Browsing Category

ରାଜ୍ୟ

ଧନୁଆ ନଦୀରେ ଆସୁଥିବା ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ପ୍ରସ୍ତୁତ ହେଲା ରୋଡ଼ ମ୍ୟାପ

ଭୁବନେଶ୍ୱର, : ଶୁକ୍ରବାର ଲୋକସେବା ଭବନର କାର୍ଯ୍ୟାଳୟରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ଧନୁଆ ନଦୀର ବନ୍ୟା ପରିସ୍ଥିତିର ସ୍ଥାୟୀ ପ୍ରତିକାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଶ୍ରୀମତୀ ପରିଡା ଧନୁଆ ନଦୀରେ ପ୍ରତିବର୍ଷ ଆସୁଥିବା ବନ୍ୟା…

ଦୁଗ୍ଧ ଚାଷୀଙ୍କ ପାଇଁ ଜୀବନ ବୀମା କରିଲା ଓମଫେଡ୍‌

ଭୁବନେଶ୍ୱର,: ଓମଫେଡର ୧୧୪ ତମ ପରିଚାଳନା ନିର୍ଦେଶକ ମଣ୍ଡଳୀ ବୈଠକ ଆଜି ଭୁବନେଶ୍ୱର ସହିଦ ନଗରସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଓମଫେଡ୍‌ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓମ୍ଫେଡର ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ…

ଡିସେମ୍ବର ୯ରେ ବାରବାଟୀରେ ଭାରତ-ଦ.ଆଫ୍ରିକା ଟି-ଟ୍ୱେଣ୍ଟ

ଭୁବନେଶ୍ୱର/କଟକ, : ପୁଣି ୧୦ ମାସ ପରେ କଟକ ବାରବାଟୀ ଷ୍ଟାଡିୟମକୁ ଫେରିବ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ । ଏଥର ଦିନିକିଆ ନୁହେଁ, ଦର୍ଶକ ଦେଖିବେ ଟି-ଟ୍ୱେଣ୍ଟି । ଭାରତ ଓ ଦକ୍ଷିଣ ଆଫ୍ରିକା ହେବେ ମୁହାଁମୁହିଁ । ଡିସେମ୍ବର ୯ ତାରିଖରେ ଖେଳାଯିବ ଏହି ମ୍ୟାଚ୍ । ବିସିସିଆଇ ତା'ର ଘରୋଇ…

ମାଓବାଦୀଙ୍କୁ ହିଂସା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ

ସମ୍ବଲପୁର, : ଦିନିକିଆ ସମ୍ବଲପୁର ଗସ୍ତରେ ପୋଲିସ ଡିଜି ୱାଇବି ଖୁରାନିଆ । ସକାଳେ ପ୍ରଥମେ ମାଁ ସମଲେଶ୍ୱରୀଙ୍କ ଦର୍ଶନ କରିଥିଲେ । ପରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ଏସପି ମୁକେଶ ଭାମୁଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଉତ୍ତରାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଆରକ୍ଷୀ…

ପାରାଦୀପ ସହର ମୁଖ୍ୟ ଜଳ ନିଷ୍କାସନ ପଥ ଏନଆରଏଲ୍ ଦ୍ୱାରା ଅବରୋଧ

ପାରାଦୀପ,: ପାରାଦୀପ ବନ୍ଦର ସହରର ଏକମାତ୍ର ବର୍ଜ୍ୟ ଜଳ ନିଷ୍କାସନ ମୁଖ୍ୟ ପଥ ହେଉଛି ମଧୁବନର କପିଳ ଜୋର । ଏହି ଜୋରଟି ବଡ଼ପଡ଼ିଆ ଠାରୁ ଆରମ୍ଭ ହୋଇ ମଧୁବନ ଅଫିସର୍ସ କ୍ଲବ ଓ ଜଗନ୍ନାଥ ମନ୍ଦିର ପାଶ୍ୱର୍ରେ ଯାଇ ସମୁଦ୍ରରେ ମିଶିଛି । ତେବେ ବର୍ଜ୍ୟ ପାଣି ସୁନିଷ୍କାସନ ପାଇଁ ତତ୍କାଳୀନ ବନ୍ଦର…

ବେଦାନ୍ତର ଭାଇଜାଗ୍ ଜେନେରାଲ୍ କାର୍ଗୋ ବର୍ଥ ବିଶାଖାପାଟଣା ବନ୍ଦରରେ ଭାରତର ସବୁଠାରୁ ବଡ଼ ବକ୍ସାଇଟ୍ ପୂର୍ଣ୍ଣ ଜାହାଜ

ଭୁବନେଶ୍ୱର,: ବିଶାଖାପାଟଣାରେ ଅବସ୍ଥିତ ବନ୍ଦର ଟର୍ମିନାଲ ଏବଂ ବେଦାନ୍ତ ଆଲୁମିନିୟମର ଏକ ୟୁନିଟ୍ ଭାଇଜାଗ୍ ଜେନେରାଲ୍‌ କାର୍ଗୋ ବର୍ଥ ପ୍ରାଇଭେଟ୍ ଲିମିଟେଡ୍‌ (ଭିଜିସିବି) ଭାରତରେ ପହଞ୍ଚିଥିବା ସବୁଠାରୁ ବଡ଼ ବକ୍ସାଇଟ୍ ଜାହାଜ ମଧ୍ୟରୁ ଗୋଟିଏ, ଏମଭି କ୍ୟାପଟେନ୍ ଲିଓନିଡାସ୍‌ କୁ ସଫଳତାର ସହ…

ଗତ ଆର୍ôଥକ ବର୍ଷରେ ୭,୧୩୪ କୋଚ୍ ତିଆରି କରିଛି ଭାରତୀୟ ରେଳବାଇ

ଭୁବନେଶ୍ୱର,: ଭାରତୀୟ ରେଳବାଇ ୨୦୨୪-୨୫ ଆର୍ôଥକ ବର୍ଷରେ ୭,୧୩୪ଟି କୋଚ୍ନି ର୍ମାଣ କରି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି । ଏହି ସଂଖ୍ୟା ଗତ ବର୍ଷ ୬,୫୪୧ କୋଚ୍‌ ଉତ୍ପାଦନ ତୁଳନାରେ ପ୍ରାୟ ୯ ପ୍ରତିଶତ ଅଧିକ । ସାଧାରଣ ଲୋକଙ୍କୁ ଦୃଷ୍ଟିରେ ରଖି, ଅଣ-ବାତାନୁକୁଳିତ ନିୟନ୍ତ୍ରିତ…

ନୂତନ ୩୩ କେଭି ଲାଇନ ଲଗାଇ ଗଞ୍ଜାମ ଜିଲ୍ଲାରେ ବିଦ୍ୟୁତ୍ ଭିତ୍ତିଭୂମି ସୁଦୃଢ଼ କଲା ଟିପିଏସ୍‌ଓଡିଏଲ୍ ୩୪ ହଜାର…

ବ୍ରହ୍ମପୁର,: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଅନ୍ତର୍ଗତ ହାତୀଓଟ ପ୍ରାଇମେରୀ ସବଷ୍ଟେସନ ଓ ବେଲଗାଁ ପ୍ରାଇମେରୀ ସବଷ୍ଟେସନ ମଧ୍ୟରେ ଏକ ନୂତନ ୩୩ କେଭି ଲାଇନ ପ୍ରତିଷ୍ଠା ହୋଇଛି । ୭.୫୬୫ କିଲୋମିଟର…

ପଣ୍ୟ ପରିଚାଳନା କ୍ଷେତ୍ରରେ ଭାରତୀୟ ବୃହତ ବନ୍ଦର ମଧ୍ୟରେ ଲଗାତାର ଦ୍ୱିତୀୟ ଥର ଏକ ନମ୍ବର ସ୍ଥାନ ବଜାୟ ରଖିଲା ପାରାଦୀପ…

ପାରାଦୀପ,: ୨୪- ୨୫ ଆର୍ଥିକ ବର୍ଷରେ ୧୫୦.୪୧ ମିଲିୟନ ମେଟ୍ରିକ ଟନ (ଏମଏମଟି) ପଣ୍ୟ ପରିଚାଳନା କରି ଲଗାତାର ଦ୍ୱିତୀୟ ବର୍ଷ ପାଇଁ ପାରାଦୀପ ବନ୍ଦର ଭାରତୀୟ ବୃହତ ବନ୍ଦର ମଧ୍ୟରେ ପୁନର୍ବାର ଏକ ନମ୍ବର ସ୍ଥାନ ବଜାୟ ରଖିଛି । ଆଇରନ ଓର ଏବଂ ଜାଳେଣି କୋଇଲା ରପ୍ତାନିରେ ମାନ୍ଦାବସ୍ଥା ସତ୍ତ୍ୱେ…

ପ୍ରଥମେ ଧେଣ୍ଡୁରା ବାଜିଲା ମାଁଙ୍କ ନିମନ୍ତ୍ରଣ ଆରମ୍ଭ ହେଲା: ବାପା ଘରକୁ ଆସିବେ ଝିଅ

ବ୍ରହ୍ମପୁର,: ବ୍ରହ୍ମପୁରରେ ଗୁରୁବାର ଧେଣ୍ଡୁରା ବାଜିଲା ମାଁଙ୍କ ଆଗମନ ପାଇଁ ଗୁରୁବାର ଆସିବେ ମାଆ ସାଆନ୍ତାଣି । ଆରମ୍ଭ ହେଲା ପରମ୍ପରା, ଧେଣ୍ଡୁରା ବଜାଇ ସହରବାସୀଙ୍କୁ ଦେଲେ ଡାକରା ମାଁଙ୍କ ନିମନ୍ତ୍ରଣରେ ସାମିଲ ହେବାକୁ । ମାଁଙ୍କ ଅସ୍ଥାୟୀ ମନ୍ଦିର ପାଇଁ ରାଜମହେନ୍ଦ୍ରିରୁ ଆସିଛି ଫୁଲ ।…