Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୩୧ସୁଦ୍ଧା ଇ-କେୱାଇସି ନକଲେ ଅକାମୀ ହୋଇଯିବ ରାସନକାର୍ଡ
ଭୁବନେଶ୍ୱର, : ଚଳିତ ମାସ ୩୧ତାରିଖ ସୁଦ୍ଧା ଇ-କେୱାଇସି ପ୍ରକ୍ରିୟା ଶେଷ ହୋଇନଥିଲେ ହିତାଧିକାରୀଙ୍କ ରାସନ କାର୍ଡ ଅକାମୀ ହୋଇଯିବ । ରାସନକାର୍ଡର ଇ-କୋୱାଇସି ଯାଞ୍ଚ ପ୍ରକିୟା ଶେଷ କରିନଥିବା ହିତାଧିକାରୀଙ୍କୁ ରାଜ୍ୟ ସରକାର ଜାନୁଆରୀ ୩୧ତାରିଖ ପର୍ଯ୍ୟନ୍ତ ମହଲତ ଦେଇଛନ୍ତି । ଏହି ଇ-କେୱାଇସି…
ଓଡ଼ିଶା ହେବ ଆଇଟି ହବ୍, ଦୁଇ ତିନି ମାସରେ ନିଆଯିବ ପଦକ୍ଷେପ: ଅଶ୍ୱନୀ ବୈଷ୍ଣବ
ଭୁବନେଶ୍ୱର, : ଆସନ୍ତା ଦୁଇରୁ ତିନି ବର୍ଷ ମଧ୍ୟରେ ଓଡ଼ିଶାକୁ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି)ର ଏକ ବଡ଼ ହବରେ ପରିଣତ କରାଯିବ, ଗୁରୁବାର କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା କହିଛନ୍ତି । କେନ୍ଦ୍ର ଏବଂ ରାଜ୍ୟ ସରକାର ଓଡ଼ିଶାକୁ ସୂଚନା ପ୍ରଯୁକ୍ତିବିଦ୍ୟାର ଏକ ବଡ଼ ହବ୍ କରିବା ପାଇଁ…
ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର,: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗୁରୁବାର ସନ୍ଧ୍ୟାରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବାୟୁ ସେନାର ସ୍ୱତନ୍ତ୍ର ବିମାନ ଅବତରଣ କରିବା ପରେ ରାଜ୍ୟପାଳ ହରିବାବୁ କମ୍ଭମପତି,…
ମରଣଯନ୍ତା ପାଲଟିଛି ଖଜୁରୀ ରାସ୍ତା
ନବରଙ୍ଗପୁର,: ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆଦିବାସୀ ଅଧ୍ୟୁଷିତ ଗାଁ ଗୁଡିକରେ ରାସ୍ତା ଓ ଡ୍ରେନେଜର ନିର୍ମାଣ କାର୍ଯ୍ୟ କରୁଛନ୍ତି । କିନ୍ତୁ ଏମିତି କେତେକ ଗାଁ ରହିଛି ଯେଉଁଠାରେ ରାସ୍ତା ଠିକ ନାହିଁ କି ଡ୍ରେନେଜର ବ୍ୟବସ୍ଥା ନାହିଁ ଫଳରେ ଗାଁ ରାସ୍ତା ଗୁଡିକ ଜାତାୟତରେ…
ୟୁକୋ ବ୍ୟାଙ୍କର ୮୩ତମ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ
ସମ୍ବଲପୁର,: ୟୁକୋ ବ୍ୟାଙ୍କର ୮୩ତମ ପ୍ରତିଷ୍ଠା ଦିବସ ଅବସରରେ ବ୍ୟାଙ୍କର ସମ୍ବଲପୁର ଅଞ୍ଚଳ ପକ୍ଷରୁ ଏକ ରକ୍ତଦାନ ଶିବିର ଓ ସ୍ୱାସ୍ଥ୍ୟ
ପରୀକ୍ଷା ଶିବିର ସମ୍ବଲପୁରର ଜିଏମ୍ ୟୁନିଭରସିଟି କ୍ୟାମ୍ଫସରେ ଉଦ୍ଘାଟିତ ହୋଇଯାଇଛି । ପିଜି କାଉନ୍ସିଲର ଚେୟାରମ୍ୟାନ୍ଜ୍ଞା ନରଞ୍ଜନ ସ୍ୱାଇଁ ଏହି…
ଆରମ୍ଭ ହେଲା ପ୍ରବାସୀ ଭାରତୀୟ ଦିବସ ୨୦୨୫
ଭୁବନେଶ୍ୱର,: ସ୍ଥାନୀୟ ଜନତା ମଇଦାନରେ ଆୟୋଜିତ ୧୮ତମ ପ୍ରବାସୀ ଭାରତୀୟ ଦିବସ ବୁଧବାର ଆରମ୍ଭ ହୋଇଛି । ଏହି ତ୍ରି- ଦିବସୀୟ ସମ୍ମିଳନୀର ପ୍ରଥମ ଦିନ ଯୁବ ପ୍ରବାସୀ ଭାରତୀୟ ଦିବସ ମହାସମାରୋହ ରେ ଉଦଘାଟିତ ହୋଇଛି । ପ୍ରଦୀପ ପ୍ରଜ୍ଜ୍ୱଳନ ସାଙ୍ଗକୁ ମନ୍ତ୍ରଧ୍ୱନି ମୁଖରିତ ପରିବେଶରେ ଆୟୋଜିତ ଏହି…
୧୮ତମ ପ୍ରବାସୀ ଭାରତୀୟ ଦିବସ ସମାରୋହ -୨୦୨୫
ଭୁବନେଶ୍ୱର ତା-୦୮.୦୧.୨୦୨୫ : ସ୍ଥାନୀୟ ଜନତା ମଇଦାନରେ ଆୟୋଜିତ ୧୮ତମ ପ୍ରବାସୀ ଭାରତୀୟ ଦିବସ ଆଜି ଆରମ୍ଭ ହୋଇଛି । ଏହି ତ୍ରି-ଦିବସୀୟ ସମ୍ମିଳନୀର ପ୍ରଥମ ଦିନ “ଯୁବ ପ୍ରବାସୀ ଭାରତୀୟ ଦିବସ” ମହା ସମାରୋହରେ ଉଦଘାଟିତ ହୋଇଛି । ପ୍ରଦୀପ ପ୍ରଜ୍ଜ୍ୱଳନ ସାଙ୍ଗକୁ ମନ୍ତ୍ରଧ୍ୱନି ମୁଖରିତ…
ଭୁବନେଶ୍ୱରରେ ଉଦଘାଟିତ ହେଲା ପୁଷ୍ପ ପ୍ରଦର୍ଶନ
ଭୁବନେଶ୍ୱର, : ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର, ଏକାମ୍ର କାନନ, ଭୁବନେଶ୍ୱର, ପ୍ଳାଣ୍ଟ ଲଭର୍ସ ଆସୋସିଏସନ ସହ ମିଶି ପ୍ରତିବର୍ଷ ପୁଷ୍ପ ପ୍ରଦର୍ଶନୀ ଆୟୋଜନ କରିଥାନ୍ତି । ଚଳିତ ବର୍ଷ ଜାନୁୟାରୀ ୭ରୁ ୧୧ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ଧରି ଏହା ଚାଲିବ । ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ…
ଜେଏସପି ପକ୍ଷରୁ ଟ୍ରକ୍ ଡ୍ରାଇଭରଙ୍କ ପାଇଁ ମେଗା ଚକ୍ଷୁ ପରୀକ୍ଷା
ଅନୁଗୁଳ,: ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ରାଜ୍ୟ ସରକାରଙ୍କ ସହଭାଗିତାରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ପକ୍ଷରୁ ଏକ ମେଗା ଚକ୍ଷୁ ପରୀକ୍ଷା ଏବଂ ପ୍ରାଥମିକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଜେଏସପିର ଫେଜ୍-ଟୁ ଅଞ୍ଚଳରେ ଥିବା ଟ୍ରାନ୍ସପୋର୍ଟ ନଗରରେ ଏହି ଦୁଇ ଦୁନିଆ…
ଭାରତୀୟ ଷ୍ଟେଟ ବ୍ୟାଙ୍କରେ ପ୍ରବାସୀ ଭାରତୀୟ ଦିବସ ପାଳିତ
ଭୁବନେଶ୍ୱର,: ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ ଜାନୁୟାରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରବାସୀ ଭାରତୀୟ ଦିବସ ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଛି । ଏହି ଉପଲକ୍ଷେ, ଆଜି (ଜାନୁୟାରୀ ୭ ତାରିଖ) ପୂର୍ବାହ୍ନରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଷ୍ଟେଟ…