Browsing Category

ରାଜ୍ୟ

ମହାନଦୀରେ ନିର୍ମାଣ ହେବ ୧୬ ଡ୍ୟାମ୍‌, ୧୫ ବ୍ୟାରେଜ

ଭୁବନେଶ୍ୱର, : ରାଜ୍ୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମହାନଦୀରେ ଆଉ ୧୬ ଡ୍ୟାମ୍ ଏବଂ ୧୫ ବ୍ୟାରେଜ୍ ପ୍ରକଳ୍ପ ନିର୍ମାଣ ହେବ । ଏଥିସହ ମହାନଦୀରେ ୪୧ଟି ଇନ୍‌ଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକ୍‌ଚର ନିର୍ମାଣ କରିବାକୁ ଯୋଜନା ରହିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି । ବିଧାନସଭାରେ…

ଓଡ଼ିଆ ଭାଷାର ଅସ୍ମିତା ଅକ୍ଷୂର୍ଣ୍ଣ ରଖି ବିଶ୍ୱ ଦରବାରରେ ଏହାକୁ ପ୍ରତିଷ୍ଠିତ କରିବା ସଙ୍କଳ୍ପକୁ ଆହୁରି ଦୃଢ଼ କରିବା

ଭୁବନେଶ୍ୱର, : ଫେବୃଆରୀ ୨୧ ତାରିଖ ଅର୍ଥାତ୍‌ ଅନ୍ତର୍ଜାତୀୟ ମାତୃଭାଷା ଦିବସ । ପ୍ରତ୍ୟେକ ବର୍ଷ ଏହି ତାରିଖରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଏ । ବିଶ୍ୱରେ ଭାଷା ଏବଂ ସଂସ୍କୃତିର ବିବିଧତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି । ଗତ ୨୦୦୦ ମସିହାରେ…

ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସାହାଯ୍ୟ ହାତ ବଢ଼ାଇଛି ୟୁଏଆଇଏଲ ଖଣି ପ୍ରକଳ୍ପ

ରାୟଗଡା : ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲାର ଏକ ସହଯୋଗୀ କମ୍ପାନୀ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସାହାଯ୍ୟ ହାତ ବଢାଇବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହି କ୍ରମରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଚିହ୍ନଟ ସହ ସେମାନଙ୍କୁ…

ଷ୍ଟାର୍ଟଅପ୍ ଓ ଏମ୍‌ଏସ୍‌ଏମ୍‌ଇ ପାଇଁ ଲୋନ୍ ମେଳା

ଭୁବନେଶ୍ୱର,: ରାଜ୍ୟ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗ ସହଯୋଗରେ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପରିଷଦ (ଓସ୍ମେ) ପକ୍ଷରୁ ଷ୍ଟାର୍ଟଅପ୍ ଓ ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ପାଇଁ ଏକ ଲୋନ୍ ମେଳା ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଣ୍ଟରପ୍ରେନ୍ୟୋରଶିପ ଡେଭେଲପମେଣ୍ଟଠାରେ…

ପାଣି ଚିନ୍ତା ରେ ମକା ଚାଷୀ

ମକା ଚାଷ ପାଇଁ ନଦୀ ପାଣି ନିଅଣ୍ଟ ଚିନ୍ତାରେ ରହିଛନ୍ତି ଚାଷୀ । ବରବେଲ ପାଇଁ ଟଙ୍କା ଦେଇ ବର୍ଷେ ହେଲା କିନ୍ତୁ ହୋଇ ପାରିଲା ନାହିଁ ବରବେଲ । ବର୍ତ୍ତମାନ ଗ୍ରୀଷ୍ମପ୍ରବାହ ଚାଲିଥିବା ବେଳେ ନଦୀ ତୁଠରେ ପାଣି ଶୁଖି ଗଲାଣି । ଫଳରେ ଜଳସେଚନର ଅଭାବ ହେତୁ ମକା ଚାଷ କ୍ଷତି ସହିବା ସହ ଚିନ୍ତାରେ…

ଆରମ୍ଭ ହେଲା ରାଜ୍ୟ ସ୍ତରୀୟ ମହୋତ୍ସବ

ଦାନ, ଧର୍ମ ଓ ଭକ୍ତି ର ମହା ସମାରୋହ ମାନବ ସେବା ହିଁ ମାଧବ ସେବା କୁ ପାଥେୟ କରି ଜର୍ଣ୍ଣାଲିଷ୍ଟ ଆସୋସିଏସନ ହରଭଙ୍ଗା ବ୍ଲକ ଆନୁକୂଲ୍ୟରେ ରେ ସେବା ଧର୍ମୀ ଦ୍ୱିତୀୟ ରାଜ୍ୟ ସ୍ତରୀୟ ସେବା ମହୋତ୍ସବ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବୁରୁବୁଡ଼ା ଗୁପ୍ତେଶ୍ୱର ଶିବ ମନ୍ଦିରରେ ଗୁରୁବାର ଦିନ…

ସାଇବର ପୋଲିସ ହାତରେ ୨ ଅଭିଯୁକ୍ତ

କୋରାପୁଟ ତହସିଲଦାରଙ୍କ ଅଫିସିଆଲ୍ ସର୍ଭିସ ପ୍ଲସ ପୋର୍ଟାଲ ମାଧ୍ୟମରେ ସୂଚନା ସଂଗ୍ରହ କରି ଯେ କୌଣସି ପ୍ରମାଣପତ୍ର ପାଇଁ ଟଙ୍କା ଦାବି କରୁଥିଲେ ସେବାକେନ୍ଦ୍ର ମାଲିକ। ତହସିଲଦାରଙ୍କ ଅଭିଯୋଗ ପରେ କୋରାପୁଟ ସାଇବର ଥାନା ଅଧିକାରୀ ଭବାନୀ ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ୍ ଖୋର୍ଦ୍ଧା ଜିଲ୍ଲା…

ୱାଟରସେଡ ଯାତ୍ରା ରଥ ରେ ନାହିଁ ଫିଟନେସ

ଫିଟନେସ ନ ଥିବା ଗାଡି ରେ ବୁଲୁଛି ୱାଟରଶେଡ଼ ଯାତ୍ରା ର ସଚେତନତା ରଥ l ଏହି ରଥ ପାଞ୍ଚ ଗୋଟି ବ୍ଲକ ରେ ବୁଲି ଚାଷୀ ମାନଙ୍କୁ ସଚେତନ କରାଇବ l ଆଜି ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟକ୍ରମ ପରିସର ରୁ ରଥ ବାହାରିଥିଲା l କୋରାପୁଟ ଜ଼ିଲ୍ଲାପାଳ ଭି କୀର୍ତ୍ତି ଭାସନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ…

ଏକାଧିକ ଫାର୍ମାସିଷ୍ଟ ଧାରଣା ରେ ବସିଛନ୍ତି

ଆଠ ଦିନ ହେଲା ଧାରଣାରେ ବସିଛୁ ,କେହି ବି ଆମ କଥା ଶୁଣୁ ନାହାଁନ୍ତି , ଚାକିରୀ ଥିଲା ବେଳେ ସେହି ଦରମାରେ ପରିବାର ଚଳୁଥିଲୁ କିନ୍ତୁ ଏବେ ଟଙ୍କା ନାହିଁ କହି ଚାକିରିରୁ କାଢି ଦେଇଛନ୍ତି ।ଯଦି ଦଶ ଦିନ ଭିତରେ ପ୍ରଶାସନ ଆମର ଦାବି ପାଇଁ ପ୍ରସ୍ତୁତ ନୁହଁନ୍ତି ତେବେ ଆଗକୁ ରାଜ ରାସ୍ତାକୁ…

ଚିନି ଉତ୍ପାଦନ କମ୍ ହେବାରୁ ପ୍ରତିଫଳନ ଓଡ଼ିଶା ବଜାରରେ ମହଙ୍ଗାମାଡ

ଭୁବନେଶ୍ୱର, : ଦରଦାମ୍ ନିୟନ୍ତ୍ରଣରେ ରଖିବା ଲାଗି କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ଦୀର୍ଘଦିନ ଲଢ଼େଇ କରିବା ପରେ ଯେଉଁ ସଫଳତା ପାଇଛନ୍ତି, ସେଥିପ୍ରତି ଚିନି ଏକ ବଡ଼ ବିପଦ ଭାବେ ଉଭା ହୋଇଛି । ଉତ୍ପାଦନ କମିବାରୁ ମାସକ ଭିତରେ ଦେଶରେ ଚିନି କେଜି ୬.୫ ପ୍ରତିଶତ ମହଙ୍ଗା ହୋଇଛି ।…