Browsing Category

ରାଜ୍ୟ

ଭକ୍ତମାନଙ୍କ ମନରେ ଦୁଃଖ: ମା’ ବାପ ଘର ଛାଡି ନିଜ ଘରକୁ ଫେରିଲେ

ବ୍ରହ୍ମପୁରର ମାଁ ସାଆନ୍ତାଣୀ ବୁଢୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ଉଦଯାପିତ ହୋଇଛି ‌। ଦୀର୍ଘ ୨୬ ଦିନର ଯାତ୍ରା ପରେ ମଙ୍ଗଳବାର ଭୋରରୁ ମାଙ୍କ ଯାତ୍ରା ଶେଷ ହୋଇଛି । ସୋମବାର ରାତିରେ ମାଁ ବାପଘରୁ ତଥା ଅସ୍ଥାୟୀ ମଣ୍ଡପ)ରୁ ମାଁ ଶାଶୁଘରକୁ ତଥା ମୁଖ୍ୟମନ୍ଦିରକୁ ଫେରିବା ବେଳେ ସହର…

ସାଲେପୁର ଫାର୍ମାସୀ କଲେଜ ର 42ତମ ବାର୍ଷିକ ଉତ୍ସବ

ସାଲେପୁର, : ସାଲେପୁର ଇନଷ୍ଟିଚ୍ୟୁଟ ଅଫ ଫାର୍ମାସୀ ର 42ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି |କଲେଜ ର ଅଧ୍ୟକ୍ଷପ୍ରବୀର କୁମାର ସିନ୍ହା ମହାପାତ୍ର ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ସ୍ୱାମୀ ବିବେକାନନ୍ଦ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ରିହାବିଲିଏସନ ଟ୍ରେନିଂ…

ଆର୍ସେଲର ମିତ୍ତଳ ନିପନ ଷ୍ଟିଲ ଇଣ୍ଡିଆ ଫାଟକ ସମ୍ମୁଖରେ ହଜାର ହଜାର ସଂଖ୍ୟାରେ ଶ୍ରମିକ ମାନଙ୍କ ମୌଳିକ ସୁବିଧା ପାଇଁ…

ପାରାଦୀପ, :-ପୂର୍ବ ଉପକୂଳ ଶ୍ରମିକ ସଂଘ ପକ୍ଷରୁ AM/NS କମ୍ପାନୀ ର ମନ ମାନି ବିରୋଧରେ ବିଭିନ୍ନ ଦାବି ନେଇ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ କାରଖାନା ର ମୁଖ୍ୟ ଫାଟକ ସମ୍ମୁଖରେ ଶ୍ରମିକଙ୍କ ବିକ୍ଷୋଭ ଓ ପ୍ରତିବାଦ ଦିତୀୟ ଦିନରେ ପହଞ୍ଚିଲା। ମୂଖ୍ୟତଃ ଶ୍ରମିକ ଙ୍କ ଦରମା ବୃଦ୍ଧି, ବେଆଇନ…

ଜମ୍ମୁ କାଶ୍ମୀର ରେ ପହଲ ଗ୍ରାମଠାରେ ନିରୀହ ତୀର୍ଥ ଯାତ୍ରୀ ମାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଘ୍ୟାପନ କରି କ୍ୟାଣ୍ଡଲ…

ମୁରିବାହାଲ  : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବିଜୁ ଜନତା ଦଳ ତରଫ ରୁ ସିରୋଲ ଗ୍ରାମପଞ୍ଚାୟତ ସଦରମହକୁମା ଠାରେ ଜାମ୍ମୁ କାଶ୍ମୀରର ପହଲଗ୍ରାମଠାରେ ନିରୀହ ତୀର୍ଥଯାତ୍ରୀ ମାନଙ୍କୁ ନିର୍ମମ ଭାବରେ ହତ୍ୟାକରିଥିବା ଆତଙ୍କବାଦୀ ମାନଙ୍କୁ ଦୃଢ ନିନ୍ଦା କରାଯାଇ, ସହିଦ ତୀର୍ଥଯାତ୍ରୀ ମାନଙ୍କୁ…

ଆତଙ୍କବାଦୀ ବିରୋଧ ଲଢ଼େଇରେ ପୁରା ଦେଶବାସୀ ପ୍ରଧାନମନ୍ତ୍ରୀଙ୍କ ସହ ଅଛନ୍ତି

ଭୁବନେଶ୍ୱର,: ଯଶସ୍ୱୀପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ମନ କି ବାତ କାର୍ଯ୍ୟକ୍ରମର ୧୨୧ ତମ ସଂସ୍କରଣରେ କଶ୍ମୀରର ପହଲଗାମରେ ଆତଙ୍କବାଦୀ ବର୍ବୋରଚିତ ଆକ୍ରମଣ ଘଟଣାକୁ ମନେ ପକାଇ ଦୁଃଖବ୍ୟକ୍ତ କରିଛନ୍ତି । ପୀଡ଼ିତ ଏବଂ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ପୀଡ଼ିତଙ୍କ…

ରାଜ୍ୟରେ ଜଳ ଯୋଗାଣରେ କୌଣସି ଅସୁବିଧା ହେବ ନାହିଁ : ରବି ନାଏକ

ଭୁବନେଶ୍ୱର,: ରାଜ୍ୟରେ ଜଳ ଯୋଗାଣରେ କୌଣସି ଅସୁବିଧା ହେବ ନାହିଁ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସାଢ଼େ ୫ ଶହ କୋଟି ଟଙ୍କା ବିଭିନ୍ନ ଜିଲ୍ଲାପାଳଙ୍କ ଆକାଉଣ୍ଟକୁ ପଠାଯାଇଛି ବୋଲି ମନ୍ତ୍ରୀ ରବି ନାଏକ କହିଛନ୍ତି । ଯେଉଁ ଜାଗାରେ ପାଣି ମିଳୁ ନ ଥିବ । ସେଠାରେ ଟ୍ୟାଙ୍କର ଯୋଗେ ପାଣି…

ଅସ୍ଥାୟୀ ମଣ୍ଡପରେ ମା\’ ବୁଢୀ ଠାକୁରାଣୀଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର, : ବିଶ୍ୱ ପ୍ରସିଦ୍ଧ ବ୍ରହ୍ମପୁର ମା’ବୁଢ଼ୀ ଠାକୁରାଣୀ ଦ୍ୱିବାର୍ଷିକ ଯାତ୍ରା ଚଳିତ ମାସ ୩ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ସୋମବାର ଶେଷ ହେବ । ଏହି ବିଶ୍ୱ ପ୍ରସିଦ୍ଧ ମା’ବୁଢୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ନିମନ୍ତେ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲା, ଆଖପାଖ…

ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ ଫାଟକ ସମ୍ମୁଖରେ ଦୁଇ ଘଣ୍ଟା ଧରି ଶ୍ରମିକ ମାନଙ୍କ ବିକ୍ଷୋଭ ପ୍ରଦର୍ଶନ

ପାରାଦ୍ଵୀପ,:- ପୂର୍ବ ଉପକୂଳ ଶ୍ରମିକ ସଂଘ ପକ୍ଷରୁ ପାରାଦୀପ ସ୍ଥିତ ଆର୍ସେଲର୍ ମିତ୍ତଲ ନିପ୍ପନ ଷ୍ଟିଲ୍ ( ଏଏମ୍ଏନ୍ଏସ୍) କମ୍ପାନୀ ଫାଟକ ସମ୍ମୁଖରେ ଦୁଇ ଘଣ୍ଟିଆ ବିକ୍ଷବ ଓ ପ୍ରତିବାଦ ସଭା। ଶ୍ରମିକ ନେତା ପ୍ରକାଶ ତ୍ରିପାଠୀ ଙ୍କ ନେତୃତ୍ୱରେ ଶତାଧିକ ଶ୍ରମିକ କମ୍ପାନୀ ବିରୋଧ ରେ ବିଭିନ୍ନ…

ଶୈଳବାଳା ରେ ଗବେଷଣାତ୍ମକ ସମ୍ମିଳନୀ

କଟକ  : ଶୈଳବାଳା ମହିଳା ସ୍ଵୟଂଶାସିତ ମହାବିଦ୍ୟାଳୟରେ ଏକ ଗବେଷଣାତ୍ମକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ଡଃ ବନ୍ଦନା ପାଠକ, ଡଃ ସ୍ଵପ୍ନ ଶଙ୍କର ନାୟକ ଏହାକୁ ଉଦଘାଟନ କରିଥିଲା ବେଳେ ଡଃ ପ୍ରୀତି ପ୍ରଜ୍ଞା ରାୟ ଓ ଡଃ କବିରାଜ ବେହେରା ବିଚାରକ ଭାବେ ଯୋଗ ଦେଇଥିଲେ। ଏହି…

କିଟରେ ଫେସନ୍‍ ଶୋ’ କୀର୍ତ୍ତି କଳ୍ପନା ଅନୁଷ୍ଠିତ

ଭୁବନେଶ୍ୱର, : କିଟ୍‍ ବିଶ୍ୱବିଦ୍ୟାଳୟର ଫେସନ୍‍ ଟେକ୍ନୋଲୋଜି ସ୍କୁଲ୍‍ ପକ୍ଷରୁ ଫେସନ୍‍ ଶୋ’ କୀର୍ତ୍ତି କଳ୍ପନାର ୧୩ତମ ସଂସ୍କରଣ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ଫେସନ୍‍ ଶୋ’କୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଦ୍‍ଘାଟନ କରିଥିବା ବେଳେ କିଟ୍‍ ବିଶ୍ୱବିଦ୍ୟାଳୟ…