Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନୀଳକଣ୍ଠନଗର ସରସ୍ବତୀ ବିଦ୍ୟାମନ୍ଦିର କ୍ରମାଗତ 33 ବର୍ଷ ସତ ପ୍ରତିଶତ ସଫଳତା A1 ଗ୍ରେଟ 77 ଛାତ୍ରଛାତ୍ରୀ
ବ୍ରହ୍ମପୁର: ମାଧ୍ୟମିକ ଶିକ୍ଷା ବୋର୍ଡ ପରିଚାଳିତ ଦଶମ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ ନୀଳକଣ୍ଠନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀ ରାଜ୍ୟସ୍ତରରେ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି । କ୍ରମାଗତ 33 ବର୍ଷ ଧରି ଶତ ପ୍ରତିଶତ କୃତକାର୍ଯ୍ୟ ହେଉଥିବା ଏହି ବିଦ୍ୟାଳୟର…
ବିଧାୟକ ଙ୍କ ନାଁ ନେଇ ଖସିଯିବାକୁ ଉଦ୍ୟମ କରୁଛନ୍ତି ଅମର, ସାମ୍ବାଦିକ ସମ୍ମିଳନୀରେ କହିଲେ ଅର୍ଚ୍ଚନା
ଯାଜପୁର - ବରୀ ବିଧାୟକ ବିଶ୍ୱରଂଜନ ମଲ୍ଲିକ ଙ୍କ ନାମରେ ବରୀ ଥାନାରେ ଅଭିଯୋଗ ଆଣିଲେ ବ୍ଲକ ର କନିଷ୍ଟ ରାଜସ୍ୱ ସହାୟକ ଅମର ନାୟକ , ଅଭିଯୋଗ ଅନୁଯାୟୀ ବରୀ ବିଧାୟକ ତାଙ୍କୁ ଅଧ୍ୟକ୍ଷ ଙ୍କ କକ୍ଷରେ ଚଳିତ ମାସ ୨୮ ତାରିଖରେ ମାଡ଼ ମାରିବା ସହ ତାଙ୍କ ଜାତି ବାବଦରେ ଇଙ୍ଗିତ କରିଥିଲେ , ଯାହାକୁ…
ମାଟ୍ରିକ ପରୀକ୍ଷା ରେ ଚମକିଲେ ରିଷି ବିଶି, କୋକସରା ହାଇସ୍କୁଲ ପାଇଁ ଆଣିଲେ ଗୌରବ।
ଧର୍ମଗଡ଼ : ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷା ରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ର ଜବାହର ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ରିଷି ବିଶି କୋକସରା ବ୍ଲକ ରେ ମାଟ୍ରିକ ପରୀକ୍ଷାରେ ସର୍ବଶେଷ୍ଠ ନମ୍ବର ରଖି ବ୍ଲକ ରେ ଟପ୍ପର ହୋଇଛନ୍ତି। ସେ ହାଇସ୍କୁଲ ମାଟ୍ରିକ ବୋର୍ଡ ପରୀକ୍ଷାରେ ୬୦୦…
ପାରାଦ୍ଵୀପ ରାଜରାସ୍ତାରେ ଗଡ଼ିଲା ମୁଣ୍ଡ , ସ୍କୁଟି ଉପରେ ଚଢ଼ିଗଲା ଆଇରନ ଟ୍ରକ
ପାରାଦ୍ଵୀପ :-ପାରାଦୀପ ଇଫକୋ ଛକ ନିକଟରେ ଦୁର୍ଘଟଣା,ସ୍କୁଟି ଚାଳକ ପଛପଟୁ ଚଢିଗଲା ଆଇରନ୍ ବୋଝେଇ ଟ୍ରକ, ଘଟଣାସ୍ଥଳରେ ସ୍କୁଟି ଆରୋହି ମୃତ, ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ଧରି ନିସ୍ତୁକ ମାଡ ମାରିଲେ ସ୍ଥାନୀୟ ଲୋକ। ଘଟଣା ଥ୍ଥଳରେ ଉତେଜନା। ସୂଚନା ମୁତାବକ ଆଜି ଦିନ ୧୦ଟା ସମୟରେ କିଶୋର…
ନିଶା କବଳରେ ଯୁବ ପୀଢ଼ି, ଆକ୍ସନ ମୁଡ୍ ରେ ପାରାଦ୍ଵୀପ ପୋଲିସ୍
ପାରାଦ୍ଵୀପ :- ଆକ୍ସନ ମୁଡ୍ ରେ ପାରାଦ୍ଵୀପ ଅଭୟଚାନ୍ଦ ପୁର ଥାନା ପୋଲିସ । ପାରାଦୀପ ଆଇଓସିଏଲ୍ ରୋଡ୍ ନିକଟସ୍ଥ ଡାଳିମ୍ବପୁର ରୋଡରେ ଚଢାଉ କରି ୩ଜଣ ବ୍ରାଉନସୁଗାର ବେପାରୀଙ୍କୁ ଧରିବା ସହ ତାଙ୍କ ନିକଟରୁ ୧୫.୫୮ ଗ୍ରାମର ବ୍ରାଉନ ସୁଗାର ଓ ଗୋଟିଏ ମୋଟର ସାଇକେଲ ସହ ୩ମୋବାଇଲ ଜବତ କରିଛି…
ବେଆଇନ ଭବେ କେନ୍ଦୁପତ୍ର ଚୋରା ଚାଲାଣ ବେଳେ ଗାଡି ଅଟକ, ବିଧାୟକ ଙ୍କ ହସ୍ତକ୍ଷେପ ପରେ ଜଙ୍ଗଲ ବିଭାଗ କୁ ହସ୍ତାନ୍ତର
ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତୋମୁଣ୍ଡା ପିପଲଝାପର ଠାରୁ କେନ୍ଦୁପତ୍ର ଚୋରା ଚାଲାଣ ହେଉଥିବା ଏକ ୧୧୦୯ ଗାଡି ଶୁକ୍ରବାର ସନ୍ଧ୍ୟାରେ କେନ୍ଦୁପତ୍ର କର୍ମଚାରୀ ମାନେ ଧରି ଅଟକ ରଖିଥିଲେ। ପ୍ରାପ୍ତ ସୂଚନା ଅନୁସାରେ ବିଜୁ ଏକ୍ସପ୍ରେସ ୱେ ବଡକେନ୍ଦୁଗୁଡା ବଜାର ପଡିଆ ନିକଟରେ…
ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶିତ
ଭୁବନେଶ୍ୱର, : ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ସମଗ୍ର ଓଡ଼ିଶାରେ ପାସ୍ ହାର ୯୪.୯୩% ରହିଥିବା ବେଳେ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ (କିସ୍)ର ଫଳାଫଳ ଶତ ପ୍ରତିଶତ ହୋଇଛି । କିସ୍ ଆରମ୍ଭରୁ ଲଗାତାର…
ଓୟୁଏଟିରେ ନିର୍ମାଣଧୀନ କାର୍ଯ୍ୟର ଉଚ୍ଚସ୍ତରୀୟ ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, : କୃଷି ଭବନ ସମ୍ମିଳନୀ କକ୍ଷରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ଚାଲିଥିବା ନିର୍ମାଣ କାର୍ଯ୍ୟର ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଆଇନ ଓ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ…
ସୁଲେଖକ ସ୍ତମ୍ଭକାର ମୋହନ ଚରଣ ବିଷି ଙ୍କୁ ପ୍ରଗତିବାଦୀ ଜନ୍ମ ଦିବସ ଅବସରରେ ସମ୍ବର୍ଦ୍ଧିତ
ଧର୍ମଗଡ଼ : ମଇ ପହିଲାରେ ପ୍ରଗତିବାଦୀର ଜନ୍ମ ଦିବସ ପାଳିତ ହୋଇଯାଇଛି। ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ବଳଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ପ୍ରତିଷ୍ଠା ଦିବସ ଅବସରରେ ପ୍ରଗତିବାଦୀର ନିୟମିତ ଲେଖକ ମାନଙ୍କୁ ସମ୍ବର୍ଦ୍ଧିତ କରିଥାଏ। ପ୍ରଗତିବାଦୀର ଜଣେ ନିୟମିତ ଲେଖକ ଭାବରେ କଳାହାଣ୍ଡି ଜିଲ୍ଲା…
ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା
ପାରାଦ୍ଵୀପ , :- କୁଜଙ୍ଗ ମଙ୍ଗରାଜ ପୁର ଗ୍ରାମରେ ବିଭତ୍ସ ହତ୍ୟା, ଘରୁ ଡାକିନେଇ ଗାଁ ପଡିଆରେ ମାରଣାସ୍ତ୍ର ରେ ବିଭତ୍ସ ହତ୍ୟା। ସୂଚନାନୁଯାୟୀ କୁଜଙ୍ଗ ଥାନା ମଙ୍ଗରାଜ ପୁର ଗ୍ରାମର ରମାକାନ୍ତ ବେହେରା ଜଣେ ଦିନ ମଜୁରିଆ ସେ ରୋଷେଇ କରି ପରିବାର ପ୍ରତିପୋଷଣ କରନ୍ତି। ଗତକାଲି ସଂନ୍ଧ୍ଯା ରେ…