସ ପାଳନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରର କାର୍ଯ୍ୟକ୍ରମକୁ ଏଥିରେ ପ୍ରଦର୍ଶିତ କରାଯିବ । ବିଶେଷକରି ମହିଳା ସଶକ୍ତିକରଣ ଉପରେ ଏହା ପର୍ଯ୍ୟବେଷିତ ହେବ । ଏହି ଓଡ଼ିଶା ଦିବସକୁ ସଫଳ…

ମାଲକାନଗିରିରେ ୨୫ କୋଟି ଟଙ୍କାର ୬ଟି ପ୍ରକଳ୍ପ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରି ଜିଲ୍ଲା ପାଇଁ ୬ଟି ଗୁରୁତ୍ବପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହିସବୁ ପ୍ରକଳ୍ପଗୁଡିକ ଜିଲ୍ଲାର ସାମାଜିକ ଓ ଆର୍ଥିକ…