Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଟ୍ରାଫିକ ଜାମରେ ଫସି ରହିଲା ଆମ୍ବୁଲାନ୍ସ : ଚିକିତ୍ସା ବିଳମ୍ବରୁ ଚାଲିଗଲା ଯୁବକଙ୍କ ଜୀବନ
ପାରାଦୀପ, : ପାରାଦୀପ ବିଶ୍ୱକର୍ମା ପୂଜା ଟ୍ରାଫିକ ପରିଚାଳନାରେ ତ୍ରୁଟି ଓ ରାସ୍ତା ଜାମ୍ ହେବାରୁ ଅଢେଇ ଘଣ୍ଟା ଧରି ଫସି ରହିଲା ଆମ୍ବୁଲାନ୍ସ । ଚିକିତ୍ସାରେ ବିଳମ୍ୱ ହେବାରୁ ଚାଲିଗଲା ଯୁବକଙ୍କ ଜୀବନ । ମୃତକ ମହେଶ୍ୱର ଦାସଙ୍କ ପୁଅ ରାକେଶ ଦାସ (୨୧ବର୍ଷ) ବୋଲି ଜଣାପଡ଼ିଛି । ସୂଚନା ମୁତାବକ,…
କର୍କଟ ହାରିବ, ଜୀବନ ଜିତିବ କର୍କଟ ଯୋଦ୍ଧାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କଲେ ବାଚସ୍ପତି
ଭୁବନେଶ୍ୱର,: ଗୋଲାପ ଫୁଲକୁ ସ୍ନେହ ଓ ପ୍ରେମର ପ୍ରତୀକ ଭାବେ ଧରାଯାଏ । କ୍ୟାନ୍ସର ପରି ଏକ ମାରାତ୍ମକ ବ୍ୟାଧି ସହ ଲଢ଼ୁଥିବା ରୋଗୀଙ୍କୁ ଗୋଲାପ ଫୁଲଟିଏ ଦେଇ ସେମାନଙ୍କ ମନୋବଳ ବୃଦ୍ଧି କରିବା ସହ ଜୀବନ ପ୍ରତି ନୂତନ ଆଶା ସଞ୍ଚାର କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପେଫମ୍ବର ୨୨ ତାରିଖକୁ…
ସମ୍ମାନ ଜନକ ବି ଭୋକାଲ ସିଏସ୍ଆର୍ ୨୫ ପୁରସ୍କାରରେ ସମ୍ମାନିତ ହେଲା ଟିପିଏସ୍ଓଡିଏଲ
ଭୁବନେଶ୍ୱର, : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ସମ୍ମାନ ଜନକ ବି ଭୋକାଲ ସିଏସ୍ଆର୍ ୨୫ ପୁରସ୍କାରରେ ସମ୍ମାନିତ ହୋଇଛି । ଅର୍ଗାନିକ୍ ଫିଙ୍ଗର୍ ମିଲେଟକୁ ପ୍ରୋତ୍ସାହନ ଯୋଗାଉଥିବାରୁ ଶକ୍ତି ବର୍ଗରେ ଟିପିଏସ୍ଓଡିଏଲକୁ ଏହି ପୁରସ୍କାର ମିଳିଛି । ଏହି…
ଧାମରା ପୋର୍ଟ ପକ୍ଷରୁ ଜେଟୀ ସଫେଇ
ଧାମରା, : ଅନ୍ତର୍ଜାତୀୟ କୋଷ୍ଟାଲ କ୍ଲିନଅପ୍ ଡେ ପାଳନ ଅବସରରେ ଧାମରା ପୋର୍ଟ ପକ୍ଷରୁ ଉପକୂଳ ସଫେଇ କାର୍ଯ୍ୟ ଆରମ୍ଭ କରାଯାଇଛି । ଏହି ଅବସରରେ ଧାମରା ପୋର୍ଟ କର୍ମଚାରୀମାନେ ସ୍ଥାନୀୟ ଧାମରାଇ ମନ୍ଦିର ପାଶ୍ୱର୍ବର୍ତ୍ତୀ ଜେଟୀ ଅଞ୍ଚଳରେ ସଫେଇ କାର୍ଯ୍ୟ କରିଥିଲେ । ଧାମରା ପୋର୍ଟର ସ୍ଥାନୀୟ…
ଜିଏସ୍ଟି ହ୍ରାସ ପରେ କମିଲା ଓମ୍ଫେଡ୍ ଦୁଗ୍ଧଜାତ ଉତ୍ପାଦ ଦର
ଭୁବନେଶ୍ୱର, : ଶାରଦୀୟ ପୂଜା ଅବସରରେ କମିଲା ଓମ୍ଫେଡ୍ ଉତ୍ପାଦ ଦର । ପାର୍ବଣ ଋତୁକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ପାଇଁ ତା’ର ଅଗଣିତ ଗ୍ରାହକଙ୍କୁ ଏହି ଭେଟି ଦେଇଛି ଓମ୍ଫେଡ୍ । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଜିଏସ୍ଟି ହ୍ରାସ କରିବା ପରେ ଓମ୍ଫେଡ୍ ତା’ର…
ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଶ୍ରୀଜିଉଙ୍କ ରତ୍ନ, ଆଜି ୧୦ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ
ପୁରୀ, : ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର । ମଙ୍ଗଳବାର ୧୦ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ । ମୁଖ୍ୟ ଦେଉଳ ଭକ୍ତଙ୍କ ପ୍ରବେଶ ବାରଣ । ଶୋଧ ହେବ ନାଟମଣ୍ଡପ ଓ ଜଗମୋହନ । ରତ୍ନ ସ୍ଥାନାନ୍ତର ପରେ କଟକଣା ହଟିବ । ସେବାୟତମାନଙ୍କ ପାଇଁ କୌଣସି କଟକଣା ନାହିଁ । ରତ୍ନ…
ନବରାତ୍ରି ପାଇଁ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ: ଶୈଳିପୁତ୍ରି ବେଶରେ ଦର୍ଶନଦେଲେ ଦୁଇଭଉଣୀ
ପୁରୁଷୋତ୍ତମପୁର,: ନବରାତ୍ରି ପୂଜା ଲାଗି ଗଞ୍ଜାମ ଜିଲାର ପ୍ରଶିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଚଦେବୀ ମା’ ତାରାତାରିଣୀ ପୀଠରେ ସୋମବାର ଚଳଚଞ୍ଚଳ ହୋଇଉଠିଛି । ଏହି ଅବସରରେ ତାରାତାରିଣୀ ଦୁଇଭଉଣି ଶୈଳିପୁତ୍ରି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଗତ ୧୩ ତାରିଖରୁ ଷୋଡ଼ଶ ଉପଚାର ପୂଜା କରାଯାଇ…
ଯୁବବର୍ଗଙ୍କ ଶକ୍ତିକୁ ଦେଶ ଗଠନରେ ସମ୍ପୂର୍ଣ୍ଣ ଉପଯୋଗ କରିବା: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, : ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିବସ ଅବସରରେ ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ଦେଶର ୭୫ଟି ପ୍ରମୁଖ ସହରରେ ନିଶାମୁକ୍ତ ଭାରତ ପାଇଁ ମାରାଥନ ଆୟୋଜକରାଯାଇଛି । \"ନମୋ ଯୁବ ରନ୍’ ନାମରେ ଅନୁଷ୍ଠିତ ଏହି ଗଣଦୌଡ଼ରେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ…
ସୌନ୍ଦର୍ଯ୍ୟ ହରାଉଛି ସହର ମାତ୍ର କିଛି ବର୍ଷ ଭିତରେ ସେଗୁଡ଼ିକ ଭାଙ୍ଗିରୁଜି ଗଲାଣି ନଷ୍ଟ ହେଲାଣି କଳାକୃତି
ବ୍ରହ୍ମପୁର ବ୍ରହ୍ମପୁର ସହରକୁ ସବୁଜ ସୁନ୍ଦର ଏବଂ ଆକର୍ଷଣୀୟ କରିବାକୁ ଅନେକ ସ୍ଥାନରେ ସୌନ୍ଦର୍ଯ୍ୟକରଣ କଳାକୃତି ସ୍ଥାପନ କରାଯାଇଥିଲା । ହେଲେ ମାତ୍ର କିଛି ବର୍ଷ ଭିତରେ ସେଗୁଡ଼ିକ ଭାଙ୍ଗିରୁଜି ଗଲାଣି ଏବଂ ଅଧୂଙ୍କଶ ରକ୍ଷଣାବେକ୍ଷଣ ଅଭାବରୁ କଳାକୃତି ଗୁଡ଼ିକ ନଷ୍ଟ ଅବସ୍ଥାରେ ରହିଛି ।…
ବଶିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ର ଦ୍ୱିତୀୟ ଶୁଭାରମ୍ଭ
ବ୍ରହ୍ମପୁର, : ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ୫ଟି ଜିଲ୍ଲା ର ୭୭୫ ତୀର୍ଥଯାତ୍ରୀ ଓ ୨୫ଜଣ ଏକ୍ସକର୍ଟ ଆଯ୍ୟୋଧ୍ୟା ଓ ବାରାଣସୀ ଅଭିମୁଖେ ଯାତ୍ରା କରିଛନ୍ତି l ଏହି ଦ୍ୱିତୀୟ ତୀର୍ଥଯାତ୍ରା କାର୍ଯ୍ୟକ୍ରମରେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗଦେଇ…