Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କରୋନାରେ ଦେଶରେ ଗତ ୨୪ ଘଂଟାରେ ୪,୧୪,୧୮୮ ନୂଆ ମାମଲା
ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୪,୧୪,୧୮୮ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୩,୯୧୫ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୧୪,୯୧,୫୯୮ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…
ରାଜ୍ୟରେ ଗୋଟିଏ ଦିନରେ ୧୨୨୩୮ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୧୨୪୦୦
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୧୨୨୩୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୧୨୪୦୦ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୪୨୩୨୫୭ ରୋଗୀ ସୁସ୍ଥ ହୋଇ…
ସରକାରଙ୍କୁ ସୁପ୍ରିମ୍କୋର୍ଟଙ୍କ ଜବାବ ତଲବ, ତୃତୀୟ ଲହରରେ ଶିଶୁଙ୍କୁ କିଭଳି ମିଳିବ ସୁରକ୍ଷା
ନୂଆଦିଲ୍ଲୀ : ଦେଶରେ ୨ୟ ଲହର ସରିନିଥିବା ବେଳେ ଏବେ ତୃତୀୟ ଆସିବା ନେଇ ବଢିଲାଣି ଚିନ୍ତା । ତେବେ ଏହି ଲହରରେ ଶିଶୁମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ଦେଖାଦେଇଛି । ଏନେଇ ଆକଳନ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଆଉ ଏହି ଆକଳନ ନେଇ ସରକାରଙ୍କୁ ଜବାବ ତଲବ କରିଛନ୍ତି ସୁପ୍ରିମକୋର୍ଟ ।…
ଦ୍ୱିତୀୟ ଡୋଜ୍ ଟିକାକରଣ ଉପରେ ଗୁରୁତ୍ୱ ଦିଆଯିବ : ପ୍ରଦୀପ୍ତ ମହାପାତ୍ର
ଭୁବନେଶ୍ୱର : ଯେଉଁମାନେ ୨ୟ ଡୋଜ୍ ଅପେକ୍ଷାରେ ଅଛନ୍ତି, ସେମାନଙ୍କୁ ପ୍ରଥମେ ଦିଆଯିବ । ସେମାନଙ୍କ ଛଡ଼ା କୌଣସି ନୂଆ ଲୋକଙ୍କୁ ପ୍ରଥମ ଡୋଜ୍ ଏବେ ଦିଆଯିବନି ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟରେ…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୪,୧୨,୨୬୨ ନୂଆ ମାମଲା
ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୪,୧୨,୨୬୨ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୩,୯୮୦ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୧୦,୭୭,୪୧୦ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…
ରାଜ୍ୟରେ ଗୋଟିଏ ଦିନରେ ୧୦୫୨୧ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୦୧୬୨
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୧୦୫୨୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୦୧୬୨ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୪୧୬୪୦୩ ରୋଗୀ ସୁସ୍ଥ ହୋଇ…
କୋବିଡ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପୁରୀ ପାଇଁ ୨ କୋଟି, ସୁବର୍ଣପୁର ପାଇଁ ୧ କୋଟି ତଥା ସମ୍ବଲପୁର…
ଭୁବନେଶ୍ୱର : କୋବିଡ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପୁରୀ ପାଇଁ୨ କୋଟି, ସୁବର୍ଣପୁର ପାଇଁ ୧ କୋଟି ତଥା ସମ୍ବଲପୁର ପାଇଁ ୪.୬୨ କୋଟି ଟଙ୍କା ପ୍ରଦାନକୁ ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏହି…
କୋଭିଡ୍ ର ତୃତୀୟ ଲହର ନିଶ୍ଚିତ
ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହରରେ ଏବେ ଦେଶ ଯୁଝି ହେଉଛି । ଆଗକୁ ତୃତୀୟ ଲହର ଆସିବା ନିଶ୍ଚିତ । କରୋନାର ତୃତୀୟ ଲହର ଅବଶ୍ୟମ୍ଭାବୀ । ଅର୍ଥାତ୍ ତୃତୀୟ ଲହରକୁ ଏଡାଇ ଦେଇହେବନି । ଏମ୍ସ ନିର୍ଦ୍ଦେଶକଙ୍କ ପରେ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କେ.ବିଜୟ ରାଘବନ୍ ଏଭଳି ଆଶଙ୍କା…
ଖଲ୍ଲିକୋଟ ସ୍ୱୟଂଶାସିତ କଲେଜକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା
ଭୁବନେଶ୍ୱର : ଖଲ୍ଲିକୋଟ ସ୍ୱୟଂଶାସିତ କଲେଜକୁ ମିଳିଛି ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏହି ଘୋଷଣା କରିଛନ୍ତି । ଖଲ୍ଲିକୋଟ କଲେଜ ରାଜ୍ୟର ଏକ ପୁରୁଣା କଲେଜ । ଏହାର ଏକ ସ୍ୱତନ୍ତ୍ର ପରିଚିତି ରହିଛି । ଏଠାରେ ପାଠପଢ଼ିଥିବା ଅନେକ ଛାତ୍ରଛାତ୍ରୀ…
କୋଭିଡ୍ କଟକଣାକୁ ଫୁ, ଶହ ଶହ ଲୋକଙ୍କ ଉପସ୍ଥିତିରେ ଚାଲିଛି ଫୁଟବଲ୍ ଖେଳ : ତହସିଲଦାରଙ୍କୁ ଜଣାଇଲେ ବି ଫଳ ଶୂନ
ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ବେଲଗାମ ହୋଇପଡ଼ିଛି କରୋନା । ମାତ୍ର, ଏବେବି କିଛି ଅମାନିଆଙ୍କୁ ଯେପରି କୌଣସି କଥାରେ କିଛି ଫରକ ପଡ଼ୁନି । କରୋନା ମାରାତ୍ମକ ରୂପ ଧାରଣ କରୁଥିବାବେଳେ ଚାଲିଛି ଫୁଟବଲ ଖେଳ । ଶହ ଶହ ସଂଖ୍ୟାରେ ଦର୍ଶକଙ୍କ ଉପସ୍ଥିତିରେ କୋଭିଡ୍ କଟକଣାକୁ ଫୁଃ କରି ଉଡ଼େଇ…