Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସୋମବାର ଆରମ୍ଭ ହେଲା କଣ୍ଟାବାଞ୍ଜି ମାଟିର୍ ମହୋତ୍ସବ
ତୁରେକେଲା: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହର ର ରେଲବାଇ ଖେଳ ପଡ଼ିଆଠାରେ ସୋମବାର ଠାରୁ ଆରମ୍ଭ ହୋଇ ୩ ଦିନ ଧରି ଆୟୋଜିତ ହେବ କଣ୍ଟାବାଞ୍ଜି ମାଟିର୍ ମହୋତ୍ସବ। ସେଥି ପାଇଁ ଆୟୋଜକ କମିଟି ପକ୍ଷରୁ ସୋମବାର ସକାଳ ୯ ଟା ସମୟ ରେ କଣ୍ଟାବାଞ୍ଜି ଦ୍ବାରସନୀ ମନ୍ଦିର ରେ ପୂଜାର୍ଚ୍ଚନା କରିବା…
JSW ଏନର୍ଜି ଉତ୍କଳ ଲିମିଟେଡ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
ସମ୍ବଲପୁର:-ଆନ୍ତର୍ଜାତୀୟ ମହିଳା ଦିବସ ଜେଏସଡବ୍ଲୁ ଏନର୍ଜି ଉତ୍କଳ ଲିମିଟେଡ ପକ୍ଷରୁ ସମ୍ବଲପୁର ସ୍ଥିତ ହୋଟେଲ ଭାମା ଇନ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ୱଲପୁର ସଦର ଉପଜିଲ୍ଲାପାଳ ଡା.ପୁଷ୍ପାଞ୍ଜଳି ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳା ଦିବସ ସମ୍ପର୍କରେ ଆଲୋକପାତ କରିଥିଲେ । ସେ…
ନୂତନ ଗୋଦାମ ଗୃହ ଉଦଘାଟନ କଲେ ବିଧାୟକ
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ବର ସ୍ଥିତ ପ୍ରାଥମିକ କୃଷି ସମବାୟ ସମିତି ଠାରେ ସମିତି ପକ୍ଷରୁ ନିର୍ମିତ ନୂତନ ଗୋଦାମ ଗୃହର ଉଦଘାଟନ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ବୌଦ୍ଧ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବରେ…
ନଦୀ ପଠାରେ ୫ ବର୍ଷ ଝିଅ କୁ ଦୁର୍ଷ୍କର୍ମ
କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅଞ୍ଚଳରେ ପାଞ୍ଚ ବର୍ଷର ନାବାଳିକାକୁ ଦୁଷ୍କର୍ମ ହେବାର ସାତ ଦିନ ପରେ ନାବାଳିକାର ବାପା ସାହସ ଜୁଟାଇ ଘଷିପୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି | ଘସିପୁରା ଥାନା ର ପାଞ୍ଚ ବର୍ଷର ନାବାଳିକା ଜାଗର ଦିନ ଶିବ ମନ୍ଦିର ସମୁଖରେ ଦିନ ୨ ଟା ରେ ଖେଳୁ ଥିବା…
ସ୍ୱାମୀକୁ ଟାଙ୍ଗିଆରେ ହାଣି ହତ୍ୟା, ସ୍ତ୍ରୀ ଗିରଫ
ସମ୍ବଲପୁର, : ସ୍ୱାମୀକୁ ଟାଙ୍ଗିଆରେ ହାଣି ହତ୍ୟା ଅଭିଯୋଗରେ କୁଚିଣ୍ଡା ଥାନା ପୋଲିସ ସ୍ତ୍ରୀକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଠାରୁ ଏକ ରକ୍ତଲଗା ଟାଙ୍ଗିଆ ଆଦି ଜବତ ହୋଇଛି । ଏନେଇ ୬୩ /୨୫ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ, କୁଚିଣ୍ଡା ଥାନା…
ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ଗ୍ରହଣ କଲେ ଜଗମୋହନ ମିନା
ଭୁବନେଶ୍ୱର, : ଭୁବନେଶ୍ୱର ନୂଆ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କଲେ ଜଗମୋହନ ମିନା । ସେ ପୋଲିସ କମିସନରଙ୍କ ଉପସ୍ଥିତିରେ ପିନାକ ମିଶ୍ରଙ୍କ ଠାରୁ ଏହି ଦାୟିତ୍ୱ ନେଇଛନ୍ତି । ସୂଚନାଯୋଗ୍ୟ, ୨୦୨୪ ସେପ୍ଟେମ୍ବରରେ ଭୁବନେଶ୍ୱରକୁ ଆସିଥିଲେ ନୂଆ ଡିସିପି । ୨୦୧୪ ବ୍ୟାଚ୍ ଆଇପିଏସ୍ ପ୍ରତୀକ ସିଂଙ୍କ…
କଫି ବୋର୍ଡ଼ ଚେୟାରମ୍ୟାନଙ୍କ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ଆଲୋଚନା
ଭୁବନେଶ୍ୱର,: ବୁଧବାର ଲୋକସେବା ଭବନସ୍ଥିତ କାର୍ଯ୍ୟାଳୟରେ କଫି ବୋର୍ଡ ଚେୟାରମ୍ୟାନ ଏମଜେ ଦିନେଶ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ଏହି ଅବସରରେ କୃଷି ବିଭାଗ ପ୍ରମୁଖ ଶାସନ…
ଓଡ଼ିଶା ମାଟି ତଳେ ଗ୍ରାଫାଇଟ୍, ନିକେଲ୍ କ୍ରିଟିକାଲ୍ ମିନେରାଲ୍ ଖୋଜୁଛି ଜିଏସ୍ଆଇ
ଭୁବନେଶ୍ୱର, : ଖଣି ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶାରେ କ୍ରିଟିକାଲ୍ ମିନେରାଲ୍ ମଧ୍ୟ ରହିଛି । ଗ୍ରାଫାଇଟ୍, ନିକେଲ୍, କ୍ରୋମିୟମ୍ ଆଦି ଓଡ଼ିଶା ମାଟି ତଳେ ରହିଛି । ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଜିଏସ୍ଆଇ) ସେଗୁଡ଼ିକର ସନ୍ଧାନ କରୁଛି । ଖୁବ୍ଶୀଘ୍ର ଗ୍ରାଫାଇଟ୍ର ସନ୍ଧାନ ମିଳିବ ବୋଲି…
ବିଶ୍ୱ ରାଜନୈତିକ ଇତିହାସରେ ବିଜୁ ବାବୁଙ୍କ ଭଳି ବ୍ୟକ୍ତିତ୍ୱ ବିରଳ
ଭୁବନେଶ୍ୱର, : ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ବିଜୁ ବାବୁ ଜଣେ ଏଭଳି ବ୍ୟକ୍ତିତ୍ୱ ଥିଲେ ଯିଏ ନିଜର ସମସ୍ତ ଶିଳ୍ପକୁ ସରକାରଙ୍କୁ ଦେଇଥିଲେ ।…
କୋଣାର୍କରେ ପାଞ୍ଚ ଦିନିଆ ଆନ୍ତଃରାଜ୍ୟ ଯୁବ ବିନିମୟ କାର୍ଯ୍ୟକ୍ରମ ଉଦ୍ଯାପିତ
ଅସ୍ତରଙ୍ଗ,: ଭାରତ ସରକାରଙ୍କ କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରାଳୟ ଅନ୍ତର୍ଗତ ନେହେରୁ ଯୁବ କେନ୍ଦ୍ର ପୁରୀ ତରଫରୁ ଗତ ୨୮ ଫେବୃଆରୀ ଠାରୁ ମାର୍ଚ୍ଚ ୦୪ ତାରିଖ ପର୍ଯ୍ୟନ୍ତ ଏକ ପାଞ୍ଚ ଦିନିଆ ଆନ୍ତ ରାଜ୍ୟ ଯୁବ ବିନିମୟ ଶିବିର କୋଣାର୍କ ସ୍ଥିତ ଯାତ୍ରୀ ନିବାସ ଠାରେ ଆୟୋଜିତ ହୋଇଯାଇଛି । ଏହି…