Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭିତ୍ତି ଭୂମି ପ୍ରଗତିରେ ବେଦାନ୍ତର ଉଲ୍ଲେଖନୀୟ ଯୋଗଦାନ
ଭୁବନେଶ୍ୱର,: ବେଦାନ୍ତ ଲିମିଟେଡ ଓଡ଼ିଶାର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରି ରାଜ୍ୟର ଅସୀମ ସମ୍ଭାବନାକୁ ନିକଟରେ ଉନ୍ମୋଚିତ କରିଛି । ଏପରିକି ଓଡ଼ିଶାର ପରିବର୍ତ୍ତନ ଯାତ୍ରାରେ ବେଦାନ୍ତ ଯୋଗ ଦେଇଛିୟ ରାଜ୍ୟର ଅର୍ଥନୈତିକ ଓ ଭିତ୍ତିଭୂମି ପ୍ରଗତିରେ ବେଦାନ୍ତ ଏକ ଉଲ୍ଲେଖନୀୟ ଉଦାହରଣ ସୃଷ୍ଟି…
ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଅସୁସ୍ଥ: ହାଇଦ୍ରାବାଦକୁ ସ୍ଥାନାନ୍ତରିତ
ଭୁବନେଶ୍ୱର, : ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଅସୁସ୍ଥ ଥିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ହାଇଦ୍ରାବାଦ୍ ସ୍ଥାନାନ୍ତରିତ କରାଯାଇଛି । ଶ୍ରୀ ହରିଚନ୍ଦନଙ୍କୁ ଏୟାରଲିଫ୍ଟ କରାଯାଇଛି । ହାଇଦ୍ରାବାଦରେ ପହଞ୍ଚିଲା ପରେ ତାଙ୍କୁ ସେଠାରେ…
ସୁଭଦ୍ରା ଆବେଦନକାରୀଙ୍କୁ ପରାମର୍ଶ
ଭୁବନେଶ୍ୱର, : ସୁଭଦ୍ରା ଯୋଜନାରେ ଆବେଦନ କରିଥିବା କିଛି ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ଟଙ୍କା ଏ ପର୍ଯ୍ୟନ୍ତ ମିଳି ନାହିଁ । ଏନପିସିଆଇ ଫେଲୱର ପାଇଁ ହିତାଧିକାରୀ ଟଙ୍କା ପାଇବାରେ ଅସୁବିଧା ହେଉଛି । ସେଥିପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି । ସୁଭଦ୍ରା ଆବେଦନକାରୀଙ୍କୁ…
ଐତିହାସିକ ଫାଷ୍ଟ ଗେଟକୁ ଉଦ୍ଘାଟନ କଲେ ସାଂସଦ ରୁଦ୍ର ପାଣି
ଅନୁଗୁଳ,: କୋଇଲା ନଗରୀ ତାଳଚେରର ସର୍ବ ପୁରାତନ ଐତିହାସିକ ଫାଷ୍ଟ ଗେଟ ୨୬ ତାରିଖ ସାଧାରଣତନ୍ତ୍ର ଦିବସ
ରବିବାର ଦିନ ଉଦ୍ଘାଟିତ ହୋଇଯାଇଛି । ଉଦ୍ଘାଟକ ଭାବେ ଢ଼େଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥିଭାବେ ତାଳଚେର ବିଧାୟକ…
ଆଇନ ସଚେତନତା ଶିବିର
ପୁରୀ,: ଆଇନ ସେବା ପ୍ରାଧିକରଣ ସମ୍ମିଳନୀକକ୍ଷରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷା ତଥା ଜିଲ୍ଲା ଓ ଦୌରାଜଜ ଅଜନ୍ତା ଷଡଙ୍ଗୀଙ୍କ ନିର୍ଦ୍ଦେଶରେ ଆୟୋଜିତ ଏହି
ଆଇନ ସଚେତନତା ଶିବିରରେ ସୁପ୍ରିମକୋଟ ଜଜମେଣ୍ଟର ଅନୁବାଦ…
ଛାତ୍ରୀମାନଙ୍କ ଦକ୍ଷତାକୁ ନେଇ ପ୍ରଶଂସା କଲେ ମନ୍ତ୍ରୀ
ରାଇଘର,: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧିନରେ ଥିବା ଜୋଡ଼ିଙ୍ଗା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବାର୍ଷିକ ମହୋତ୍ସବ ପାଳନ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ…
ବନାଞ୍ଚଳସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା
ରାୟଗଡା,: ବନାଞ୍ଚଳ ତରଫରୁ ବନାଞ୍ଚଳସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା ଉପଲକ୍ଷେ ମୋଟର ସାଇକେଲ ରୟଲି ଅନୁଷ୍ଠିତ ହୋଇଥିଲା । ଏହି ମୋଟର ସାଇକେଲ ରାଲିକୁ ବନଖଣ୍ଡ ଅଧିକାରୀ ସଚିନ ଆନ୍ନାସାହେବ ଓହୋଲ ଓ ଉପ ବନ ସଂରକ୍ଷକ ସଂଦୀପ କୁମାର ପୃଷ୍ଟି ଓ ବନାଞ୍ଚଳ ଅଧିକାରୀ କମେଶ୍ୱର ଆଚାରୀ ସବୁଜ…
ବନ୍ଦେ ମାତରଂ ଫାଉଣ୍ଡେସନ୍ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା
ଅନୁଗୁଳ, : ଜିଲ୍ଲାର କୋଇଲା ନଗରୀ ତାଲଚେରରେ ବନ୍ଦେମାତରଂ ଫାଉଣ୍ଡେସନ ଟ୍ରଷ୍ଟ ଦ୍ୱାରା ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରା ଶେଷ ହୋଇଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଗଦର୍ଶନରେ ଆୟୋଜିତ କରାଯାଇଥିବା ତ୍ରିରଙ୍ଗା ଶୋଭାଯାତ୍ରା ତାଳଚେର ହାଣ୍ଡିଧୁଆଁ ଛକ ଠାରୁ ଆରମ୍ଭ ହୋଇ…
ଆବାସ ଯୋଜନା ଗୃହ ପ୍ରଦାନ ନିମନ୍ତେ ନୂତନ ହିତାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ
ରାୟଗଡ଼,: ଜିଲ୍ଲାରେ ଗୃହହୀନ ଓ କଚ୍ଚା ଘରେ ରହୁଥିବା ସମସ୍ତ ପରିବାରଙ୍କୁ ପକ୍କା ଘର ପ୍ରଦାନ ନିମନ୍ତେ ସର୍ଭେ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲା ପରିଷଦ, ରାୟଗଡର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ ଶୁକ୍ରବାର ସକାଳେ ସ୍ଥାନୀୟ ରାୟଗଡ଼ ସଦର ପଞ୍ଚାୟତ…
କଲେଜ ଛାତ୍ରୀ ଦୁଷ୍କର୍ମ ଘଟଣା: ଥାନାରେ ଗଣଧାରଣା
ଯାଜପୁର, : ବରୀ ବ୍ଲକ ବାଲିଆ ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟ ଛାତ୍ରୀ ଦୁଷ୍କର୍ମ ଘଟଣାକୁ ନିନ୍ଦା କରି ବରୀ ପୋଲିସ୍ର ନିଷ୍କ୍ରିୟତା ବିରୋଧରେ ଶୁକ୍ରବାର ବରୀ ବିଜେଡି ବରୀ ଥାନା ସମୁଖରେ ଏକ ବିଶାଳ ଗଣଧାରଣା ମାଧ୍ୟମରେ ଗର୍ଜନ ଦେଇଥିଲା । ବରୀ ବ୍ଲକରୁ ହଜାରରୁ ଉର୍ଦ୍ଧ୍ୱ ବିଜେଡି…