Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଏମ୍ସିଏଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର
ତାଳଚେର,: ଧରମପୁର ପଞ୍ଚାୟତର ବିହରିପୂର ଗ୍ରାମରେ ଲିଙ୍ଗରାଜ ଏମସିଏଲ ସିଏସଆର ପାଣ୍ଠିରୁ ସ୍ଥାନୀୟ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ସକାଳ ୯ ଘଟିକା ରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଏହି ସ୍ୱାସ୍ଥ୍ୟ ସେବା ଅନୁଷ୍ଠିତ ହୋଇଥିଲା । ତେବେ ଏମସିଏଲର ଦୁଇ ଜଣ ଡାକ୍ତର…
ଗଡ଼ିଲା ଜେଏସପିର ସଚେତନତା ରଥ : ବାଲ୍ୟ ବିବାହର ମୁକାବିଲା ଉପରେ ଗୁରୁତ
ଅନୁଗୁଳ,: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର କର୍ପୋରେଟ୍ ସାମାଜିକ ଦାୟିତ୍ୱ ତୁଲାଉଥିବା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ବାଲ୍ୟ ବିବାହର ମୁକାବିଲା ପାଇଁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ବାଲ୍ୟ ବିବାହର ସଂକଟ ସମ୍ପର୍କରେ ସମାଜକୁ ଅବଗତ କରିବା ସହ ଜିଲ୍ଲାରେ ଏହି ବେଆଇନ…
ଏନକାଉଣ୍ଟରରେ ଟଳିଲେ ୩ ନକ୍ସଲ
ମାଲକାନଗିରି, : ସୀମାନ୍ତରେ ସୁରକ୍ଷା ବାହିନୀ ଓ ନକ୍ସଲମାନଙ୍କ ମଧ୍ୟରେ ଛକାପଞ୍ଝା ଚାଲିଛି । ସୁରକ୍ଷା ବାହିନୀ ଡାଳେଡାଳେ ଗଲେ ନକ୍ସଲମାନେ ପତ୍ରେପତ୍ରେ ଯାଉଛନ୍ତି । ସାଧାରଣ ସଂପତି ନଷ୍ଟ କରିବା ଓ ସୁରକ୍ଷା ବାହିନୀକୁ ଟାର୍ଗେଟ କରିବା ପାଇଁ ନକ୍ସଲମାନେ ନୂଆନୂଆ ଚିନ୍ତା କରୁଛନ୍ତି । ତେବେ…
ଓଡ଼ିଶାରୁ ପ୍ରୟାଗରାଜକୁ ଗଡ଼ିଲା ବସ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, : ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାକୁମ୍ଭ ମେଳା ଅବସରରେ ଓଡିଶାର ୪ଟି ସ୍ଥାନରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ୪ଟି ଅତ୍ୟାଧୁନିକ ବସ୍ ସେବାର ଶୁଭାରମ୍ଭ କରିଛନ୍ତି । ଓଡିଶା ରାଜ୍ୟ ପରିବହନ ନିଗମର ଏହି ୪ଟି ଅତ୍ୟାଧୁନିକ ପ୍ରିମିୟମ ବସ୍, ପୁରୀ, ସମ୍ବଲପୁର, ଭବାନୀପାଟଣା…
ସହଦେବ ନାୟକଙ୍କୁ ହତ୍ୟା ଘଟଣା: ମେୟରଙ୍କ ବଡ଼ ଘୋଷଣା;
ଭୁବନେଶ୍ୱର: ରସୁଲଗଡ଼ ଓଭର ବ୍ରିଜରେ ପୁଲିସ ମିତ୍ର ‘ସହଦେବ ନାୟକ’ ମୁଣ୍ଡ କାଟି ହତ୍ୟା ମାମଲା। ହତ୍ୟାକାଣ୍ଡର ଶିକାର ହୋଇଥିବା ସଫେଇ କର୍ମଚାରୀ ସ୍ୱର୍ଗତ ସହଦେବ ଉତ୍ତରାଧିକାରୀଙ୍କୁ ମିଳିବ ୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା। ଭୁବନେଶ୍ବର ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଏବଂ…
ଦ୍ୱିତୀୟ ସୁକତେଲ ମହୋସôବ ଉଦ୍ଘାଟିତ
ବଲାଙ୍ଗିର, : ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ରାମ ମନ୍ଦିର ନିକଟସ୍ଥ ପଡିଆରେ ଦ୍ୱିତୀୟ ସୁକତେଲ ମହୋସôବ ଉଦ୍ଘାଟିତ ହୋଇଯାଇଛି । ଏହି ମହୋସôବକୁ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁରେନ୍ଦ୍ର ଭୋଇ ମୁଖ୍ୟ ଅତିଥି ଅନୁଷ୍ଠାନିକ ଭାବେ ଉଦ୍ଘାଟିତ କରିଥିଲେ । ଏସ୍ଡିପିଓ ପ୍ରଦୀପ କୁମାର ସାହୁ ସମ୍ମାନିତ…
ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ମଶାବାହିତ ରୋଗ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ
ହରିଚନ୍ଦନପୁର, : ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍ଏଫ୍), ବ୍ରାହ୍ମଣୀପାଳ ପକ୍ଷରୁ ନିକଟବର୍ତ୍ତୀ ଗ୍ରାମରେ ଅଣସଂକ୍ରାମକ ରୋଗ (ଏନସିଡି) ଓ ଭେକ୍ଟରବାହିତ ରୋଗ (ଭିବିଡି)ର ମୁକାବିଲା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ…
ନବମ ଶ୍ରେଣୀ ଛାତ୍ରୀର ଝୁଲନ୍ତା ଶବ ଉଦ୍ଧାର
କଲ୍ୟାଣସିଂହପୁର, : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତର ଡୁମୁରିପଦର ଗ୍ରାମରେ ନବମ ଶ୍ରେଣୀ ଛାତ୍ରୀର ଝୁଲନ୍ତା ଶବ ଉଧାର ହୋଇଥବା ଦେଖିବାକୁ ମିଳିଛି । ବାପା ଲାଚିଆ ତିଆକା କହିବା ଅନୁଯାୟୀ ଝିଅ ଲକ୍ଷ୍ମୀ ତିଆକା (୧୫) ଶୁଲିପଦର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀ…
ଜିଲ୍ଲା ନିର୍ମାଣ ଶ୍ରମିକ ସଂଘର ବାର୍ଷିକ ବୈଠିକ
ଖଡ଼ିଆଳ,: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଇନ୍ଦ୍ର ନଗର ସ୍ଥିତ ଜିଲ୍ଲା ର୍ନିମାଣ ଶ୍ରମିକ ସଂଘର କାର୍ଯ୍ୟାଳୟ ଠାରେ ସଙ୍ଘର ପ୍ରଥମ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକ ସଂଘର ପ୍ରତିଷ୍ଠାତା ଟୁଲୁ ବାବୁଙ୍କ ନେତୃତ୍ୟରେ
ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟଅତିଥି ଭାବରେ ବରିଷ୍ଟ ସାମ୍ବାଦିକ…
ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ ଶିବିର ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ
ଭଦ୍ରକ, : ଭଦ୍ରକ ଜିଲ୍ଲାର ସମସ୍ତ ବ୍ଲକରେ ବ୍ଲକ୍ସ୍ତରୀୟ ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ ଶିବିର ଆୟୋଜନ ପାଇଁ ଜିଲ୍ଲାପାଳଙ୍କ
ଅଧ୍ୟକ୍ଷତାରେ ପ୍ରାକ୍ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସୱାନ ହଲରେ ଆଭାସି ଜରିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ…