Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜ୍ୟପାଳଙ୍କୁ ସାକ୍ଷାତ କଲେ ଶ୍ରୀହର୍ଷ ମିଶ୍ର ସ୍ମୃତି ବିଧିର ବିଦ୍ୟାଳୟର ଛାତ୍ରଛାତ୍ରୀ
ପାଟ୍ଟଶାଣୀ, କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦଡ଼ ଅଚ୍ୟୁତସାମନ୍ତ, ଭାରତ ସରକାରଙ୍କ
ଆରସିଏମ୍ଆରରଏଡିଜି ଡ଼ଃସଂଘମିତ୍ରା ପତି, ଇଷ୍ଟର୍ଣ୍ଣକୋଲ୍ ଫିଲଡ୍ଲିଃର ପୂର୍ବତନ ସିଏମ୍ଡ଼ି ଆହୁତି ସ୍ୱାଇଁ, \"ବିଶ୍ୱମୁକ୍ତି’ର ସଂପାଦକ ପ୍ରଫେସର ଶଶାଙ୍କ ଚୂଡ଼ାମଣି ପ୍ରମୁଖ…
ବିଜାପୁର ଏନକାଉଣ୍ଟରରେ ଟଳିଥିଲେ ୧୮ ମାଓବାଦୀ
ମାଲକାନଗିରି/ବିଜାପୁର, : ଛତିଶଗଡ଼ର ବିଜାପୁର ଜିଲ୍ଲା ଅନ୍ତର୍ଗତ ପୂଜାରୀ କାଙ୍କେରସ୍ଥିତ ଜଙ୍ଗଲରେ ଗୁରୁବାର ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ସାଙ୍ଘାତିକ ମୁହାଁମୁହିଁ ସଂଘର୍ଷ ହୋଇଛି । ସୁରକ୍ଷା କର୍ମୀଙ୍କ ନିର୍ଘାତ ଗୁଳିମାଡ଼ରେ ୧୨ ନୁହେଁ ୧୮ ଜଣ ମାଓବାଦୀ ନିପାତ ହୋଇଛନ୍ତି । ଏନେଇ…
ଧର୍ମଶାଳାରେ ଦ୍ୱିତୀୟ ବ୍ଲକ ଗଠନ ପାଇଁ ତୃତୀୟ ବୈଠକ ଶେଷ,
ଜେନାପୁର,; ରବିବାର ଅପରାହ୍ନରେ ଜେନାପୁର ଥାନା ଅନ୍ତର୍ଗତ ଅଠର ଗୋଟି ପଞ୍ଚାୟତକୁ ନେଇ ଏକ ବ୍ଲକ ଗଠନ କରିବାପାଇଁ ବିଭିନ୍ନ ପଞ୍ଚାୟତର ବୁଦ୍ଧିଜୀବୀ ଜନ ପ୍ରତିନିଧି ସମାଜ ସେବୀ ସାମ୍ବାଦିକ ସଂଗଠନକୁ ନେଇ ତୃତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି, ଏହି ଅବସରରେ ଜେନାପୁର ପଞ୍ଚାୟତ ଅଧିନସ୍ଥ…
କୋଡ଼ିଏ ସ୍ଥାନରେ ଚଢ଼ଉ କରୁଛନ୍ତି ଆୟକର ବିଭାଗର ୨୦ଟି ଟିମ
ସମ୍ବଲପୁର,: ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି । ଆୟକର ବିଭାଗର ୨୦ ଟି ଟିମ୍ ତାଙ୍କର ସମ୍ବଲପୁରସ୍ଥିତ ବାସଭବନ ସମେତ ୨୦ଟି ସ୍ଥାନରେ ଚଢ଼ଉ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର ସମେତ…
ମେଡିକାଲରେ ନାହିଁ କୁକୁର କାମୁଡା ନିରାକରଣ ଇଞ୍ଜେକ୍ସନ
ନବରଙ୍ଗପୁର,: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ମୈଦଲପୁର ପ୍ରାଥମିକ ଚିକିତ୍ସାଳୟରେ ମିଳୁନି କୁକୁର କାମୁଡାର ନିରାକରଣ ଇଞ୍ଜେକ୍ସନ । ଅଞ୍ଚଳରେ କୁକର କାମୁଡ଼ାରେ ଲୋକେ ଶିକାର ହେଲେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯିବାକୁ ପଡୁଛି । ଏହି ପ୍ରାଥମିକ ଚିକିତ୍ସାଳୟରେ ଆଠଗୋଟି…
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଓ ତାଙ୍କ ପତ୍ନୀଙ୍କୁ ଜେଲ୍
ଇସଲାମାବାଦ,: ଅଲକାଦିର ଟ୍ରଷ୍ଟ ସହ ଜଡିତ ଜମି ଦୁର୍ନୀତି ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୪ ବର୍ଷ ଜେଲଦଣ୍ଡ ଦିଆଯାଇଛି ଏହା ବ୍ୟତୀତ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ୭ ବର୍ଷ ଜେଲଦଣ୍ଡ ଦିଆଯାଇଛି । ରାୱଲପିଣ୍ଡିର ଦୁର୍ନୀତି ନିବାରଣ କୋର୍ଟରେ ଏହି…
ପିଏନ୍ବି ପକ୍ଷରୁ ମୃତ ଆକାଉଣ୍ଟଧାରୀଙ୍କ ମନୋତୀତ ବ୍ୟକ୍ତିଙ୍କୁ ୪୯.୪୬ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ
ଭୁବନେଶ୍ୱର,: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ଭୁବନେଶ୍ୱର ଅଞ୍ଚଳର ଅଞ୍ଚଳ ମୁଖ୍ୟ ରାଜେଶ କୁମାର ପିଏନ୍ବି କଟକ ମଣ୍ଡଳର ମହାକାଳପଡା ଶାଖା ଅନ୍ତର୍ଗତ ଗୃହଋଣ ଆକାଉଣ୍ଟଧାରୀ ମୃତ ମନୋରଞ୍ଜନ ସାହୁଙ୍କ ମନୋନୀତ ବ୍ୟକ୍ତି ଝରଣା ସ୍ୱାଇଁଙ୍କୁ ୪୯.୪୬ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ।…
କଳାହାଣ୍ଡି ଉତ୍ସବରେ ବେଦାନ୍ତ ଲାଞ୍ଜିଗଡ଼ ଷ୍ଟଲ
କଳାହାଣ୍ଡି,: ୨୭ତମ କଳାହାଣ୍ଡି ଉତ୍ସବ-ଘୁମୁରା ୨୦୨୫ରେ ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ଷ୍ଟଲ୍ ସ୍ଥାପନ କରାଯାଇଥିଲା । ସେଥିରେ ପ୍ରୋଜେକ୍ଟ ଆଦିକଳାର ହାତତିଆରି ସାମଗ୍ରୀଗୁଡ଼ିକୁ ପ୍ରଦର୍ଶନ କରାଯାଇଥିଲା । ଏହି ପ୍ରକଳ୍ପ ସଉରା ଓ ଢୋକ୍ରା ଭଳି ପୁରାତନ କଳାର ପୁନରୁଦ୍ଧାର କରି ୨୦୦ରୁ ଅଧିକ…
ସରକାରଙ୍କ ତୀକ୍ଷ୍ଣ ଦୃଷ୍ଟିରେ ବାହାର ରାଜ୍ୟର ଧାନ ଗାଡ଼ି
ଭୁବନେଶ୍ୱର- ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି । ଧାନ କିଣା ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ ସରକାର ଯଥୋଚିତ ପଦକ୍ଷେପ ଗ୍ରହଣ କରିଛନ୍ତି । ପଞ୍ଜିକୃତ ଚାଷୀ ସେମାନଙ୍କ ଧାନକୁ ସରକାରୀ ସ୍ତରରେ ବିକ୍ରୟ କରିପାରିବେ ଏଥିନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି । ବାହାର…
ଅକ୍ଷୟ ଶକ୍ତି ବିକାଶ କ୍ଷେତ୍ରରେ ନେତୃତ୍ୱ ନେବ ଓଡ଼ିଶା
ଭୁବନେଶ୍ୱର: ରାଜ୍ୟ ଶକ୍ତି ବିଭାଗ, ସିଙ୍ଗାପୁରର ନାନୟାଙ୍ଗ ଟେକ୍ନୋଲୋଜିକାଲ ୟୁନିଭରସିଟି (ଏନଟିୟୁ) ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଭୁବନେଶ୍ୱର ସହିତ ଆନୁଷ୍ଠାନିକ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷର କରିଛି। ସିଙ୍ଗାପୁର ର ମହାମହିମ…