Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଚାଲେଞ୍ଜ ହୋଇପାରେ ନୀତି ପରିଚାଳନା, ର୍ୟାମ୍ପ୍ ଖୋଲା ଯୋଡ଼ାରେ ଯିବ ଅଧଘଣ୍ଟା
ପୁରୀ, : ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ସରକାର ଧାଡ଼ି ଦର୍ଶନ ବ୍ୟବସ୍ଥା କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଏହି ନୂଆ ଦର୍ଶନ ବ୍ୟବସ୍ଥା ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଯେତିକି ଉତ୍କଣ୍ଠା ରହିଛି, କାର୍ଯ୍ୟକାରୀ କରିବା ପ୍ରଶାସନ ପାଇଁ ସେତିକି ଆହ୍ୱାନଭରା ରହିଛି । କାହିଁକିନା ଆମ…
ନୂଆଦିଲ୍ଲୀରେ ପ୍ରେସ କନ୍ଫରେନ୍ସରେ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ
ନୂଆଦିଲ୍ଲୀ/ଭୁବନେଶ୍ୱର, : ଜିଏସଟି ସ୍ଲାବକୁ ନେଇ ମୋଦି ସରକାରଙ୍କ ନିଷ୍ପତ୍ତି ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ ପ୍ରେସମିଟ କରିଛନ୍ତି । ସାଧାରଣ ଜନତାଙ୍କ ଉପରୁ ଟିକସ ବୋଝ ହ୍ରାସ କରିବା ଲାଗି ଆଜିର ବୈଠକରେ ବ୍ୟାପକ ଆଲୋଚନା ପରେ ଅନେକ ଦ୍ରବ୍ୟ ଓ ସେବା ଉପରୁ ଜିଏସଟି ହାର…
ଜଳବାୟୁ ପରିବର୍ତ୍ତନ ପାଇଁ ଭାରତରେ ଖାଦ୍ୟ ମୂଲ୍ୟ ବୃଦ୍ଧି
ନୂଆଦିଲ୍ଲୀ,: ଅତ୍ୟଧିକ ଜଳବାୟୁ ପରିବର୍ତ୍ତନ ଯୋଗୁ ଫସଲ ନଷ୍ଟ ଓ ଯୋଗାଣ ବ୍ୟବସ୍ଥା ବାଧାପ୍ରାପ୍ତ ହେଉଥିବାରୁ ଖାଦ୍ୟ ମୂଲ୍ୟ ତୀବ୍ର ଭାବେ ବୃଦ୍ଧି ପାଉଛି । ଟମାଟୋ, ପିଆଜ ଓ ଆଳୁ ଭଳି ପ୍ରତ୍ୟେକ ଘରେ ବ୍ୟବହୃତ ମୁଖ୍ୟ ଖାଦ୍ୟ ସାମଗ୍ରୀ ଅନିୟମିତ ବର୍ଷା, ଗ୍ରୀଷ୍ମ ଲହରୀ ଓ ଅସମୟ ଝଡ଼ର ଶିକାର…
ସେମିକନ୍ ଇଣ୍ଡିଆ ୨୦୨୫ରେ ଅଗ୍ରଣୀ ସିଇଓଙ୍କ ସହ ମତବିନିମୟ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମିକନ୍ ଇଣ୍ଡିଆ ୨୦୨୫ ଅବସରରେ ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପର ଅଗ୍ରଣୀ ସିଇଓଙ୍କ ସହିତ ମତ ବିନିମୟ କରିଛନ୍ତି । ଶ୍ରୀ ମୋଦି କହିଛନ୍ତି,\"ଏହି କ୍ଷେତ୍ରରେ ଭାରତର ନିରନ୍ତର ସଂସ୍କାର ଯାତ୍ରା ବିଷୟରେ ମୁଁ କଥା ହୋଇଛି । ଦୃଢ ଭିତ୍ତିଭୂମି…
ଶ୍ରୀମନ୍ଦିର ସୁରକ୍ଷା, ଗବେଷଣା ଓ ଧାଡି ଦର୍ଶନ ସମ୍ପର୍କରେ ଆଲୋଚନା
ପୁରୀ, : ନିଳାଦ୍ରୀ ଭକ୍ତ ନିବାସ ଠାରେ ବୁଧବାର ପୂର୍ବାହ୍ନରେ ଶ୍ରୀମନ୍ଦିର ପରିଚାଳନା କମିଟିର ନୂତନ ସଦସ୍ଯଙ୍କୁ ସ୍ୱାଗତ କରାଯିବା ସହ ବୈଠକ ଅନୁଷ୍ଠିତ ହୋଇଥିଯାଇଛି । କମିଟିର ସ୍ଥାୟୀ ସଭାପତି ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକରେ ଶ୍ରୀମନ୍ଦିର ସୁରକ୍ଷା, ସବକମିଟି…
ମନ୍ତ୍ରୀ ମଣ୍ଡଳ ଅଦଳବଦଳ କାଉଣ୍ଟ ଡାଉନ ଆରମ୍ଭ
ଭୁବନେଶ୍ୱର, : କେବେ ଓଡିଶା ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବ ସେ ନେଇ ଚର୍ଚ୍ଚା ଲାଗି ରହିଛି । ବିଭିନ୍ନ ସମୟରେ ଏ ନେଇ ରାଜ୍ୟ ତଥା କେନ୍ଦ୍ରୀୟ ନେତାମାନେ ଆଲୋଚନା କରିଯାଉଛନ୍ତି । ହେଲେ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ହୋଇପାରୁ ନାହିଁ । ତେବେ ବିଭିନ୍ନ ସମୟରେ ବିଜେପି ସରକାର ଏହାକୁ ନେଇ ସମାଲୋଚିତ…
ଇସ୍ରାଏଲ ଲଞ୍ଚ କଲା ଗୁଇନ୍ଦା ସାଟେଲାଇଟ୍, ୨୪ ଘଣ୍ଟା ଶତ୍ରୁ ଉପରେ ରଖିବ ନଜର
ନୂଆଦିଲ୍ଲୀ, : ଇସ୍ରାଏଲ ନିଜର ଗୁଇନ୍ଦା ସାଟେଲାଇଟ୍ \"ଅଫେକ ୧୯\'କୁ ମଙ୍ଗଳବାର ବିଳମ୍ବିତ ରାତିରେ ମହାକାଶକୁ ସଫଳତାର ସହ ଲଞ୍ଚ କରିଛି । ପ୍ରାରମ୍ଭିକ ସୂଚନା ଅନୁସାରେ, ଏହି ସାଟେଲାଇଟ୍ ଯୋଜନା ଅନୁସାରେ କାମ କରୁଛି । ଏହା ସହାୟତାରେ ଇସ୍ରାଏଲ ଶତ୍ରୁ ଉପରେ ନଜର ରଖିପାରିବ ଓ ପ୍ରତି…
କିଟ୍ରେ ରାଜ୍ୟ ଏସ୍ଏନ୍ଏଆଇ ଦ୍ୱିବାର୍ଷିକ ସମ୍ମିଳନୀ ଉଦ୍ଯାପିତ
ଭୁବନେଶ୍ୱର,: କିଟ୍ ବିଶ୍ୱବିଦ୍ୟାଳୟରେ ଷ୍ଟୁଡ଼େଣ୍ଟ ନର୍ସେସ୍ ଆସୋସିଏସନ ଅଫ୍ ଇଣ୍ଡିଆ(ଏସ୍ଏନ୍ଏଆଇ) ଓଡ଼ିଶା ରାଜ୍ୟ ଶାଖାର ୩୧ତମ ଦ୍ୱିବାର୍ଷିକ ସମ୍ମିଳନୀ ରବିବାର ଉଦ୍ଯାପିତ ହୋଇଯାଇଛି । ଭାରତୀୟ ତାଲିମପ୍ରାପ୍ତ ନର୍ସ ସଂଘ (ଟିଏନ୍ଏଆଇ)ର ଓଡ଼ିଶା ଶାଖା ଏବଂ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ…
ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଜନଜାତି ଅଞ୍ଚଳର ବିକାଶ ପାଇଁ ପ୍ରକଳ୍ପ ମଞ୍ଜୁରୀ ଓ କାର୍ଯ୍ୟକାରିତା ସମ୍ପର୍କିତ ବୈଠକ
ଭୁବନେଶ୍ୱର, : ମଙ୍ଗଳବାର ଭନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିକାଶ ବିଭାଗର ଦୁଇଗୋଟି ବୈଠକରେ ଅଧ୍ୟକ୍ଷତା କରି ବିଭାଗ ଦ୍ୱାରା ଜନଜାତି ଅଂଚଳର ବିକାଶ ପରିପ୍ରେକ୍ଷୀରେ…
୨୦୨୫-୨୬ ଶିକ୍ଷା ବର୍ଷରୁ ପାଠପଢ଼ା ଆରମ୍ଭ, ସ୍ୱାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ହାସଲ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, : ଓଡ଼ିଶାର ଆଉ ଦୁଇଟି ସରକାରୀ ମେଡିକାଲ କଲେଜ ପାଇଁ ୨୦୦ ଆସନ ଅନୁମୋଦିତ ହୋଇଛି । ଜାତୀୟ ମେଡିକାଲ କମିଶନ୍ ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଫୁଲବାଣୀ ସରକାରୀ ମେଡିକାଲ କଲେଜ ପାଇଁ ୧୦୦ଟି ସିଟ୍ ଓ ତାଳଚେର ସ୍ଥିତ ପବିତ୍ର ମୋହନ ପ୍ରଧାନ ସରକାରୀ ମେଡିକାଲ କଲେଜ ପାଇଁ ମଧ୍ୟ…