Browsing Category

ରାଜ୍ୟ

ବାଇକ କୁ ଧକ୍କା ଦେଲା ଟ୍ରାକ୍ଟର, ଗୁରୁତର ଯୁବକଙ୍କ ମେଡ଼ିକାଲ ରେ ମୃତ୍ୟୁ ଘଟଣାସ୍ଥଳରେ ଉତ୍ତେଜନା

ଧର୍ମଗଡ: କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ରେଙ୍ଗାଳପାଲି ପଞ୍ଚାୟତ ଝରିଆଗୁଡା ଗ୍ରାମ ନିକଟରେ ବେପରୁଆ ଟ୍ରାକ୍ଟର ଚାଳକ ର ଅସାବଧାନତା ଯୋଗୁଁ ଟ୍ରାକ୍ଟର ପଛ ପଟ ଟ୍ରାକ୍ଟର ଡାଲା ପଲଟି ପଡିବାରୁ ଡାଲା ରେ ଥିବା ସେଣ୍ଟ୍ରିଙ୍ଗ ପାଇଁ ଯାଉଥିବା ସାମଗ୍ରୀ ବାଇକ ଚାଳକ ଉପରେ ଚାପି ହୋଇ…

\”ୱାର୍‌-୨\’ର ନୂଆ ପୋଷ୍ଟର୍ ରିଲିଜ୍‌

ମୁମ୍ବାଇ,: ହ୍ରିତିକ ରୋଶନ ଓ ଜୁନିୟର ଏନଟିଆର୍ ଷ୍ଟାରର୍ ବହୁପ୍ରତୀକ୍ଷିତ ଫିଲ୍ମ \"ୱାର୍‌-୨\'ର ନୂଆ ପୋଷ୍ଟର୍ ରିଲିଜ୍ ହୋଇଛି । ଏଥିରେ ହ୍ରିତିକ, କିଆରା ଆଡ଼ଭାନି ଓ ଜୁନିୟର ଏନଟିଆରଙ୍କୁ ଦମ୍‌ଦାର ଆକ୍ସନ୍‌ ମୋଡରେ ଦେଖିବାକୁ ମିଳିଛି । ନିର୍ମାତାଙ୍କ ଦାବି, \"ୱାର୍‌-୨\' ଏ ବର୍ଷର ସବୁଠୁ…

ମୁମ୍ବାଇରେ ଥିବା ନିଜର ଆପାର୍ଟମେଣ୍ଟ ବିକ୍ରି କଲେ ସଲମାନ

ମୁମ୍ବାଇ, : ବଲିଉଡ ଅଭିନେତା ସଲମାନ ଖାନ ମୁମ୍ବାଇରେ ତାଙ୍କର ଏକ ସମ୍ପତ୍ତି ବିକ୍ରି କରିଛନ୍ତି । ସଲମାନଙ୍କ ଏହି ସମ୍ପତ୍ତି ମୁମ୍ବାଇର ବାନ୍ଦ୍ରା ୱେଷ୍ଟରେ ଥିଲା । ସଲମାନଙ୍କ ଏହି ଆପାର୍ଟମେଣ୍ଟର ବିକ୍ରୟ ଏହି ମାସରେ ପଞ୍ଜିକୃତ ହୋଇଛି । ଆପଣଙ୍କୁ ଜଣାଇ ଦେଉଛୁ ଯେ ମୁମ୍ବାଇର ବାନ୍ଦ୍ରା…

ମୁହଁ ଲୁଚାଇ କାନ୍ଦିଲେ ଶୁବମନ ଗିଲ

ଲର୍ଡସ, : ଏଜବାଷ୍ଟନ ଟେଷ୍ଟ ମ୍ୟାଚରେ ଇତିହାସ ସୃଷ୍ଟି କରିବା ପରେ ଭାରତୀୟ ଦଳର ଅଧିନାୟକ ଶୁବମନ ଗିଲ ବହୁତ ଖୁସି ଦେଖାଯାଉଥିଲେ । ସମାନ ଉତ୍ସାହ ସହିତ ସେ ପୁଣିଥରେ ଇଂଲଣ୍ଡକୁ ପରାସ୍ତ କରିବା ଉଦ୍ଦେଶ୍ୟରେ ଲର୍ଡସ ଗ୍ରାଉଣ୍ଡରେ ପ୍ରବେଶ କରିଥିଲେ । ତାଙ୍କ ଦଳ ଏଥିରେ ପ୍ରାୟ ସଫଳ ହୋଇଥିଲା,…

ବୁମ୍ରାଙ୍କ ଖେଳିବା ନେଇ ଭାରତ ଦ୍ୱନ୍ଦ୍ୱରେ

ନୂଆଦିଲ୍ଲୀ, : ଓଲ୍ଡ ଟ୍ରାଫୋର୍ଡରେ ଆଦୌ ଟେଷ୍ଟମ୍ୟାଚ୍ ଖେଳିନାହାନ୍ତି ଯଶପ୍ରୀତ ବୁମ୍ରା । ହେଲେ ଏଥର ଭାରତୀୟ ଦଳ ତାଙ୍କୁ ସବୁଠାରୁ ଅଧିକ ଆବଶ୍ୟକ କରୁଛି । ୧-୨ରେ ପଛୁଆ ରହି ଭାରତୀୟ ଦଳ ୪ର୍ଥ ଟେଷ୍ଟ ଖେଳିବା ପାଇଁ ଲଣ୍ଡନରୁ ମାଞ୍ଚେଷ୍ଟର ବାହାରିଛି । ତେବେ ଭାରତୀୟ ଦଳ ଅଦ୍ୟାବଧି…

ଗଙ୍ଗାଧର ମେହେର ବିଶବିଦ୍ୟାଳୟରେ ଛାତ୍ରୀ ନିର୍ଯାତନା : ଅଧ୍ୟାପକ ଗିରଫ

ସମ୍ବଲପୁର,: ବାଲେଶ୍ୱର ଏଫଏମ୍ କଲେଜ ଘଟଣାର କିଛି ଦିନ ଯାଉଣୁ ପୁଣି ଜଣେ ଛାତ୍ରୀଙ୍କ ଉପରେ ହୋଇଛି ନିର୍ଯାତନା । ଏଥିରେ ମଧ୍ୟ ଜଣେ ଅଧ୍ୟାପକ ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି । ଏଫଏମ୍ କଲେଜ ନିଆଁ ସାରା ଓଡ଼ିଶାରେ ହୁତୁହୁତୁ ହୋଇ ଜଳୁଥିବାବେଳେ ପୁଣି ଏହି ଘଟଣା ରାଜ୍ୟ ରାଜନୀତିକୁ ସରଗରମ…

ଖୋର୍ଦ୍ଧାରୋଡ ଷ୍ଟେସନରେ ନକଲି ଟିଟିଇ

ଜଟଣୀ, : ଖୋର୍ଦ୍ଧାରୋଡ଼ ରେଲୱେ ଷ୍ଟେସନର ଗୁଣୁପୁର ଟ୍ରେନ ଆସିବ ପରେ ୧ ନମ୍ବର ପ୍ଲାଟଫର୍ମରେ ୩ଜଣ ସାଧା ପୋଷାକରେ ଥିବା ବ୍ୟକ୍ତି ନିଜକୁ ଟିଟିଇ କହି ଯାତ୍ରୀମାନଙ୍କୁ ଟ୍ରେନ୍ ଟିକେଟ ମାଗିବା, ଯାଞ୍ଚ କରବା ସହ ନିଜର ପକେଟ ଗରମ କରୁଥିବା ବେଳେ ସେଠାରେ ଥିବା କିଛି ଯାତ୍ରୀଙ୍କ ସନ୍ଦେହରେ…

ସାଂସଦଙ୍କ ଦ୍ୱାରା ରାସନ୍ କାର୍ଡ ବଣ୍ଟନ ସମେତ ସାମୁହିକ ପାଠାଗାର ଓ କୋଚିଂ ସେଣ୍ଟରର ଶିଳାନ୍ୟାସ

ଖୋର୍ଦ୍ଧା, 17/7: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ଅଞ୍ଚଳର ୨୬ ଟି ପଞ୍ଚାୟତ ଓ ୧୪ ମୌଜାର ଜନ ସାଧାରଣଙ୍କ ପାଇଁ ବହୁ ଆବଶ୍ୟକୀୟ କାର୍ଯ୍ୟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅଞ୍ଚଳର ଲୋକ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ୫୩ ଲକ୍ଷ ଟଙ୍କା ବ୍ୟୟ…

“ଉତ୍ତମ ପ୍ରଶାସନିକ ଅଭ୍ୟାସ’ ଉପରେ ଜାତୀୟ ସମ୍ମିଳନୀ ଉଦଘାଟିତ

ଭୁବନେଶ୍ୱର, ୧୭ା୭ : ଭୁବନେଶ୍ୱରରେ ଗୁରୁବାର "ଉତ୍ତମ ପ୍ରଶାସନିକ ଅଭ୍ୟାସ' ଉପରେ ଦୁଇ ଦିନିଆ କର୍ମଶାଳା ଉଦଘାଟିତ ହୋଇଯାଇଛି । କେନ୍ଦ୍ର ବିଜ୍ଞାନ ଓ କାରିଗରୀ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସାଧାରଣ ଅଭିଯୋଗ, ପେନସନ ପ୍ରଶାସନ, ଆଣବିକ ଶକ୍ତି ଓ ମହାକାଶ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର…

ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି: ଆସିକା ଏବଂ ଚିକିଟିକୁ ମିଳିଲା ସ୍ୱତନ୍ତ୍ର…

ନୂଆଦିଲ୍ଲୀ, ୧୭ା୭ : ଦେଶର ସ୍ୱଚ୍ଛ ସହରଗୁଡ଼ିକର ତାଲିକା ପ୍ରକାଶ ପାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚୟୁଏ) ଦ୍ୱାରା ଆୟୋଜିତ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ପୁରସ୍କାର ପ୍ରଦାନ କରିଛନ୍ତି । କେନ୍ଦ୍ର…