Browsing Category

ରାଜ୍ୟ

ପିପିଲିରେ ବ୍ୟାପକ ମାତ୍ରାରେ କେନ୍ଦ୍ରୀୟ ସୁରକ୍ଷା ବଳ ମୃତୟନ କରାଯାଉ:ବିଜେପି

ଭୁୁବନେଶ୍ୱର: ପିପିଲି ଉପନିର୍ବାଚନରେ ଶାସକ ବିଜେଡିକୁ ନିର୍ବାଚନ ପରାଜୟର ଭୟ ଘାରିଛି । ସେଥିପାଇଁ ବିଜେଡିର ଗୁଣ୍ଡମାନେ ବିଜେପି କାର୍ଯ୍ୟକର୍ତାଙ୍କୁ ଆକ୍ରମଣ କରିଚାଲିଛନ୍ତି । ଆଗାମୀ ଉପନିର୍ବାଚନରେ ବିଜେଡି ବୁଥ ରିଗିଂ ଓ କ୍ୟାପଚରିଂ କରିବାର ଆଶଙ୍କା ଥିବାରୁ ବ୍ୟାପକ ମାତ୍ରାରେ…

ରେଳ ସଦନରେ ଖୋଲିଲା ଟୀକାକରଣ କେନ୍ଦ୍ର

ଭୁୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ଡାକରାରେ ଏପ୍ରିଲ ୧୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଥିବା ଟୀକା ଉତ୍ସବ ନିମନ୍ତେ ପୂର୍ବତଟ ରେଳପଥ ମୁଖ୍ୟାଳୟ ରେଳ ସଦନ ଠାରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଧୀନରେ ପ୍ରଥମ କାର୍ଯ୍ୟାଳୟ କୋଭିଡ ଟୀକା କେନ୍ଦ୍ର ଖୋଲାଯାଇଛି । ପ୍ରଥମ ଦିବସ…

ଜଳ ଯୋଗାଣ କର୍ମଚାରୀଙ୍କ ଛୁଟି ବାତିଲ୍‌

-ମନ୍ତ୍ରୀଙ୍କ ପାନୀୟ ଜଳ ଯୋଗାଣ ସମୀକ୍ଷା ଭୁୁବନେଶ୍ୱର : ଗ୍ରାମାଂଚଳ ଓ ସହରାଂଚଳ ଜଳ ଯୋଗାଣ କର୍ମଚାରୀଙ୍କ ଛୁଟି ବାତିଲ୍ । ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ ପାନୀୟଜଳ ପାଇଁ ଲୋକମାନେ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିଲାଗି ଦାୟିତ୍ୱରେଥିବା ଅଧିକରୀମାନେ ବିନା ଅନୁମତିରେ…

ଟ୍ରକ୍ ଓ ଅଦା ବୋଝେଇ ପିକଅପ୍ ଭ୍ୟାନରୁ ୯ କ୍ୱିଂଟାଲ ଗଞ୍ଜେଇ ଜବତ : ୮ ଗିରଫ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଜଗନ୍ନାଥପୁର ଛକ ପୋଖରୀବନ୍ଧ ଜାତୀୟ ରାଜପଥରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ଉ କରାଯାଇ ଏକ ଟ୍ରକ୍ ଓ ଏକ ଅଦା ବୋଝେଇ ପିକଅପ୍ ଭ୍ୟାନରୁ ୯ କ୍ୱିଂଟାଲ ଗଞ୍ଜେଇ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କା ହେବ ବୋଲି ଜଣାପଡିଛି । ଘଟଣାରେ…

ଇମାମୀ ପେପର ମିଲ୍ ରୁ ୧୦୧ କରୋନା ସଂକ୍ରମିତ ଚିହ୍ନଟ

ବାଲେଶ୍ୱର: ବାଲେଶ୍ୱରର ରେମୁଣାସ୍ଥିତ ଇମାମୀ ପେପର ମିଲ୍ ରୁ ୧୦୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟା ମଧ୍ୟରେ ବାଲେଶ୍ୱର ଜିଲ୍ଲାରୁ ମୋଟ୍ ୧୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୧ ଜଣ ଇମାମୀ ପେପର ମିଲ୍ ର ରହିଥିବା ସୂଚନା ଦେଇଛନ୍ତି…

ଆରୋଗ୍ୟ ଭାରତୀ ପକ୍ଷରୁ ସ୍ୱାସ୍ଥ୍ୟ ଓ କରୋନା ସମୀକ୍ଷା ବୈଠକ

ଗଞ୍ଜାମ: ଆରୋଗ୍ୟ ଭାରତୀ ପକ୍ଷରୁ ବ୍ରହ୍ମପୁର ହରିହର ନଗର କାର୍ଯ୍ୟାଳୟରେ ଜିଲା ସଭାପତି ଡାକ୍ତର ନକୁଳ ସାହୁଙ୍କ ସଭାପତିତ୍ୱରେ ସ୍ୱାସ୍ଥ୍ୟ ଓ କରୋନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବ ପ୍ରାନ୍ତ ସଭାପତି ଡାକ୍ତର ଏ. ବାଳକୃଷ୍ଣ, ଆରୋଗ୍ୟ ମିତ୍ର ପ୍ରମୁଖ ଡାକ୍ତର ହୃଷୀକେଶ…

ବାରାହା କାମୁଡାରେ ୪ ଗୁରୁତର

ଗଞ୍ଜାମ: ଦିନକୁ ଦିନ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ବଣ୍ୟ ଜନ୍ତୁମାନେ ଜୀବନ ବଞ୍ଚାଇବାକୁ ଯାଇ ଏଣେ ତେଣେ ଘୁରି ବୁଲୁଛନ୍ତି । ଯାହା ଫଳରେ ବ୍ୟାପକ ଫସଲ ନଷ୍ଟ ହେବା ସହ ସେମାନଙ୍କ ଆକ୍ରମଣରେ ବହୁ ଲୋକ ଗୁରୁତର ଆହତ ହୋଇ ମୃତ୍ୟୁବରଣ କରୁଛନ୍ତି । ଆଜି…

ପିପିଲିରେ ଉପନିର୍ବାଚନ ପ୍ରସ୍ତୁତି ଓ ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା କଲେ ପୋଲିସ ଡ଼ିଜି : ସୁରକ୍ଷା ଦାୟୀତ୍ୱରେ ୩…

ପୁରୀ: ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ପିପିଲି ଉପ ନିର୍ବାଚନ ପାଇଁ ଭୋଟ ଗ୍ରହଣ । ଉପ ନିର୍ବାଚନରେ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଏବଂ ଆଇନ ଶୃଙ୍ଖଳା ସ୍ଥିତି କିଭଳି ରହିଛି ପିପିଲିରେ ପହଂଚି ଏହାର ସମୀକ୍ଷା କରିଛନ୍ତି ପୋଲିସ ଡ଼ିଜି ଅଭୟ । ଆଜି ଏହି…

ପିିପିିଲି ମହାସମର : ଆଜି ଭର୍ଚୁଆଲରେ ପ୍ରଚାର କରିବେ ନବୀନ

ପିପିଲି : ସପ୍ତାହକ ପରେ ପିପିଲି ଉପନିର୍ବାଚନ । ଆଜି ପ୍ରଚାର କରିବେ ବିଜେଡି ସୁପ୍ରିମୋ । ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କ ପାଇଁ ଏହି ପ୍ରଚାର କରିବେ । ପିପିଲି ବାସୀଙ୍କୁ ରୁଦ୍ରଙ୍କ ପାଇଁ…

ଦେଶବାସୀଙ୍କୁ ୪ ନୀତି ଅନୁସରଣ କରିବାକୁ ଆହ୍ୱାନ

-ଟିକା ଉତ୍ସବ ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଚାରିଦିନିଆ ସ୍ୱତନ୍ତ୍ର ଟିକାକରଣ ଅଭିଯାନ "ଟିକା ଉତ୍ସବ' ଆଜିଠାରୁ ସାରା ଦେଶରେ ଆରମ୍ଭ ହୋଇଛି । ଏହି ଗଣ ଟିକାକରଣ ଉତ୍ସବ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଗତ ଗୁରୁବାର ଦିନ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ସମୟରେ…